ପଇସା ବଞ୍ଚେଇବାର ୬ଟି ଏପରି ଉପାୟ ଯାହା ଆପଣଙ୍କୁ ଆଉ କେହି ବି କହିନଥିବେ – ନିଶ୍ଚୟ ଏହି କଥା ଜାଣି ରଖନ୍ତୁ…
ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହା କି ଆପଣ ମାନଙ୍କ ପାଇଁ ଅଜିବ ଲାଗି ପାରେ ମାତ୍ର ଏହା ହି ପଇସା ବଞ୍ଚେଇବା ତଥା ଧନୀ ହେବାର କିଛି ସଠିକ ଉପାୟ ଅଟେ। ତ ଆସନ୍ତୁ ଜାଣିବା।ଉପାୟ:୧: ପ୍ରଥମ ଉପାୟ ଅନୁସାରେ ଆପଣଙ୍କୁ ବାସ ଏହା କରିବାକୁ ହେବ କି ଆପଣ ଯେତେବେଳେ ବି ପଇସା ଆଣନ୍ତୁ ତାକୁ ଆପଣ ଭଗବାନଙ୍କ ପାଖରେ ରଖି ଦିଅନ୍ତୁ। ହଁ ଆପଣ ବାସ ଭଗବାନଙ୍କ ପାଖରେ ପଇସା ରଖି ଦିଅନ୍ତୁ। ଏହାର କାରଣ କି ଯିଏ ଆମ ସଭିଙ୍କ ଉପରେ ତା ପାଖରେ ପଇସା ରଖିବା ଦ୍ୱାରା ଆମ ଜୀବନ ଉନ୍ନତ ହେଇଥାଏ। କାରଣ ଭଗବାନଙ୍କର ପଇସା ଛାଡିବା ପରେ ଆମେ ଆମ ପଇସାକୁ ବହୁତ ଭାବି ଚିନ୍ତି ଖର୍ଚ୍ଚ କରିଥାଉ। ତେଣୁ ଆମେ ମାନୁ ଅଥବା ନ ମାନୁ ଭଗବାନଙ୍କ ପାଖରେ ପଇସା ରଖିବା ବହୁତ ଲାଭଦାୟକ ହେଇଥାଏ।
ଉପାୟ:୨: ଏହା ଆପଣଙ୍କୁ ଖର୍ଚ୍ଚର ଉପାୟ ଲାଗିପାରେ ମାତ୍ର ଏହା ବହୁତ ଭଲ ଭାବେ ପ୍ରଭାବଶାଳୀ। କାହାରି ସାହାଯ୍ୟ କରିବା ଦ୍ୱାରା ଆମ ପଇସା ହୁଏତ ଖର୍ଚ୍ଚ ହେଇପାରେ ମାତ୍ର ତାହା ଆମକୁ ଧନୀ ଲୋକର ଭାବନା ମନକୁ ପହଞ୍ଚାଇ ଥାଏ। ତେଣୁ ଆମ ପାଖରେ ଯେତେ ବି ପଇସା ଅଛି ତାକୁ ଯଦି ଆମେ କାହାରି ସାହାଯ୍ୟରେ ଲଗେଇବା ତ ତାହାଦ୍ୱାରା ଆମକୁ ଖୁସି ମିଳିବ ଆଉ ଆମେ ଧନୀ ହେବାର ଭାବନା ମନକୁ ଆଣି ପାରିବା ଆଉ ତାହାଦ୍ୱାରା ଆମେ ଧନୀ ବି ହେଇପାରିବା।
ଉପାୟ:୩: ସପ୍ତାହ ରେ ଏପରି ଏକ ଦିନ ରଖନ୍ତୁ ଯେଉଁଦିନ କି ଆପଣ କିଛି ବି ଖରାପ ଖର୍ଚ୍ଚ କରିବେନି। ଏହାଦ୍ୱାରା କଣ ହେବ କି ଆପଣଙ୍କ ଜୀବନରୁ ଅଯଥା ଖର୍ଚ୍ଚ ହଟିଯିବ ଆଉ ଆପଣ ପଇସା ବଞ୍ଚେଇ ପାରିବେ।
ଉପାୟ:୪: ଆପଣ ସର୍ବଦା ନୋଟ ଦ୍ୱାରା କି କିଣାକିଣି କରନ୍ତୁ। କାରଣ ଆପଣ ଯେତେବେଳେ କ୍ୟାସ ଦ୍ୱାରା କିଣିବେ ତ ଆପଣଙ୍କୁ ନୋଟ ଖର୍ଚ୍ଚ ହେବାର ଦର୍ଜ ରହିବ ମାତ୍ର ଅନଲାଇନ ଖର୍ଚ୍ଚ କରିବା ଦ୍ୱାରା ଆମେ ଜାଣି ହି ପାରିବାନି କେତେବେଳେ ଅଧିକ ପଇସା ଖର୍ଚ୍ଚ ହେଇଯିବ। ତେଣୁ ଯେତେ ପ୍ରୟାସ ନୋଟ ଦ୍ୱାରା ଜିନିଷ କିଣନ୍ତୁ।
ଉପାୟ:୫: ଆପଣ ଦିନ ସାରା କିଣା କିଣି କରିସାରିବା ପରେ ଆପଣଙ୍କ ପକେଟ ରେ କିଛି ଖୁଚୁରା ପଇସା ବଂଚି ଯାଉଥିବ। ଆଅଅଁ ଯେତେ ଚେଷ୍ଟା କରନ୍ତୁ ଏହାକୁ ଏକ ମୁଆଁରେ ରଖିବାକୁ। ହେଇପାରେ ତ ଆପଣ ଖୁଚୁରା ସହିତ କିଛି ବଡ଼ ପଇସା ବି ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ସମୟ ଥାଇ ପଇସା ରହିଯିବ।
ଉପାୟ:୬:ଆପଣ ଏହି ଉପାୟ ଅନୁସାରେ ନିଜର ପଇସାକୁ ନିଜ ପର୍ସ ରେ ନରଖିକି କେଉଁ ଲଫଫା ଅଥବା ଫାଇଲରେ ରଖନ୍ତୁ। ଏହାଦ୍ୱାରା କଣ ହେବ କି ଆପଣଙ୍କ ପଇସା ର ଫ୍ଲୋ କମିଯିବ ଆଉ ଆପଣ ସ୍ବାସ୍ଥ୍ୟଗତ ସମସ୍ୟାରୁ ବି ମୁକ୍ତ ରହିବେ। ତ ଏହାର ଉତ୍ତର ବହୁତ ସହଜ ଅଟେ।ଭଲ ଲାଗିଲେ ନିଶ୍ଚୟ ସେୟାର କରନ୍ତୁ