December 21, 2024

Odia Express

Leading Odia News Portal of Odisha

IAS ପରିକ୍ଷାରେ ସବୁଠୁ ଚତୁର ପ୍ରଶ୍ନ – ମିଛ କହିବା ସମୟରେ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଏ ? ଉତ୍ତର ଶୁଣିବା ପରେ ଆପଣ ମଧ୍ୟ ମଧ୍ୟ ମୁଣ୍ଡରେ ହାତ ଦେବେ..

ବନ୍ଧୁଗଣ ! ସିଭିଲ୍ ସର୍ଭିସ୍ ଦେଶର ସବୁଠାରୁ ପ୍ରତିଷ୍ଠିତ କ୍ଷେତ୍ରରେ ଗଣାଯାଏ , ଏଥିପାଇଁ ୟୁପିଏସ୍ ସି ପରୀକ୍ଷା ହୋଇଥାଏ , ଯାହାକୁ ପାସ୍ କରିବା ପାଇଁ ମଜବୁତ୍ ହୋସଲା ଓ ଇରାଦାର ଆବଶ୍ୟକତା ହୋଇଥାଏ , ନା କେବଳ ୟୁପିଏସ୍ ସି ପରୀକ୍ଷା ବରଂ ଇଣ୍ଟରଭ୍ୟୁର ପାର୍ କରିବା ବହୁତ ଚ୍ୟାଲେଞ୍ଜ ଭରା ହୋଇଥାଏ , ଏହି ଇଣ୍ଟରଭ୍ୟୁରେ ଚାରିରୁ ପାଞ୍ଚ ଜଣ ଅଧିକାରୀ ଆପଣଙ୍କ ଜ୍ଞାନ ଓ ବୁଦ୍ଧିକୁ ନେଇ ତର୍କଶକ୍ତି ପରୀକ୍ଷା ନେଇଥାନ୍ତି , ଏହି ଟେଷ୍ଟରେ ପାସ୍ ହୋଇ  କ୍ୟାଣ୍ତିଡେଟ୍ ପ୍ରମାଣିତ କରିବାକୁ ହୋଇଥାଏ କି ସେ ଅଧିକାରୀ ହେବାର ଯୋଗ୍ୟ କି ନାହିଁ , ଇଣ୍ଟରଭ୍ୟୁରେ ୟୁପିଏସ୍ ସି ପ୍ୟାନେଲ୍ କିଛି ଅଲଗାପ୍ରକାରର ପ୍ରଶ୍ନ ପଚାରିଥାନ୍ତି ଯାହା ଦ୍ୱାରା କ୍ୟାଣ୍ତିଡେଟ୍ ଭୟଭୀତ ହେଉ ଓ ଚିନ୍ତିତ ହେଉ , କିନ୍ତୁ ସେ ନିଜକୁ କିପରି ସଂମ୍ଭାଳୀକରି ଜବାବ୍ ଦେବ , ଏହା ପ୍ୟାନେଲ୍ ଚେକ୍ କରିଥାଏ , ୟୁପିଏସ୍ ସି ଇଣ୍ଟରଭ୍ୟୁରେ ଏହି ପ୍ରଶ୍ନ କାହାକୁ ବି ବୋକା ବନାଇଦେଇପାରେ ।

୧) ରାସ୍ତାରେ ଦୁଇ ଲୋକଙ୍କ ମଧ୍ୟରେ ମାରପିଟ୍ ରେ କିଏ ଜଣେ ବେହୋସ୍ ହୋଇଗଲେ ତେବେ ଆପଣ କାହାକୁ ଫୋନ୍ କରିବେ ? ଉତ୍ତର : ବହୁତ ଲୋକ ଏହାର ଜବାବ୍ ପୋଲିସ୍ ଭାବିବେ , କିନ୍ତୁ ଜଣେ ବୁଦ୍ଧିମାନ ବ୍ୟକ୍ତି ଆମ୍ପୁଲାନ୍ସକୁ ଫୋନ୍ କରିବ , ଏହା ଛଡା ବେହୋସ୍ ବ୍ୟକ୍ତି ଜୀବନ ବଞ୍ଚାଇବା ତାହା ଉପରେ ସ୍ପଟ୍ ଉପରେ ଫାଷ୍ଟ ଆଡ୍ ହିସାବରେ କୃତିମ ନିଶ୍ୱାସ ଦେବା ଉଚିତ୍ ।

୨) ଏମିତି କେଉଁ ଜିନିଷ ଅଛି ଯାହା ପାଣିରେ ପଡିଲେ ଓଦା ହୁଏ ନାହିଁ ? ଉତ୍ତର : ଛାଇ

୩) ମିଛ କହିବା ସମୟରେ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଏ ? ଉତ୍ତର : କାନ

୪) ଆପଣଙ୍କ ପାଖରେ ୧୦୦ ଟଙ୍କା ଅଛି , ୧ ଟଙ୍କାରେ ଗୋଟେ ଛେଳି, ୧୦ ଟଙ୍କାର୍ ଗୋଟେ ମଇଁଷି, ଓ ୧ ଟଙ୍କାରେ ୮ ଟି କୁକୁଡା ଆସିଥାଏ , ତେବେ ଆପଣ ୧୦୦ ଟଙ୍କାରେ ୧୦୦ ଟି ପଶୁ କିପରି କିଣିପାରିବେ ?

