ଏହି ୩ଟି ନାମ ଯେଉଁ ଝିଅର ଅଟେ ତାଙ୍କୁ ମିଳେ ଧନୀ ସ୍ୱାମୀ – କଣ ଆପଣଙ୍କ ନାମ ସାମିଲ ଅଛି କି ଏଥିରେ..
ଆଜି ଆମେ ଜାଣିବା ଏହି ତିନି ନାମ ବିଶିଷ୍ଟ ଝିଅ ଙ୍କୁ ମିଳେ ଧନୀ ସ୍ୱାମୀ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ। ଏଥିରେ କିଛି ସନ୍ଦେହ ନାହିଁ ଯେ ସବୁ ଝିଅଙ୍କ ସ୍ୱପ୍ନ ଥାଏ ଗୋଟିଏ ଭଲ ସ୍ୱାମୀ ପାଇବା ପାଇଁ। ହେଲେ ବହୁତ କମ ଝିଅ ଅଛନ୍ତି ଯାହାର ଏହି ସ୍ୱପ୍ନ ପୁରା ହୋଇଥାଏ। ସବୁ ଝିଅ ଚାହାନ୍ତି ଯେ ତାଙ୍କ ସ୍ୱାମୀ ଖାଲି ଦେଖିବାକୁ ଭଲ ହେଇନଥାଉ,ବରଂ ତାକୁ ବହୁତ ଭଲ ପାଉଥିବ। ଏହା ସହିତ ତାର ବହୁତ ଦେଖାଶୁଣା କରୁଥିବ।ହେଲେ ଆଜି କାଲି ବେସି ଝିଅ ଖାଲି ଧନୀ ପୁରୁଷ ଙ୍କୁ ବାହା ହେବାକୁ ପସନ୍ଦ କରନ୍ତି।।ସାଧାରଣ କଥା,ଆଜିକାଲି ଝିଅ ମାନଙ୍କ ଏତେ ଡିମାଣ୍ଡ ହେଇଗଲାଣି କି ଯାହାକୁ ପୁରଣ କରିବା ପାଇଁ ବହୁତ ଟଙ୍କାର ଆବଶ୍ୟକତା ରହିଛି।।ଆଜି ଆମେ ଆପଣଙ୍କୁ ସେହି ଝିଅଙ୍କ ବିଷୟରେ କହିବୁ ଯାହାଙ୍କ ଭାଗ୍ୟରେ ଧନୀ ସ୍ୱାମୀ ପାଇବାର ଥାଏ।
ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ,ସେହି ଝିଅ ମାନଙ୍କ ଭଗ୍ୟରେ ଧନୀ ସ୍ୱାମୀ ପାଇବାର ଥାଏ। ହୁଏତ ଏହା ଆପଣଙ୍କ ନାମ ମଧ୍ୟ ହେଇପାରେ।।ଆସନ୍ତୁ ଜାଣିବା ବିସ୍ତାର ଭାବେ।
୧. ‘A’ ନାମ ଥିବା ଝିଅ- ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ,ସେମାନଙ୍କ ଭାଗ୍ୟରେ ନିଶ୍ଚୟ ଗୋଟିଏ ଧନୀ ପୁରୁଷ ଥାଏ।ଏହି ନାମ ଥିବା ଝିଅ ଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ।ଏହାକୁ ତ ସମସ୍ତେ ଜାଣିଥିବେ ଯେ ଯାହାର ଭାଗ୍ୟ ବହୁତ ଭଲ ତାର ଭାଗ୍ୟ ଚମକିବା ତ ନିଶ୍ଚୟ। ଏହାକୁ କେହି ଅଟକାଇ ପାରିବେ ନାହିଁ।ୟାଙ୍କୁ ନା ଖାଲି ଧନୀ ସ୍ୱାମୀ ମିଳେ ବରଂ ଏକ ବହୁତ ଭଲ ପାଉଥିବା ସ୍ୱାମୀ ମିଳେ।ଯିଏ ଏହି ଝିଅ ର ସବୁ ଛୋଟ ଛୋଟ ଇଚ୍ଛା କୁ ପୁରଣ କରିଥାଏ ।କୁହନ୍ତି ମଣିଷ ପାଖରେ ଯେତେବେଳେ ପଇସା ଥାଏ ସେ କାହାକୁ ବି ଖୁସି ରଖିପାରେ।ସିଧା ଶବ୍ଦ ରେ କହିଲେ ବାହାଘର ପରେ ଏହି ଝିଅ ମାନଙ୍କୁ ସବୁ ସୁଖ ମିଳିଥାଏ।
୨. ‘R’ ନାମ ଥିବା ଝିଅ- ଏହି ନାମର ଝିଅଙ୍କ ଭାଗ୍ୟ ମଧ୍ୟ ବହୁତ ଭଲ। ଏମାନଙ୍କ ଭାଗ୍ୟରେ ଏମିତି ସ୍ୱାମୀ ମିଳିଥାଏ,ଯେ କି ସବୁବେଳେ ନିଜ ପତ୍ନୀ କୁ ରାଣୀ ଭଳି ରଖିଥାଏ। ହଁ ଏମାନଙ୍କୁ ଏମିତି ସ୍ୱାମୀ ମିଳେ ଯିଏ କେବେ ହେଲେ ବି ନିଜ ପତ୍ନୀର ଆଖିରେ ଲୁହ ଦେଇପାରେ ନାହିଁ।ମାନେ ଏହି ନାମ ଥିବା ଝିଅଙ୍କୁ ଧନୀ ଓ ଦେଖାଶୁଣା କରୁଥିବା ସ୍ୱାମୀ ମିଳିଥାଏ।
୩. ‘S’ ନାମ ଥିବା ଝିଅ- ଏହି ନାମରେ ଥିବା ଝିଅଙ୍କୁ ସ୍ୱାମୀ କ୍ଷେତ୍ରରେ ତାଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ।ଆପଣ ମାନଙ୍କୁ କହିଦେବୁ ଯେ ଏହି ନାମ ଥିବା ଝିଅଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ।ବାସ୍ତବରେ ଏହି ନାମ ଥିବା ଝିଅଙ୍କୁ ସବୁଠାରୁ ଅଧିକ ଧନୀ ସ୍ୱାମୀ ମିଳିଥାନ୍ତି।ଯିଏ ନିଜ ପତ୍ନୀ କୁ ବହୁତ ଖୁସି ରଖି ଥାଏ।ଆଉ ନିଜ ପତ୍ନୀ କୁ ମଧ୍ୟ ବହୁତ ଭଲ ପାଇଥାଏ।
ଆପଣ ତ ଜାଣିଲେ ଏହି ତିନିଟି ନାମ ଥିବ ଝିଅଙ୍କୁ ଧନୀ ସ୍ୱାମୀ ମିଳିଥାଏ। ଆଉ ଯଦି ଆପଣଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ତେବେ ଆପଣଙ୍କୁ ମଧ୍ୟ ବହୁତ ଭଲ, ଧନୀ ଓ ଭାଗ୍ୟଶାଳୀ ସ୍ୱାମୀ ମିଳିବେ। ଆଶା କରୁଛୁ ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ।