ମାଂସ ଖାଇବା ଉପରେ ଶ୍ରୀ କୃଷ୍ଣ ଗୀତାରେ କଣ କହିଛନ୍ତି ? ମାଂସ ଖାଇବା ଠିକ ନା ଭୁଲ ଏବେ ଜାଣିରଖନ୍ତୁ…
ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାକାହାର ଓ ମାଂସାହାର ଏଥି ମଧ୍ୟରୁ କେଉଁଟା ଖାଇବା ଉଚିତ ଏହା ଉପରେ ଅନେକ ସମୟରୁ ବିବାଦ ଚାଲି ଆସୁଛି।ଆଜି ଆମେ ବେଦ, ଶାସ୍ତ୍ର ଓ ବିଜ୍ଞାନ ଦୃଷ୍ଟି କୋଣରୁ ଆପଣଙ୍କୁ କହିବି ଏଥି ମଧ୍ୟରୁ କେଉଁଟା ଆପଣଙ୍କ ପାଇଁ ଲାଭଦାୟକ।ଏହି କଥା ସମସ୍ତେ ଜାଣନ୍ତି ସନାତନ ଧର୍ମରେ ଯିବ ହତ୍ୟାକୁ ମହାପାପ ଧରାଯାଏ।ବେଦରେ ମଧ୍ୟ ମାଂସ ଖାଇବାକୁ ମନା କରାଯାଇଛି।ରୁକବେଦରେ କୌଣସି ଜୀବକୁ ମାରି ତା ମାଂସ ଖାଇବାକୁ ପାପ କୁହାଯାଇଛି।ଗୀତାରେ କିନ୍ତୁ କୌଣସି ଆହାର ଖାଇବାକୁ ବାରଣ କରାଯାଇନି ବେଦରେ ଶ୍ରୀ କୃଷ୍ଣ ଖାଦ୍ୟକୁ ତିନି ଭାଗରେ ବିଭକ୍ତ କରିଛନ୍ତି ସାତ୍ଵିକ ,ରାଜସ୍ୱି ଓ ତାମସିକ ଅଟେ।
ଗୀତାରେ ଲେଖାଯାଇଛି ସାତ୍ଵିକ ଆହାର ଆୟୁ ବଢ଼ାଇବା ସହ ଭଲ ସ୍ୱାସ୍ଥ୍ୟ ରଖିଥାଏ ଓ ଶକ୍ତି ପ୍ରଦାନ କରିଥାଏ।ଏହି ଭୋଜନକୁ ଶ୍ରେଷ୍ଟ ମାନାଯାଇଛି।ଆଗ କାଳରେ ବି ବିଦ୍ୱାନ ଲୋକମାନେ ଏହି ଭୋଜନ ଗ୍ରହଣ କରୁଥିଲେ ।ଏହି ଭୋଜନ ଶ୍ରେଣୀରେ କ୍ଷୀର, ସବୁଜ ପନିପରିବା, ଧାନ ,ମୁଗ ବିରି ଆଦି ଆସିଥାଏ।ଏହି ଆହାର ବହୁତ ଭଲ ଓ ହାଲକା ହୋଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।
ଏହା ପରେ ଯେଉଁ ଖାଦ୍ୟ ଅଧିକ ମସାଲା ଯୁକ୍ତ, ଖଟା ,ରାଗ ହୋଇଥାଏ ଏହା ସାତ୍ଵିକ ରୁ ରାଜସ୍ୱି ହୋଇଯାଇଥାଏ।ଏହି ଖାଦ୍ୟ ଲୋକ ଭୋକ ପାଇଁ ନୁହେଁ ନିଜ ଲାଳସା ଶାନ୍ତ ପାଇଁ ଖାଇଥାନ୍ତି।ଏପରି ଖାଦ୍ୟ ଅଧିକ ସୁସ୍ଵାଦ ଲାଗିଥାଏ କିନ୍ତୁ ଏପରି ଖାଦ୍ୟ ଖାଇବା ଦ୍ବାରା ଶରୀର ଖରାପ ହୋଇଥାଏ।ଏହା ପାଟିକୁ ସିନା ଭଲ ଲାଗିଥାଏ କିନ୍ତୁ ଶରୀର ପାଇଁ ଏହା କ୍ଷତିକାରକ ହୋଇଥାଏ।