ଉତ୍ତର : ୧୦୦ ଟଙ୍କାରେ ଆମକୁ କେଉଁ ଜନ୍ତୁ କିଣିବାକୁ ହେଲେ ଆମକୁ ୯ଟଙ୍କାରେ ୭୨ ଟି କୁକୁଡା ୨୧ ଟଙ୍କାରେ ୨୧ ଟି ଛେଲି, ଓ ୭୦ ଟଙ୍କାରେ ୭ ଟି ମଇଁଷି କିଣିପାରିବା ।

୫) ଟ୍ରେନର ସବୁ ଡବାରେ ଅଲଗା ଅଲଗା ନମ୍ବର ଯେପରି ୦୪୦୫୨ କାହିଁକି ଲେଖାଯାଈଛି ? ଉତ୍ତର : ଆପଣଙ୍କୁ ଜଣେଇଦେବୁ କି ଏହା ସବୁ ସଂଖ୍ୟା କହନ୍ତି କି ଡବାର ନିର୍ମାଣ କେବେ ହୋଇଥିଲା,  ଟ୍ରେନର ଡବାରେ ଲେଖାହୋଇଥିବା ଏହି ନମ୍ବର ୪ ରୁ ୬ ଅଙ୍କର ହୋଇଥାଏ , ଏହି ନମ୍ବରର ଦ୍ୱାରା ଏହା ସୁଚନା ମିଳିପାରିବ , ରେଳ ଡବା କେଉଁ ଶ୍ରେଣୀର ଅଛି ଓ ସେ ରେଳ ଡବା କେଉଁ ରେଲୱେ ଜୋନ୍ ଦ୍ୱାରା ଆସିଥାଏ , ଟ୍ରେନର ଡବାର ବାହାରେ ଲେଖା ହୋଇଥିବା ସଂଖ୍ୟା ୨ରୁ ଆରମ୍ଭ ହୋଇ ଅଙ୍କ ଦର୍ଶାଇଥାଏ , ଟ୍ରେନର ଡବା ଶେଷରେ କେଉଁ ବର୍ଷରେ ବନାହୋଇଥିଲା ।

ଉଦାହରଣ ପାଇଁ ଯଦି କେଉଁ ଟ୍ରେନରଡବାରେ ୮୪୩୯ ଲେଖା ହୋଇଛି , ତେବେ ଏହାର ମତଲବ ସେହି ଟ୍ରେନର ଡବାକୁ ୧୯୮୪ ରେ ତିଆରି କରାଯାଇଥିଲା,  ସେମିତି ଡବାରେ ୦୪୦୫୨ ଲେଖା ହୋଇଥିଲେ ତେବେ ଏହାର ମତଲବ ହୋଇଥାଏ କି ତାହା ୨୦୦୪ ରେ ବନା ହୋଇଥିଲା ।

୬) ଯଦି ୨ ଟୀ କୁକୁଡା ୨ ଦିନରେ ୨ ଟି ଅଣ୍ତା ଦେଇଥାଏ ତେବେ ୨୦୦ କୁକୁଡା ୨୦୦ ଦିନରେ କେତେ ଅଣ୍ତା ଦେବ ।

