ଆଜିର ପ୍ରଶ୍ନ – କେଉଁ ଦେଶର ଲୋକେ ଭାରତ ଆସିପାରିବେ ନାହିଁ ? ଯଦି ଉତ୍ତର ଦେଇଦେବେ ତେବେ ଆପଣଙ୍କ ଠାରୁ ବୁଦ୍ଧିମାନ କେହି ବି ନଥିବେ…
ୟୁପିଏସ୍ ସି ପରୀକ୍ଷା ଦୁନିଆଁର ସବୁଠାରୁ କଠିନ ପରୀକ୍ଷା ମଧ୍ୟରେ ଜଣାଯାଏ । ଏହାକୁ ପାସ୍ କରିବା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ପଡିଥାଏ । ଛାତ୍ରଛାତ୍ରୀମାନେ ଦିନ ରାତି କଡା ପରିଶ୍ରମ କରି ଆଇଏଏସ୍ ପରୀକ୍ଷା କ୍ଲିଅର୍ କରିଥାନ୍ତି , ଏହି ପରୀକ୍ଷା ଗୁଡିକ କ୍ଲିଅର୍ କରିବାପାଇଁ ସବୁଠାରୁ ଅଧିକା ଦରକାର ଛାତ୍ରଛାତ୍ରୀଙ୍କର ଜେନେରାଲ୍ ନଲେଜ୍ ,ଏଥିପାଇଁ ଆଜି ଏହି ପୋଷ୍ଟରେ ଆଜି ଆମେ କିଛି ପ୍ରଶ୍ନଗୁଡିକ ନେଇକରି ଆସିଛୁ ଯାହା ଅଧିକାଂଶ ପରୀକ୍ଷାରେ ପଚାରାଯାଇଥାଏ ।
ପ୍ରଶ୍ନ : ଭାରତର ଆନୁମାନିକ ସମୁଦ୍ରତଳ ମାପ କେଉଁଠାରୁ କରାଯାଏ ?
ଉତ୍ତର: ଚେନ୍ନାଇ ରୁ
ପ୍ରଶ୍ନ : ବିଶ୍ୱର କେଉଁ ମହାଦ୍ୱିପ କେଉଁ ବି ମରୁଭୁମିରେ ନାହିଁ ?
ଉତ୍ତର : ୟୁରୋପରେ
ପ୍ରଶ୍ନ : ବିଶ୍ୱ ରେଡିଓ ଦିବସ କେବେ ପାଳିତ ହୁଏ ?
ଉତ୍ତର : ୧୩ ଫେବୃୟାରୀକୁ
ପ୍ରଶ୍ନ : କୁହନ୍ତୁ ନନ୍ଦଲାଲ ବୋସ୍ କେଉଁ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିଲେ ?
ଉତ୍ତର : ଚିତ୍ରକଳାରୁ
ପ୍ରଶ୍ନ : ମରୁଭୁମିରେ ହେଉଥିବା ଗଛର ନାଁ କଣ କୁହାଯାଏ ?
ଉତ୍ତର : ଜିରୋଫାଈଟ୍ସ
ପ୍ରଶ୍ନ : ବିଶ୍ୱର ବଡ ଜେଲ୍ ନାଁ କଣ ଅଟେ ?
ଉତ୍ତର : ଚୌଳ ସାମ୍ରାଜ୍ୟର ସଂସ୍ଥାପକ କିଏ ? ଉତ୍ତର : ବିଜୟପାଳ
ପ୍ରଶ୍ନ : ଟେଷ୍ଟ ମ୍ୟାଚରେ ଭାରତର ପ୍ରଥମ ଶତକ କେଉଁ ଖେଳାଳୀ ଲଗାଇଥିଲେ ?
