October 22, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଜୀଵନରେ ‘S’ ଏବଂ ‘D’ ନାମକ ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ – କିଏ ସବୁଠୁ ଅଧିକ ଶକ୍ତିଶାଳୀ ଜାଣିରଖନ୍ତୁ ..

ନମସ୍କାର ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଜାଣିବା ଏସ ନାମକ ବ୍ୟକ୍ତିଙ୍କ ସହ ଡି ନାମ ଧାରୀ ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ ଆଜି ଆମେ ଜାଣିବା।ଯଦି ସେ ବୈବ୍ୟବାହିକ ଜୀବନରେ ସାଥିରେ ଆସିଥାନ୍ତିତ ସେମାନଙ୍କୁ କେଉଁ ସବୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ ଆସନ୍ତୁ ଜାଣିବା।ଆଜିର ସମ୍ପୂର୍ଣ୍ଣ କଥା ଆମେ ୭ ଟି ପଏଣ୍ଟ ମାଧ୍ୟମରେ ଦେଖିବା ସେ ଗୁଡିକ ହେଉଛି :-

୧.ବ୍ୟକ୍ତିତ୍ୱ:- ଅଙ୍କ ଜ୍ୟୋତିଷରେ D ନାମ ଵାଲା ଲୋକଙ୍କ ଚାରି ନମ୍ବରରେ ବୋଲି ମାନିଥାଉ।ଯେଉଁମାନଙ୍କ ନାମ S ରୁ ଆରମ୍ଭ ହୋଇଥାଏ ସେମାନେ ଜିବନରେ ସନ୍ତୁଳନ ଓ ସୁରକ୍ଷା କରି ନିଜ ଜୀବନର ପ୍ରତିନିଧିତ୍ୱ କରିଥାନ୍ତି।ଏମାନଙ୍କର ସ୍ଵଭାଵ ବହୁତ ପ୍ରଭାବ ସାଳି ହୋଇଥାନ୍ତି।S ନାମ ଗୋଟେ ଅଙ୍କର ହୋଇଥାନ୍ତି,ଏମାନେ ଜନ୍ମରୁ ନେତା ହୋଇଥାନ୍ତି ଓ ଜୀବନରେ ସବୁ ସ୍ଥାନରେ ସଫଳତା ପ୍ରାପ୍ତ କରିଥାନ୍ତି।ଏ ଥିରେ ଏମାନଙ୍କୁ କୌଣସି ଅସୁବିଧା ହୋଇନଥାଏ।

୨.ଗୁଣ:- S ନାମକ ଗୁଣ ଵାଲା ଝିଅଙ୍କ ଗୁଣ ବହୁତ ଭଲ ହୋଇଥାଏ।ସେ ସମସ୍ତଙ୍କ ସହ ମିଶି ଯାଆନ୍ତି ଓ ମୁହଁରେ ସବୁ ବେଳେ ହସ ରଖି ଯାଇଥାନ୍ତି,ଲୋକଙ୍କ ସହ ଭଲ ଭାବରେ ବ୍ୟବହାର କରନ୍ତି ଓ ଏମାନଙ୍କ ଗୁଣ ବହୁତ ଭଲ ହୋଇଥାଏ ଏମାନଙ୍କ ହୃଦୟରେ ଯାହାଥାଏ ମୁହଁରେ ସେଇଆ ଥାଏ।ସେଠାରେ D  ଅକ୍ଷରର ଲୋକ ଶାଳୀନତା ଜୀବନ ଯାପନ ପସନ୍ଦ କରନ୍ତି ସେଥିପାଇଁ ସେମାନଙ୍କ ଜୀବନରେ କୌଣସି ଅସୁବିଧା ହୋଇନଥାଏ।ଏମାନେ ସଫା ସୁତରା ରୁହନ୍ତି ଓ ନିଜ ଜୀବନରେ ଉନ୍ନତି ପଥରେ ବଢି ଚାଲନ୍ତି।ଗୁଣ କ୍ଷେତ୍ରରେ ସେମାନଙ୍କୁ କୌଣସି ଅସୁବିଧା ଆସିବ ନାହିଁ।

୩.ଆର୍ଥିକ କ୍ଷେତ୍ରରେ:- S ନାମକ ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି ଓ ବୁଦ୍ଧିମାନ ହୋଇଥାନ୍ତି।ସେମାନେ ସେଠାରୁ ନିଜର ବୁଦ୍ଧି ବଳରେ ବହୁତ ପଇସା ରୋଜଗାର କରନ୍ତି।ଏମାନଙ୍କୁ ପ୍ରାୟ ନେତା ବା ଧନୀ ଲୋକଙ୍କ ଋପରେ ଦେଖା ଯାଆନ୍ତି।ଦୁନିଆର ସବୁଠାରୁ କ୍ରିଏଟିଭ ହୋଇଥାନ୍ତି।D ନାମକ ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି।ଏହା ବ୍ୟତୀତ ଏମାନେ ବ୍ୟବସାୟରେ ବହୁତ ଭଲ ପଇସା ରୋଜଗାର କରନ୍ତି।ଏହି କ୍ଷେତ୍ରରେ ଦୁଇ ଜଣଙ୍କୁ କିଛି ଅସୁବିଧା ହୋଇନଥାଏ।

