October 22, 2024

Odia Express

Leading Odia News Portal of Odisha

ଆପଣ ପାଞ୍ଚଦିନ ପର୍ଯ୍ୟନ୍ତ ଏହାକୁ ପାଣିରେ ଭିଜେଇ ରଖନ୍ତୁ ଆପଣଙ୍କୁ ଭବିଷ୍ୟତରେ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ…

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ,ଆପଣ ପାଞ୍ଚଦିନ ଏ ଦୁଇଟି ଜିନିଷକୁ ରାତିରେ ପାଣିରେ ଭିଜେଇ ଖାଇ ନିଅନ୍ତୁ ଆପଣଙ୍କୁ ଜୀବନ ସାରା ମଧୁମେହ,କୋଲେଷ୍ଟ୍ରୋଲ,ପେଟରୋଗ,ମୋଟାପଣ,ଆଣ୍ଠୁ ଗଣ୍ଠିରେ ଦୁର୍ବଳତା,ଅନିଦ୍ରା,ଦୁର୍ବଳ ଆଖି,ହାତ ଓ ଗୋଡ଼ ଦରଜ,ଆଣ୍ଠୁ ଓ ଗଣ୍ଠିରେ ବିନ୍ଧା,ହୃଦୟ ସହ ଜଡିତ ରୋଗ ଆଦି ହୋଇନଥାଏ।ଆପଣଙ୍କ ଜୀବନରେ ଆପଣଙ୍କ ପେଟ ସହ ଜଡିତ କୌଣସି ରୋଗ ହେବ ନାହିଁ।ସାଙ୍ଗମାନେ ଆଜି ଆମେ ଏମିତି ଦୁଇଟି ଜିନିଷ ଓ ତାର ବ୍ୟବହାର ବିଷୟରେ କହିବୁ ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ଭାବେ ନିରୋଗୀ ରହିବେ।

ଏହି ଉପାୟ ମଧୁମେହ,କୋଲେଷ୍ଟ୍ରୋଲ,ପେଟରୋଗ,ମୋଟାପଣ ଆଣ୍ଠୁ ଗଣ୍ଠିରେ ଦୁର୍ବଳତା,ଅନିଦ୍ରା,ଦୁର୍ବଳ ଆଖି,ହାତ ଓ ଗୋଡ଼ ଦରଜ,ଆଣ୍ଠୁ ଓ ଗଣ୍ଠିରେ ବିନ୍ଧା,ହୃଦୟ ସହ ଜଡିତ ରୋଗ ଓ କ୍ୟାଲସିୟମର ଅଭାବ ଆଦିକୁ ଠିକ କରିବାରେ ଏହା ଏକ ରାମବାଣ ଉପାୟ ଅଟେ। ଆପଣ ଅତିକମରେ ୫ ଦିନ ସବୁଦିନ ରାତିସାରା ଏଗୁଡ଼ିକୁ ପାଣିରେ ଭିଜେଇ ଖାଇବାର ଅଛି। ଏମାନଙ୍କ ପ୍ରଭାବ ଆପଣଙ୍କୁ ନିଶ୍ଚିନ୍ତ ପନ୍ଚମ ଦିନରୁହିଁ ଦେଖାଯିବ।ଏହାର ସେବନ ଦ୍ୱାରା ଆପଣଙ୍କ ଶରୀରରେ ରୋଗପ୍ରତିରୋଧ ଶକ୍ତି ବଢିଯାଏ।

ଯଦି କୌଣସି ବ୍ୟକ୍ତି ଖଟିଆରେ ମାଡି ହୋଇ ପଡିଥାଏ ସେ ଯଦି ଏଗୁଡିକର ସେବନ କରିଥାଏ ତାହେଲେ ସେ ମଧ୍ୟ ଉଠି ଦୌଡ଼ିବାକୁ ଲାଗିବ।ତା ଶରୀରରେ ଅବିଶ୍ଵସନୀୟ ଶକ୍ତିର ସଂଚାର ହେବ,ଯାହାକୁ ସବୁ ମଧୁମେହ ଭଳି ରୋଗର ସମସ୍ୟା ରହୁଛି ସେମାନଙ୍କୁ ବହୁତ ରୋଗର ସାମ୍ନା କରିବାକୁ ପଡିଥାଏ ଯେମିତିକି ସବୁପ୍ରକାରର ପେଟ ରୋଗ,ଉଚ୍ଚ ରକ୍ତଚାପ,ହୃଦରୋଗ ଭଳି ଗଭୀର ସମସ୍ୟା ସବୁ ଦେଖାଯାଇଥାଏ।ସେମାନେ ଏ ସବୁ ରୋଗରୁ ସୁରକ୍ଷିତ ରୁହନ୍ତି ଓ ସେମାନଙ୍କୁ କୌଣସି ପ୍ରକାର ଅଧିକ ମାରାତ୍ମକ ରୋଗ ଦେଖାଯାଇନଥାଏ।

ସାଙ୍ଗମାନେ ଆପଣଙ୍କ ବୟସ କମିଲା ପରେବି ଆପଣଙ୍କୁ ଆଗକୁ ବା ଆଜୀବନ ଆପଣଙ୍କୁ କୌଣସି ପ୍ରକାର ରୋଗ ଦେଖାଯିବ ନାହିଁ।ଆପଣଙ୍କ ଆଖି ଉପରେ ଚସମା ଲାଗିବ ନାହିଁ ବା ଆପଣଙ୍କ ଆଖିରୁ ରଶ୍ମି କମିବ ନାହିଁ।ଏହି ଉପାୟ ନିଜ ଭିତରେ ନିଜେ ଗୋଟେ ମହାନ ଔଷଧି ଅଟେ ଯାହା ଆପଣଙ୍କୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ।ଯାହା ଆପଣଙ୍କ ଶରୀର ଉପରେ ପାଞ୍ଚ ଗୁଣର ପ୍ରଭାବ ଦେଖେଇଥାଏ।ଆସନ୍ତୁ ଜାଣିବା ସେ ମହାନ ଦୁଇଟି ଜିନିଷ ଅଟେକଣ।

