October 22, 2024

Odia Express

Leading Odia News Portal of Odisha

“ଫୁଲ୍ ଔର୍ କାଣ୍ଟେ” ଫିଲ୍ମର ସୁନ୍ଦର ଅଭିନେତ୍ରୀଙ୍କ ହେଲା ଏମିତି ଅବସ୍ଥା, ତାଙ୍କୁ ଚିହ୍ନିବା ହୋଇଯିବ କଷ୍ଟକର…

ବଲିଉଡ୍ ଇଣ୍ତଷ୍ଟ୍ରିରେ ଗୋଟେ ରୁ ବଳି ଗୋଟେ ସୁପରଷ୍ଟାର୍ ଅଛନ୍ତି । ଓ ଏହି ସବୁ ଷ୍ଟାର୍ ମଧ୍ୟରେ ଅଜୟ ଦେବଗନଙ୍କ ନାଁ ବି ଆଜି ଫିଲ୍ମ ଇଣ୍ତଷ୍ଟ୍ରିରେ ଅଛି , ଅଜୟ ଦେବଗନ ବହୁତ ଭଲ ନାଁ କମାଇଛନ୍ତି । ଓ ଭଲ ସଫଳତାର ପାହାଞ୍ଚ ପର୍ଯ୍ୟନ୍ତ ପହଞ୍ଚିସାରିଛନ୍ତି ,  ସେ ଏକ ଏମିତି ଅଭିନେତା ଅଛନ୍ତି ଯିଏ କମେଡିର ଅଭିନୟ ପର୍ଯ୍ୟନ୍ତ ନିଜ ସବୁ ଭୁମିକାକୁ ନେଇ ଫିଟ୍ ବସନ୍ତି । ତେବେ ସେଥିପାଇଁ ତାଙ୍କୁ ସିନେମା ଜଗତରେ ଏକ ସଫଳ ଅଭିନେତା ବୋଲି ଜଣାଯାଏ , ଅଭିନେତା ଅଜୟ ଦେବଗନ କମେଡି ରୋମାନ୍ସ ଓ ଆକ୍ସନ୍ ସହ ଗମ୍ଭୀର ମୁଦ୍ଧାରେ ବି ଫିଲ୍ମରେ ଜବରଦସ୍ତ ଅଭିନୟ କରିଛନ୍ତି , ତାଙ୍କର ପରିଶ୍ରମ ଓ ଜବରଦସ୍ତ ଅଭିନୟ କାରଣରୁ ତାଙ୍କୁ ନିଜ କ୍ୟାରିୟରରେ ୨ ଥର ରାଷ୍ଟ୍ରିୟ ପୁରସ୍କାର ଓ ୪ ଟି ଫିଲ୍ମ ଫେୟାର୍ ପୁରସ୍କାର ହାସିଲ୍ ହୋଇଛି , କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଅଜୟ ଦେବଗନଙ୍କ ଡେବ୍ୟୁ ଫିଲ୍ମ ଫୁଲ୍ ଔର୍ କାଣ୍ଟେ ର ଅଭିନେତ୍ରୀ ମଧୁବାଳା ରଘୁନାଥ କଥା ହେବା, ଯିଏକି ଏହି ଫିଲ୍ମରେ ଡେବ୍ୟୁ କରିଥିଲେ ।

ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ସହ ମଧୁବାଳାଙ୍କ ଏହି ଫିଲ୍ମ ଆକ୍ସନ୍ ଓ ରୋମାନ୍ସରେ ଭରପୁର୍ ଥିଲା,  ଅଜୟ ଦେବଗନ ଓ ମଧୁବାଳା ଏହି ଫିଲ୍ମ ସେହି ସମୟରେ ସବୁଠାରୁ ବଡ ହିଟ୍ ଫିଲ୍ମ ପ୍ରମାଣିତ ହୋଇଥିଲା , କିନ୍ତୁ ଆପଣ ସବୁ ଲୋକ ଏହି କଥାକୁ ଜାଣିକରି ଟିକିଏ ଆଶ୍ଚର୍ଯ୍ୟ ହୋଇପାରେ,  ଏହି ଫିଲ୍ମରେ ଯେଉଁ ଅଭିନେତ୍ରୀ କାମ କରିଥିଲେ ତାଙ୍କର ଏହା ପ୍ରଥମ ଫିଲ୍ମ ଥିଲା , କିନ୍ତୁ ଏବେ ସେ ବଲିଉଡ୍ ରୁ ପ୍ରାୟ ଗାୟବ ହୋଇସାରିଛନ୍ତି ।

