October 20, 2024

Odia Express

Leading Odia News Portal of Odisha

ଦୁର୍ବଳ ପତଳା ଶରୀରକୁ କେବଳ ପନ୍ଦର ଦିନରେ ଓଜନ ଦାର ଏବଂ ମଜଭୁତ କରନ୍ତୁ..

ଯେମିତି କି ଅଧିକ ଓଜନ କିଛି ଲୋକଙ୍କ ଚିନ୍ତାର କାରଣ ହୋଇଥାଏ । ସେମିତି କମ ଓଜନ ବି କିଛି ଲୋକଙ୍କ ଚିନ୍ତା ର କାରନ ଅଟେ। ଦୁର୍ବଳ ପତଳା ଶରୀର କୁ ମଜବୁତ ଓଜନ ଯୁକ୍ତ ବନେଇବା ପାଇଁ ଗୋଟେ ଘରୋଇ ଉପଚାର ଅଛି ଏହା ଆପଣଙ୍କ ଓଜନ କୁ ବଢ଼େଇବ ମୋଟପଣ କୁ ନୁହେଁ। ଅଧିକ ପତଳା ହେବା ଟା ବି ଶରୀର ପାଇଁ ଭଲ ନୁହେଁ , ଯାହା କି ଆପଣଙ୍କ ପର୍ତ୍ସନାଲିଟିକୁ ଖରାପ କରି ଥାଏ ଏବଂ ତା ସହ କିଛି ଜାଗାର ଖାରଜର କାରଣ ବି ବନିଥାଏ।କିଛି ଉପଚାର ରେ ମାତ୍ର ପନ୍ଦର ଦିନ ରେ ଆପଣଙ୍କ ଶରୀର କୁ ସୁସ୍ତ ଏବଂ ମଜବୁତ କରି ପାରିବେ । ତ ଚାଲନ୍ତୁ ଜାଣିବା କେମିତି ଘରୋଇ ଉପଚାର ରେ ଦୁର୍ବଳ ପତଳା ଶରୀର କୁ ମଜବୁତ କରିବା ।

ଏଥିପାଇଁ ସର୍ବ ପ୍ରଥମେ ଆପଣଙ୍କୁ ଗୋଟେ ଗ୍ଲାସ କ୍ଷୀର ନେବାକୁ ପଡିବ ଏବଂ ତା ସହ ଦୁଇଟା ପାଚିଲା କଦଳୀ ନିଅନ୍ତୁ ଏବଂ କ୍ଷୀର ସହ ତାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ଯଦି ଆପଣ ଏମିତି ନ କରି ପାରିବେ ଦୁଇଟା କଦଳୀ ଖାଇବା ପରେ କ୍ଷୀର ଗୋଟେ ଗ୍ଲାସ ପିଇ ପାରିବେ ଏହା ସହ ଆପଣଙ୍କୁ କିଛି ଖିସମିସ ନବାକୁ ପଡିବ ଏହାକୁ ଦେଢ଼ ଚାମଚ ନେବେ କ୍ଷୀର ଏବଂ କଦଳୀ ସହିତ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିଦେବେ ଏହା ଜୁସର ମିଠାକୁ କମ କରିବା ସହିତ ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ମଧ୍ୟ ଅଟେ।

ଏଥି ସହିତ ଆପଣକୁ ନବାକୁ ପଡିବ ଅଧା ମୁଠା କଳା ଚଣା ଏବଂ ଅଧା ମୁଢ ସୋୟାବିନ ଏହାକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ ଏବଂ ତାକୁ ପାଣି ରେ ବୁଡେଇ ଦିଅନ୍ତୁ ଏହାକୁ ରାତିରେ ବୁଡ଼େଇ ଦେଲେ ଏହା ସକାଳକୁ ଭଲ ଭାବେ ଫୁଲି ଯାଇଥିବା , ଆପଣ ଦେଖିଥିବେ ଯଉଁମାନେ ଜିମ ନହେଲେ ବ୍ୟାୟାମ କରୁଥିବେ ସେମାନେ ପ୍ରାୟତଃ ଏହି ଖାଦ୍ୟ ଖାଉଥିବେ କାହିଁକି ନା ସେମାନେ ଓଜନ ବଢ଼େଇବା ପାଇଁ ଏହାକୁ ଖାଆନ୍ତି କିନ୍ତୁ ଗୋଟେ କଥା ମନେ ରଖନ୍ତୁ କେବେ ଏକାଥରେ ସବୁ ଖାଦ୍ୟ ଖାଆନ୍ତୁ ନାହିଁ ଅଧା ଅଧା କରି ଦୁଇ ଟାଇମରେ ଦେଢ଼ ଘଣ୍ଟା କିମ୍ବା ଦୁଇ ଘଣ୍ଟା ପରେ ଦୁଇ ଥର ଖାଆନ୍ତୁ ଏମିତି କଲେ ଖାଦ୍ୟ ଭଲ ଭାବେ ହଜମ ହେବ ସହ ଦେହରେ ଲାଗିବ ।

ଭାଜିଦେଇ ଥିବା ଚଣା ଆଉ ସୋୟବିନ କୁ ଦୌଡ଼ୁ କରୁଥିବା ସମୟରେ କିମ୍ବା ଜିମ କରୁଥିବା ସମୟରେ ଖାଇ ପାରିବେ ନଚେତ ଏହାକୁ ଆପଣ ଖାଲି ସମୟରେ ବସିଥିବା ବେଳେ ଖାଇ ପାରିବେ ସବୁ ଦିନ ଗୋଟେ ତାଟିଆ ଏହାକୁ ଆପଣକୁ ଖାଇବାକୁ ପଡିବ ଏବଂ କ୍ଷୀର,କଦଳୀ ଏବଂ ଖୀସମିଶର ଜୁସକୁ ଦୁଇ ଟାଇମ ଖାଦ୍ୟ ଖାଇବା ମଝିରେ ପିଇବେ, ଏମିତି ପନ୍ଦର ଦିନ କରନ୍ତୁ ଦେଖିବେ ଆପଣଙ୍କ ଶରୀରରେ ନିଶ୍ଚିନ୍ତ ପରିବର୍ତ୍ତନ ପରିଲକ୍ଷିତ ହେବ।

Leave a Reply

Your email address will not be published. Required fields are marked *