IAS ଇଣ୍ଟରଭ୍ୟୁର ୧୦ ଟି ମଜାଦାର ପ୍ରଶ୍ନ – ମଣିଷ ଶରୀରରେ ସବୁଠୁ ଛୋଟ ହାଡ କେଉଁଠି ରହିଛି ? ସଠିକ ଜବାବ ଦେଲେ ଆପଣ ଅଟନ୍ତି ବୁଦ୍ଧିମାନ ଲୋକ..
ବନ୍ଧୁଗଣ, ୟୁପିଏସ୍ ସି ପରୀକ୍ଷା ପ୍ରସ୍ତୁତି ପାଇଁ କ୍ୟାଣ୍ତିଡେଟ୍ କଡା ପରିଶ୍ରମ କରନ୍ତି । ପରୀକ୍ଷା ପରେ ପର୍ସନାଲିଟୀ ଟେଷ୍ଟ ବି ହୋଇଥାଏ , ୟୁପିଏସ୍ ସି ପରୀକ୍ଷା ପାସ୍ କରି କ୍ୟାଣ୍ତିଡେଟ୍ ଆଇଏଏସ୍ –ଆଇପିଏସ୍ ଓ ଆଇ ଆର୍ ଏସ୍ ଅଧିକାରୀ ହେବାର ଆଶା ରଖନ୍ତି । ଏହି ପରିକ୍ଷାପାସ୍ କରିବାପାଇଁ ଲିଖିତ ପରିକ୍ଷା ସହ ଇଣ୍ଟରଭ୍ୟୁ ବି କ୍ଲିଅର୍ କରିବାକୁ ପଡିଥାଏ , ଆଇଏଏସ୍ ଇଣ୍ଟରଭ୍ୟୁ ପ୍ରଶ୍ନଗୁଡୀକ ସବୁବେଳେ ଚର୍ଚ୍ଚାରେ ରହିଥାଏ , ଏହି ପ୍ରଶ୍ନଗୁଡୀକ ଭଲରୁ ଭଲ ଲୋକ ବି ଭାବିବାକୁ ବାଧ୍ୟ ହୋଇଯାଆନ୍ତି ।
ପ୍ରଶ୍ନ-୧ : A ଓ B ଭାଇ ଅଟନ୍ତି B ଓ D ଭଉଣୀ ଅଟନ୍ତି , A ର ପୁଅ D ଭାଇ ଅଟେ , ଏବେ କୁହ B ,C ର କଣ ସଂମ୍ପର୍କ ରେ ହେବ ? ଉତ୍ତର : ବାପା
ପ୍ରଶ୍ନ-୨ : ଏମିତି କେଉଁ ନାଁ ଅଛି ଯାହାକୁ ହିନ୍ଦୀ,ଇଂରାଜୀ ଓ ଗଣିତରେ ଏକା ସାଥେ ଲେଖାଯାଏ ? ଉତ୍ତର : ବିନୋଦ , କାରଣ ଯିଏ ବି କ୍ରିଏଟିଭିଟି ଜରିଆରେ ହିନ୍ଦି,ଇଂରାଜୀ, ଗଣିତର ଶବ୍ଦକୁ ବ୍ୟବହାର କରି ଲେଖିପାରିବେ , ଉଦାହରଣ- ବି ୯ ଦ ।
ପ୍ରଶ୍ନ-୩ : ରକ୍ତ ଡୋନେଟ୍ କରି କେତେ ଦିନ ପରେ ରକ୍ତର ପୁର୍ତ୍ତି ହୋଇଥାଏ ? ଉତ୍ତର : ଏକ ମାସର ମଧ୍ୟରେ
ପ୍ରଶ୍ନ-୪ : ମଣିଷ ଶରୀରରେ ସବୁଠୁ ଛୋଟ ହାଡ କେଉଁଠି ରହିଛି ?
