December 23, 2024

Odia Express

Leading Odia News Portal of Odisha

ପଇସା ଥିବା ଲୋକ ଏହାକୁ ନକରିବା ନ ମାନିବା ଦ୍ୱାରା ସେମାନେ ଗରିବ ହୋଇ ପାରନ୍ତି…

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଧନ ପୁର୍ଣ୍ଣ ଲୋକଙ୍କୁ ମଧ୍ୟ ଗରିବ କରିଦିଏ ଏ ଚାରୋଟି କଥା ଯଦି ସେମାନେ ଜାଣି ନଥାନ୍ତି।ଆସନ୍ତୁ ଜାଣିବା ସେ ୪ ଟି କଥା।

୧.ପୂଜା କରିବା ସମୟରେ ଚନ୍ଦନ ଘଷୁଥିବା ପଥରରେ ଯଦି ଭଂବାନଙ୍କୁ ଚନ୍ଦନ ନଲଗାଯାଏ ତାହେଲେ ସେ ଲୋକ ଗରିବ ହୋଇ ପାରେ।ଆଉ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତିକି ଯଦି ଏମିତି ଭଗବାନ ଇନ୍ଦ୍ର ମଧ୍ୟ ଣ କରୁଛନ୍ତିତ ସେ ମଧ୍ୟ ଗରିବ ହୋଇଯାନ୍ତି।

୨.ନିଜ ଠାରୁ ଶକ୍ତି ସାଳି ଲୋକଙ୍କ ସହିତ ଶତ୍ରୁତା କଲେ ଆୟୁ ହ୍ରାସ ହୋଇଥାଏ ଓ ଏମିତି ଲୋକଙ୍କ ପାଖରେ ଲକ୍ଷ୍ମୀଙ୍କ ବାସ ମଧ୍ୟ ହୋଇନଥାଏ।ବୁଦ୍ଧିମାନର ସହ ଶକ୍ତି ସାଳି ଲୋକ ସହିତ ଶତ୍ରୁତା କରିବା ଉଚିତ ନୁହେଁ ମିତ୍ର ହୋଇ ତାକୁ ପରାସ୍ତ କରିବା ଉଚିତ।

୩.ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଧନ ଥିବା ଲୋକଙ୍କୁ ଗମ୍ଭିର ରହିବ ଆଵଶ୍ୟକ ଓ ତାକୁ ସଞ୍ଚୟ କରି ରଖିବା ଉଚିତ ନୁହେଁ।ଧନକୁ ସବୁବେଳେ କାର୍ଯ୍ୟରେ ଲଗେଇ ରଖିବା ଉଚିତ ଯିଏ ତାକୁ ଅଟକେଇ ରଖିଲା ତାର ଧନର କ୍ଷୟ ହୋଇଥାଏ।

୪.ଧର୍ମର ରାସ୍ତା ଛାଡି ଯିଏ ଅଧର୍ମର ରାସ୍ତା ଆପଣେଇଥାଏ ମା ଲକ୍ଷ୍ମୀ ବେଶୀ ଦିନ ତାଙ୍କ ପାଖରେ ରହି ନଥାଆନ୍ତି।ଅଧର୍ମ ପାଖରେ ଯେତେବେଳେ ବେଶୀ ଧନ ଆସିବାକୁ ଲାଗେ ଜାଣିବାଆଵଶ୍ୟକକି ମା ଲକ୍ଷ୍ମୀଙ୍କ ପାଖରୁ ଏବେ ପଳେଇ ଯିବେ ବୋଲି।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏହି ଚାରୋଟି ଜିନିଷ ଠାରୁ ବଡ଼ କିଛି ଜିନିଷ ନାହିଁ।ଆସନ୍ତୁ ଜାଣିବା ସେ ଜିନିଷ।

୧.ଅନ୍ନ ଓ ଜଳ ଠାରୁ ଦାନ ନାହିଁ ସେଥିପାଇଁ ଯିଏ ଭଳିଲା କୁ ଅନ୍ନ ଓ ସୋସିଲା କୁ ପାଣି ଦିଏ ତାକୁ ଦେବା ଦେବୀ ବହୁତ ଭଲ ପାନ୍ତି।ଏ ସଂସାରରେ ସବୁ ଲୋକ ଅନ୍ନରେ ସନ୍ତୁଷ୍ଟ ହୁଅନ୍ତି ସେଥିପାଇଁ ଲୋକମାନେ ମଝିରେ ମଝିରେ ଅନ୍ନର ଦାନ କରିବା ଉଚିତ।

୨.ଦ୍ଵାଦଶୀ ସବୁଠାରୁ ପବିତ୍ର ତିଥି ଅଟେ।ଏହି ତିଥିରେ ଯିଏ ପୂଜା ପାଠ ଓ ଉପବାସ ରଖେ ଭଗବାନ ବିଷ୍ଣୁ ତାକୁ ବର ଦିଅନ୍ତି।

