ଆସନ୍ତୁ ଜାଣିବା ଅଖରୋଟ ଖାଇବାର ଲାଭ ବିଷୟରେ – ଜାଣିଲେ ଆପଣ ଆଜିଠୁ ଖାଇବା ଆରମ୍ଭ କରିଦେବେ..
ଆମ ଜୀବନରେ ଆମ ବାପା ଓ ମାଆଙ୍କର କଣ ମହତ୍ୱ ରହିଛି ତାହା ଆପଣଙ୍କୁ କ୍ଷୀଭାକୁ ଲଦୀବ ନାହିଁ।ଆମ ବାପା ମା ମାନେ ଧୀରେ ଧୀରେ ବାର୍ଦ୍ଧକ୍ୟ ଆଡ଼କୁ ଟାଣି ହେଇ ଗଲେଣି ଆଉ ତାଙ୍କର ଯତ୍ନ ନେବା ଆମର ଏକ ମୁଖ୍ୟ କର୍ତ୍ତବ୍ୟ ଅଟେ।ଆଉ ଆମେ ଏହି ସବୁ ଜିନିଷକୁ ଇଣ୍ଟରନେଟ ରୁ ଦେଖି ତାଙ୍କୁ ଶିଖେଇବା ନିହାତି ଆବଶ୍ୟକ ଅଟେ।ଆଉ ସେମାନେ କେବଳ ଡାକ୍ତର କଥାକୁ ହିଁ ଠିକ ବୋଲି ମାନିଥାନ୍ତି ଆଉଅ ସେ ଯାହା ଯାନିଥାନ୍ତି ତାକୁ ନିଜ ନିତ୍ୟ ଦିନ ଜୀବନରେ ପ୍ରୟୋଗ କରି ନିଜକୁ ଶୁସ୍ଥ ରଖିବାକୁ ଚେଷ୍ଟା କରନ୍ତି।ସେଥିପାଇଁ ସେମାନଙ୍କ ଦେହକୁ ସୁସ୍ଥ ଓ ସବଳ ରଖିବା ପାଇଁ କେଉଁ କେଉଁ ପ୍ରକାରର ଉପାୟ ଓ ପନ୍ଥା ପାଳନ କରିବା ଉଚିତ ସେ ବିଷୟରେ ଆପଣ ଇଣ୍ଟରନେଟ ରୁ ଦେଖି ଆପଣ ତାଙ୍କୁ କହିବା ଉଚିତ।
ଆଜି ଏଠାରେ ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ ବିଷୟରେ ଖିବାକୁ ଯାଉଛୁ ଯାହା ଆପଣଙ୍କ ମାତା ପିତାକୁ ନିଶ୍ଚିନ୍ତ ଭବାରେ ସୁସ୍ଥ ରଖିବ।ଥର କର ଘଟଣା ଜଣେ ୫୦ ବର୍ଷୀୟ ବୃଦ୍ଧ ତାର ଛୋଟ ନାତୁଣୀକୁ ଧରିଥିଲେ ଆଉ ତାପରେ ସେ ସିଡ଼ି ଚଢ଼ିବାକୁ ଚେଷ୍ଟା କଲେ କିନ୍ତୁ ଚଢି ପାରିଲେ ନାହିଁ ତାପରେ ତାଙ୍କ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିଲେ ଯେଉଁ ମଣିଷ ୫୦ ବର୍ଷ ବୟସ ପରେ ସିଡ଼ି ଚଢି ପାରିଲା ନାହିଁ ତାହେଲେ ସେ ଜୀବନରେ କଣ କରିବ ?ଆପଣ ନିଜ ଘରେ ମଧ୍ୟ ଦେଖିଥିବେ ଆପଣଙ୍କ ବାପା ଓ ମା ମଧ୍ୟ ଏହି ଭଳି ଅସୁବିଧାର ସାମ୍ନା କରିଥିବେ।
ଆପଣ ଏହାକୁ ଧ୍ୟାନ ରଖିଥିବେ କି ତାଙ୍କ ଆଣ୍ଠୁରେ ଅଧ୍ୟ ବହୁତ ଦରଜ ରହୁଥିବା ଓ ଆଉ ତାଙ୍କ ଆଣ୍ଠୁ ଦରଜ ଏତେ ବଢି ନଯାଉ କି ତାଙ୍କୁ ଆଣ୍ଠୁ ପରିବର୍ତ୍ତନ କରିବାକୁ ପଡୁ।ଆଉ ତାଙ୍କ ସହିତ ଏହି ଉପାୟକୁ ନିଶ୍ଚିତ ଭବାରେ ବାଣ୍ଟନ୍ତୁ।ଆଜି ଆମେ ଆପଣଙ୍କୁ ଆଣ୍ଠୁଗଣ୍ଠି ଜନିତ ଏକ ବଢିଆ ଉପାୟ କହିବାକୁ ଯାଉଛୁ ଯାହାଦ୍ୱାର ଆପଣ ନିଜ ବାପା ଓ ମା ଙ୍କର ସାହାଯ୍ୟ କରି ପାରିବ।ଆଜିକାଲି ଦୁନିଆରେ ପ୍ରାୟ ୩୦ ମିନିଟରେ ପ୍ରାୟ ଲୋକ ହୃଦ୍ଘାତ ଦ୍ୱାରା ନିଜ ପ୍ରାଣ ହରଉଛନ୍ତି।ପ୍ରାୟ ପ୍ରତ୍ୟକ ଲୋକ ଭାରତରେ ପ୍ରତି ୫ ମିନିଟରେ ୧୦ ଜଣ ମରୁଛନ୍ତି।
