October 20, 2024

Odia Express

Leading Odia News Portal of Odisha

ମା ବାପାଙ୍କୁ ବହୁତ ଖୁସିରେ ରଖନ୍ତି ଏହି ରାଶିର ଝିଅଗୁଡିକ , ବାପା ମାଙ୍କୁ ହୋଇଥାଏ ଏମାନଙ୍କ ଉପରେ ଗର୍ବ

ଆଗ କାଳରେ ଲୋକଙ୍କ ମନରେ ଭାବନା ଥିଲା କି ଯଦି ପୁଅ ହୁଅନ୍ତା ତେବେ ଅଧିକା ଭଲ ହୁଅନ୍ତା , ଓ ସେ ନିଜ ବାପା ମାଙ୍କୁ ଭଲ ଭାବରେ ଦାୟିତ୍ୱ ନେଇପାରନ୍ତା । କିନ୍ତୁ ଯେବେ ରିୟାଲିଟି ଚେକ୍ କରିବେ ତେବେ ଜଣାପଡିବ କି ପୁଅଙ୍କ ଅପେକ୍ଷା ଝିଅ ମାନେ ନିଜ ବାପା ମାଙ୍କ ଅଧିକା ଧ୍ୟାନ ରଖନ୍ତି , ଆଜିର ଜମାନାରେ ଝିଅ ମାନେ ପୁଅମାନଙ୍କ ଠାରୁ କେଉଁ ଗୁଣରେ କମ୍ ନୁହନ୍ତି । ସେମାନେ ସବୁ ଫିଲଡ୍ ରେ ବରାବରିର ଟକ୍କର ଦେଇପାରୁଛନ୍ତି , ସ୍ୱଭାବକୁ ଦେଖିବାକୁ ଗଲେ ପୁଅଙ୍କ ତୁଳନାରେ ଝିଅମାନେ ଅଧିକା ଯତ୍ନବାନ ହୋଇଥାନ୍ତି , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏପରି ରାଶିଗୁଡିକ ବିଷୟରେ କହିବୁ ଯାହାଙ୍କ ଜାତକରେ ଝିଅମାନେ ତାଙ୍କ ବାପା ମାଙ୍କୁ ଅଧିକା ଖୁସିରେ ରଖନ୍ତି ।

ମେଷ ରାଶି : ଏହି ରାଶିର ଝିଅ ମା ବାପାଙ୍କୁ ଭଗବାନଙ୍କ ପରି ମାନନ୍ତି , ଏମାନଙ୍କ ପାଇଁ ଦୁନିଆଁର ସବୁ ଜିନିଷ ଗୋଟେ ପଟେ ହୋଇଥାଏ,  ଓ ମା ବାପା ଗୋଟେ ପଟେ, ସେମିତି ସବୁ ଝିଅ ନିଜ ପରିଜନଙ୍କୁ ପ୍ରେମ କରେ କିନ୍ତୁ ମେଷ ରାଶିର ଝିଅ ମାନେ ନିଜ ବାପା ମାଙ୍କ ସହ ଟିକେ ଅଧିକା ଘନିଷ୍ଟତା ଥାଏ , ସେମାନେ ନିଜ ଘର ଲୋକଙ୍କ ପାଇଁ ସବୁ ବଡ ଦରକାରିତାକୁ ବିଶେଷ ଧ୍ୟାନ ଦିଅନ୍ତି , ଓ ନିଜ ବାପା ମାଙ୍କ ଖୁସି ପାଇଁ କିଛି ବି କରିପାରନ୍ତି , ସେ ନିଜ ସ୍ୱପ୍ନକୁ ଜଳାଞ୍ଜଳୀ ଦେବାକୁ ପଡୁ ବା ନା କାହିଁକି , ଏଥିପାଇଁ ତାଙ୍କ ପାଇଁ ତାଙ୍କ ବାପା ମା ସବୁ କିଛି ଅଟନ୍ତି ।

