December 26, 2024

Odia Express

Leading Odia News Portal of Odisha

ବଢାଇବାର ଅଛି ଯଦି ଆଖିର ରଶ୍ମୀ ତେବେ ଆପଣାନ୍ତୁ ସହଜ ଉପାୟ – ଆଖିର ଶକ୍ତି ହେଇଯିବ ଦୁଇଗୁଣ…

ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର୍ ପାଖରେ ବସିବା, ପୁରା ନିଦ ନ ନେବା , ସ୍ମାର୍ଟଫୋନ୍ ବେଶୀ ଦେଖିବା, ଟିଭି ସାମ୍ନାରେ ବସିବା ଏମିତି ବହୁତ କିଛି ଡିଜିଟାଲ୍ ସ୍କିନ୍ ଦେଖିବା ଦ୍ୱାରା ଆମର ଆଖିରେ ରଶ୍ମୀ ଲଗାତାର୍ ଦୁର୍ବଳ ହୋଇଯାଏ , ଦେଖାଗଲେ ଆଜିର ସମୟରେ ବଦଳୁଥିବା ଲାଇଫ୍ ଷ୍ଟାଇଲ୍ ଓ ଆମର କାମ କାରଣରୁ ଏହା ଏକ ବହୁତ ହିଁ ଗଂମ୍ଭୀର ସମସ୍ୟା ହୋଇଯାଇଛି , ଯେଉଁଥିରେ ପ୍ରାୟ ସବୁ ଲୋକ ପୀଡିତ ହୋଇଛନ୍ତି , ନା କେବଳ ଛୁଆ ବରଂ ଆଜିର ଜମାନାରେ ସମସ୍ତେ ପ୍ରାୟ ଚଷମାର ବ୍ୟବହାର କଲେଣି । ଏହାର କାରଣ ହେଲା ଟିଭି ସ୍କିନ୍ ଓ ମୋବାଇଲ୍ ଫୋନ୍ ନୁହେଁ ବରଂ ଆମର ଖାଦ୍ୟପେୟ ବି ଦାୟୀ ଅଟେ , ଆପଣଙ୍କୁ ଜଣେଇଦେବୁ କି ଯଦି ଆପଣ ଚାହୂଁଛନ୍ତି ଆପଣଙ୍କ ଆଖିରେ ରଶ୍ମୀ ଭଲ ହେଉ ତେବେ ଆଉ ଚଷମା ନ ଲଗାଇବେ , ତେବେ ଏଥିପାଇଁ ଆପଣଙ୍କୁ ସବୁଦିନ ଆହାରରେ କିଛି ସୁଧାର ଆଣିବାକୁ ପଡିବ , ଯାହାର ଦ୍ୱାରା ଆପଣ ପୁରା ଭାବେ ଚଷମାରୁ ମୁକ୍ତି ପାଇପାରିବେ , ତାହା ସହ ଆପଣଙ୍କ ଆଖିର ଦୃଷ୍ଟିଶକ୍ତି ମଜବୁତ୍ ହେବ

୧) ଆଖିର ଦୃଷ୍ଟିଶକ୍ତି ବଢାଇବାକୁ ହେଲେ ଆପଣଙ୍କୁ ଦରକାର ପ୍ରତିଦିନ ରାତିକୁ ୯-୧୦ ଗ୍ରାମ ବାଦାମ୍ ପାଣି ଯାହାକୁ ବତୁରାଇ ରଖିଦେବେ , ସକାଳୁ ଉଠିଲେ ଏହାର ଚୋପା ବାହାର କରି ଅବଶ୍ୟ ଖାଆନ୍ତୁ , ଯଦି ଆପଣ ଏମିତି କରନ୍ତି ତେବେ ଏଥିରେ ଆଖିର ଦୃଷ୍ଟିଶକ୍ତି ମଜବୁତ୍ ହୋଇଯିବ ।

୨) ତ୍ରିଫଳା: ଆପଣଙ୍କୁ କହିଦେବୁ କି ଯଦି ଆପଣ ରାତିରେ ଶୋଇବା ସମୟରେ ତ୍ରିଫଳାର ପାଣି କୁ ବତୁରାଇ ରଖିବେ ଓ ସକାଳୁ ଏହାକୁ ଆଖିରେ ଧୋଇବେ , ତେବେ  ଆପଣଙ୍କ ଆଖି ସୁସ୍ଥ୍ୟ ରହିବ , ଯଦି ଆପଣ ଏହି ନିୟମର ପାଳନ କରିବେ ତେବେ ଜଲଦି ଆପଣଙ୍କ ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ଦେଖାଦେବ ।

୩) ଗାଜର : ଆପଣଙ୍କୁ କହିଦେବୁ କି ଗାଜରରେ ଭିଟାମିନ୍ ଏ, ବି, ସି ବହୁତ ପରିମାଣରେ ଅଛି , ଏମିତିରେ ଯଦି ଆପଣ ଆଖିର ରଶ୍ମୀ ର ଅସୁବିଧା ଅଛି ତେବେ ଆପଣ ପ୍ରତିଦିନ ଗାଜର ଖାଆନ୍ତୁ , ଏହାର ଜୁସ୍ ପିଅନ୍ତୁ , ଯଦି ଏମିତି କରିବେ ଦେଖିବେ ଆପଣଙ୍କ ଦୃଷ୍ଟିଶକ୍ତି ମଜବୁତ୍ ହୋଇଯିବ ।

୪) ମଧୁରୀ- ୧ ଚାମଚ ମଧୁରୀ, ୨ ଟି ବାଦାମ୍, ଅଧା ଚାମଚ ମିଶ୍ରୀ କୁ ପେଷିଦିଅନ୍ତୁ , ଏହାକୁ ପ୍ରତିଦିନ ରାତିରେ ଶୋଇବାପୁର୍ବରୁ କ୍ଷୀର ସହ ପିଅନ୍ତୁ , ଏହା ଦ୍ୱାରା ଆଖିକୁ ବହୁତ ଫାଇଦା ଦେବ ।

୫) ଗ୍ରୀନ୍ ଟି- ଏମିତି କୁହାଯାଉଛି କି ଯଦି ଆପ‍ଣଙ୍କ ଆଖିର ଦୃଷ୍ଟିଶକ୍ତି ଦୁର୍ବଳ ଅଛି ଓ ଲମ୍ବା ସମୟରୁ ଆପଣ ଆଖିରେ ଚଷମା ବ୍ୟବହାର କରୁଛନ୍ତି , ତେବେ ଏମିତିରେ ଦିନରେ ୨-୩ କପ୍ ଗ୍ରୀଟି ପିଅନ୍ତୁ , ଏଥିରେ ଆପଣଙ୍କ ଆଣ୍ଟିଏକ୍ସିଡେଣ୍ଟ୍ ଆଖି ପାଇଁ ବହୁତ୍ ଫାଇଦା ଯୋଗାଇବ ।

Leave a Reply

Your email address will not be published. Required fields are marked *