December 23, 2024

Odia Express

Leading Odia News Portal of Odisha

ଏ ଅଟନ୍ତି ବଲିଉଡ୍ ର ଜଣାଶୁଣା ସିଙ୍ଗର ଯାହାଙ୍କ ବାପା ସ୍କୁଲ୍ ବାହାରେ ସିଙ୍ଗଡା ବିକ୍ରିକରୁଥିଲେ – କିନ୍ତୁ ଆଜି କୋଟି କୋଟି ଟଙ୍କାର ମାଲିକ ଅଟନ୍ତି ସେ…

ବଲିଉଡ୍ ର ଜଣାଶୁଣା ସିଙ୍ଗର ନେହା କାକ୍କର୍ ଜଣେ ଭଲ ସିଙ୍ଗର ନୁହେଁ ବରଂ ଯୁବପିଢିଙ୍କ ହୃଦୟରେ ରାଜ୍ କରୁଥିବା ଏକ ଷ୍ଟାଇଲିଷ୍ଟ ଡିଭା ଅଟନ୍ତି । କହିଦେବୁ କି ନେହା ନିଜ ଗୀତ ଦ୍ୱାରା ଲକ୍ଷାଧିକ ଲୋକଙ୍କର ହୃଦୟରେ ଜାଗା ବନାଇପାରିଛନ୍ତି , ଆଜି ତାଙ୍କର ଫ୍ୟାନ୍ସ ଲକ୍ଷାଧିକ ସଂଖ୍ୟାରେ ନୁହେଁ ବରଂ ପୁରା ଦେଶରେ ଓ ବିଦେଶରେ ବି ଅଛନ୍ତି । ଏହି ଦିନରେ ନେହା କାକ୍କରଙ୍କ କିଛି ବି ଗୀତ ବକ୍ସ ଅଫିସ୍ ରେ ହିଟ୍ ହୋଇଯାଈଥାଏ , ଏମିତିରେ ତାଙ୍କୁ ହିଟ୍ ମେସିନ୍ କହିବା ଭୁଲ୍ ହେବ ନାହିଁ ।

ନେହା କାକ୍କର ନିଜ ଗୀତ ବଳରେ ଆଜି ଇଣ୍ତଷ୍ଟ୍ରିରେ ଏକ ସ୍ଥାନ ପାଇଛନ୍ତି , ସେ ନିଜ ଗୀତ୍ ସହ ସେଲଫି କ୍ୱିନ୍ ନାଁରେ ବି ଫେମସ୍ ହୋଇଥିଲେ , ନେହା କାକ୍କର ନିଜ ସିଙ୍ଗିଙ୍ଗ୍ ସହ ନିଜ ଷ୍ମାଇଲ୍ ରୁ ଲୋକଙ୍କ ହୃଦୟ ଜିତି ପାରନ୍ତି , କହିଦେବୁ କି ନେହା ସେମିତି ମଜାଳିଆ ସ୍ୱଭାବର ଅଟନ୍ତି , କିନ୍ତୁ ବହୁତଥର ଆପଣ ଷ୍ଟେଜ୍ ରେ କାନ୍ଦୁଥିବାର୍ ନଜର କରିଥିବେ , ନେହା କକ୍କର ନିଜ ବ୍ରେକ୍ ଅଫ୍ ଖବରକୁ ନେଇ ବହୁତ ଚର୍ଚ୍ଚାରେ ଥିଲେ , କିନ୍ତୁ ଏବେ ସେ ଏଥିରୁ ବାହାରକୁ ବାହାରି ଆସିଛନ୍ତି ।

କହିଦେବୁ କି ନେହା ଏବେ ଜଣେ ଲୋକପ୍ରିୟ ସିଙ୍ଗର ଅଛନ୍ତି , ଏବେ ସେ ଲକ୍ଜୁରି ଲାଇଫ୍ ବଞ୍ଚୁଛନ୍ତି , କିନ୍ତୁ ବୋଧେ ବହୁତ କମ୍ ଲୋକଙ୍କୁ ଜଣାଥିବ କି ସେ ଜଣେ ସାଧାରଣ ପରିବାରରୁ ଆସିଛନ୍ତି , ତାଙ୍କର ବାପା ସ୍କୁଲ୍ ବାହାରେ ସିଙ୍ଗଡା ଦୋକାନ ଲଗାଉଥିଲେ , ସେ ନିଜ ଛୁଆବେଳର କଥା ସେୟାର୍ କରିଥିଲେ ନେହା ଥରେ ଏଥିପାଇଁ କାନ୍ଦିବାକୁ ଲାଗିଥିଲେ , ସେ ନିଜ ଛୁଆବେଳର କଥା କହିଥିଲେ , ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ । କହିଦେବୁ କି ନେହା କାକ୍କର ନିଜ ସିଙ୍ଗିଙ୍ଗ୍ କ୍ୟାରିୟର ଏକ ରିଆଲିଟି ଶୋ ସାରେଗାମାପାରୁ କରିଥିଲେ , ନେହା ଏଥିରେ ବିଜେତା ହୋଇପାରିନଥିଲେ , କିନ୍ତୁ ସେ ନିଜ ସିଙ୍ଗିଙ୍ଗ୍ ଲୋକଙ୍କ ପାଇଁ ବହୁତ ପ୍ରଶଂସା ପାଇଥିଲେ ,