ଉତ୍ତର – ଏହାର ସଠିକ ଉତ୍ତର ହେଲା କାନ
ପ୍ରଶ୍ନ-୫ : ସିଆର୍ ପିଏଫ୍ ସ୍ଥାପନା ଦିବସ କେବେ ମନାଯାଏ ? ଉତ୍ତର : ସିଆର୍ ପିଏଫ୍ ଦିବସ ୨୭ ଜୁଲାଇ ୧୯୩୯ ରେ ଇଂରେଜ ଅଧିନ କ୍ରାଉନ୍ ପ୍ରତିନିଧି ପୋଲିସ୍ ରୁପରେ ସ୍ଥାପିତ କରାଯାଇଥିଲା, ଏହାକୁ ୧୯୪୯ ରେ ସର୍ଦାର୍ ବଲ୍ଲଭ ଭାଇ ପଟେଲଙ୍କ ନେତୃତ୍ୟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ ରୁପରେ ବଦଳାଇଦିଆଗଲା, ଭାରତରେ ୨୭ଜୁଲାଇ ୨୦୨୦ କୁ ୮୨ ତମ ସିଆର୍ ପିଏଫ୍ ଦିବସ କରାଯାଇଥିଲା ।
ପ୍ରଶ୍ନ-୬ : ଗୋଟିଏ ବ୍ୟକ୍ତିର ସାମ୍ନାରେ ଦୁଇଟି ହଳଦିଆ ଓ ନୀଳ ମେଡିସିନ୍ ଅଛି , ସେ ତାକୁ ବିନା ଦେଖି ଦୁହେଁ ରଙ୍ଗକୁ ଗୋଟେ ଗୋଟେ ଖାଇବାର ଅଛି , ତେବେ କେମିତି ଖାଇବ ? ଉତ୍ତର : ସେ ଚାରୋଟି ମେଡିସିନ୍ ରୁ ଗୋଟେ ଗୋଟେ ଭାଙ୍ଗିକରି ଖାଇପାରିବ , ଏମିତିରେ ଦୁହେଁ ରଙ୍ଗର ମେଡିସିନ୍ ବିନା ଦେଖି ଖାଇପାରେ ।
ପ୍ରଶ୍ନ-୭ : ଏକ ଟଙ୍କାର ୯ ଟି ପଇସା ଅଛି , ଯେଉଁଥିରେ ଗୋଟେ ପଇସା ବାକି ରୁ ଟିକିଏ ଭାରି ଅଛି , କେବଳ ଦୁଇଥର ମାପିକରି ଭାରି ପଇସା କେମିତି ଜାଣିବେ ?
ଉତ୍ତର : ଆମେ ତରାଜୁରେ ୩-୩ ପଇସା ରଖିବା, ଓ ବାକି ତିନୋଟି ପଇସା ହାତରେ ରଖିବା, ଯଦି ଦୁହେଁ ତରାଜୁରେ ପକାଇବାପରେ ଗୋଟେ ଭାରି ହେଲା , ତେବେ ନିକିତି ଖସାଇବା କାରଣରୁ ପ୍ରଥମ ମାପରେ ଏହା ଜଣାପଡିଯିବ , ଯଦି ନିକିତିରେ ଓଜନ ସମାନ ରହେ ,ତେବେ ଯେଉଁ ପଇସା ଅଛି , ସେଥିରୁ ଜାଣିପାରିବା କେଉଁ ଗୋଟେ ଭାରି ପଇସା ଅଛି , ଦ୍ୱିତୀୟ ଓଜନରେ ୧-୧ ପଇସା ରଖିବା ଏଥିରୁ ଜଣାପଡିଯିବ , ଯଦି ଦ୍ୱିତୀୟ ଥର ଓଜନ କଲେ ନିକିତିରେ ଓଜନ ବରାବର ଆସେ ,ତେବେ ହାତରେ ଥିବା ପଇସା ଭାରି ଅଟେ , ଏମିତିରେ ଆମେ ଭାରି ପଇସାକୁ ମାତ୍ର ଦୁଇଥର ଓଜନ କରି ପତ୍ତା ଲଗାଇପାରିବା ।
ପ୍ରଶ୍ନ-୮ :ପ୍ରଶ୍ନ ନମ୍ବର୍ ୧୦:-କେଉଁ ଚଢେଇ କାନରେ ଦେଖିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାଦୁଡି।
ପ୍ରଶ୍ନ-୯ : ଜଣେ ବ୍ୟକ୍ତି ତାର ପ୍ରତ୍ୟକ ଜନ୍ମ ଦିନରେ ଗୋଟେ ଟଙ୍କା ସଞ୍ଚୟ କରେ।ତାକୁ ଯେତେବେଳେ ଷାଠିଏ ବର୍ଷ ହେଲା,ସେ ଦେଖିଲା ତାର ମାତ୍ର ୧୫ ଟଙ୍କା ସଞ୍ଚୟ ହୋଇଛି।ଏହା କିପରି ସମ୍ବବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା,ତାର ଜନ୍ମ ଦିନ ୨୯ ଫେବୃୟାରୀ ଥିଲା ଆଉ ଯାହା ୪ ବର୍ଷରେ ଥରେ ପଡୁଥିଲା।