October 22, 2024

Odia Express

Leading Odia News Portal of Odisha

ରୋଷେଇ ଘରର ୭ଟି ଦରକାରୀ ଉପାୟ – ଆଜି ଏହାକୁ ନିଜ ଘରେ ଆପଣେଇ ନିୟନ୍ତୁ – ମହିଳା ମାନେ ନିଶ୍ଚୟ ପଢନ୍ତୁ…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ୭ଟି ରୋଷେଇର ଉପାୟ ବିଷୟରେ କହିବୁ ଯାହା ଆପଣଙ୍କୁ ଅନେକ ସାହାଯ୍ୟ କରିବ।ଏହାକୁ ଭଲ ଭାବେ ପଢନ୍ତୁ।

୧ମ ଉପାୟ-ଯେବେ ଆମେ କ୍ୟାସିକମ କାଟି ଥାଉ ଅଳ୍ପ ନଷ୍ଟ ହୋଇଥାଏ ଓ ଏହା ମଝିର ମଞ୍ଜି ବାହାର କରିବା କଷ୍ଟ ହୋଇଥାଏ କାରଣ ଏହାକୁ ଆମେ ଉପରୁ କାଟିଥାଉ।କିନ୍ତୁ ଏପରି ନ କାଟି ଯଦି ଏହାକୁ ଆମେ ମଝିରୁ ଗୋଲ କରି କାଟିବା ଏହା ଭିତର ମଞ୍ଜି ବାହାର କରିବା ସହଜ ହୋଇଥାଏ ଓ ଏହା ନଷ୍ଟ ହୋଇନଥାଏ।

ଉପାୟ୨-ରୁଟି କରିବା ସମୟରେ ସବୁବେଳେ ଆପଣ ଦେଖିଥିବେ ଅଟା ଆପଣଙ୍କ ଫ୍ଲୋରରେ ପଡିବା ଦ୍ଵାରା ଫ୍ଲୋର ଅଶନା ହୋଇଥାଏ।ଏଥିପାଇଁ ଆପଣ ଯେବେ ବି ରୁଟି କରୁଛନ୍ତି ଏହା ପୂର୍ବରୁ ଏକ ପେପର ପକାଇ କରନ୍ତି ଏହା ଦ୍ଵାରା ଅଟା ସେହି ପେପର ଉପରେ ପଡିବ ଯାହା ଦ୍ଵାରା ଫ୍ଲୋର ଅଶନା ହେବନି ଓ ଅଟା ମଧ୍ୟ ବଞ୍ଚିବ।ସେହି ପେପେର କୁ ଆପଣ ରଖି ପୁନଃ ବ୍ୟବହାର ମଧ୍ୟ କରିପାରିବେ।

ଉପାୟ୩-ସବୁ ଦିନ ଗ୍ୟାସ ବ୍ୟବହାର କରିବା ଦ୍ଵାରା ଗ୍ୟାସ ବର୍ନର କଳା ପଡିଯାଇଥାଏ।ତାହାକୁ ପୂର୍ଵ ଭଳି କରିବା ପାଇଁ ଏକ କପ ଭିନେଗାର ନିଅନ୍ତୁ ଓ ତା ସହିତ ଆଉ ଏକ କପ ପାଣି ନିଅନ୍ତୁ।ଏହା ମନେ ରଖନ୍ତୁ ଯେପରି ବର୍ନର ପୁରା ପାଣିରେ ବୁଡିକି ରହିବ।ଏହାକୁ ଏପରି ଭାନେ ବୁଡାଇ ରାତିସାରା ରଖନ୍ତୁ।ଏହା ପରେ ସକାଳୁ ବର୍ନର କୁ କାଢି କୌଣସି ବ୍ରସ ସାହାଯ୍ୟରେ ସଫା କରିନ୍ତୁ ଏହା ପୁରା ନୂଆ ଭଳି ସଫା ହୋଇଯିବ।କେବଳ ଭିନେଗାର ଓ ପାଣି ଦ୍ଵାରା ଆପଣ ଏହାକୁ ସଫା କରିପାରିବେ।ମନେ ରଖନ୍ତୁ କିଛି ଦିନ ବ୍ୟବହାର ପରେ ଏହା ପୁଣି କଳା ହୋଇଯିବ ସେଥିପାଇଁ ଏକ ସପ୍ତାହରେ ଥରେ ଏହି ପରି ସଫା କରନ୍ତୁ।