ଯାହାପରେ ସିଙ୍ଗିଙ୍ଗ୍ ରେ ନେହା ନିଜ କ୍ୟାରିୟର ବନାଇଲେ , ଓ ଏବେ ରିଆଲିଟି ଶୋରେ ଜଣେ ଜର୍ଜ ଭାବେ ନଜର୍ ଆସୁଛନ୍ତି , କହିଦେବୁ କି ଜି ଟିଭିର ସିଙ୍ଗିଙ୍ଗ୍ ରିଆଲିଟି ଶୋ ସାରେଗାମାପା ଲିଟିଲ୍ ଚ୍ୟାମ୍ପ୍ସ ସିଜିନ୍ ୬ ରେ ନେହା ଜର୍ଜ ଭାବେ ନଜର ଆସିଥିଲେ , ଯେଉଁଥିରେ ସେ ନିଜ ଛୁଆ ବେଳର କଥା ମନେ ପକାଇ ଏକ କଥା ସେୟାର୍ କରିଥିଲେ । ନେହା କହିଥିଲେ କି ଆଜି ଯେବେ ମୁଁ ଛୁଆଙ୍କ ରିଆଲିଟି ଶୋରେ ଭାଗ ନେବାର୍ ଦେଖୁଛି ତେବେ ମୋତେ ମୋର ନିଜ ସଂଘର୍ଷ କଥା ମନେ ପଡେ , ପ୍ରଥମେ ବାପା ଆମକୁ ଭଲ ଜୀବନ ବଞ୍ଚିବା ପାଇଁ ବହୁତ ପରିଶ୍ରମ କରୁଥିଲେ , ସେହି ଦିନଗୁଡିକ କେବେ ଭୁଲି ପାରିବି ନାହିଁ , ଯେବେ ମୋର ବାପା ସୋନୁ ଦିଦି ମାନେ ନେହାଙ୍କ ବଡ ଭଉଣୀ) ଙ୍କ ସ୍କୁଲ୍ ବାହାରେ ସିଙ୍ଗଡା ବିକ୍ରି କରୁଥିଲେ , କଲେଜରେ ଛୁଆ ମୋର ଭଉଣୀଙ୍କୁ ବହୁତ କଟାକ୍ଷ କରୁଥିଲେ ।

ଏହା ପରେ ନେହା କହିଥିଲେ କି ପରେ ମୁଁ ଦିଲ୍ଲୀକୁ ରହିବାକୁ ପଳାଇଆସିଲି, ସୋନୁ ଦିଦି ଓ ମୋର ଭାଇ ଜାଗରଣରେ ଗୀତ ଗାଇବାକୁ ଯାଊଥିଲୁ , ମୋର ଚାରିବର୍ଷ ବୟସରୁ ଗୀତ ଗାଇବାକୁ ଦିଆଯାଉଥିଲା<  ସେହି ସମୟରେ କିଛି ବି ସମୟ ସୀମା ନଥିଲା ଯାହାର କାରଣରୁ ସକାଳୁ ଗୀତ ଗାଇବାକୁ ପଡୁଥିଲା,  କିଛି ଲୋକ ଆମର ପ୍ରୟାସକୁ କେହି ପ୍ରଶଂସା କରୁଥିଲେ , ବହୁତ ଘଣ୍ଟା ପର୍ଯ୍ୟନ୍ତ ଗୀତ ଗାଇବାର ମତଲବ ଥିଲା ଓ ତାପରଦିନ ସକାଳୁ ସ୍କୁଲ୍ ଯାଇପାରୁନଥିଲି , ମୋର ଲାଇଫ୍ ୟୁ ଟର୍ଣ୍ଣ ତେବେ ଆସିଲା ଯେବେ ମୁଁ ଏକ ସିଙ୍ଗିଙ୍ଗ୍ ରିଆଲିଟି ଶୋରେ ଭାଗ ନେଇଥିଲି, କହିଦେବୁ କି ଏବେ ନେହା କାକ୍କର ତାଙ୍କ ଭଉଣୀ ସୋନୁ କାକ୍କର ଓ ଭାଇ ଟୋନି କାକ୍କର ତିନି ଜଣ ବଲିଉଡ୍ ର ଜଣାଶୁଣା ସିଙ୍ଗର୍ ହୋଇସାରିଛନ୍ତି ।

 

Leave a Reply

Your email address will not be published. Required fields are marked *