ଯଦି ଆପଣଙ୍କ କେଉଁ ପରିଚିତ ଲୋକଙ୍କ କାନରେ ବାଳ ଅଛି ,ତେବେ ଜାଣିନିଅନ୍ତୁ ତାଙ୍କ ବିଷୟରେ ଗୁପ୍ତ କଥା…
ବନ୍ଧୁଗଣ, ମନୁଷ୍ୟ ଜୀବନରେ ଏମିତି ବହୁତ ସାରା ପ୍ରଶ୍ନ ଓ ରହସ୍ୟ ଅଛି , ଯାହାର ଏବେ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି , ଏମିତିରେ କିଛି ପ୍ରଶ୍ନ ଏମିତି ଅଛି ଯାହାର ଜବାବ୍ ମନୁଷ୍ୟ ଦେଇପାରିବେ ନାହିଁ , କିନ୍ତୁ ମନୁଷ୍ୟ ଏହାର ଉତ୍ତର ଜାଣିବାକୁ ଉତ୍ସୁକତା ପ୍ରକାଶ କରେ , ଯଦି ଆମେ ଶାସ୍ତ୍ରର କଥା କହିବା ତେବେ ମନୁଷ୍ୟ ସବୁ ପ୍ରଶ୍ନର ଉତ୍ତର ଦେବାପାଇଁ ସକ୍ଷମ ହୋଇଥାଏ , ସେ ବ୍ୟକ୍ତି ନିଜ ଜୀବନରେ ସବୁ ଅସୁବିଧାକୁ ଓ ସମସ୍ୟାକୁ ସମାଧାନ କରିପାରିଥାଏ , ମାନବ ଅଙ୍ଗର ବନାବଟ ଦ୍ୱାରା ମନୁଷ୍ୟ ସ୍ୱଭାବ ଓ ବ୍ୟବହାର ବିଷୟରେ କୁହାଯାଇଛି , ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ସାମୁଦ୍ରିକ ଶାସ୍ତ୍ର ଦ୍ୱାରା ବ୍ୟକ୍ତିର କାନ ଦେଖିକରି ତାହାର ବ୍ୟବହାର ଓ ତାହାର ବ୍ୟକ୍ତିତ୍ୱ ବିଷୟରେ ପତ୍ତା ଲଗାଇବା
ଆପଣଙ୍କୁ କହିଦେବୁ କି ଯେଉଁ ବ୍ୟକ୍ତିଙ୍କ କାନ ତଳ ଗୋଲ୍ ହୋଇଥାଏ , ଏମିତି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଏହି ବ୍ୟକ୍ତିଙ୍କ ଆଧାରରେ ଧନ ବୈଭବ ଐଶ୍ୱର୍ଯ୍ୟ ଓ ସୁଖ ସୁବିଧା ସହ ସଂପନ୍ନ ହୋଇଥାନ୍ତି , ଆପଣଙ୍କୁ ଜଣେଇଦେବୁ କି ଯେଉଁ ବ୍ୟକ୍ତିଙ୍କ କାନ ମୋଟା ହୋଇଥାଏ , ଏମିତି ବ୍ୟକ୍ତି ଇଶ୍ୱରଙ୍କୁ ବହୁତ ମାନିଥାନ୍ତି , ଓ ସେମାନେ ପୁରା ଜୀବନ ଇଶ୍ୱରଙ୍କ ଭକ୍ତିରେ ଲୀନ ହୋଇଥାନ୍ତି , ଆପଣଙ୍କୁ କହିଦେବୁ କି ଯେଉଁ ବ୍ୟକ୍ତିଙ୍କ କାନ ମାଙ୍ଗଡ ପରି ହୋଇଥାଏ, ଏମିତି ବ୍ୟକ୍ତି ସ୍ୱାର୍ଥୀ ସ୍ୱଭାବର ହୋଇଥାନ୍ତି , ଏହି ବ୍ୟକ୍ତି ଲୋଭି କ୍ରୋଧୀ, ତଥା ଅହଂକାରୀ ଦେଖାଯାଆନ୍ତି , ଏମିତି ମନୁଷ୍ୟ କେବେ ସ୍ଥିରତା ଦେଖିବାକୁ ମିଳେ ନାହିଁ , ଏହି ବ୍ୟକ୍ତି ସବୁବେଳେ ଗୃହସ୍ଥ ଜୀବନରେ ବହୁତ ସମସ୍ୟା ଓ ଚିନ୍ତାରେ ଦେଖାଦିଅନ୍ତି , ଓ ଏମାନଙ୍କ ଘରେ ସବୁବେଳେ ଧନର ଅଭାବ ରହିଥାଏ ।
ଯେଉଁ ବ୍ୟକ୍ତିଙ୍କ କାନରେ ବାଳ ଦେଖାଯାଏ ସେମାନେ ବହୁତ ଚତୁର ଓ ସ୍ୱାର୍ଥୀ ହୋଇଥାନ୍ତି , ଏହିପରି ବ୍ୟକ୍ତି ଧନ କମାଇବାରେ ମିଛ କହିବାର ସାହାରା ନିଅନ୍ତି , ଯେଉଁ ବ୍ୟକ୍ତିଙ୍କ କାନର ବାଳ ଛୋଟ ହୋଇଥାଏ , ଏମିତି ବ୍ୟକ୍ତି ଧନହୀନ ଓ ପ୍ରଭାବହୀନ ହୋଇଥାନ୍ତି , ଏହି ପ୍ରକାରର ବ୍ୟକ୍ତିଙ୍କ ଜୀବନ ସନ୍ଦେଶ ଓ ଡରର ଛାଇରେ କଟିଥାଏ , ଆପଣଙ୍କୁ କହିଦେବୁ କି ଯେଉଁ ବ୍ୟକ୍ତିଙ୍କ କାନ କନପଟି ସହ ଯୋଡି ହୋଇଥାଏ,
ଏମିତି ବ୍ୟକ୍ତି ବୁଦ୍ଧିମାନ ଓ ନିଜ ବୁଦ୍ଧିରୁ ଧନ ଅର୍ଜିତ କରନ୍ତି , ଓ ଏମିତି ବ୍ୟକ୍ତି ବହୁତ ଉତ୍ତମ ବୁଝାମଣା ବ୍ୟକ୍ତି ବିଶେଷ ହୋଇଥାନ୍ତି , ଓ ଏମାନେ ଧନବାନ ବି ହୋଇଥାନ୍ତି , ଆପଣ ବହୁତ ଲୋକଙ୍କୁ ଦେଖିଥିବେ ଯାହାଙ୍କ କାନ ଲମ୍ବା ହୋଇଥାଏ, ଯେଉଁ ବ୍ୟକ୍ତିଙ୍କ କାମ ଲମ୍ବା ହୋଇଥାଏ , ଏମିତି ବ୍ୟକ୍ତି ବ୍ୟବହାର କୁଶଳତାର ପ୍ରତୀକ ବୋଲି ଜଣାଯାଆନ୍ତି