December 23, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ ଓ ଉତ୍ତର – ଗୋଟେ ଝିଅକୁ ତା ନାମ ପଚରାଗଲା କଣ,ସେ କହିଲା 3-11 ଓ 211 ତାହେଲେ ତାର ନାମ କଣ ?ବୁଦ୍ଧିମାନ ଲୋକ ଉତ୍ତର ଦେଇ ପାରିବେ

ନମସ୍କାର,ଆଜି ଆମେ କେତେକ ବୁଦ୍ଧି ବର୍ଦ୍ଧକ ପ୍ରଶ୍ନ ଓ ଏମାନଙ୍କର ଉତ୍ତର ବିଷୟରେ ଜଣାଇବାକୁ ଯାଇଅଛୁ।।ଯଦି ଏଭଳି ପ୍ରଶ୍ନ ଉତ୍ତର ଭଲ ଲାଗୁଚି ତେବେ ନିଶ୍ଚୟ ସାଙ୍ଗସାଥି ଓ ପରିଜନ ସହ ସେୟାର କରନ୍ତୁ ଓ ଏହାର ମଜାଦାର ଉତ୍ତର କେତେଜଣ ଦେଇ ପାରୁଛନ୍ତି ଦେଖନ୍ତୁ | ତେବେ ଆସନ୍ତୁ ଆରମ୍ଭ କରିବା ଆମର ଏହି ପ୍ରଶ୍ନ ଓ ଏହାର ଉତ୍ତର ଖେଳକୁ।ଯାହାଦ୍ୱାରା ଆପଣଙ୍କ ବୁଦ୍ଧି ବଢିବା ସହିତ ଆପଣଙ୍କ ଜ୍ଞାନର ବିକାଶ ହେବ।ତେବେ ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ

ଆସନ୍ତୁ ଜାଣିବା ଏକ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୧:-ଶୋଇବାକୁ ପଲଙ୍କ ନାହିଁ ନା ଘର ନା ଏକ ଟଙ୍କା କିନ୍ତୁ ସେ ରାଜ କରିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜଙ୍ଗଲରେ ରହୁଥିବା ବାଘ।ବାଘ ପାଖରେ ଘର କିମ୍ବା କୌଣସି ପ୍ରକାରର ଟଙ୍କା ପଇସା ନଥିଲେ ମଧ୍ୟ ଏ ଜଙ୍ଗଲରେ ରାଜତ୍ବ କରିଥାଏ।

ଆସନ୍ତୁ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୨:-ଦୁଇ ଜଣ ଛୁଆ ଏକା ରଙ୍ଗର ଜଣେ ଗଲେ ଆଉ ଜଣେ କେଉଁ କାମର ନୁହେଁ ?

ଉତ୍ତର:-ଏହାର ଉତ୍ତର ହେଉଛି ଆମ ପାଦରେ ପିନ୍ଧୁଥିବା ଯୋତା।ଆମେ ପିନ୍ଧୁ ଥିବା ଜୋତାର ଯଦି ଗୋଟେ ପାଖ ହଜି ଯାଏ ତାହେଲେ ଏହା ଗୋଟେ ପିନ୍ଧି ବା ଯୋଗ୍ୟ ହୋଇନଥାଏ।

ଆସନ୍ତୁ ଜାଣିବା ତିନି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୩:-ତାହା କଣ ଯାହା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇଥାଏ କିନ୍ତୁ ନିଜ ଜାଗାରୁ ହଟି ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଉଛି ରାସ୍ତା।କାରଣ ଏହା ଗୋଟେ ଜାଗାରେ ରହିଥାଏ ଓ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଲମ୍ବୀ ଥାଏ।

ଆସନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୪:-ମୁଁ ଗୋଟେ ଝିଅକୁ ପଚାରିଲି ତୁମ ନାମ କଣ,ସେ କହିଲା 3-11 211 ତାହେଲେ ତାର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବା ଝିଅର ନାଁମ ହେଲା ଆଶା।କାରଣ ଆମେ ଯଦି ଦେଖିବା 3-11 (आ)  ମାନେ ହିନ୍ଦୀରେ ଆ ଓ 211 (सा)  ର ମାନେ ହେଲା ଶା।ତେଣୁ ଏହାର ନାମ ହେଲା ଆଶା।

ଆସନ୍ତୁ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୫:-ଏମିତି କେଉଁ ଜିନିଷ ଯାହାକୁ ଖାଇବାକୁ କିଣନ୍ତି କିନ୍ତୁ ଖାଆନ୍ତି ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପ୍ଲେଟ ଓ ଚାମୁଚ।ଏହା ମାଧ୍ୟମରେ ଆମେ ଖାଦ୍ୟ ଖାଇ ଥାଉ ଏହାକୁ ଖାଇ ନଥାଉ।

ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୬:-ତାହା କଣ ଯାହା କାନ୍ଥର ଆର ପଟ ଦେଖି ପାରିବା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଝରକା।କାରଣ ଆମେ ଝରକା ଏପଟ ସେପଟ ଆମ ଘରେ ଲାଗିଥିବା ଝରକା ଦ୍ୱାରା ଆମେ ଦେଖି ପାରୁ।

ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୭:-ମନୁଷ୍ୟର କେଉଁ ଜିନିଷ ସବୁବେଳେ ବଢି ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବୟସ।ମଣିଷର ବୟସ ସବୁବେଳେ ବଢିଥାଏ।

ଏହା ଥିଲା କେତେକ ଜ୍ଞାନ ବର୍ଦ୍ଧକ ଓ ବୁଦ୍ଧି ବର୍ଦ୍ଧକ ପ୍ରଶ୍ନ ଓ ଉତ୍ତର।ଏହା ଦ୍ୱାରା ଆପଣ ନିଜ ସଂସ୍କୃତି ଓଡ଼ିଆ ସହିତ ଜଡିତ ରହିଥାଆନ୍ତି ଓ ଆଜି କାଲି ଆଧୁନିକ ଦୁନିଆରେ ପାଶ୍ଚାତ୍ୟ ସଭ୍ୟତା ସହିତ ଜଡିତ ରହିବା ପରେ ଆପଣ ନିଜ ମାଟି ସହିତ ମଧ୍ୟ ଜଡିତ ହୋଇ ରହି ଥାଆନ୍ତି।

Leave a Reply

Your email address will not be published. Required fields are marked *