ଭିଟାମିନ-ଇ କ୍ୟାପ୍ସୁଲ ବ୍ୟବହାର ଓ ଏଥିରୁ ମିଳୁଥିବା ସୁଫଳ ବିଷୟରେ ଜାଣି ରଖନ୍ତୁ..
ଆଜିଆମେ ଜାଣିବା ଭିଟାମିନ-ଇ ର କ୍ୟାପସୁଲ ବା ଟାଵଲେଟ ବିଷୟରେ।ଏ କ୍ୟାପସୁଲ ଆପଣଙ୍କ ଚୁଟି ଓ ଚେହେରା ପାଇଁ ବହୁତ ଦରକାରୀ ହୋଇଥାଏ,ଏ କ୍ୟାପସୁଲର ସଠିକ ବ୍ୟବହାର ଦ୍ୱାରା ଆପଣ ରିଙ୍କିଲ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବା ଓ ଚେହେରା ଓ ତ୍ୱଚା ଜନିତ ସମସ୍ତ ସମସ୍ୟା ଉପରେ ଲାଭ ପାଇ ପାରିବେ ସେତିକି ନୁହେଁ ଏହିଭଳି ବହୁତ ପ୍ରକାରର ସମସ୍ୟାରୁ ଆମକୁ ସମାଧାନ ମିଳି ପାରିବ ତାହେଲେ ଆସନ୍ତୁ ଜାଣିବା ସେଗୁଡିକର ସଠିକ ବ୍ୟବହାର।ଚେହେରା ଉପରେ ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ଦୁଇଟି କାରଣ ପ୍ରଭାବ ପକେଇଥାଏ।
ଯେମିତି ଆପଣ କୌଣସି ପେଟ ସମସ୍ୟା ଦ୍ୱାରା ଆପଣ ପୀଡିତ ଅଟନ୍ତି ଓ ଆପଣଙ୍କ ରକ୍ତ ଯଦି ସଫା ନଥାଏ,ପୋଷଣର ଅଭାବ ଥାଏ ଏହି ସବୁ ଜିନିଷର ପ୍ରଭାବ ଆମ ଚେହେରାରେ ଦେଖାଯାଏ।ଆପଣଙ୍କ ଭିତରେ ଯଦି ଏହି ସମସ୍ୟା ଗୁଡିକ ଦେଖାଯାଇ ନଥାଏ ତାହେଲେ ଆପଣଙ୍କ ଚେହେରା ବହୁତ ସୁନ୍ଦର ଥାଏ।ଆପଣଙ୍କ ଚେହେରାକୁ ମଧ୍ୟ ବାହାର ଜିନିଷ ମଧ୍ୟ ସେତିକି ପ୍ରଭାବିତ କରେ ଯାହାଦ୍ୱାରା ଆମ ଚେହେରା ଖରାପ ହୋଇଥାଏ ଓ ସୁସ୍କ ହୋଇଥାଏ,ବ୍ରଣ ଆଦିର ସମସ୍ୟା ଦେଖିବାକୁ ମିଳିଥାଏ।
ଯେମିତି ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥର ବ୍ୟବହାର କରିବା ଯାହାଦ୍ୱାରା ଚର୍ମ ସୁସ୍କ ହୋଇଯାଏ ଓ ଖରାପ ହେବାରେ ଲାଗେ।ଲୋକମାନେ ଏହି ରାସାୟନିକ ପଦାର୍ଥକୁ ବ୍ୟବହାର କରିବାର କାରଣ ହେଲା ନିଜକୁ ଗୋରା ଦର୍ଶେଇବା କାରଣ ଆଜି କାଲି ଦୁନିଆରେ ଗୋରା ଲୋକଙ୍କର ମହତ୍ୱ ରହିଛି।ସେମାନଙ୍କୁ ହିଁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି,ଯେଉଁ କାରଣରୁ ଗୋଟେ କଳା ଲୋକ ଚାହୁଁଛି କିପରି ଗୋରା ହେବାକୁ।ସେମାନେ ବିନା ଏହି ରାସାୟନିକ ପଦାର୍ଥର ବ୍ୟବହାରରେ ମଧ୍ୟ ଗୋରା ହୋଇପାରିବେ।
ସେ କଳା ଲୋକଙ୍କ ଭିତରେ ମାତ୍ର କେବଳ ମିଲେନାନର ଫରକ ହୋଇଥାଏ ଆଉ ଏହାକୁ ନେଇ ଆପଣ ନିଜକୁ ହତାସାୟ ମନେ କରନ୍ତୁ ନାହିଁ।ଆପଣଙ୍କ ଚେହେରା ଗୋରା ହେବା ପାଇଁ ବହୁତ ବଡ଼ ବଡ଼ କମ୍ପାନୀ ଦାମିକିଆରୁ ଦାମୀକିଆ କ୍ରୀମ ଲଗେଇବାକୁ କହିବ କିନ୍ତୁ ଆପଣ ଏହାର ବ୍ୟବହାର କଲେ ମଧ୍ୟ ଆମକୁ କୌଣସି ଲାଭ ହେବ ନାହିଁ। ଏବେ ଆସନ୍ତୁ କଥା ହେବା ଭିଟାମିନ-ଇ ର ତେଲ ବିଷୟରେ ପ୍ରାୟ ଦେଖାଯାଏ ଆମ ଶରୀରରେ ଭିଟାମିନ-ଇ ତେଲର ଏତେ ଅଭାବ ହୋଇନଥାଏ।କଣ ପାଇଁ ନା ଏ ଭିଟାମିନ-ଇ ତେଲ ଆମକୁ ବିଭିନ୍ନ ପ୍ରକାର ଖାଦ୍ୟରୁ ଅତି ସହଜରେ ମିଳିଥାଏ।
ଆପଣ ଯଦି ଏହି ଭିଟାମିନ-ଇ ର ତେଲକୁ ବାହ୍ୟ ଭାବରେ ଆପଣ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ବହୁତ ଭଲ ଫଳ ଦେବ ଆପଣଙ୍କ ତ୍ୱଚାକୁ ଏହା ଅତ୍ୟନ୍ତ ସୁନ୍ଦର କରିବ।ଯଦି ଆପଣଙ୍କ ଚେହେରା ସୁଖିଲା ଶୁଖିଲା ଲାଗୁଛି ବା ଚେହେରା ଫାଟିଲା ଭଳି ଲାଗୁଛି ତାହେଲେ ଆପଣ ବଜାରରୁ ଏହି ଭିଟାମିନ-ଇ ର କ୍ୟାପସୁଲ କିଣି ଆଣିବେ ଏହା ବହୁତ ଶସ୍ତା ଓ ସହଜରେ ମିଳିଯିବ।ଆପଣ ଏହାକୁ ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ ଆପଣ ଏହାକୁ ନିଜ ମୁହଁରେ ଲଗେଇବେ ଯାହାଫଳରେ ଏହା ଯେମିତି ଭଲ ଭାବରେ ଆପଣଙ୍କ ଚର୍ମର ଭୁତରକୁ ଜୀଵ।
ତାପର ଦିନ ସକାଳୁ ଉଠି ହାଲୁକା ଉଷୁମ ପାଣିରେ ନିଜ ମୁହଁକୁ ଧୋଇନେବେ।ଯାହାଦ୍ୱାରା ସେ ତେଲ ଆପଣଙ୍କ ଚେହେରାରୁ ବାହାରି ଜୀଵ ଓ ପ୍ରଥମ ଦିନରୁ ଆପଣ ନିଜ ଚେହେରାରେ ଗୋଟେ ଅଲଗା ତେଜ ଆପଣ ଦେଖିବାକୁ ପାଇବେ।ଆପଣ ଏହାକୁ ଗୋଟେ ମାସ ପର୍ଯ୍ୟନ୍ତ ବ୍ୟବହାର କରିବେ।ଯଦି ଆପଣଙ୍କ ଚେହେରା କୁଣ୍ଡେଇ କାଣ୍ଡେଇ ହେଉଛି ଏହାର ବ୍ୟବହାର କରନ୍ତୁ ନାହିଁ।ତାପରେ ଯାହାର ତେଲିଆ ଚର୍ମ ଆପଣ ଏହାର ବ୍ୟବହାର କମେଇ ପାରିବେ।