October 22, 2024

Odia Express

Leading Odia News Portal of Odisha

ମହାନାୟକ ଅମିତାଭ ବଚ୍ଚନ ଖୋଲିଲେ ଗୁମର, ବଲିଉଡ୍ ଷ୍ଟାରଙ୍କ ବାହାଘରର ଲିଫାପାରେ ରଖାଯାଇଥାଏ ଏତିକି ଟଙ୍କା…

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ବଲିଉଡ୍ ଇଣ୍ତଷ୍ଟ୍ରିରେ ଏହି ଦିନରେ ବିବାହର ଉତ୍ସବ ବହୁତ ଧୁମଧାମ୍ ରେ ଚାଲିଛି , ଅଭିନେତା ରଣବୀର ଓ ଅଭିନେତ୍ରୀ ଦୀପିକା ପୁର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି , ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶୀ ବୟଫ୍ରେଣ୍ତ ନିକ୍ ଜୋନ୍ସଙ୍କ ସହ ବିବାହ କରିଛନ୍ତି , ଏତିକି ନୁହେଁ ବଲିଉଡ୍ ରେ ଏହି ସମୟରେ ବିବାହର ଉତ୍ସବରେ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ବି ବିବାହ କରିନେଇଛନ୍ତି , ଏବେ ଏହି ବିବାହକୁ ନେଇ ଅମିତାଭ ବଚ୍ଚନ ଏକ ଗୁମର ଖୋଲିଛନ୍ତି , ଯେପରି ଆପଣ ଜାଣିଛନ୍ତି କି ବିବାହର ସମାରୋହରେ ଅତିଥି ଆସିବାକୁ ହେଲେ ସେ ବରକନ୍ୟା ପାଇଁ କିଛି ଉପହାର କିମ୍ବା ସଗୁନ୍ ହିସାବରେ ଲିଫାପାରେ କିଛି ଦେଇଥାନ୍ତି , ସମସ୍ତଙ୍କ ମନରେ ଏହା ଭାବନା ରହୁଥିବ କି ବଡ ସେଲିବ୍ରେଟି ଲିଫାପାରେ କିଛି ବଡ ଉପହାର ନିଶ୍ଚିତ ଦେଉଥିବେ କିନ୍ତୁ ଅମିତାଭ ବଚ୍ଚନ ଏହି କଥାକୁ ଖୁଲାସା କଲେ କି ଲିଫାପା ମଧ୍ୟରେ କେତେ ଟଙ୍କା ରଖାଯାଇଥାଏ ।

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ କହିଲେ କି ବଲିଉଡ୍ ରେ ସଗୁନ୍ ର ଉତ୍ସବ ବହୁତ ଆଗରୁ ଚାଲି ଆସୁଛି , ଅତିଥି ମାନେ ବଲିଉଡ୍ ବାହାଘରରେ ତାଙ୍କ ସଗୁନ୍ ଲିଫାପାରେ ଏକ ସମସ୍ୟା ହେଉଥିଲା,  ଯିଏ ବି ଅତିଥି ଆସୁଥିଲେ ସେ ମନରେ ଏହା ଭାବୁଥିଲେ କି ଏହି ଲିଫାପା ମଧ୍ୟରେ କେତେ ଟଙ୍କା ରଖାଯିବ , ଓ କେତେ ନୁହେଁ , ଏହା ସହ ଅମିତାଭ ବଚ୍ଚନ କହିଲେ କି ଜୁନିୟର ଆର୍ଟିଷ୍ଟ କିମ୍ବା ମେକଅଫ୍ ମ୍ୟାନ୍ ନିଜ ସିନିୟର୍ ତାରକା କିମ୍ବା ନିର୍ମାତାଙ୍କ ବିବାହରେ ଗଲେ ସଙ୍କୋଚ ମନରେ ଆଣନ୍ତି । ଅମିତାଭ ବଚ୍ଚନ କହିଲେ କି ଏହି ଅସୁବିଧା କାରଣରୁ ସଗୁନ୍ ରେ ୧୦୧ ଟଙ୍କା ଚଳନ ହୋଇଛି , ଓ ବଡରୁ ନେଇକରି ଛୋଟ ସବୁ କଳାକାରମାନେ ଏକ ସୀମା ତୟ କରାଯାଈଛି , ଏହା ପଛରେ ଏହି କାରଣ ଅଛି ଏଥିରେ ଏକ ଟଙ୍କା ବି ଆସିଛି , ଏଥିରେ କାହାକୁ ବି ସଙ୍କୋଚ ଆସିନାହିଁ ।

ଯେବେ କେଉଁ ଦମ୍ପତି ବିବାହକୁ ଯାଇଥାନ୍ତି ତେବେ ସେ ନିଜ ହାତରେ ଏକ ବଡ ଗୋଲାପ ଫୁଲ ବୋଖେ ନେଇକରି ଯିବା ପସନ୍ଦ କରନ୍ତି , କିତୁ ତାଙ୍କ ସ୍ତ୍ରୀ ଜୟା ବଚ୍ଚନଙ୍କୁ ଏହା ବିଲକୁଲ୍ ପସନ୍ଦ ଲାଗେ ନାହିଁ , ଅମିତାଭ ବଚ୍ଚନଙ୍କ କହିବା କଥା କି ତାଙ୍କ ସ୍ତ୍ରୀ ଜୟା ବଚ୍ଚନଙ୍କ ଏହା ମାନିବା କଥା କି ଯେଉଁ ଗୋଲାପର ବୋଖେ ଆମେ ବିବାହର ସମାରୋହରେ ନେଇଯାଉ ତାକୁ ପକାଇଦିଆଯାଏ , ଏମିତିରେ ବହୁତ ଲୋକ ଅଛନ୍ତି ଯିଏ ବଲିଉଡ୍ ବିବାହର ବଡ ବଡ ତାରକାଙ୍କ ବାହାହର ଦେଖିକରି ସେଥିରେ ଦିଆଯାଉଥିବା ସଗୁନ୍ ରେ କିଛି ବଡ ରାଶି କିମ୍ବା ବଡ ଉପହାର ଥିବ ବୋଲି ଭାବିଥାନ୍ତି , ସେଥିପାଈଁ ବଲିଉଡ୍ ବିବାହର ସମାରୋହରେ ୧୦୧ ଟଙ୍କା ଦେବାର ଚଳନ କରାଯାଈଛି ,ଯେଉଁଥିରେ କେଉଁ ଜୁନିୟର୍ ଆର୍ଟିଷ୍ଟ କିମ୍ବା ସିନିୟର କେଉଁ ପ୍ରକାର ସଙ୍କୋଚ କରିବେ ନାହିଁ ।

Leave a Reply

Your email address will not be published. Required fields are marked *