December 23, 2024

Odia Express

Leading Odia News Portal of Odisha

ଦୁନିଆ ର ସବୁଠୁ ବିଲକ୍ଷଣ ରକ୍ତ ଵାଲା ବ୍ୟକ୍ତି ଭାରତରେ ସବୁଠୁ ଅଧିକା – ଜାଣନ୍ତୁ ଏହି ଆର୍ଟିକିଲ ମାଧ୍ୟମରେ…

ଆମ ଭାରତ ରର ଓ ବ୍ଲଡ଼ ଗ୍ରୁପ ଵାଲା ଲୋକଙ୍କର ସଂଖ୍ୟା ଅଧିକ ଅଟେ। ଆମ ଭାରତ ରେ ୩୭.୬୧% ଲୋକ ଅଛନ୍ତି ଯେଉଁ ମାନଙ୍କର ବ୍ଲଡ଼ ଗ୍ରୁପ ହେଉଛି ଓ। ଆଉ ଆମ ଭାରତ ରେ ବି ବ୍ଲଡ଼ ଗ୍ରୁପ ଲୋକଙ୍କ ସଂଖ୍ୟା ବି ଅଧିକ ଅଛି ଯାହା କି ପ୍ରାୟ ୩୨.୩୭% ଅଟେ। ଏହା କେବଳ ଭାରତ ରେ ହି ନୁହଁ ବରଂ ସମଗ୍ର ଦକ୍ଷିଣ ଏସିଆ ରେ ହି ସର୍ବାଧିକ ବ୍ଲଡ଼ ଗ୍ରୁପ ଅଛି । ମାତ୍ର ଏହା କାହିଁକି ହୁଏ? ଆମ ଭାରତ ତଥା ଅନ୍ୟ ସବୁ ଦେଶ ମାନଙ୍କରେ ଏହି ଗ୍ରୁପ ର ସଂଖ୍ୟା ଅଧିକ ନଥାଏ। ଏ, ବି ଆଉ ଏବି ବ୍ଲଡ଼ ଗ୍ରୁପ କୁ ସାଧାରଣ ଭାବେ ଋଷିସିଭ ଅଥବା ଅଧିକ ପ୍ରଭାବୀ ଅଟେ।ମାତ୍ର ଓ ବ୍ଲଡ଼ ଗ୍ରୁପ ବହୁତ କମ ପ୍ରଭାବୀ ହେଇ ଥାଏ।

ଯେପରି କି ସୁରେଶ ନାମକ ଜଣେ ବ୍ୟକ୍ତି ଯାହାର ବ୍ଲଡ଼ ଗ୍ରୁପ ହେଉଛି ଓ ଆଉ ତାର ପତ୍ନୀ ଙ୍କର ବ୍ଲଡ଼ ଗ୍ରୁପ ହେଉଛି ବି , ଏଠାରେ ସୁରେଶ ଆଉ ତାର ପତ୍ନୀ ଠାରୁ ଯେଉଁ ଛୁଆ ଜନ୍ମ ହେବ ତାର ବ୍ଲଡ଼ ଗ୍ରୁପ ବି ହେବାର ସମ୍ଭାବନା ଅଧିକ ଅଟେ। ଅର୍ଥାତ ତାର ଛୁଆ ର ବ୍ଲଡ଼ ଗ୍ରୁପ ବି ହି ହେବ।

ମାତ୍ର ଆମେ ଯେପରି କି ଆପଣଙ୍କୁ କହିଲୁ କି ଭାରତ ରେ ଓ ବ୍ଲଡ଼ ଗ୍ରୁପ ଵାଲା ଙ୍କର ସଂଖ୍ୟା ସାରା ବିଶ୍ୱ ଠାରୁ ବହୁତ ଅଧିକ।ତେଣୁ ଏଠାରେ ଓ ବ୍ଲଡ଼ ଗ୍ରୁପ ହେବାର ସମ୍ଭାବନା ଅଧିକ ଅଟେ। ତେଣୁ କଣ ଆପଣ ଭାବିଛନ୍ତି କି ପ୍ରକୃତରେ ବ୍ଲଡ଼ ଗ୍ରୁପ ର ନିର୍ଦ୍ଧାରଣ ହୁଏ କିପରି।

ଆମର ଶରୀର ର ରକ୍ତ ଚାରିଟି ଜିନିଷ ରୁ ତିଆରି ହେଇଥାଏ। ରେଡ଼ ବ୍ଲଡ଼ ସେଲ ଅଥବା ଆରବୀସି, ଭାଇଟ ବ୍ଲଡ଼ ସେଲ ଅଥବା ଡବ୍ଲୁ ବି ଚି ଆଉ ପ୍ଲାଜ୍ମା। ଯେତେବେଳେ ଆମେ ଆମର ରେଡ଼ ବ୍ଲଡ଼ ସେଲ ମାନଙ୍କର ଯାଞ୍ଚ କରୁ ଥାଉ ତ ତାହା ଉପରେ କିଛି ଜିନିଷ ଉପରେ ଆମକୁ ଧ୍ୟାନ ଦେବାକୁ ପଡେ।

ଆମ ରେଡ଼ ବ୍ଲଡ଼ ସେଲ ର ସରଫେସ ଉପରେ ଏକ ପ୍ରୋଟିନ ଥାଏ ଯାହାର ନାମ ହେଉଛି ଆଣ୍ଟିଜେନ। ଏହା ଦୁଇ ପ୍ରକାର ର ହେଇ ଥାଏ। ଆଣ୍ଟିଜେନ ଏ ଆଉ ଆଣ୍ଟିଜେନ ବି। ଯାଞ୍ଚ କରିବା ସମୟରେ ଯାହାର ବ୍ଲଡ଼ ରେ ଆଣ୍ଟିଜେନ ଏ ଥାଏ ଆଉ ବି ନଥାଏ ଆଉ ଆଣ୍ଟିବଡୀ ବି ତଯାଏ ତାର ବ୍ଲଡ଼ ଗ୍ରୁପ ଏ ହୁଏ। ଯାହାର ଆଣ୍ଟିଜେନ ବି ଥାଏ ଆଉ ଏ ନଥାଏ ଆଉ ଆଣ୍ଟିବଡୀ ଏ ଥାଏ ତାର ବ୍ଲଡ଼ ଗ୍ରୁପ ବି ହୁଏ। ଯାହାର ବ୍ଲଡ଼ ରେ ଦୁଇଟି ଯାକ ଆଣ୍ଟିଜେନ ଥାଏ ତାର ଗ୍ରୁପ ଏବି ଆଉ ଯେଉଁ ବ୍ୟକ୍ତି ର ବ୍ଲଡ଼ ରେ ଦୁଇଟା ଯାକ କିଛି ନଥାଏ ତାର ଗ୍ରୁପ ଓ ହୁଏ। ଏହିପରି ଆମର ବ୍ଲଡ଼ ଗ୍ରୁପ ର ନିର୍ଦ୍ଧାରଣ ହୁଏ।

Leave a Reply

Your email address will not be published. Required fields are marked *