ନା ଧୋନୀ ନା କୋହଲି ବରଂ ଏହି ବିବାହିତ ଖେଳାଳୀଙ୍କ ପାଇଁ ଧକ୍ ଧକ୍ ହୁଏ ହୃଦୟ ପ୍ରସିଦ୍ଧ ଡାନ୍ସର ସପନା ଚୌଧୁରୀଙ୍କର ନା ଜାଣିଲେ ଆପଣ ଚମକି ଉଠିବେ
ସପନା ଚୌଧୁରୀ ଏମିତି ନାଁ ଯାହାଙ୍କୁ ଆଜି କିଏ ବା ନଜାଣେ , ହରିଆଣା ରାଜ୍ୟର ସୁପ୍ରସିଦ୍ଧ ସ୍ୱପ୍ନା ଚୌଧୁରୀ ଜଣେ ଡାନ୍ସର ଓ ଗାୟିକା ଅଟନ୍ତି , ତାଙ୍କର ପ୍ରଶଂସକ କେବଳ ଦେଶରେ ନୁହନ୍ତି ବରଂ ବିଦେଶରେ ଦେଖାଯାଆନ୍ତି , ସ୍ୱପ୍ନାଙ୍କ ଡାନ୍ସରେ ଯେଉଁ କଥା ଅହି ତାହା ଅନ୍ୟ କେଉଁ ଡ୍ୟାନ୍ସରଙ୍କ ପାଖରେ ଦେଖାଯାଇନଥାଏ , ଓ ଏହି କାରଣରୁ ଲୋକେ ତାଙ୍କ ଡ୍ୟାନ୍ସର ଦିୱାନା ହୋଇସାରିଛନ୍ତି ।୨୫ ସେପ୍ଟେମ୍ବର ୧୯୯୦ କୁ ହରିଆଣାର ରୋହତକ ସହରର ଏକ ଗାଁରେ ଜନ୍ମ ନେଇଥିବା ସ୍ୱପ୍ନା ଚୌଧୁରୀ ଙ୍କ ଜନ୍ମ ଏକ ଜଠ ପରିବାରରେ ହୋଇଥିଲା, ତାଙ୍କର ପରିବାରରେ ଛୋଟ ଭାଇ ଓ ଭଉଣୀ ଅଛନ୍ତି ,ସ୍ୱପ୍ନା ରୋହତକର ସରକାରୀ ସ୍କୁଲରୁ ପାଠପଢିଛନ୍ତି , ସ୍ୱପ୍ନା ଚୌଧୁରୀ ଛୁଆବେଳରୁ ତାଙ୍କ ବାପାଙ୍କର ଦେହାନ୍ତ ହୋଇଗଲା, ସେହି ସମୟରେ ସେ ୧୦ ବର୍ଷର ଥିଲେ , ସ୍ୱପ୍ନା ଚୌଧୂରି ଏକ ପ୍ରାଇଭେଟ୍ କମ୍ପାନୀରେ ମ୍ୟାନେଜର୍ ଥିଲେ, ରାଜସ୍ଥାନ ପଞ୍ଜାବ ହରିଆଣା ଓ ଦିଲ୍ଲୀରେ ସ୍ୱପ୍ନା ଚୌଧୁରୀ ବହୁତ ନାଁ କମାଇଛନ୍ତି । ସ୍ୱପ୍ନା ଚୌଧୁରୀଙ୍କ ଡାନ୍ସ କରିବାର ବହୁତ ଇଚ୍ଛା ଥିଲା
ଦୁନିଆଁରୁ ତାଙ୍କ ବାପା ଚାଳିଯିବା ପରେ ପରିବାରର ଭାର ସ୍ୱପ୍ନାଙ୍କ ମାଙ୍କ ଉପରେ ଆସିଯାଇଥିଲା, ସ୍ୱପ୍ନା ଛୁଆବେଳରୁ ନୃତ୍ୟ କରିବାର ସଉକ ଥିଲ , ଧୀରେ ଧୀରେ ଏହି ଇଚ୍ଛାଶକ୍ତି ଆଖପାଖ ସ୍କୁଲ୍ ଓ ପଡୋଶୀରେ ଆୟୋଜିତ କେଉଁ ପୋଗ୍ରାମରେ ସେ ଯାଇ ଗୀତ ଓ ନୃତ୍ୟ ପରିବେଷଣ କରୁଥିଲେ, ସଲିଡ୍ ବଡିରେ ଏହି ଗୀତ ଥିଲା ଯେଉଁଥିରେ ସ୍ୱପ୍ନାଙ୍କ ଭାଗ୍ୟ ବଦଳାଇଦେଇଥିଲା, ଅଚାନକ ଗାଁର ଏକ ଝିଅ ଆଜି ପୁରା ହରିଆଣାରେ ଚର୍ଚିତ ହୋଇସାରିଛି । ସ୍ୱପ୍ନା ଚୌଧୁରୀ ଏବେ ପର୍ଯ୍ୟନ୍ତ ବିବାହ କରିନାହାନ୍ତି , କିନ୍ତୁ ତାଙ୍କ ଉପରେ ବହୁତ୍ ଲୋକ ଓ ଫ୍ୟାନ୍ସ ଫିଦା ହୋଇଛନ୍ତି , ଆଜିର ସମୟରେ ସ୍ୱପ୍ନାଙ୍କ ଗୀତକାରଣରୁ ହେଉ କିମ୍ବା ବିବାଦ କାରଣରୁ ନ୍ୟୁଜ୍ ପେପରରେ ଓ ଟିଭିରେ ହେଡଲାଇନ୍ ରେ ନଜର ଆସନ୍ତି ।
ଆଜି ଆମେ ଆପଣଙ୍କୁ ଏମିତି କଥାକହିବୁ ଯାହା ଆପଣ ଜାଣିନଥିବେ , ଆମେ ସମସ୍ତେ ଜାଣିଛନ୍ତି କି ଆମର ଦେଶରେ କ୍ରିକେଟ୍ ପ୍ରେମୀଙ୍କର କମିନାହିଁ , ଓ ଆଜିର ସମୟରେ ଭାରତୀୟ କ୍ରିକେଟିୟର୍ସ କେଉଁ ବଲିଉଡ୍ ଅଭିନେତାରୁ ବି କମ୍ ନୁହନ୍ତି , ଆଜିକାଲି କ୍ରିକେଟ୍ କୁ ବଲିଉଡ୍ ର ବହୁତ ଷ୍ଟାର୍ସ ବି ପସନ୍ଦ କରନ୍ତି । ଆଜି ଆମେ ଏକ ଏମିତି କ୍ରିକେଟିୟରଙ୍କ ନାଁ କହିବୁ ଯାହାଙ୍କୁ ସ୍ୱପ୍ନା ଚୌଧୁରୀ ବହୁତ ପସନ୍ଦ କରନ୍ତି , କହିଦେବୁ କି ହରିଆଣାର ପ୍ରସିଦ୍ଧ ଡ୍ୟାନ୍ସର ଏହି କ୍ରିକେଟିୟରଙ୍କ ଫ୍ୟାନ୍ ଅଟେ
ଏକ ଇଣ୍ଟରଭ୍ୟୁରେ ଯେବେ ତାଙ୍କୁନିଜ ଫେବରାଇଟ୍ କ୍ରିକେଟିୟର ବିଷୟରେପଚାରାଗଲ ତେବେ ସେ କହିଲେ କି ସେମିତି କାହାକୁ ସେ ଫଲୋ କରନ୍ତି ନାହିଁ । କିନ୍ତୁ ଛୁଆବେଳରୁ ଆଯି ସେହି କ୍ରିକେଟିୟରଙ୍କୁ ଦେଖିବାକୁ ପସନ୍ଦ କରେ , ସେ କହିଲେ କି ବିରେନ୍ଦ୍ର ସେହ୍ୱାଗଙ୍କ ବ୍ୟାଟୀଙ୍ଗ୍ ଦେଖିବାପାଇଁ ଛୁଆବେଳରୁ ବହୁତ ଉତ୍ସୁକ ଥିଲେ , ଓ ତାଙ୍କର ବ୍ୟାଟୀଙ୍ଗ୍ ର ମୁଁ ଦ୍ୱିୱାନୀ ହୋଇଛି , ସେ ଯେଉଁ ପ୍ରକାରର ଧୁଆଁଧାର୍ ବ୍ୟାଟୀଙ୍ଗ୍ କରନ୍ତି , ତାହା ମୋତେ ବହୁତ ପସନ୍ଦ ଆସେ ।