ଏମିତି କଣ ଥିଲା କୋର୍ଟ ଦେବାନନ୍ଦଙ୍କୁ କଳା କୋଟ୍ ପିନ୍ଧିବା ପାଇଁ ଲଗାଇଦେଲେ କଟକଣା , ଜାଣନ୍ତୁ ..
ହିନ୍ଦୀ ସିନେମା ଜଗତରେ ଗୋଟେରୁ ଗୋଟେ ବଡ କଳାକାର ଅଛନ୍ତି । ଯିଏକି ନିଜ ଭଲ ଅଭିନୟ ପାଇଁ ଫିଲ୍ମ ଜଗତରେ ଭଲ ନାଁ କମାଇଛନ୍ତି । ଯଦି ଆମେ ବିଗତ ଜମାନାର ଅଭିନେତା ଦେବାନନ୍ଦଙ୍କ ବିଷୟରେ କଥା ହେବା ତେବେ ସେ ପ୍ରାୟ ୬ ଦଶକ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ସବୁ ଆଡେ ଦେଖାଇଥିଲେ , ବଲିଉଡ୍ ଇଣ୍ତଷ୍ଟ୍ରିରେ ଆସିବା ଦିନରୁ କେହି ନା କେହି କଳାକାର ଆସିଥାଏ , କିନ୍ତୁ ଆଜି ପର୍ଯ୍ୟନ୍ତ ଦେବାନନ୍ଦଙ୍କ ଟକ୍କର ଦେଇପାରିଲେ ନାହିଁ , ନିଜ ଜମାନାରେ ଦେବାନନ୍ଦ ସବୁଠାରୁ ଦିଗଜ୍ ଅଭିନେତାଙ୍କ ଶ୍ରେଣୀରେ ଜଣାଯାଉଥିଲେ , ତାଙ୍କୁ ପସନ୍ଦ କରୁଥିବା ଲୋକେ ବହୁତ ଥିଲେ , ଏହି ଅଭିନେତା ଝଲକ ପାଇବାପାଇଁ ଫ୍ୟାନ୍ସଙ୍କୁ ଲମ୍ବା ଲାଇନ୍ ଲଗାଇବାକୁ ପଡୁଥିଲା ।
ଦେବାନନ୍ଦ ଫିଲ୍ମ ଇଣ୍ତଷ୍ଟ୍ରିର ହ୍ୟାଣ୍ତସମ୍ ଅଭିନେତାଙ୍କ ମଧ୍ୟରୁ ଜଣେ ଅଟନ୍ତି । ତାଙ୍କର ଫିଲ୍ମ ହେଉ କିମ୍ବା ଲୁକ୍ ସବୁ ଜିନିଷରେ ଜଲୱା ଥିଲା । ବର୍ତ୍ତମାନ ସମୟରେ ଏହି ସଦାବାହାର୍ ଅଭିନେତାଙ୍କୁ କେହି ଭୁଲି ପାରିନାହାନ୍ତି , ଲୋକେ ତାଙ୍କ ଅଭିନୟ ସହ ତାଙ୍କର ଲୁକ୍ସ ପାଇଁ ଦିୱାନା ଥିଲେ , ଅଭିନେତା ଦେବାନନ୍ଦ ଏମିତି ନିଜ ଡାଇଲଗ୍ ଡେଲିଭରି ପାଇଁ ଏକ ଖାସ୍ ଅନ୍ଦାଜ ପାଇଁ ପ୍ରସିଦ୍ଧି ପାଇଥିଲେ , କିନ୍ତୁ ସବୁଠାରୁ ଅଧିକା ଚର୍ଚ୍ଚିତ କଳାକୋଟ୍ ପାଇଁ ଥିଲେ , ହଁ ଆପଣ ଠିକ୍ ଶୁଣିଛନ୍ତି , ଦେବାନନ୍ଦ କଳାକୋଟ୍ ପିନ୍ଦୁଥିଲେ ତାଙ୍କର ଷ୍ଟାଇଲ୍ ବହୁତ ଲୋକପ୍ରିୟତା ହାସିଲ୍ କରିଥିଲ , ଝିଅମାନେ ତାଙ୍କର ଲୁକ୍ସ ଦେଖି ପାଗଳ ହୋଇଯାଉଥିଲେ , ଓ ତାଙ୍କ ପାଇଁ କିଛି ବି କରିବାକୁ ପଛାଉନଥିଲେ
ଦେବାନନ୍ଦ ଧଳା ସାର୍ଟରେ ଯେବେ କଳାକୋର୍ଟ ପିନ୍ଧୁଥିଲେ ତେବେ କିଛି ଝିଅ ଏତେ ଦିୱନୀ ହୋଇଯାଉଥିଲେ କି ସେଛାତରୁ ଡେଇଁବାକୁ ବି ପଛାଉନଥିଲେ , ଦେବାନନ୍ଦ କଳାକୋର୍ଟ ନଦେଖିଲେ କେତେ ଝିଅ ନିଜକୁ ଆଘାତ ଦେଉଥିଲେ , ଆପଣଙ୍କୁ ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଦେବାନନ୍ଦ କଳାକୋର୍ଟ କାରଣରୁ ଝିଅମାନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ , ଏହା ସବୁ ଦେଖିକରି କୋର୍ଟ ତାଙ୍କ ଉପରେ ଆକ୍ସନ୍ ନେଲେ । କହିଦେବୁ କି ଯେବେ ଦେବାନନ୍ଦଙ୍କ ଫିଲ୍ମ କାଲା ପାନି ହିଟ୍ ହୋଇଥିଲା ତେବେ କୋର୍ଟ ତାଙ୍କୁ କଳାକୋର୍ଟ ପିନ୍ଧିବାକୁ ବାରଣ କରିଥିଲା
ସେମିତି ଦେବାନନ୍ଦ ସାହେବ ଝିଅଙ୍କ ଜୀବନକୁ ଆଘାତ ଦେବାକୁ ଚାହୁଁନଥିଲେ, କିନ୍ତୁ ଏହାର ପଛରେ ମୁଖ୍ୟ କାରଣ ଥିଲା , କଳାକପଡା , ଯାହାକୁ ଧ୍ୟାନରେ ରଖି କୋର୍ଟ କଳାକପଡା ପିନ୍ଧିବାକୁ ରୋକ୍ ଲଗାଇଥିଲେ , କହିଦେବୁ କି ଦେବାନନ୍ଦ ସିନେମା ଜଗତରେ ତାଙ୍କ କାମ ପାଇଁ ଜଣାଯାଆନ୍ତି , ବଲିଉଡ୍ ଇଣ୍ତଷ୍ଟ୍ରି ଭିତରେ ସଫଳ ଅଭିନେତାଙ୍କ ମଧ୍ୟରେ ଥିଲେ ଦେବାନନ୍ଦ , ଭାରତ ସିନେମାରେ ଯୋଗଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୧ ରେ ପଦ୍ମଭୁଷଣ ଓ ୨୦୦୨ ରେ ଦାଦା ସାହେବ ଫାଲକେ ପୁରସ୍କାର ଦ୍ୱାରା ସମ୍ମାନିତ କରିଥିଲେ, ସେ ସିନେମା ଜଗତରେ ବହୁତ ସାରା ଫିଲ୍ମରେ କାମ କରିଛନ୍ତି ।