ମିଥୁନ ରାଶି : ଏହି ରାଶିର ଝିଅମାନେ ନିଜ ବାପାମାଙ୍କ ପାଇଁ ଜୀବନଠାରୁ ବଳିକରି ହୋଇଥାନ୍ତି , ଏମିତି କିଛି କାମ କରନ୍ତି ନାହିଁ ଯାହା ଦ୍ୱାରା ପରିବାର କିମ୍ବା ବାପା ମାଙ୍କ ବଦନାମୀ ହେଉ , ସେ ନିଜ ବାପା ମାଙ୍କ ଦିଆଯାଇଥିବା ସଂସ୍କାରକୁ କେବେ ଅଣଦେଖା କରନ୍ତି ନାହିଁ , ଓ ସେମାନଙ୍କ ଆଜ୍ଞା ପାଳନ କରନ୍ତି , ଏହି କାରଣରୁ ମିଥୁନ ରାଶିର ଝିଅ ସମାଜରେ ନିଜ ବାପା ମାଙ୍କ ନାଁ ଉଜ୍ଜଳ କରନ୍ତି , ଓ ଏହା ଦ୍ୱାରା ମା ବାପାଙ୍କର ସୋସାଇଟିରେ ଇଜ୍ଜତ ଦୁଇଗୁଣା ବଢିଯାଏ

ସିଂହ ରାଶି : ଏହି ରାଶିର ଝିଅ ମାନେ ନିଜ ବାପା ମାଙ୍କୁ ନେଇକରି ଅଧିକା ଯତ୍ନବାନ ହୋଇଥାନ୍ତି , ସେମାନେ ଅଧିକା ସେବା କରନ୍ତି , ସେମାନେ ନିଜ ବାପାମାଙ୍କ ଉପରେ କିଛି ବି ଆଞ୍ଚ ଆଣିବାକୁ ଦିଅନ୍ତି ନାହିଁ , ସେମାନେ ନିଜ ବାପା ମାଙ୍କ ଆଖିରେ କ୍ଷଣକ ପାଇଁ ଲୁହ ଦେଖିପାରନ୍ତି ନାହିଁ , ସିଂହ ରାଶିର ଝିଅ ନିଜ ମା ବାପାଙ୍କ ଠାରୁ ଅଧିକା ଦୂରରେ ରହିପାରନ୍ତି ନାହିଁ , ସେମାନେ ଜୀବନସାରା ତାଙ୍କ ହୃଦୟର ପାଖାପାଖି ରୁହନ୍ତି , ଯାହାକି ଶବ୍ଦରେ କହିବା ମୁସକିଲ୍ ଅଟେ ।

ଧନୁ ରାଶି : ଏହି ରାଶିର ଝିଅମାନେ ନିଜ ବାପା ମାଙ୍କ ପାଖାପାଖି ରୁହନ୍ତି , ସେମାନେ ପୁଅଙ୍କ ଅପେକ୍ଷା ଅଧିକା ପ୍ରତିଭାବାନ ହୋଇଥାନ୍ତି , ଯେତେ ତାଙ୍କ ଭାଇ ମା ବାପାଙ୍କ ଦାୟିତ୍ୱ ନିଏ ନାହିଁ ସେତେ ସେମାନେ ରଖନ୍ତି , ସେମାନେ ନିଜ ବାପାମାଙ୍କ କଥା ଭଲ ଭାବେ ବୁଝନ୍ତି , ସେମାନଙ୍କ ସେବା କରିବା ଧନୁରାଶିର ଝିଅଙ୍କର ଧର୍ମ ହୋଇଥାଏ ।

ଏହି ସବୁ କଥା ଏହି ରାଶିର ୭୫ ପ୍ରତିଶତ ଝିଅଙ୍କ ଉପରେ ଲାଗୁ ହୋଇଥାଏ,  ହୋଇପାରେ ଆଉ ବାକି ୨୫ ପ୍ରତିଶତ ଝିଅଙ୍କର ଏହି କ୍ୱାଲିଟି ନଥିବ , ଏହାର ମତଲବ ନୁହେଁ କି ଅଲଗା ରାଶିର ଝିଅ ନିଜ ବାପା ମାଙ୍କୁ ପ୍ରେମ କରନ୍ତି ନାହିଁ ବୋଲି ।

Leave a Reply

Your email address will not be published. Required fields are marked *