ହୁଏତ ଆପଣଙ୍କ ବାପା ମାଙ୍କ ଛାତିରେ ମଧ୍ୟ ବ୍ଳକେଜ ବା ଭେନ ରେ ମଳଦା ଜମି ଯାଉଥିବ ଯାହାଦ୍ୱାର ରକ୍ତ ପ୍ରବାହ କମ ହୋଇଥାଏ ଓ ଆଉ ସେମାନଙ୍କୁ ହୃଦ୍ଘାତ ଭଳି ସମସ୍ୟା ଦ୍ୱାରା ସେମାନେ ଜଡିତ ହୋଇଥାନ୍ତି।ଏହାର କାରଣ ହେଲା ସେମାନେ ଜାଣିନାହାନ୍ତି କି ଆଜିକାଲି ଖିଆ ଯାଉଥିବା ରିଫାଇନ ତେଲ ଆମ ହୃଦୟ ପାଇଁ ବହୁତ ଖରାପ ଜିନିଷ ହୋଇଥାଏ।ଯଦି ଆପଣ ଚାହୁଁଛନ୍ତି ତାଙ୍କୁ ଏ ସମସ୍ୟାରୁ ଦୁରେଇ ରଖିବାକୁ ଚାହୁଁଛନ୍ତି ତାହେଲେ ଏ ଉପାୟ ତାଙ୍କୁ ନିଶ୍ଚିତ କହିବେ।ଆଜି ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ହୃଦୟ ସୁସ୍ଥ ରହିବ ଆଉ ଆପଣଙ୍କୁ ହୃଦ୍ଘାତ ଭଳି ରୋଗ ରୁ ଆପଣଙ୍କୁ ଦୁରେଇ ରଖିବ।
ଆସନ୍ତୁ ଜାଣିବା ସେ ଜିନିଷ ବିଷୟରେ ଯାହାକୁ ଖାଇବା ଦ୍ୱାରା ଆପଣ ସୁସ୍ଥ ରହିବେ ଆଉ ଏହାକୁ କିପରି ଖାଇବା ସେ ବିଷୟରେ ଜାଣିବା।ଆଉ ସେ ଜିନିଷ ହେଉଛି ଅଖରୋଟ।ଏହା ଆପଣଙ୍କ ଘରେ ନିଶ୍ଚିତ ଭବାରେ ଥିବ ଆଉ ଆପଣ ଏହାକୁ ବଜାରରୁ ମଧ୍ୟ ସହଜରେ ଆଣି ପାରିବେ।ଆପଣଙ୍କ ଘରକୁ କୌଣସି ଅତିଥି ଆସିଲେ ତାଙ୍କୁ ଏ ଜିନିଷ ଖାଇବାକୁ ଦେଇଥାନ୍ତି କିନ୍ତୁ ଗୋଟେ ଭୁଲ ଆପଣ କରନ୍ତି ତାକୁ ନିଜେ ଖାଆନ୍ତି ନାହିଁ।ସେମିତି ଅଖରୋଟ ଖାଇବା ଦ୍ୱାରା ଆମର ହୃଦୟ ଜନିତ ସମସ୍ୟା ଦୂର ହୋଇଥାଏ।ଆଉ ଏଠି ଆମେ ଜାଣିବା ଅଖରୋଟକୁ କିପରି ଖାଇବା ଆଵଶ୍ୟକ ସେ ବିଷୟରେ ନିହାତି ଜାଣିବା ଦରକାର।
ଆୟୁର୍ବେଦ କହିଛିକି ଯେକୌଣସି ଔଷଧ ହେଉ ତାକୁ ନେବାର ଏକ ସଠିକ ଶୈଳି ଜାଣିବା ନିହାତି ଆବଶ୍ୟକ।ଆଉ ଯଦି ଗୋଟେ ବିଷ ମ୍ଫଷ ଖିବର ଅଛି ତାହେଲେ ତାକୁ ଖାଇବାର ଗୋଟେ ସଠିକ ଉପାୟ ଜଣାଥିବା ନିହାତି ଆଵଶ୍ୟ ଅଟେ।ଆଉ ଜଦି ଅମୃତ ଖାଇବାର ଅଛି ତାହେଲେ ତାକୁ ମଧ୍ୟ ଖାଇବାର ସଠିକ ସମୟ ଜଣାଥିବା ନିହାତି ଆବଶ୍ୟକ ଅଟେ।ଅଖରୋଟ କୁ ରାତିର ଶୋଇବାର ଅଧଘଣ୍ଟା ପୂର୍ବରୁ ସେବନ କରିବା ଉଚିତ।ଆପଣ ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ କ୍ଷୀରରେ ଅଖରୋଟ ର ୩-୪ ଟି ଗିରି ମିଶେଇ ୫-୧୦ ମିନିଟ ପର୍ଯ୍ୟନ୍ତ ଫୁଟେଇବେ ଆଉ ତାପରେ ସୁତା ମିଶ୍ରି ମିଶେଇବା ଉଚିତ।ଆଉ ତାପରେ ଏହି ଉଷୁମ କ୍ଷୀରକୁ ଆପଣ ଶୋଇବାର ଅଧଘଣ୍ଟା ପୂର୍ବରୁ ପିନେବେ।ଆଉ ଏହି ଅଖରୋଟ ଦ୍ୱାରା ଆମେ କର୍କଟ ଭଳି ସମସ୍ୟାରୁ ରକ୍ଷା ପାଇ ପାରିବ।