December 23, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ – ମୁଣ୍ଡ ଅଛି ଲାଞ୍ଜ ଅଛି କିନ୍ତୁ ପାଦ ନାହିଁ,ପେଟ ଅଛି ଆଖି ଅଛି କିନ୍ତୁ କାନ ନାହିଁ, କୁହ ତାହେଲେ ସେ କଣ ଅଟେ ? ଦେଖିବା କିଏ ଚାଲାକ ଉତ୍ତର ଦେଇ ପାରିବ..

ଆସନ୍ତୁ ଜାଣିବା କେତେକ ମଜାଳିଆ ଓ ଚାଲାଖ ପୁର୍ଣ୍ଣ ପ୍ରଶ୍ନ ଓ ଏହା ଉତ୍ତର ଯାହା ବିଷୟରେ ଆପଣ ଜାଣି ବହୁତ ଖୁସି ହେବେ ଓ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ଏଭଳି ପ୍ରଶ୍ନ ନିଶ୍ଚୟ ଆପଣଙ୍କ ମନରେ କୌତୁହଳ ସୃଷ୍ଟି କରିବ |ତେବେ ଯଦି ଆପଣ ସବୁଦିନ ଆମର ଏଭଳି ନୂଆ ନୂଆ ପ୍ରଶ୍ନ ଇଉତ୍ତର ଜାଣିବା ପାଇଁ ଇଚ୍ଛା ରଖସିଛନ୍ତି ତେବେ ନିଶ୍ଚୟ ଆମକୁ ଲାଇକ କରନ୍ତୁ ଓ ଯଦି ଆପଣ ଏହି ପ୍ରଶ୍ନର ସଠିକ ଉତ୍ତର ଜାଣିଛନ୍ତି ତେବେ ନିଶ୍ଚୟ ପ୍ରଥମେ କମେନ୍ଟ କରନ୍ତୁ ଓ ପରେ ଦେଖନ୍ତୁ ଯେ ଆପଣଙ୍କ ଉତ୍ତର ଠିକ ଅଛି ନ ନାହିଁ | ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ

ଏବେ ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ:-ପ୍ରଶ ନମ୍ବର ୦୧:-ଭଗବାନ ଶ୍ରୀରାମଙ୍କ ପିତାଙ୍କ ନାମ କଣ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଯୋଧ୍ୟାର ରାଜା ଦଶରଥ ଥିଲେ।

ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୨:-ଏମିତି କେଉଁ ଜିନିଷ ଅଛି ଯାହାକୁ ସମ୍ପୂର୍ଣ୍ଣ ଭାରତ ଯେଉଁ ଆଡେ ନେଇ ଗଲେ ମଧ୍ୟ ଏହାର ମୁଲ୍ୟ ପରିବର୍ତ୍ତନ ହୁଏ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନୋଟ ଯାହାକୁ ଭାରତରେ ଯେକୌଣସି ସ୍ଥାନକୁ ନେଲେ ମଧ୍ୟ ଏହାର ମୁଲ୍ୟ ପରିବର୍ତ୍ତନ ହୁଏ ନାହିଁ।

ଏବେ ଆସନ୍ତୁ ଜାଣିବା ତୃତୀୟ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୩:-କଳା ଘୋଡା ଧଳା ସବାରି ଗୋଟେ ଓଲ୍ହେଇଲେ ଅନ୍ୟର ପାଳି ତାହେଲେ ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲୁହା କଳା ତାୱ। ଆଉ ରୁଟି।

ଏବେ ଆସନ୍ତୁ ଜାଣିବା ଚତୁର୍ଥ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୪:-ଏମିତି କେଉଁ ଜିନିଷ ଅଟେ ଯାହାକୁ ଗୋଟେ ଝିଅ ବାହାଘର ପୂର୍ବରୁ ପିନ୍ଧି ପାରିବ ନାହିଁ।

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମଙ୍ଗଳସୂତ୍ର,କେବଳ ଗୋଟେ ଝିଅ ନିଜ ବାହାଘର ପରେ ହିଁ ମଙ୍ଗଳସୂତ୍ର ପିନ୍ଧି ପାରେ।

