October 22, 2024

Odia Express

Leading Odia News Portal of Odisha

୧୦୦ ବର୍ଷ ପରେ ନିର୍ମିତ ହେଉଛି ବଡ ‘ମହାସଂଯୋଗ’, ମାଲାମାଲ ହୋଇଯିବେ ଏହି ୪ ରାଶିର ଲୋକମାନେ..

ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ସଫଳତାର ଅଧୈର୍ଯ୍ୟ ଭାବରେ ପ୍ରତୀକ୍ଷା ଥାଏ। ହଁ ଆଜ୍ଞା, ସଫଳ ହେବା ନିମନ୍ତେ ମନୁଷ୍ୟ ପ୍ରାଏକ ସମ୍ଭବ ପ୍ରଚେଷ୍ଟା କରିଥାଏ, କିନ୍ତୁ ଅନେକ ଥର ସଫଳତା ମିଳିବାରେ ଅନେକ ସମୟ ଲାଗିଯାଇଥାଏ। ଏତିକି ନୁହେଁ , କେବେକେବେ ସମୟ ବହୁତ ଅଧିକ ଦୀର୍ଘ ହୋଇଯାଏ, ଯେଉଁ କାରଣରୁ ମନୁଷ୍ୟ ବହୁତ ଅଧିକ ନିରାଶ ହୋଇଯାଏ। ଏକଥା ସମସ୍ତେ ଜାଣନ୍ତି ଯେ ସଫଳତା ପରିଶ୍ରମ ଏବଂ ଭାଗ୍ୟ ଦୁଇଟି ଏକସାଙ୍ଗରେ ଥିଲେ ମିଳିଥାଏ। ଏମିତିରେ ଯଦି ଆପଣ ପରିଶ୍ରମ କରନ୍ତି ଏବଂ ଭାଗ୍ୟ ସହାୟ ହୁଏ ନାହିଁ ତେବେ ଆଜି ଆମେ ଆପଣଙ୍କ ନିମନ୍ତେ ଏକ ଚମତ୍କାର ଖବର ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଯେ ଆମର ଏହି ଲେଖାରେ ଆପଣଙ୍କ ନିମନ୍ତେ କଣ ସ୍ଵତନ୍ତ୍ର ରହିଛି ?

କୁହାଯାଏ ଯେ ଏକ ଭଲ ସମୟ ବହୁତ ସମୟ ପରେ ଆସେ, କିନ୍ତୁ ତାହା ଆସେ ନିଶ୍ଚିତ। ଏହି ପ୍ରକ୍ରିୟା ରେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମନର ଜୀବନ ଉପରେ ଗ୍ରହଙ୍କର ବହୁତ ଅଧିକ ପ୍ରଭାବ ପଡିଥାଏ। କୁହାଯାଏ ଯେ ଯେବେ ଗ୍ରହ ଦଶା ଖରାପ ଥାଏ ତ ମନୁଷ୍ୟ ଲକ୍ଷେ ଚେଷ୍ଟା କଲେ ମଧ୍ୟ, ତାକୁ ସଫଳତା ମିଳେ ନାହିଁ। ଏମିତିରେ ଜଣେଇଦେବୁ ଯେ ପ୍ରାୟ 100ବର୍ଷ ପରେ ଏକ ମହାସଂଯୋଗ ନିର୍ମିତ ହେଉଛି, ଯେଉଁ ଅନୁଯାୟୀ କିଛି ରାଶିର ଲୋକ ମାଲାମାଲ ହେବାକୁ ଯାଉଛନ୍ତି। ହଁ ଆଜ୍ଞା, ଗ୍ରହଙ୍କର ଚଳନ 100ବର୍ଷ ପରେ ଏପରି ହୋଇଛି ଯେ ସ୍ଵୟଂ କୁବେରଙ୍କର କୃପା କିଛି ରାଶିର ଜାତକଙ୍କ ଉପରେ ଧନବର୍ଷା କରିବାକୁ ଯାଉଛି ।