୧୯୯୧ ରେ ଅଭିନେତା ଅଜୟ ଦେବଗନଙ୍କ ସହ ତାଙ୍କର ଫିଲ୍ମ ଫୁଲ୍ ଔର୍ କାଣ୍ଟେ ରୁ ନିଜ ଡେବ୍ୟୁ କରିଥିବା ମଧୁବାଳା ରଘୁନାଥ ଆଜିକାଲି କେଉଁଠି ଅଛନ୍ତି ଏହା କେଉଁଠି ଜାଣିନଥିବେ , ଅଜୟ ଦେବଗନ ଓ ମଧୁବାଳା ଏହି ଡେବ୍ୟୁ ଫିଲ୍ମ ସେହି ସମୟରେ ସବୁଠାରୁ ବଡ ହିଟ୍ ଫିଲ୍ମ ରୁ ଗୋଟେ ଥିଲା,  ଏହା ସେହି ସମୟ ଥିଲା ଯେବେ ବଲିଉଡ୍ ରେ ଜ୍ୟାକି ଶ୍ରଫ୍ ସୁନିଲ୍ ସେଟ୍ଟି ସନି ଦେଓଲ ଙ୍କ ରାଜ୍ ରହୁଥିଲା,  କିନ୍ତୁ ଅଜୟ ଦେବଗନ ଓ ମଧୁବାଳା ସୁପର ହିଟ୍ ଡେବ୍ୟୁ ଫିଲ୍ମ ପାଇଁ ଏଇ ସବୁ ଷ୍ଟାର୍ ବହୁତ ବଡ ଚ୍ୟାଲେଞ୍ଜ ଥିଲା ।

ଫୁଲ୍ ଔର୍ କାଣ୍ଟେ ଓ ମଧୁବାଳା ରଘୁନାଥ ବଲିଉଡ୍ ରେ ନିଜ ଡେବ୍ୟୁ କରିଥିଲେ,  ଏହି ଫିଲ୍ମ ପରେ ମଧୁ ରାତାରାତି ଷ୍ଟାର୍ ହୋଇଯାଇଥିଲେ,  ଅଭିନେତ୍ରି ମଧୁବାଳା ରଘୁନାଥଙ୍କୁ ବଲିଉଡ୍ ରେ କାମ ମିଳିବା କମ୍ ହୋଇଯାଇଥିଲା,  ଏହି ସବୁ ପରେ ମଧୁବାଳା କିଛି ବଲିଉଡ୍ ଫିଲ୍ମରେ କାମ କରିଥିଲେ,  କିନ୍ତୁ ଫିଲ୍ମରେ ଏତେ ସଫଳ ହୋଇନଥିଲେ , ତେବେ ଅଭିନେତ୍ରୀ ମଧୁବାଳା ବଲିଉଡ୍ ଇଣ୍ତଷ୍ଟ୍ରିରୁ ଦୁରତା ବନାଇନେଲେ ।

ସେମିତି ଅଭିନେତ୍ରୀ ମଧୁବାଳା ବହୁତ ଆହୁରି ଫିଲ୍ମରେ କାମ କରିଛନ୍ତି , ଫୁଲ୍ ଔର୍ କାଣ୍ଟେ ଅଭିନେତ୍ରୀ ମଧୁବାଳା ରଘୁନାଥଙ୍କ ଶେଷ ଫିଲ୍ମ ୨୦୧୧ ରେ ଲଭ୍ ୟୁ କଲାକାର୍ ଥିଲା ଏହି ଫିଲ୍ମ ପରେ ଫୁଲ୍ ଔର୍ କାଣ୍ଟେ ଅଭିନେତ୍ରୀ ମଧୁବାଳା ରଘୁନାଥ ଏବେ କେଉଁ ଫିଲ୍ମରେ ଦେଖାଯାଇନାହାନ୍ତି , ଅଭିନୟ ଓ ଜବରଦସ୍ତ ସୁନ୍ଦରୀ ହେବା ସହ ଆଜିକାଲି ଫିଲ୍ମରୁ ଦୁରତା ବନେଇନେଇଛନ୍ତି , ମଧୁବାଳା ୧୯୯୯ ରେ ଆନନ୍ଦ ରୁ ବିବାହ କରିନେଇଥିଲେ,

ଏହି ଦିନରେ ସେ ନିଜ ପରିବାର ସହ ଖୁସି ଅଛନ୍ତି , ଓ ତାଙ୍କର ଦୁଇଟି ଛୁଆ ଅଛନ୍ତି , ଯାହାଙ୍କ ଦେଖାଶୁଣା ସେ ନିଜେ କରନ୍ତି , ଅଭିନେତ୍ରୀ ମଧୁବାଳା ଜବରଦସ୍ତ କଳାକାର ହେବା ପରିବର୍ତ୍ତେ ତାଙ୍କର ଭାଗ୍ୟ ସାଥ୍ ଆଉ ମିଳିପାରିନଥିଲା , ଯାହାର କାରଣରୁ ତାଙ୍କୁ ବଲିଉଡ୍ ଇଣ୍ତଷ୍ଟ୍ରିରେ ଦୁରତା ବନେଇବାକୁ ପଡିଲା ସେମିତି ଅଜୟ ଦେବଗନଙ୍କ ଫୁଲ୍ ଔର୍ କାଣ୍ଟେ ପ୍ରଥମ ଫିଲ୍ମ ଥିଲା , ସେ ଆଜି ବଲିଉଡ୍ ରେ ଜଣେ ଦିଗଜ୍ ଅଭିନେତା ମଧ୍ୟରୁ ଜଣାଯାଆନ୍ତି ।

Leave a Reply

Your email address will not be published. Required fields are marked *