ଏବେ ଆସନ୍ତୁ ଜାଣିବା ପଞ୍ଚମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୫:-ଏମିତି କେଉଁ ଜିନିଷ ଅଟେ ଯିଏ ପାଣିରୁ ତିଆରି ହୋଇଥାଏ କିନ୍ତୁ ତାକୁ ସୁର୍ଯ୍ୟ ମଧ୍ୟ ସୁଖେଇ ପାରିବ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଝାଳ,ମଣିଷ ଶରୀରରୁ ବାହାରୁଥିବା ଝାଳ,ଯାହା ଖରାରେ ଅଧିକ ବାହାରି ଥାଏ।

ଏବେ ଆସନ୍ତୁ ଜାଣିବା ଷଷ୍ଠ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୬:-ଖାଇବା କେବେ ଖାଇ ନଥାଏ,ନା କେବେ ପାଣି ପିଇ ଥାଏ,ତାର ବୁଦ୍ଧି ଆଗରେ ସବୁ ହାର ମାନିଥାଆନ୍ତି ସବୁ ବଡ଼ ବଡ଼ ଜ୍ଞାନୀ।ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କମ୍ପୁଟର।

ଏବେ ଆସନ୍ତୁ ଜାଣିବା ସପ୍ତମ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୭:-ମାତ୍ର ୧୦ ଟଙ୍କାରେ ଆପଣ କଣ କିଣିବେ ଯାହାଦ୍ୱାରା ଆପଣଙ୍କ ଘର ସମ୍ପୂର୍ଣ୍ଣ ଭାବରେ ପୁର୍ଣ୍ଣ ହୋଇଯିବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଧୂପ କାଠି।

ଏବେ ଆସନ୍ତୁ ଜାଣିବା ଅଷ୍ଟମ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୮:-ଏମିତି ଚଢେଇ ନାମ କୁହ ଯାହାର ମାନେ ଇଂରାଜିରେ ବେସି ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୟୁର ବା (ମୋର)

ଏବେ ଆସନ୍ତୁ ଜାଣିବା ନବମ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୯:-କିନ୍ନର ମାନଙ୍କର କଣ ଅନ୍ତିମ ସଂସ୍କାର ରାତିରେ ହୋଇଥାଏ ନା ନାହିଁ ?

ଉତ୍ତର:-ଆଜ୍ଞା ହଁ,କିନ୍ନର ମାନଙ୍କର କଣ ଅନ୍ତିମ ସଂସ୍କାର ରାତିରେ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଦଶମ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୦:-କେଉଁ ଭିଟାମିନ ଶରୀରରେ ସଂଗୃହିତ ହୋଇ ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭିଟାମିନ-ସି।

ଏବେ ଆସନ୍ତୁ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୧:-ଆମେ କେଉଁ ପର୍ବରେ ଆମେ ରାତିରେ ଦୀପ ଜଳେଇ ଥାଉ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦୀପାବଳି।

ଏବେ ଆସନ୍ତୁ ଜାଣିବା ବାର ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୨:-ଆମେରିକା ପତକାରେ କେତେଟି ନାଲି ରଙ୍ଗର ଓ ଧଳା ରଙ୍ଗର ପଟି ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୩ ଟି ପଟି।

ଏବେ ଆସନ୍ତୁ ଜାଣିବା ତେର ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୩:-କ୍ଷୀରକୁ ଫୁଟେଇ ନରଖିଲା ପରେ ଏହା ଖରାପ କାଇଁ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଏହାର ଅଧିକ ମାତ୍ରାରେ ଜୀବାଣୁ ଉତତ୍ପନ ହୋଇଥାଏ ସେଥିପାଇଁ ଆମେ କ୍ଷୀରକୁ ଫୁଟେଇ ଥାଉ।

ଏବେ ଆସନ୍ତୁ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୪:-ପତଞ୍ଜଳି କମ୍ପାନୀର ସ୍ଥାପନା କେବେ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୦୦୬ ରେ।

ଏବେ ଆସନ୍ତୁ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର ୧୫:-ଭାରତରେ ସର୍ଵ ପ୍ରଥମେ ଉଡାଯାହାଜ କେବେ ଉଡା ଯାଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୮୯୫ ରେ।

ଏବେ ଆସନ୍ତୁ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୬:-ମୁଣ୍ଡ ଅଛି ଲାଞ୍ଜ ଅଛି କିନ୍ତୁ ପାଦ ନାହିଁ,ପେଟ ଅଛି ଆଖି ଅଛି କିନ୍ତୁ କାନ ନାହିଁ, କୁହ ତାହେଲେ ସେ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସାପ।

Leave a Reply

Your email address will not be published. Required fields are marked *