December 26, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ – ଏହି ସବୁ ଶୂନ୍ୟସ୍ଥାନରେ କେବଳ ସେହି ସମାନ ଜିନିଷ ହିଁ ଲେଖା ହେବ ଯାହା ପ୍ରଥମ ଶୂନ୍ୟସ୍ଥାନରେ ଲେଖା ହେବ – ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

ଆସନ୍ତୁ ଜାଣିବା କେତେକ ଜ୍ଞାନ ବର୍ଦ୍ଧକ ସାଧାରନଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ।ଆସନ୍ତୁ ଜାଣିବା ସେ ସବୁ ପ୍ରଶ୍ନ ଓ ଉତ୍ତର ବିଷୟରେ।ଯାହା କି ଆପଣଙ୍କ ଜୀବନରେ କେଉଁ ଜାଗାରେ ମଧ୍ୟ ଦରକାର ରେ ଆସିପାରେ |ତେବେ ଏହି ପ୍ରଶ୍ନ ଗୁଡିକ ନିଶ୍ଚୟ ଅତ୍ୟନ୍ତ କୌତୂହଳୀପୂର୍ଣ୍ଣ ଅଟେ |ତେବେ ଚାଲନ୍ତୁ ଆଜିର ପ୍ରଥମ ପ୍ରଶ୍ନ ଜାଣିବା

ପ୍ରଶ୍ନ ନମ୍ବର୍ ୦୧:-ସେ କଣ ଅଟେ ଯାହାକୁ ମାରିଲା ପରେ ନିଆଁ ଜଲିଘାଏ ଆଉ ଲିଭିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଫୁକ ବା ଫୁଙ୍କିବା ପରେ।

ପ୍ରଶ୍ନ ନମ୍ବର୍ ୦୨:-ଏମିତି କେଉଁ ବିଛଣା ଅଛି ଯେଉଁଠାରେ କାହାକୁ ଶୋଇବାକୁ ଇଛା ହୁଏନି କିନ୍ତୁ ସମସ୍ତଙ୍କୁ ଶୋଇବାକୁ ପଡେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୃତ୍ୟୁ ଶଯ୍ୟା ବା ଆର୍ଥୀ ରେ।

ପ୍ରଶ୍ନ ନମ୍ଭର ୦୩:-କେଉଁ ଜୀବ କେବେ ନିଜ ମା କୁ କେବେବି ଦେଖି ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିଛା।

ପ୍ରଶ୍ନ ନମ୍ବର୍ ୦୪:-ଏମିତି କେଉଁ ପ୍ରକାରର ଗଛ ଅଛି ଯାଉପରେ ଆମେ ଚଢ଼ି ଲାରିବା ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଦଳୀ ଗଛରେ।

ପ୍ରଶ୍ନ ନମ୍ବର୍ ୦୫:-ସବୁଠାରୁ ବଡ଼ ଅଣ୍ଡା କେଉଁ ପକ୍ଷୀର ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚତୁମୁର୍ଗ ର।

ପ୍ରଶ୍ନ ନମ୍ବର୍ ୦୬:-କେଉଁ ପକ୍ଷୀ କେବେ ଗଛ ଉପରେ ବସି ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଟିଟୋନି ନାମକ ପକ୍ଷୀ।

ପ୍ରଶ୍ନ ନମ୍ବର ୦୭:-ସେ କିଏ ଯିଏ କେବେ ଶୋଇ ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବୁଲଫ୍ରଗ।

ପ୍ରଶ୍ନ ନମ୍ବର୍ ୦୮:-ମଣିଷ ୨୪ ଘଣ୍ଟାରେ କେତେଥର ନିଶ୍ୱାସ ନିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସତୁରି ରୁ ତିରିଶି ହଜାର ଥର।

ପ୍ରଶ୍ନ ନମ୍ବର ୦୯:-ବିଶ୍ୱରେ ଏମିତି କେଉଁ ଦେଶ ଅଛି ଯେଉଁଠାରେ କୌଣସି ଗୋଟେ ବି ନଦୀ ର୍ବାହୀତ ହୋଇ ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସାଉଦି ଆରବ ଠାରେ।

ପ୍ରଶ୍ନ ନମ୍ବର୍ ୧୦:-ଗାଈ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନେପାଳ।

ପ୍ରଶ୍ନ ନମ୍ବର୍ ୧୧:-ସେ ଏମିତି କେଉଁ ପ୍ରାଣୀ ଯିଏ ପୁରୁଷରୁ ମହିଳା ହୋଇ ପାରିବ ?

