December 23, 2024

Odia Express

Leading Odia News Portal of Odisha

ଇଣ୍ଟରଭ୍ୟୁରେ ପଚାରାଗଲା କି କେଉଁ ପରିସ୍ଥିତିରେ ପୁଅ ୨୦ ରୁ ୨୫ ମିନିଟ୍ ରେ ଥକିଯାଇଥାଏ , ତେବେ ଝିଅଟି ଦେଲା ଏପରି ଉତ୍ତର…

ଆଜି ଆମେ ଆପଣଙ୍କ ପାଖରେ ଏପରି ପ୍ରଶ୍ନ ନେଇକରି ଆସିଛୁ , ଯାହାକୁ ଶୁଣିକରି ଆପଣଙ୍କ ରକ୍ତ ନିଶ୍ଚିତ ଫୁଟି ଉଠିବ, କିନ୍ତୁ କିଛି ଝିଅମାନେ ଏହି ପ୍ରଶ୍ନର ଉତ୍ତର ହସିକରି ଦିଅନ୍ତି , ଓ ସମସ୍ତଙ୍କର ମୁହଁ ବନ୍ଦ କରିଦିଅନ୍ତି , ପ୍ରକୃତରେ ଏହି ପ୍ରଶ୍ନ ୟୁପିଏସି ପରୀକ୍ଷାରେ ପଚାରାଯାଇଥାଏ , ଆପଣଙ୍କୁ ବୋଧେ ଜଣାତିବ କି ୟୁପିଏସ୍ ସି ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟେ ଅଟେ,  ଓ ଏହାର ଇଣ୍ଟରଭ୍ୟୁରେ ଭଲ ଭଲ ପରୀକ୍ଷାର୍ଥୀ ବି ଫେଲ୍ ହୋଇଯାଆନ୍ତି , ଏମିତିରେ ବହୁତ ପ୍ରତିଯୋଗୀ ହୋଇଥାନ୍ତି ଯିଏ ୟୁପିଏସ୍ ସିର ପ୍ରୀ ମେନ୍ସ, ପରୀକ୍ଷା କ୍ଲିଅର୍ କରି ଅନ୍ତରେ ଇଣ୍ଟରଭ୍ୟୁ ରାଉଣ୍ତରେ ଫେଲ୍ ହୋଇଯାଆନ୍ତି । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଗୁଡିକ ବିଷୟରେ ଓ ଜାଣିବା ଆପଣଙ୍କ କିପରି ଆଇ କ୍ୟୁ ଅଛି ।

ପ୍ରଶ୍ନ -୧ : ମହିଳାଙ୍କ ଏମିତି କେଉଁ ରୁପ ଅଛି ଯାହା ସମସ୍ତେ ଦେଖନ୍ତି କିନ୍ତୁ ତାଙ୍କର ସ୍ୱାମୀ ଦେଖିପାରନ୍ତି ନାହିଁ ।

ଉତ୍ତର : ବିଧବା ରୁପ

ପ୍ରଶ୍ନ -୨ : ସେ କେଉଁ ଜୀବ ଅଟେ ଯାହାର ହୃଦୟ ତାହାର୍ ମସ୍ତିସ୍କ ହୋଇଥାଏ ?

ଉତ୍ତର : ଚିଙ୍ଗୁଡିର ହୃଦୟ ତାହାର ମସ୍ତିଷ୍କରେ ମହଜୁଦ୍ ହୋଇଥାଏ ।

ପ୍ରଶ୍ନ -୩ : ଯଦି କେଉଁ ମନୁଷ୍ୟ ନିଜ ଛିଙ୍କକୁ ଅଟକାଇଦେବ ତେବେ କଣ ହେବ ?

ଉତ୍ତର : ଯଦି କେଉଁ ବ୍ୟକ୍ତି ନିଜର ଛିଙ୍କକୁ ଅଟକାଇବାକୁ ଚେଷ୍ଟା କରିବ ତେବେ ତାହାର ମସ୍ତିଷ୍କ ଓ ନାକର ଶିରା ଫାଟିଯିବ ।

ପ୍ରଶ୍ନ-୪ : ବିଶ୍ୱର କେଉଁ ଦେଶରେ ଚୁଇଁଗମ୍ ରଖିବା କିମ୍ବା ବିକ୍ରି କରିବା ଉପରେ ପ୍ରତିବନ୍ଧକ ଅଛି ?