ପ୍ରଥମେ ଯେଉଁ ଜିନିଷ ମିଶିବ ଏଥିରେ ସେ ହେଉଛି ମେଥିଦାନା,ଆପଣ  ନିଶ୍ଚିତ ଭାବରେ ଜାଣିଥିବେ ମେଥିଦାନର ଲାଭ ବିଷୟରେ।ଏହା ରୋଷେଇର ନିହାତି ଆଵଶ୍ୟକ ଓ ସବୁ ରୋଷେଇ ଘରେ ଏହା ଶହଜରେ ମିଳିଥାଏ।ଏହାର ମୁଲ୍ୟ ବହୁତ କମ ଅଟେ ଓ ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ।ଯଦି ଆପଣଙ୍କୁ ହୃଦୟର କୌଣସି ସମସ୍ୟା ଅଛି ଆପଣଙ୍କୁ ମେଥି ଦାନା ଖାଇବାର ଅଛି।

ଯଦି ଆପଣଙ୍କ କୋଲେଷ୍ଟ୍ରୋଲ ବଢି ଯାଇଛି,ମଧୁମେହ ରୋଗ ଅଛି,ଯଦି ଆପଣଙ୍କ ହାତ କିମ୍ବା ଗୋଡ଼ କେଉଁଠାରେବି ଦରଜ ରହୁଛି ତାହେଲେ ଆପଣଙ୍କୁ ମେଥିଦାନା ଖାଇବାର ଅଛି।ଏହା ଆପଣଙ୍କ ଶରୀରର ତ୍ୱଚାକୁ ସୁନ୍ଦର ଦେଖାଯିବାରେ ସାହାର୍ଯ୍ୟ କରେ।ତାପର ଜିନିଷ ହେଉଛି ବନ୍ଧୁଗଣ କଳାଜିରା,ଏହା ମୃତ୍ୟୁକୁ ଛାଡି ଅନ୍ୟ ଯେକୌଣସି ବା ସମସ୍ତ ରୋଗରେ କାମରେ ଆସିଥାଏ।ଏଥିରେ ଆଇରନ,ସୋଡିୟମ,ପୋତାସୀୟମ,ଫାଇବର ଆଦି ପ୍ରଚୁର ପରିମାଣରେ ଥାଏ।

ଏହା ଏମିନୋ ଏସିଡ ଓ ପ୍ରୋଟିନ ଆଦିରେ ଭରି ରହିଥାଏ।ସାଙ୍ଗମାନେ ଏହି କାରଣ ଅଟେ ଯେଉଁଥିପାଇଁ ଏହାକୁ ଆୟୁର୍ବେଦରେ ବ୍ୟବହାର କରାଯାଏ।ଏହା ପେଟରୁ ନେଇ ହୃଦୟ ପର୍ଯ୍ୟନ୍ତ ଓ ସୁନ୍ଦରତାରୁ ନେଇ ସମସ୍ତ ରୋଗ ପର୍ଯ୍ୟନ୍ତ ଏହା ଉପଚାର କରିଥାଏ।ଆପଣଙ୍କ ଚୁଟି ଝଡିଥାଏ ବା ଗଞ୍ଜା ହେବାର ସମସ୍ୟାଥାଏ ଏହା ତାର ମଧ୍ୟ ସମାଧାନ କରିଥାଏ।ଆସନ୍ତୁ ଜାଣିବା ଏହାର ପ୍ରୟୋଗ କପରି କରିବା

ଆପଣ ଗୋଟେ ଗିଲାସ ପାଣିରେ ଗୋଟେ ଚାମୁଚ ମେଥିଦାନା ଓ ଗୋଟେ ଚାମୁଚ ବା ତା ଅଧା କାଳାରାଶି ପାଣିରେ ରାତିରେ ଭିଜେଇ ଦେବେ। ଆପଣଙ୍କୁ ସକାଳୁ ଏହି ପାଣିକୁ ଖାଲି ପେଟରେ ପିବାର ଅଛି ଓ ଏ ଦୁଇଟି ଜିନିଷକୁ ଚୋବେଇ ଚୋବେଇ ଖାଇବାର ଅଛି।ଆପଣ ଏମିତି କରିବା ଦ୍ୱାରା ଆପଣଙ୍କର ରୋଗପ୍ରତିରୋଧ ଶକ୍ତି ବହୁତ ମାତ୍ରରେ ବଢିଯିବ।ଆପଣଙ୍କ ସମ୍ପୂର୍ଣ୍ଣ ଶରୀର ନିରୋଗୀ ହୋଇଯିବ ଓ ଆପଣଙ୍କୁ ଭବିଷ୍ୟତରେ ଭିଟାମିନ ଆଦି ଖାଇଅବାକୁ ପଡିବ ନାହିଁ।ଏହା ଥିଲା ସେ ଦୁଇଟି ଚମତ୍କାରୀ ଜିନିଷ।

Leave a Reply

Your email address will not be published. Required fields are marked *