ଉତ୍ତର:-ଏହାର ଉତ୍ତର ହେଲା ଝିଟିପିଟି ଆଉ ଆକ୍ଟୋପସ।

ପ୍ରଶ୍ନ ନମ୍ବର୍ ୧୨:-ବିଶ୍ୱର ଏମିତି କେଉଁ ଦେଶ ଅଛି ଯେଉଁଠାରେ ପୋଷାକ ଉପରେ ଖବର କାଗଜ ଛପା ଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସ୍ପେନ ଠାରେ।

ପ୍ରଶ୍ନ ନମ୍ବର୍ ୧୩:-ସର୍ଵ ପ୍ରଥମ ଟଙ୍କା ବିମୁଦ୍ରି କରଣ କେଉଁ ଦେଶରେ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଘନା ଦେଶରେ।

ପ୍ରଶ୍ନ ନମ୍ବର୍ ୧୪:-ଏମିତି କେଉଁ ମଣିଷ ଅଛି ଯାହାର କେଉଁ ସ୍ଥାନକୁ ମଧ୍ୟ ଟିକେଟ ଲାଗିନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନୂଆ ଜନ୍ମ ହୋଇଥିବା ଶିଶୁର।

ପ୍ରଶ୍ନ ନମ୍ବର୍ ୧୫:-ଛୋଟ ଭାରତ କେଉଁ ଦେଶକୁ କୁହା ଯାଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପିଜି ଦେଶକୁ।

ପ୍ରଶ୍ନ ନମ୍ବର୍ ୧୬:-ଭାରତର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର କେଉଁଟି ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାହୁବଲୀ ୨।

ପ୍ରଶ୍ନ ନମ୍ବର୍ ୧୭:-କେଉଁ ରାଜ୍ୟରେ ପୁଅ ଓ ଝିଅ ଏକାଠି ବୁଲି ପାରିବେ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମିଜରାମରେ।

ପ୍ରଶ୍ନ ନମ୍ବର୍ ୧୮:-ମଣିଷର ସବୁଠାରୁ ବଡ଼ ଶତ୍ରୁ କେଉଁ ଜୀଵ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମସା।

ପ୍ରଶ୍ନ ନମ୍ବର୍ ୧୯:-ବିଶ୍ୱର ସବୁଠାରୁ ଶୀଘ୍ର ଦୌଡୁଥିବା ମଣିଷ କିଏ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉସେନ ବୋଲ୍ଟ।

ପ୍ରଶ୍ନ ନମ୍ବର୍ ୨୦:-ଦୁନିଆର ସବୁଠାରୁ ଛୋଟ ଦେଶ କେଉଁଟା ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବେଟିକନ ସିଟି।

ପ୍ରଶ୍ନ ନମ୍ବର୍ ୨୨:-ସବୁଠାରୁ ବିଦ୍ଧିମାନ ମାଛ କିଏ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଡ଼ଲଫିନ ମାଛ।

ପ୍ରଶ୍ନ ନମ୍ଭର ୨୩:-ସେ କେଉଁ ଜୀଵ ଯିଏ ବାଲି ଗୋଡି ଖାଇ ପାରିବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶତୁର ମୁର୍ଗ।

ପ୍ରଶ୍ନ ନମ୍ଭର ୨୪:-ସୋନେ ର ଏମିତି କେଉଁ ଜିନିଷ ଯାହାକୁ ସୁନାର ବିକ୍ରି କରି ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଖଟ।

ପ୍ରଶ୍ନ ନମ୍ଭର ୨୫:-ଗାଁ ରେ __ ଜଲ୍ଦି ହେଇ ଯାଇଥାଏ। ଛୁଆ ଙ୍କୁ __ ଠାରୁ ଡର ଲାଗିଥାଏ। ଅନ୍ଧ କୁ __ ଠାରେ କଣ ମିଳିଥାଏ। ପେଚାକୁ __ ପର୍କ ପଡି ନଥାଏ। ମନ ରଖନ୍ତୁ ଏହି ସବୁ ଶୂନ୍ୟସ୍ଥାନରେ କେବଳ ସେହି ସମାନ ଜିନିଷ ହିଁ ଲେଖା ହେବ ଯାହା ପ୍ରଥମ ଶୂନ୍ୟସ୍ଥାନରେ ଲେଖା ହେବ।

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅନ୍ଧାର।

Leave a Reply

Your email address will not be published. Required fields are marked *