ଉତ୍ତର: ସିଙ୍ଗାପୁର ଏମିତି ଏକ ଦେଶ ଅଟେ ଯେଉଁଠି ଚୁଇଁଗମ୍ ରଖିପାରିବେ ନାହିଁ ଓ ନାହିଁ ବିକ୍ରି କରିପାରିବେ ।

ପ୍ରଶ୍ନ -୫ : ଏମିତି କେଉଁ ଜିନିଷ ଅଟେ ଯାହା ପୁଅ ଜୀବନରେ ଥରେ କରିଥାଏ ଓ ଝିଅ ତାହାକୁ ବାରମ୍ବାର କରିଥାଏ ।

ଉତ୍ତର : ମଥାରେ  ସିନ୍ଦୁର ଲଗାଇବାର କାମ ।

ପ୍ରଶ୍ନ-୬ : Password କୁ ହିନ୍ଦୀରେ କଣ କହନ୍ତି ?

ଉତ୍ତର : ଏହାକୁ ହିନ୍ଦୀରେ କୁଟ ଶବ୍ଦ କହନ୍ତି ।

ପ୍ରଶ୍ନ- ୭ : ଏପରି କେଉଁ ଦେଶ ଅଛି ଯେଉଁଠି ଜିନ୍ସ ପିନ୍ଧିବା ମନା ଅଛି ,

ଉତ୍ତର : ନର୍ଥ କୋରିଆ ରେ ଜିନ୍ସ ପିନ୍ଧିବା  ଆଇନଗତ ରୁପେ ବାରଣ ଅଛି, ସେଠି ଜିନ୍ସର କପଡା କିମ୍ବା ଜିନ୍ସ ପିନ୍ଧିଲେ ଆପଣଙ୍କୁ ଜେଲ୍ ହୋଇପାରେ ।

ପ୍ରଶ୍ନ -୮ : ଏମିତି କେଉଁ କାମ ଅଛି ଯାହା ବ୍ୟକ୍ତି ନିଜ ପୁରା ଜୀବନ ଥରେ କରିଥାଏ , କିନ୍ତୁ ମହିଳା ସବୁଦିନ କରନ୍ତି ।

ଉତ୍ତର : ମଥାରେ ସିନ୍ଦୁର ଭରିବା କେବଳ ପୁରୁଷ ବିବାହ ସମୟରେ ଥରେ କରିଥାଏ , କିନ୍ତୁ ବିବାହ ପରେ ମହିଳା ତାକୁ ସବୁଦିନ ନିଜ ମଥାରେ ଭରିଥାନ୍ତି ।

ପ୍ରଶ୍ନ-୯ : ତାହା କଣ ଅଟେ ଯାହା ବହୁତ ସାରା ଛିଦ୍ର ଅଛି, କିନ୍ତୁ ପାଣିକୁ ଅଟକାଇଦିଏ । ଉତ୍ତର : ସ୍ପଞ୍ଜ

ପ୍ରଶ୍ନ -୧୦ : ଏମିତି କେଉଁ ଜିନିଷ ଅଛି ଯାହା ନାଁ ନେଲେ ଭାଙ୍ଗିଯାଏ ।

ଉତ୍ତର : ନୀରବତା କିମ୍ବା ଶାନ୍ତି ନାଁ ନେଲେ ଏହା ଭାଙ୍ଗିଯାଏ ।

ପ୍ରଶ୍ନ -୧୧ : ଏମିତି କେଉଁ କାମ ଅଟେ ଯାହା ପୁରା ଦୁନିଆଁ କେବଳ ରାତିରେ କରିଥାଏ ।

ଉତ୍ତର : ନିଦରେ ଶୋଇବା ବା ଶୟନ କରିବା କାମ ଦୁନିଆଁରେ ସମସ୍ତେ କରନ୍ତି ।

ପ୍ରଶ୍ନ -୧୨ : ଏମିତି କେଉଁ ପରିସ୍ଥିତି ଅଛି ଯେଉଁଥିରେ ପୁରୁଷ ୨୦-୨୫ ମିନିଟ୍ ରେ ଥକିଯାଏ , କିନ୍ତୁ ଝିଅ କହିଥାଏ ଏବେ ତ ଆରମ୍ଭ ହୋଇଛି ,

ଉତ୍ତର : ଏହି ପ୍ରଶ୍ନ ଶୁଣିକରି ସମସ୍ତଙ୍କ ମନରେ ଦ୍ଵନ୍ଦ ଭାବନା ଆସିଥିବ , କିନ୍ତୁ କେବଳ ଟିକିଏ ଲଜିକ୍ ଲଗାଇବାର ଅଛି , ଉତ୍ତର : ସପିଙ୍ଗ୍ କରିବା ।

Leave a Reply

Your email address will not be published. Required fields are marked *