December 23, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ଓଡ଼ିଆ ଜୋକ୍ସ – ଗାର୍ଲଫ୍ରେଣ୍ତ ସହ ବାଇକ୍ ରେ ଯାଉଥିବା ବୟଫ୍ରେଣ୍ତ ମଝି ଜଙ୍ଗଲରେ ଅଟକାଇଦେଲା ଗାଡି, ତାପରେ ଯାହା ହେଲା ହସି ହସି ବେଦମ୍ ହୋଇଯିବେ..

ଜୋକ୍ସ ଏପରି ଏକ ଜିନିଷ ଅଟେ । ଯିଏ ସମସ୍ତେ ପଢିବାକୁ ଚାହଁନ୍ତି , ଖାସ୍ କରି ଆଜିର ସୋସିଆଲ୍ ମିଡିଆର ଜମାନାରେ ଏହି ଜୋକ୍ସର ଭ୍ୟାଲୁ ବହୁତ ବଢିଯାଈଛି , ଜୋକ୍ସ ବିନା ଆଜି କା ଲାଇଫ୍ ଖାଲି ଖାଲି ଲାଗେ , ଆମେ ଏହି ଜୋକ୍ସକୁ ଏହି ପରି ଅଭ୍ୟାସରେ ପଢିସାରିଛେ କିଛି ଦିନ ନ ପଢିଲେ ମନକୁ ଖୁସି ମିଳେ ନାହିଁ , ଫେସବୁକ୍ ରୁ ହ୍ୱାଟ୍ସଆପ୍ ପର୍ଯ୍ୟନ୍ତ ସବୁ ଜାଗାରେ ଏହି ଜୋକ୍ସ ବ୍ୟାପିଥାଏ । ଆମର କେହି ନା କେହି ବନ୍ଧୁ ଏହି ଜୋକ୍ସ ବି ପଠାଇଥାଏ , ଏମିତିରେ ଆମେ କିପରି ପଛୁଆ ରହିପାରିବା ।

ଶିକ୍ଷକ : ଟିଟୁ ସ୍ୱର ଓ ବ୍ୟଞ୍ଜନ ମଧ୍ୟରେ ଫରକ୍ କୁହ !ଟିଟୁ  ସାର୍ ସ୍ୱର ମୁହଁ ରୁ ବାହାରିଥାଏ , ଓ ବ୍ୟଞ୍ଜନ ମୁହଁର ଭିତରେ ଯାଇଥାଏ ।

ସ୍ତ୍ରୀ ଘରେ ଟିଭି ଦେଖୁଥିଲା , ସ୍ୱାମୀ : କଣ ଦେଖୁଛ , ସ୍ତ୍ରୀ କୁକିଂଙ୍ଗ୍ ଶୋ , ସ୍ୱାମୀ : ଦିନ ସାରା କୁକିଂଙ୍ଗ୍ ଶୋ ଦେଖୁଛ ଖାଇବା ବନାଇବା ଆସିଲାନି ଏପର୍ଯ୍ୟନ୍ତ , ସ୍ତ୍ରୀ : ତୁମେ ତ କୋନ୍ ବନେଗା କରୋଡପତି ଦେଖୁଛ, ମୁଁ ତ କିଛି କହୁନି , ସ୍ୱାମୀ : ଶାନ୍ତ ମୁଦ୍ରାରେ

ସ୍ତ୍ରୀ ସ୍ୱାମୀକୁ ନାରାଜ୍ ହୋଇ ଶୋଇଥିଲା,  ସ୍ୱାମୀଙ୍କୁ ସକାଳ ୫ ଟାରେ ଉଠାଇବାର ଥିଲା , ସେ ଏକ କାଗଜରେ ଲେଖିଲା , ମୋତେ ସକାଳୁ ଜଲଦି ଉଠାଇଦେବ , ଓ କାଗଜ ସ୍ତ୍ରୀର ତକିଆ ତଳେ ରଖିକରି ଶୋଇପଡିଲା , ଏବେ ସକାଳ ଯେବେ ୧୦ ଟାରେ ଆଖି ଖୋଲିଲା ତେବେ ଏକ କାଗଜ ତକିଆ ତଳେ ଲେଖା ଥିଲା ଉଠ, ଜଲଦି ଉଠ ୫ ଟା ହୋଇଗଲାଣି , କଥାରୁ ଶିକ୍ଷା ସ୍ତ୍ରୀ ସହ କେବେ ବି ପଙ୍ଗା ନେବ ନାହିଁ  ।

ବାପା ନାଲାୟକ ଏତେ ରାତିରେ କେଉଁଠୁ ଆସିଛୁ ? ଭୋଲୁ : ନିଜ ଗାର୍ଲଫ୍ରେଣ୍ତକୁ ଦେଖା କରିବାକୁ ଯାଇଥିଲି , ବାପା କଣ ପାଇଁ ? ଭୋଲୁ ହଁ ବାପା : ୭-୮ ଟା ବେଳେ କିସ୍ ପାଇଁ ,

ଝିଅ : ମୋତେ ଜିଓ ସିମ୍ ଦିଅ ନା, ପୁଅ : ଆଉ ଦୁଇ ଚାରିଦିନ ଅପେକ୍ଷା କରିଦିଅ , ଝିଅ : କଣ ପାଇଁ ? ପୁଅ : ବାବା ରାମଦେବ ନିଜ ସିମ୍ ବାହାର କରୁଛନ୍ତି , ଝିଅ : ସେଥିରେ କଣ ମିଳିବ , ପୁଅ : ସେଥିରେ ଡାଟା ସହ ଅଟା ବି ଫ୍ରି ମିଳିବ ,

ସ୍ୱାମୀ ନଇଁ ନଇଁ ଘରୁ ବାହାରକୁ ବାହାରିଲା,  ଶାଶୁ : କଣ ହେଲା ଜ୍ୱାଇଁ ପୁଅ , ସ୍ୱାମୀ : ଆପଣଙ୍କ ଝିଅ ମୋର ଆଣ୍ଠୁ ଭାଙ୍ଗିଦେଲା , ଶାଶୁ : ଓହଃ ସଂନ୍ଧ୍ୟାକୁ ଜଲଦି ଆସିଯିବ ,ତୁମ ଶଳାକୁ ଦେଖିବାକୁ ଝିଅଘର ଆସୁଛନ୍ତି , ସ୍ୱାମୀ : ଆରେ ମୋର ନିଜର ପସନ୍ଦ ଏତେ ଖରାପ ଥିଲା , ଅଲଗା କାହାକୁ କିପରି ଡିସିଜନ୍ ଦେବି ,

ଝିଅ : ବୟଫ୍ରେଣ୍ତ ସହ ବାଇକ୍ ରେ ବୁଲୁଥିଲା,  ଏହି ସମୟରେ ବୟଫ୍ରେଣ୍ତ ଜଙ୍ଗଲ ମଝିରେ ଗାଡି ଅଟକାଇଦେଲା,  ବୟଫ୍ରେଣ୍ତ କହିଲା , ଆମେ ଟିକିଏ ସମୟ ପାଇଁ ଏଠାରେ ରହିବା , ଝିଅ : ତୁମେ ଏପଟସେପଟ କିଛି ହରକତ୍ କରିବ ନାହିଁ ନା ? ବୟଫ୍ରେଣ୍ତ ନା , ଝିଅ : ତେବେ ଅଟକାଇବାର କଣ ଫାଇଦା ?

Leave a Reply

Your email address will not be published. Required fields are marked *