ବୃଷଭ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , ପ୍ରାୟ 100ବର୍ଷ ପରେ ବୃଷଭ ରାଶିର ଜାତକଙ୍କର ଭାଗ୍ୟ ଖୋଲିବାକୁ ଯାଉଛି । ହଁ ଆଜ୍ଞା, ଏହି ରାଶିର ଜାତକଙ୍କୁ ଏବେ ତାଙ୍କର ପରିଶ୍ରମର ଫଳ ମିଳିବାକୁ ଯାଉଛି। ଏତିକି ନୁହେଁ, ଏହି ରାଶିର ଜାତକଙ୍କ ଉପରେ କୁବେରଙ୍କର କୃପା ମଧ୍ୟ ବର୍ଷା ହେବାର ଅଛି , ଏମିତିରେ ଏମାନଙ୍କୁ ଟଙ୍କାର ଅଭାବ ହେବ ନାହିଁ । ଘର ପରିବାରରେ ଆନନ୍ଦର ବାତାବରଣ ନିର୍ମିତ ହେବ ।

କର୍କଟ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କର୍କଟ ରାଶିର ଜାତକଙ୍କ ଜୀବନରେ ଏକ ଉତ୍ତମ ସମୟ ଆସିବାର ଅଛି, ଯେଉଁଥିରେ ସେମାନଙ୍କୁ ସମସ୍ତ ଖୁସି ମିଳିବ, ଯେଉଁଥି ପାଇଁ ସେମାନେ ପରିଶ୍ରମ କରୁଛନ୍ତି। ଏତିକି ନୁହେଁ , ଗ୍ରହଙ୍କର ଚଳନ ପରିବର୍ତ୍ତନ କାରଣରୁ ଏହି ରାଶିର ଜାତକଙ୍କର ବିଗିଡି ଯାଇଥିବା ସମ୍ପର୍କ ପ୍ରଥମ ଅପେକ୍ଷା ସୁଧାର ହେବ ଏବଂ ଏମାନଙ୍କୁ ଧନର ଅଭାବ ହେବ ନାହିଁ, କାରଣ ସାକ୍ଷାତ କୁବେର ଭଗବାନଙ୍କର ଏହି ରାଶିର ଲୋକଙ୍କ ଉପରେ ବର୍ଷା ହେଉଥିବା ଦୃଷ୍ଟିଗୋଚର ହେଉଛି।

କୁମ୍ଭ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କୁମ୍ଭ ରାଶିର ଜାତକଙ୍କର ଜୀବନରେ ଦୀର୍ଘ ସମୟ ପରେ ଏଭଳି ସଂଯୋଗ ନିର୍ମିତ ହୋଇଛି, ଯାହାର କାରଣରୁ ତାଙ୍କର ଜୀବନ ବହୁତ ଆନନ୍ଦମୟ ହୋଇଯିବ । ଏତିକି ନୁହେଁ, ଗ୍ରହଙ୍କର ଚଳନ କାରଣରୁ ଏମାନଙ୍କୁ ଧନର ଅଭାବ ହେବ ନାହିଁ । ତାସହ ଆପଣଙ୍କୁ ଜଣେଇଦେବୁ ଯେ ଏହି ରାଶିର ଜାତକଙ୍କର ଜୀବନରେ ଖର୍ଚ୍ଚ ମଧ୍ୟ ବହୁତ ଅଧିକ ହେବାର ଅଛି ।

ମକର ରାଶି: ପ୍ରାୟ 100ବର୍ଷ ପରେ ନିର୍ମିତ ହୋଇଥିବା ଏହି ମହାସଂଯୋଗ କାରଣରୁ ଏହି ରାଶିର ଜାତକଙ୍କ ଉପରେ ଭଗବାନ କୁବେରଙ୍କର କୃପା ବହୁତ ଅଧିକ ବର୍ଷା ହେବାର ଅଛି। ଏହି ରାଶିର ଜାତକଙ୍କୁ କୌଣସି ଜିନିଷରେ ଅଭାବ ହେବ ନାହିଁ , କାରଣ ଏମାନଙ୍କ ଉପରେ କୁବେରଙ୍କର କୃପା ବନିରହିବ। ଜଣେଇଦେବୁ ଯେ କୁବେରଙ୍କର କୃପା କାରଣରୁ ଏହି ରାଶିର ଜାତକଙ୍କର ଅଚାନକ ଧନ ପ୍ରାପ୍ତି ହେବ, ଯାହାର ଏମାନେ କଳ୍ପନା ମଧ୍ୟ କରିନଥିବେ।

Leave a Reply

Your email address will not be published. Required fields are marked *