ଉତ୍ତର : ୨୦୦ କୁକୁଡା ୨୦୦ ଦିନରେ ୨୦୦୦୦ ଅଣ୍ତା ଦେବ ।

୭) COW କୁ ୧୩ ଅକ୍ଷରରେ କେମିତି ଲେଖିବେ ? ଉତ୍ତର : See-o-double-you ମତଲବ ସି ଓ ଡବଲୁ-cow

୮) ରୁଟୀ ସେକିବା ସମୟରେ ଫୁଲିଯାଇଥାଏ କଣ ପାଇଁ ? ଉତ୍ତର : ଯେବେ ରୁଟିକୁ ଗର୍ମ ହୋଇଥାଏ , ତେବେ ସେଥିରେ ଉପସ୍ଥିତ ଜଳ ବାଷ୍ପିଭୁତ ହୋଇଯାଏ , ଏହାର କାରଣରୁ ରୁଟି ଫୁଲିବାକୁ ଲାଗେ , ଗହମରେ ଗ୍ଲୁଟିନ୍ ନାମକ ତତ୍ତ୍ୱ ମିଳିଥାଏ , ଯାହା ଏକ ପ୍ରକାରର ପ୍ରୋଟିନ୍ ହୋଇଥାଏ , ରୁଟି ସେକିବା ସମୟରେ ଅଟାରେ ମହଜୁଦ୍ ପାଣି ବାଷ୍ପିତ ହୋଇଯାଏ , ତେବେ ପରିଣାମ ସ୍ୱରୁପ ରୁଟି ଫୁଲିଯାଇଥାଏ , ସବୁ ଚାଉଳରେ ରୁଟି ଫୁଲିନାହେଁ । ମକ୍କା,ଜୁଆ କିମ୍ବା ବାଜରା ରୁଟି ବରାବର ଫୁଲିଥାଏ ।

୯) ରେଲୱେ ଟ୍ରାକରେ ପଥର କଣ ପାଇଁ ପକାଯାଇଥାଏ ? ଉତ୍ତର : ଧାରଣାରେ ନିଜ ସ୍ଥାନରେ ସ୍ଥିର ରହିବାପାଇଁ ଟ୍ରେନ ସବୁ ଓଜନ ଏହି ପଥର ଚାଲିଯାଇଥାଏ , ଗରମ, ଥଣ୍ତା, ବର୍ଷା ରେ ଧାରଣା ସିଙ୍କୁଡିଯିବା ଓ ଅଧିକା ଷ୍ଟ୍ରେଚ୍ ଅଟକାଇବାପାଇଁ ପଥର କାମ କରିଥାଏ ।

୧୦) ହଲୱାଇ କୁ ଇଂରାଜୀରେ କଣ କହନ୍ତି ? ଉତ୍ତର : ହଲୱାଇ ଇଂରାଜୀରେ Confectioner କହନ୍ତି

୧୧) ଆଙ୍ଗୁଠି ଫୁଟାଇଲେ କି ଆବାଜ୍ କଣ ପାଇଁ ଆସିଥାଏ ଉତ୍ତର – ଆଙ୍ଗୁଠି ଫୁଟାଇଲେ ଆବାଜ୍ ହାଡର ଯୋଡାରେ ଯେଉଁ ତରଳ ପଦାର୍ଥ ହୋଇଥାଏ , ତାହା ଫୁଟିବା ଆରମ୍ଭ ହୋଇଥାଏ , ଯେବେ ଥରେ ଯୋଡାରେ ବୁଲବୁଲା ଫୁଟିଯାଏ ତେବେ ଆଉଥରେ ବୁଲବୁଲା ହେବାକୁ ୧୫ ମିନିଟ୍ ରୁ ୨୦ ମିନିଟ୍ ଲାଗିଯାଏ ।

୧୨) ଗୋଟେ ବନ୍ଦ ରୁମ୍ ରେ ଗୋଟେ ବ୍ୟକ୍ତି ପଙ୍ଖରେ ଲଟକିଥିବାର ଦେଖାଗଲା , ରୁମରେ ପାଣି ଭର୍ତ୍ତି ହୋଇଛି , କିନ୍ତୁ କିଛି ଜିନିଷ ନାହିଁ , ସେ ପଙ୍ଖାରେ କିପରି ଲଟକିଥିଲା ? ଉତ୍ତର୍ : ବରଫର ସିଲ୍ଲୀରେ ଚଢିବାପରେ ପାଣି ହୋଇ ସେ ବହିଗଲା ।

୧୩) ଗୋଟେ ବ୍ୟକ୍ତି ସାମ୍ନାରେ ୨ ଟୀ ହଳଦିଆ ଓ ୨ ଟି ନୀଳ ମେଡିସିନ୍ ଅଛି , ସେ ବିନା ଦେଖି ଦୁହେଁ ରଙ୍ଗର ଗୋଟେ ଗୋଟେ ଖାଇବାର ଅଛି ତେବେ ସେ କିପରି ଖାଇବ ? ଉତ୍ତର : ଚାରୋଟୀ ମେଡିସିନ୍ ଅଧା ଅଧା କରି ଖାଇନେବ ।

୧୪) ଏମିତି କେଉଁ ବ୍ୟାଗ୍ ଅଟେ ,ଯାହା ଓଦା ହେଲେ କାମ ଆସିଥାଏ । ଉତ୍ତର- ଟି ବ୍ୟାଗ୍ ।

Leave a Reply

Your email address will not be published. Required fields are marked *