ଉପାୟ୪-ଆପଣଙ୍କ ମାନେ ଯେଉଁ ସାମଗ୍ରୀ ଘରେ ରୋଷେଇ ପାଇଁ ବ୍ୟବହାର କରନ୍ତି ତାହାକୁ ଯେତେ ଦିନ ପାଇଁ ବ୍ୟବହାର ତାରିଖ ଥାଏ ତାହା ଆପଣ ମାନେ ମନେ ରଖିପାରନ୍ତିନି ସେଥିପାଇଁ ଚିନ୍ତିତ ରହି ଥାନ୍ତି।କିନ୍ତୁ ଯେବେ ସେହି ଜିନିଷ ପ୍ୟାକେଟ ଆଣୁଛନ୍ତି ଏହାକୁ କାଟି ଡଭାରେ ପୁରାଇବା ସମୟରେ ତାହାର ଶେଷ ତାରିଖକୁ ମଧ୍ୟ ଜରିରୁ କାଟି ସେହି ଡଭାରେ ରଖନ୍ତୁ ଏହା ଦ୍ୱାରା ଆପଣ ସେହି ଜିନିଷ କେବେ ନଷ୍ଟ ହେବ ଏହା ବିଷୟରେ ଆପଣ ଅବଗତ ରହିବେ।

ଉପାୟ୫-ଆପଣ ଯଦି ନିରାମିଷ ଅଟନ୍ତି ଓ ବିନା ପିଆଜ ରସୁଣ ବ୍ୟବହାର କରି କେବଳ ଅଦା ବ୍ୟବହାର କରି ଖାଇବା ତିଆରି କରୁଛନ୍ତି।ତେବେ ସେହି ସମୟରେ ଅଦାର ରସ ବାହାର କରି ସେଥିରେ ଅଳ୍ପ ହେଙ୍ଗୁ ମିଶାଇ ସେହି ରସକୁ ଖାଇବାରେ ଦେବା ଦ୍ଵାରା ଖାଦ୍ୟର ସ୍ୱାଦ ଅଧିକ ହୋଇଥାଏ।କିନ୍ତୁ ମନେ ରଖନ୍ତୁ ଏହାକୁ ମିଶାଇବା ସମୟରେ ଗ୍ୟାସର ଫ୍ରେମକୁ କମ ରଖନ୍ତୁ।

ଉପାୟ୬-ଯେବେ ଆପଣ କୌଣସି ବଡ ପରିବାର ଚୋପା ଛଡ଼ାଇଥାନ୍ତି ପନିକି ଦ୍ବାରା ଆପଣଙ୍କୁ ବହୁତ ଅଶୁବିଧା ହୋଉଥାଏ ଏଥିପାଇଁ ଆପଣ ଏହା ପରିବା କଟା ପିଲର କିଣି ରଖନ୍ତୁ ଏଥିରେ ଆପଣ କୌଣସି ବି ବଡ଼ ପରିବାରୁ ଚୋପା ସହଜରେ ଛଡାଇ ପାରିବେ।

ଉପାୟ୭-ଯଦି ଆପଣଙ୍କ ପାଖରେ କଫି ତିଆରି ପାଇଁ କୌଣସି ଉପକରଣ ନାହିଁ ତ ଚିନ୍ତା କରିବା ଦରକାର ନାହିଁ।ଏଥିପାଇଁ ପ୍ରଥମେ କ୍ଷୀରକୁ କପ ଦ୍ଵାରା ଗରମ କରି ସେଥିରେ ଏହା ପରେ କଫି ପକାନ୍ତୁ ଏହା ପରେ କୌଣସି ହ୍ୟାଣ୍ଡ ସ୍ପ୍ରିଂଙ୍ଗ ଦ୍ଵାରା ଏହାକୁ ଧୀରେ ଧୀରେ ଗୋଳାନ୍ତୁ ଦେଖିବେ ବହୁତ ସୁନ୍ଦର ଓ ଟେଷ୍ଟି କଫି ପ୍ରସ୍ତୁତ ହୋଇଯିବ

Leave a Reply

Your email address will not be published. Required fields are marked *