October 22, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ – କ୍ଷେତ ରେ ସବୁଜ, ବଜାର ରେ କଳା ତଥା ଘରେ ଆସିକି ଲାଲ ହେଇଯାଏ, କୁହ ତ ଜିନିଷ ଟା କଣ? ବୁଦ୍ଧି ଥିଲେ ଉତ୍ତର ଦିୟନ୍ତୁ…

ଆଜି ଆମେ ଆପଣଙ୍କ ପାଖରେ ସାଧାରଣ ଜ୍ଞାନ ର କିଛି ବହୁତ ବଡ଼ ପ୍ରଶ୍ନ ଆଉ ତାର ଉତ୍ତର ନେଇକି ଆସିଛୁ। ଆଶା କରୁଛୁ କି ଆପଣଙ୍କୁ ଏହି କାର୍ଯ୍ୟ ପସନ୍ଦ ଆସିବ। ତ ଚାଲନ୍ତୁ ଜାଣିବା।ତେବେ ଏଭଳି ପ୍ରଶ୍ନ ଆପଣଙ୍କୁ ଜୀବନରେ କେଉଁ ଜାଗାରେ ମଧ୍ୟ ଦରକାର ପଡେ | ତେବେ ଏହି ପ୍ରଶ୍ନ ର ଉତ୍ତର ବହୁତ ସାଧାରଣ ହେଇଥିଲେ ମଧ୍ୟ ଏଥିରେ ନିଜର ବୁଦ୍ଧି ପ୍ରୟୋଗ କରିବା ପାଇଁ ପଡିବ |ତେବେ ଯଦି ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ସବୁ ଭଲ ଲାଗେ ତେବେ ନିଶ୍ଚୟ ସାଙ୍ଗ ମାନକ ସହ ସେୟାର କରିବେ ଓ ଏହାର ମଜାଦାର ଉତ୍ତର ଦେବାକୁ ଚେଷ୍ଟା କରିବେ

ପ୍ରଶ୍ନ ୧: ଏମିତି କେଉଁ ଜିନିଷ ଅଛି ଯାହାକୁ ଲୋକ ଖାଆନ୍ତି, ପିଅନ୍ତି ତଥା ନିଆଁ ଇ ଜଳାନ୍ତି ବି?

ଉତ୍ତର : ନଡିଆ।

ପ୍ରଶ୍ନ ୨: କଲା ଘୋଡା ଧଳା ସବାରି, ଜଣେ ବାହାରିଲା ତ ଆଉ ଜଣଙ୍କର ବାରି,ଚିହ୍ନନ୍ତୁ କଣ?

ଉତ୍ତର : ରୁଟି ଆଉ ତାୱା

ପ୍ରଶ୍ନ ୩: ଏମିତି କେଉଁ ଚେନ ଯାହାକୁ କି ଆମେ ଖୋଲି କିମ୍ବା ବନ୍ଦ କରିପାରିବା ନାହିଁ।

ଉତ୍ତର : ଜ୍ୟାକି ଚେନ

ପ୍ରଶ୍ନ ୪: ଏମିତି କେଉଁ ଜିନିଷ ଯାହାକୁ ଆମେ ପିଇବା ପାଇଁ କିଣି ଥାଉ ମାତ୍ର କେବେ ପିଇ ନଥାଉ:

ଉତ୍ତର : ଗ୍ଲାସ

ପ୍ରଶ୍ନ ୫: ଭାରତର କେଉଁ ରାଜ୍ୟ ରେ ସବୁଠୁ କମ ଗାଁ ଅଛି?

ଉତ୍ତର : ଚଣ୍ଡୀଗଡ଼, ଭାରତର କେନ୍ଦ୍ର ଶାସିତ ଅଂଚଳ, ସବୁଠୁ କମ ଗାଁ ଅଛି।

ପ୍ରଶ୍ନ ୬: ଭାରତର ଦ୍ୱିତୀୟ ତାଜା ମହଲ କାହାକୁ କୁହାଯାଏ?

ଉତ୍ତର : ବିବି କି ମକବରା କୁ

ପ୍ରଶ୍ନ ୭: ଚାଉଳ ଉବାଳିବା ରେ କେଉଁଠାରେ ସର୍ବାଧିକ ସମୟ ଲାଗେ?

ଉତ୍ତର : ମାଉଣ୍ଟ ଏଭରେଷ୍ଟ ରେ

ପ୍ରଶ୍ନ ୮: କେଉଁ ଫଳ ନାମରେ ଏକ ମେହରା ନାମ ଆସେ?

ଉତ୍ତର : ସୀତାଫଳ

ପ୍ରଶ୍ନ ୯: କେଉଁ ଜୀଵ ନିଜ ମୁହଁ ରୁ ପାଣି ପିଇ ନଥାଏ?

ଉତ୍ତର : ବେଙ୍ଗ

ପ୍ରଶ୍ନ ୧୦ : କ୍ଷେତ ରେ ସବୁଜ, ବଜାର ରେ କଳା ତଥା ଘରେ ଆସିକି ଲାଲ ହେଇଯାଏ, କୁହ ତ ଜିନିଷ ଟା କଣ?

ଉତ୍ତର : ଚା ପତ୍ତି। ଏହା ଚା କରିବା ପରେ ଲାଲ ଦେଖା ଯାଏ।

ପ୍ରଶ୍ନ ୧୧:ମନୁଷ୍ୟ ଯେତେବେଳେ ଖାଦ୍ୟ ଖାଏ ତ ଭୋଜନ ର ପଚନ କେଉଁଠାରୁ ଆରମ୍ଭ ହେଇଯାଏ?

ଉତ୍ତର : ନିଜ ମୁହଁ ରୁ ହି ଆରମ୍ଭ ହେଇ ଯାଇ ଥାଏ।

ପ୍ରଶ୍ନ ୧୨: ବାସ୍କେଟ ବଲ ରେ ପ୍ରତି ଟିମ ରେ କେତେ ଖେଳାଳି ଥାଆନ୍ତି?

ଉତ୍ତର : ୫ ଜଣ ଖେଳାଳି, ପରସ୍ପର ଟିମ ରେ ଥାଆନ୍ତି।

ପ୍ରଶ୍ନ ୧୩: ମନୁଷ୍ୟ ର ମୃତ୍ୟୁ ହେବା ପରେ ଯଦି ତାର ଆର ଜନ୍ମ ହୁଏ ତ କଣ ତାକୁ ତାର ପଛ ଜନ୍ମ କଥା ମନେ ପଡି ପାରି ଥାଏ?

ଉତ୍ତର : ଆଜ୍ଞା ନା ମାତ୍ର କିଛି ମଣିଷ ନ୍କ ଭିତରେ ଦେଖିବାକୁ ମିଳି ଥାଏ। ସେମାନଙ୍କୁ ଜାତିସ୍ମର କୁହାଯାଏ।

ପ୍ରଶ୍ନ ୧୫: ରକ୍ତ ଦାନ କରିବାର କେତେ ଦିନ ପରେ ତାର ପୂର୍ତ୍ତି ହେଇଯାଏ?

ଉତ୍ତର : ଗୋଟେ ମାସ ରେ।

Leave a Reply

Your email address will not be published. Required fields are marked *