୩.ଗାୟତ୍ରୀ ମନ୍ତ୍ର ଠାରୁ ଭଲ ଆଉ କୌଣସି ମନ୍ତ୍ର ନାହିଁ।ଏହି ମନ୍ତ୍ର ବୋଲିବା ଦ୍ୱାରା ଆୟୁ,କୀର୍ତି,ଧନ,ଧାନ୍ୟ ଓ ଐସ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ।

୪.ମାତା ପୃଥିବୀ ଠାରୁ ବଡ଼ ଅଟେ ତାଠାରୁ ବଡ଼ ତୀର୍ଥ,ଗୁରୁ ଆଉ ଭଲ ସ୍ଥାନ ନାହିଁ ଏ ସଂସାରରେ।ମା ଙ୍କ ସେନାରେ ସବୁ ତୀର୍ଥର ଖୁସି ଆମକୁ ପ୍ରାପ୍ତ ହୋଇଥାଏ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ପୁଣ୍ୟ କର୍ମ ଦ୍ୱାରା ସୁନ୍ଦର ପତ୍ନୀ ସମେତ ମିଲିଥାଏ ଏ ପାଞ୍ଚଟି ଜିନିଷ।
୧.ଭଲ ଖାଦ୍ୟ ମିଳିବା ଭଲ ଜୀବନର ଚିନ୍ହ ହୋଇଥାଏ।ପୂର୍ବ ଜନ୍ମରୁ ଭଲ କର୍ମ ଦ୍ୱାରା ମନୁଷ୍ୟକୁ ଏହି ଭଳି ସ୍ୱାଦିଷ୍ଟ ଖାଇବା ମିଳିଥାଏ।

୨.ବହୁତ ଲୋକଙ୍କୁ ଭଲ ଖାଦ୍ୟ ମିଳେ କିନ୍ତୁ ରୋଗ କାରଣରୁ ସେ ଭଲ ଖାଦ୍ୟ ଖାଇ ପାରନ୍ତି ନାହିଁ।ସେଥିପାଇଁ ଭଲ ଖାଇବା ପାଇବା ସହ ଏହାକୁ ଗ୍ରହଣ କରିବାର ଆଶ୍ରିବାଦ ଆଵଶ୍ୟକ।

୩.ଯାହା ପାଖରେ ସୁନ୍ଦରୀ ଓ ଗୁଣବନ୍ତି ସ୍ତ୍ରୀ ଥାଏ ସେ ଭାଗ୍ୟର ବହୁତ ଧନୀ ହୋଇଥାଏ ବା ସେ ପୂର୍ବ ଜନ୍ମରେ ନିଶ୍ଚିନ୍ତ କିଛି ଭଲ କାମ କରିଥାଏ।

୪.ଭଲ କାମଭୋଗୀ ହେବା ଉଚିତ କିନ୍ତୁ ତା ଅଧୀନରେ ହେବା ଉଚିତ ନୁହେଁ।ନହେଲେ ବ୍ୟକ୍ତିର ପତନ ନିଶ୍ଚିନ୍ତ ହେବ।

୫.ଯିଏ ପୂର୍ବ ଜନ୍ମରେ ବହୁତ ପୁର୍ଣ୍ଣ କାର୍ଯ୍ୟ କରିଥାଏ ସେ ଏ ଜନ୍ମରେ ବହୁତ ଧନୀ ହୋଇଥାଏ।ଦାନ କରିବା ମଧ୍ୟ ପୁବ୍ରଜନ୍ମର ଫଳ ଅଟେ।ଆଉ ଧନର ଆୟ ବେୟାରେ ଧ୍ୟାନ ରଖିବା ଉଚିତ।ସେ ଯାହାକୁ ଧାର ବା କରଜ ଦେଇଥାଏ ସେମାନଙ୍କଠାରୁ ଆଣିବାକୁ ଲଜ୍ଜା କରିବା ଉଚିତ ନୁହେଁ।

ଯେମିତି ପାଠ ପଡ଼ିଲା ବେଳେ ଆମ ମନରେ ଆସୁଥିବା ପ୍ରଶ୍ନ ଶିକ୍ଷକଙ୍କୁ ପଚାରି ଦେବା ଉଚିତ ନହେଲେ ଆମ ଭବିଷ୍ୟତ ଅନ୍ଧାର ହୋଇପାରେ।ତାପରେ ଲୋକ ଏଠାରେ ଖାଦ୍ୟ ଖାଇବା ପାଇଁ ପରିଶ୍ରମ କରୁଛି କିନ୍ତୁ ଆପଣ ଖାଇବାଟେ ଲଜ୍ୟା ଓ ଶରମ କଲେ ଆପଣ ବହୁତ ଦୁଃଖରେ ପଡିବେ।ଶତ୍ରୁର ଘାତକ ଅସ୍ତ୍ର ହେଉଛି ଉଷକେଇବା ସେଥିପାଇଁ ସେ ଯେତେବେ ଏହା କରିବ ଆପଣ କ୍ରୋଧ କରିବେ ନାହିଁ।

Leave a Reply

Your email address will not be published. Required fields are marked *