ଉତ୍ତର : ଲାଲା ଅମରନାଥ
ପ୍ରଶ୍ନ : ଭିଲ୍ଲାଇ ଇସ୍ପାତ କାରାଖାନାରେ ଉତ୍ପାଦନ କେବେ ଆରମ୍ଭ ହୋଇଥିଲା ?
ଉତ୍ତର : ୧୯୫୯ ରେ
ପ୍ରଶ୍ନ : କେଉଁ ଦେଶର ଲୋକେ ଭାରତ ବୁଲିବା ଉପରେ ବ୍ୟାନ ଅଛି ?
ଉତ୍ତର : ଉତ୍ତର କୋରିଆ ଲୋକ ବୁଲି ଆସି ପାରିବେ ନାହିଁ , ଏହି ଦେଶର ଆଇନ୍ ଅନୁସାରେ କେଉଁ ବି ନିବାସି ଅନ୍ୟ ଦେଶକୁ ବୁଲି ଆସିପାରିବେ ନାହିଁ ।
ପ୍ରଶ୍ନ : ସଶସ୍ତ୍ର ସେନା ତିରଙ୍ଗା ଦିବସ କେବେ ପାଳିତ ହୋଇଥାଏ ?
୭ ଡିସେମ୍ବର
ପ୍ରଶ୍ନ : କୃତିମ ବର୍ଷା ପାଇଁ କାହାର ଉପଯୋଗ କରାଯାଏ ?
ଉତ୍ତର : ସ୍ଲିବର୍ କ୍ଲୋରାଇଡ୍
ପ୍ରଶ୍ନ : କାଠ ଜାତୀୟ ବସ୍ତୁଙ୍କୁ ପୋକଙ୍କ ଦାଉରୁ ରକ୍ଷା କରିବା ପାଇଁ ତାହା ଉପରେ କେଉଁ ଲେପ ଦିଆଯାଏ
ଉତ୍ତର : ଜିଙ୍କ୍ କ୍ଲୋରାଇଡ୍
ପ୍ରଶ୍ନ : ମତଦାନ ସମୟରେ ମତଦାତାଙ୍କ ଆଙ୍ଗୁଠିରେ ଯେଉଁ ଚିହ୍ନ ବା ସ୍ୟାହିର ବ୍ୟବହାର ହୁଏ ତାହା କେଉଁଥିରେ ନିର୍ମିତ ?
ଉତ୍ତର : ସିଲଭର୍ ନାଇଟ୍ରେଟ୍
ପ୍ରଶ୍ନ ଆଇରନ୍ ଅକ୍ସସାଇଡ୍ ସହ ଆଲୁମିନିୟମ୍ ର ଅଭିକ୍ରିୟାର ଉପଯୋଗ ରେଳର ଧାରଣା ଏବଂ ମେସିନ୍ ର ଅଂଶବିଶେଷର ଫାଟକୁ ଯୋଡିବାପାଇଁ କରାଯାଇଥାଏ , ଏହି ପ୍ରକିୟାକୁ କଣ କହନ୍ତି ।
ଉତ୍ତର : ଥର୍ମିଟ୍ ଅଭିକ୍ରିୟା
ପ୍ରଶ୍ନ : ଟଙ୍ଗଷ୍ଟନ୍ ଗଳନାଙ୍କ କେତେ ହୋଇଥାଏ ?
ଉତ୍ତର : ୩୫୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍
ପ୍ରଶ୍ନ : ମହାତ୍ମାଗାନ୍ଧୀଙ୍କୁ କେତେ ଥର ନୋବେଲ୍ ପୁରସ୍କାର ପାଇଁ ନାମାଙ୍କିତ କରାଯାଇଥିଲା ?
ଉତ୍ତର : ପାଞ୍ଚ ଥର
ପ୍ରଶ୍ନ : କେଉଁ ବର୍ଷ କାହାକୁ ବି ନୋବେଲ୍ ପୁରସ୍କାର ଦିଆଯାଇନଥିଲା ?
ଉତ୍ତର : ୧୯୪୦ ରୁ ୧୯୪୨ ପର୍ଯ୍ୟନ୍ତ
ପ୍ରଶ୍ନ : ଏସିଆକୁ ସବୁଠାରୁ ଅଧିକା ଘନ ବସା ଦ୍ୱିପ କେଉଁଟା ଅଟେ ?
ଉତ୍ତର : ଜାବା
ପ୍ରଶ୍ନ : ପଞ୍ଚତନ୍ତ୍ରର ଫାରସି ଭାଷାରେ ଅନୁବାଦ କିଏ କରିଥିଲେ ?
ଉତ୍ତର : ଅବଦୁଲ୍ ଫଜଲ ବ ମୌଲାନା ହୁସୈନ ଫୈଜ୍
ପ୍ରଶ୍ନ : ମୋଗଲ୍ ଶାସନ ବ୍ୟବସ୍ଥାରେ ମନ୍ତ୍ରୀ ପରିଷଦକୁ କଣ କହନ୍ତି ?
ଉତ୍ତର : ବିଜାରତ
ପ୍ରଶ୍ନ : ମୋଗଲ କାଳରେ ସମ୍ରାଟର ଘରୋଇ ବିଭାଗଗୁଡିକର ପ୍ରଧାନଙ୍କୁ କଣ କୁହାଯାଏ ?
ଉତ୍ତର : ମୀର ସମାନ
ପ୍ରଶ୍ନ : ଡାକ ପ୍ରଥାର ପ୍ରଚଳନ କେଉଁ ଶାସକ କରିଥିଲେ ?
ଉତ୍ତର : ଶେରଶାହ
ପ୍ରଶ୍ନ : ଦିନ୍ ଏ ଇଲାହି ଧର୍ମ ସ୍ୱିକାର କରିବାବାଲା ପ୍ରଥମ ଅନ୍ତିମ ହିନ୍ଦୁ ଶାସକ କିଏ ଥିଲେ ?
ଉତ୍ତର : ବୀରବଲ୍
ପ୍ରଶ୍ନ : ତାନସେନଙ୍କୁ କଣ୍ଠାଭରଣ ବାଣୀବିଳାସ ଉପାଧି କିଏ ଦେଇଥିଲେ ?
ଉତ୍ତର : ଆକବର
ପ୍ରଶ୍ନ : ବୁଲନ୍ଦ ଦରୱାଜା ନିର୍ମାଣ ଆକବର କେଉଁ ଉପଲକ୍ଷରେ କରିଥିଲେ ?
ଉତ୍ତର : ଗୁଜୁରାଟ ବିଜୟ
ପ୍ରଶ୍ନ : ବିଶ୍ୱର ସବୁଠାରୁ ଗଭୀର ହ୍ରଦ କେଉଁଟା ଅଟେ ?
ଉତ୍ତର : ବୈକାଲ ଝିଲ୍
ପ୍ରଶ୍ନ : କେନ୍ଦ୍ରୀୟ ଜ୍ଞାନ ଆୟୋଗ ଅଧ୍ୟକ୍ଷ୍ୟ କିଏ ?
ଉତ୍ତର : ଶ୍ୟାମ୍ ପିନ୍ନୋଦା
ପ୍ରଶ୍ନ : ଗଙ୍ଗବଂଶର ସଂସ୍ଥାପକ କିଏ ଥିଲେ ?
ଉତ୍ତର : ବଜ୍ରହସ୍ତ ପଞ୍ଚମ
ପ୍ରଶ୍ନ : ପାଳବଂଶର ସଂସ୍ଥାପକ କିଏ ଥିଲେ ?
ଉତ୍ତର : ଗୋପାଳ
ପ୍ରଶ୍ନ : ସେନ ବଂଶର ସଂସ୍ଥାପ କିଏ ଥିଲେ ?
ଉତ୍ତର : ସାମନ୍ତ ସେନ