December 24, 2024

Odia Express

Leading Odia News Portal of Odisha

୧୦୦ ବର୍ଷ ପରେ ହେଉଛି ଏମିତି ମହାସଂଯୋଗ, ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ଏହି ୩ ଟି ରାଶିରେ ହେବ ଧନର ଅପାର ବର୍ଷା…

ଆଜିର ସମୟରେ ସବୁ ବ୍ୟକ୍ତି ଚାହେଁ କି ତାର ପାଖରେ ସବୁ ସୁଖ ସୁବିଧା ରହୁ ଏଥିପାଇଁ ସେ ବହୁତ ପରିଶ୍ରମ କରିଥାଏ , ସେ ଚାହେଁକି ପରିବାରର ସବୁ ଛୋଟ ବଡ ଦରକାରିତା ସହଜରେ ପୁରା କରିପାରିବ , ପଇସା କମାଇବାର ଅଲଗା ଅଲଗା ରାସ୍ତା ସେ ବାଛିନିଏ , କିଛି ଲୋକ ସଠିକ୍ ରାସ୍ତାରେ ଯାଇକରି ପଇସା କମାଇବାକୁ ଚାହଁନ୍ତି ତେବେ କିଛି ଲୋକ ଭୁଲ୍ ରାସ୍ତାରେ ଯାଇକରି ଚୋରି ବେଇମାନୀଗିରି କରି ପଇସା କମାଇବାକୁ ଚାହଁନ୍ତି , ସଠିକ୍ ରାସ୍ତାରେ ଯାଇକରି କମାଇଥିବା ପଇସା ସୁଖ ତ ଦେଇଥାଏ , କିନ୍ତୁ ଭୁଲ୍ ରାସ୍ତାରେ ଯାଇକରି କମାଯାଇଥିବା ପଇସା କେବଳ ଦୁଃଖର କାରଣ ହୋଇଥାଏ । ଯେପରିକି ଆପଣ ସମସ୍ତେ ଜାଣିଛନ୍ତି କି ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ସ୍ତ୍ରୀ ଅଟନ୍ତି ବୋଲି , ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି ମାନିଥାଉ, ଯେଉଁ ଘରେ ତାଙ୍କର ବାସ ହୋଇଥାଏ ସେହି ଘରରେ ଧନର କୌଣସି ଅଭାବ ହୁଏ ନାହିଁ

ଜ୍ୟୋତିଷ୍ୟଶାସ୍ତ୍ରରେ କୁହାଯାଈଛି କି ୧୦୦ ବର୍ଷ ପରେ ଭଗବାନ ବିଷ୍ଣୂ କିଛି ରାଶିଗୁଡିକ ଉପରେ ମେହେରବାନ ହେବାକୁ ଯାଊଛନ୍ତି , ଯାହା ଦ୍ୱାରା ଏହା ସହ ମା ଲକ୍ଷ୍ମୀଙ୍କର ଆଶିର୍ବାଦ ବି ତାଙ୍କୁ ମିଳିବ । ଆପଣଙ୍କୁ କହିଦେବୁ କି ବିଷ୍ଣୁଙ୍କ କୃପା ହେବା କାରଣରୁ ଏହି ତିନୋଟି ରାଶିର ଉପରେ ଧନର ବର୍ଷା ହେବାର ଅଛି , ଏତେ ଧନ ଲାଭ କରିବେ , ଯାହା ବିଷୟରେ କେବେ ଭାବିନଥିବେ , ଆଜି ଆମେ ସେହି ତିନୋଟିରାଶି ବିଷୟରେ କହିବାକୁ ଯାଊଛୁ ।

ମେଷ ରାଶି : ୧୦୦ ବର୍ଷ ପରେ ହେଉଥିବା ଏହି ମହାସଂଯୋଗ କାରଣରୁ ବିଷ୍ଣୁ ଭଗବାନ ପ୍ରଥମେ ମେଷ ରାଶି ଉପରେ ମେହେରବାନ୍ ହେବେ , ଏଇ ରାଶିର ପାଇଁ ଅଦ୍ଭୁତ ସଂଯୋଗ ହେଉଛି , ଏହି କାରଣରୁ ତାଙ୍କର ସମୟ ବହୁତ ଖାସ୍ ହେବାର ଅଛି , ମା ଲକ୍ଷ୍ମୀ ଓ ବିଷ୍ଣୁଙ୍କ କୃପାରୁ ଏହି ରାଶିର ଜୀବନରେ ଧନର ସଂବନ୍ଧିତ ସବୁ ଅସୁବିଧା ଦୂର ହୋଇଯିବ , ବିଦ୍ୟାର୍ଥୀଙ୍କ ପାଇଁ ଏହା ବହୁତ ଖାସ୍ ସମୟ ହେବାର ଅଛି , ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ , ଓ ଶିକ୍ଷା କ୍ଷେତ୍ରରେ ସଫଳତା ହାସିଲ୍ କରିବେ ।

କୁମ୍ଭ ରାଶି : ୧୦୦ ବର୍ଷ ପରେ ଏହି ଅଦ୍ଭୁତ ସଂଯୋଗରେ କୁମ୍ଭ ରାଶିର ଜାତକରେ ଖୁସିର ଲହଡି ଆସିବ , ବେପାରିକ ଯାତ୍ରାରୁ ଆପଣଙ୍କୁ ଲାଭପ୍ରାପ୍ତି ହେବ , ଚାକିରି କରୁଥିବା ଲୋକଙ୍କର ଆୟରେ ବୃଦ୍ଧି ଘଟୀବ , ଏହା ସହ ଟ୍ରାନ୍ସଫର୍ ହେବାର ସଂମ୍ଭାବନା ବି ଅଛି,  ଆପଣଙ୍କୁ ଧାର୍ମିକ କାର୍ଯ୍ୟରେ ମନ ଲାଗିବ , ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥିରେ ଅଛି, ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କ କୃପାରୁ ଆପଣଙ୍କ ଉପରେ କୃପା ରହିବ , ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ , ଘର ପରିବାରରେ ଖୁସିର ବାତାବରଣ ଦେଖାଦେବ ।

ମିଥୁନ ରାଶି : ୧୦୦ ବର୍ଷ ପରେ ଏହି ମହାସଂଯୋଗ ଦ୍ୱାରା ମିଥୁନ ରାଶିର ଲୋକଙ୍କୁ ମା ଲକ୍ଷ୍ମୀ ଓ ବିଷ୍ଣୁଙ୍କ ଆଶିଷ ପ୍ରାପ୍ତି ହେବ , ଏହି ଅଦ୍ଭୁତ ସଂଯୋଗକାରଣରୁ ଏମାନଙ୍କୁ ଧନ ପ୍ରାପ୍ତିର ଯୋଗ ହେଉଛି , ଏହି ରାଶି ବାଲାଙ୍କର ବାହାନ ଓ ବସ୍ତୁଗୁଡିକ ପ୍ରାପ୍ତି ହେବ , ଯେଉଁ ବ୍ୟକ୍ତି କୋର୍ଟ କଚେରିରେଫସି ରହିଛନ୍ତି ତାଙ୍କୁ ସଫଳତା ମିଳିବ , ଆପଣଙ୍କୁ କେଉଁ ନୁଆ ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ମିଳିବ , ଆପଣ ଅଲଗା କାହାର ଭୁଲ୍ ରୁ ସିଖିନିଅନ୍ତୁ , ଆପଣଙ୍କୁ ଲାଭ ମିଳିବ , ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ , ଆପଣଙ୍କ ଘରେ ଖୁସି ରହିବ ।

Leave a Reply

Your email address will not be published. Required fields are marked *