ଏହା ପରେ କୁହାଯାଇଛି ଯେଉଁ ଭୋଜନ ଅଧିକ ଗନ୍ଧ ଯୁକ୍ତ, ଅଧ ପକା, ବା ଅପବିତ୍ର ହୋଇଥାଏ ସେହିଭଳି ଭୋଜକୁ ତାମସିକ ଭୋଜନ ହୋଇଥାଏ।ଏହି ଶ୍ରେଣୀରେ ମଦ, ସମସ୍ତ ପ୍ୟାକେଟ ଜିନିଷ, ମାଛ ,ମାଂସ ଆଦି ଆସିଥାଏ।ଏହା ପରେ ଆମ କୁ ସବୁ ଭୋଜନର ଉପକାର ଓ ଅପକାର ବିଷୟରେ କୁହାଯାଇଛି ଏବେ ଆମ ଉପରେ ନିର୍ଭର କରେ ଆମେ କେଉଁଭଳି ଭୋଜନ ଗ୍ରହଣ କରିବା।
ସନାତନ ଧର୍ମରେ କୁହାଯାଇଛି ଆମେ ଯେପରି ଭୋଜନ କରିବା ଆମ ବ୍ୟବହାରବି ସେହିପରି ହୋଇଯିବ।ଅର୍ଥାତ ଯଦି ଆମେ ତାମସିକ ଭୋଜନ ବା ମାଛ, ମାଂସ, ମଦ ଆଦି ଖାଇବା ଆମେ ଅଧିକ ରାଗି ସ୍ୱଭାବର ହୋଇଯିବା।କାରଣ ଆମେ ଯେଉଁ ଯିବ ମାନଙ୍କ ମାଂସ କାଉଛୁ ସେମାନେ ମଲା ବେଳେ ତାଙ୍କ ମନରେ ଯେଉଁ କଥା ଉଠିଥାଏ ତାହାର ପ୍ରଭାବ ଆମ ଭିତରେ ଦେଖାଯାଇଥାଏ
ସନାତନ ଧର୍ମ ଭଳି ଅନ୍ୟ ଧର୍ମ ମାନଙ୍କରେ ମଧ୍ୟ ମାଂସାହାରି ଠୁ ଅଧିକ ଗୁରୁତ୍ୱ ସାକାହାରିବକୁ ଦିଆଯାଇଛି।ପୂର୍ଵ କାଳରେ ଖ୍ରୀଷ୍ଟିଆନ ମାନେ ସାକାହାରି ଥିଲେ।ଯଦି ଆମେ ବୁଦ୍ଧଙ୍କ କଥା କହିବା ସେ ମଧ୍ୟ ସାକାହାରି ଥିଲେ।ଆପଣ ଜାଣିଥିବେ ଯେଉଁ ଯିବା ମାନେ ମାଂସାସି ତାଙ୍କ ଭୋଜନ ତନ୍ତ୍ର ବହୁତ ଛୋଟ ଯାହା ଫଳରେ ଭୋଜନ ଜଲ୍ଦି ବାହାରି ଯାଇଥାଏ କିନ୍ତୁ ମନୁଷ୍ୟ ମାନଙ୍କ ଏହି ଭୋଜନ ତନ୍ତ୍ର ତାଙ୍କ ଉଚ୍ଚତା ଠାରୁ ବି ବଡ଼ ଯାହା ଦ୍ଵାରା ମାଂସ ଅଧିକ ସମୟ ପେଟରେ ରହିଥାଏ ଓ ଅନେକ ସମସ୍ୟା କରିଥାଏ।ଏଥିପାଇଁ ଆମକୁ ମାନି ନେବା ଉଚିତ ମାଂସ କେବଳ ମାଂସାସି ଜୀବଙ୍କ ପାଇଁ ଅଟେ ମନୁଷ୍ୟଙ୍କ ପାଇଁ ନୁହେଁ।
ବିଜ୍ଞାନ ଦୃଷ୍ଟି କୋଣରୁ ବି ଜଣା ପଡିଛି ସାକାହାରି ଅଧିକ ଫାଇଦା ଦାୟକ କାରଣ ଆମେରିକାର ଏକ ରିପୋର୍ଟରୁ ଜଣା ପଡିଛି ଜଦି ଆମେ ସାକାହାରି ଭୋଜନ କରିବା ଅନେକ ଲୋକ ମୃତ୍ୟୁରୁ ବଂଚି ପାରିବେ।ଆପଣ ଭାବୁଥିବର ଶାକାହାରୀରେ ସମସ୍ତ ତ୍ୱତ ନଥିବା କିନ୍ତୁ ଏହା ଭଲ ଅଟେ ଅନେକ ପ୍ରଭାବଶାଳୀ ଲୋକ ସାକାହାରି ଅଟନ୍ତି ।ଏଥିରୁ ଜଣ ପଡୁଛି ସବୁ ଦୃଷ୍ଟି କୋଣରୁ ସାକାହାରି , ମାଂସାହାରିଠୁ ଲାଭ ଦାୟକ।