୪.ବ୍ୟବହାର:- S ନାମକ ବ୍ୟକ୍ତି ଲୋକଙ୍କ ସହ ହସ ମଜାକ କରିଥାନ୍ତି ଓ ଲୋକଙ୍କୁ ବହୁତ ସାହାଯ୍ୟ କରନ୍ତି ତାପରେ ଏମାନେ କାହାକୁ ବିପଦରେ ଛାଡି ଯାଆନ୍ତି ନାହିଁ ।D ନାମ ଧାରୀ ବ୍ୟକ୍ତି ବ୍ୟବସ୍ଥିତ ଜୀବନ ଯାପନ କରିଥାନ୍ତି।ଏମାନେ ନିଜ ଭଲ ଓ ଶାନ୍ତ ବ୍ୟବହାର ପାଇଁ ଏମାନଙ୍କୁ ସବୁ ପସନ୍ଦ କରନ୍ତି।ସେମାନଙ୍କୁ ଏଠାରେ ଦୁଇ ଜଣଙ୍କୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ।

୫.ଲାଇଫ:- S ନାମକ ବ୍ୟକ୍ତି ନିଜ ଜୀବନକୁ ଖୁସିରେ ବଞ୍ଚିବା ପାଇଁ ଚାହୁଁଛନ୍ତି ଓ ନିଜ ଭିତରେ ଆତ୍ମ ବିଶ୍ୱାସର ମାତ୍ରା ଭରି ରହିଥାଏ ଓ ସେମାନେ ଲୋକଙ୍କ ପାଇଁ କିଛି କରିବାକୁ ଚାହାଁନ୍ତି।D ନାମକ ଲୋକ ନିଜ ଜୀବନକୁ ବହୁତ ଅଲଗା ଦୃଷ୍ଟିରେ ଦେଖନ୍ତି ଓ ସେମାନଙ୍କ ବଞ୍ଚିବା ଢଙ୍ଗ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ ଓ ସେ ଜୀବନରେ ସବୁକିଛି ପାଇବାକୁ ଇଛା ରଖନ୍ତି।ତେଣୁ ଜୀବନ ବା ଲାଇଫ କ୍ଷେତ୍ରରେ ଏମାନଙ୍କୁ କୌଣସି ଅସୁବିଧା ଆସିବନାହିଁ।

୬.ଆଧ୍ୟାତ୍ମିକତା:- S ଧାରୀ ବ୍ୟକ୍ତି ବିଶେଷ ସବୁ ନିଶ୍ଚିତ ରୂପରେ ନାସ୍ତିକ ଅଟନ୍ତି।ସେ ସବୁ ପ୍ରକାର ପ୍ରାକୃତିକ ଜିନିଷ ଉପରକୁ ନେଇ ପ୍ରଶ୍ନବାଚ ଚିହ୍ନ ଲଗେଇବେ।ଏମାନେ ପ୍ରକୃତିକୁ ନେଇ ଓ ଭଗବାନଙ୍କୁ ନେଇ ପ୍ରଶ୍ନ ପଚାରନ୍ତି।ସେଠାରେ D ନାମକ ବ୍ୟକ୍ତି ବହୁତ ଧାର୍ମିକ ଅଟନ୍ତି।ସେ ଭାଵନ୍ତି ଯଦି ଭଗବାନଙ୍କୁ ଆଗେଇ ନେଇ ଚାଲନ୍ତି ଓ ବହୁତ ବଡ଼ ଧାର୍ମିକ ହୋଇଥାନ୍ତି।ଏହି ଆଧ୍ୟାତ୍ମିକ କ୍ଷେତ୍ରରେ ତାଙ୍କୁ ବହୁତ ଅସୁବିଧା ଆସି ପାରେ।

୭:-ନକାରାତ୍ମକ ପାର୍ଶ୍ଵ:- S ନାମକ ଲୋକଙ୍କର ନକାରାତ୍ମକ ପାର୍ଶ୍ଵ ଏହା ଅଟେକି ସେ ବହୁତ ରାଗରେ ଆସି ଯାଆନ୍ତି,ସାମ୍ନାରେ ଥିବା ଲୋକଙ୍କୁ କିଛିବି କହି ପାରିବେ ଓ ସେ ଯାହା କହିବେ ସତ କହିବେ ତାପରେ ଏ ରାଗିଲେ ଏମାନଙ୍କୁ ବୁଝେଇବା ବହୁତ କଷ୍ଟ ହୋଇଥାଏ।ସେଠାରେ D ନାମକ ବ୍ୟକ୍ତି ଅଳ୍ପ ଜିଦ୍ଦି ସ୍ୱଭାବର ହୋଇଥାନ୍ତି।ସେ କୌଣସି ଜିନିଷ ପାଇବା ପାଇଁ ଏତେ ସ୍ୱାର୍ଥ ପର ହୋଇଯାନ୍ତିକି କାହା ଆଗରେ ସେ ମୁଣ୍ଡ ନୁଆନ୍ତି ନାହିଁ।ସେଥିପାଇଁ ସେ ସମସ୍ତଙ୍କର ନା ପସନ୍ଦ ହୁଅନ୍ତି।ଏମାନେ ବହୁତ ଇର୍ଷା କରିଥାନ୍ତି।

Leave a Reply

Your email address will not be published. Required fields are marked *