ଏହି ବୃକ୍ଷକୁ ଘରେ ଲଗାଇଲେ ହେବ ଅମାପ ଧନର ବର୍ଷା , ଆଜି ହିଁ ଜାଣିନିଅନ୍ତୁ…
ପୁରାଣ ଓ ଶାସ୍ତ୍ରରେ କିଛି ଏମିତି ଗଛ ବିଷୟରେ ଆଲୋଚନା ହୋଇଛି ଯାହା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ଜଣାଯାଏ ,ତାହା ମଧ୍ୟରେ ପଦ୍ମ ବୋଲି ଆମେ ଜାଣିଛେ , ପଦ୍ମ ବିଷୟରେ ସମସ୍ତଙ୍କୁ ତ ଜଣା , ଏମିତି ବହୁତ ଗଛ ଅଛି ଯାହା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ଜଣାଯାଏ , ଓ ତାହାକୁ ଘରେ ଲଗାଇଲେ ମାତା ଲକ୍ଷ୍ମୀଙ୍କର ଅପାର କୃପା ବୃଷ୍ଟି ହୋଇଥାଏ , ଆଜି ଆମେ ଆପଣଙ୍କୁ କିଛି ଏମିତି ଗଛ ବିଷୟରେ ଜଣାଇବୁ ଯାହା ନିଜ ଘରେ ଲଗାଇଲେ ମାଲାମାଲ୍ ହୋଇଯିବେ , ଓ ମାତା ଲକ୍ଷ୍ମୀଙ୍କର କୃପା ବହୁତ ବୃଷ୍ଟି ହେବ ।
୧) ପଦ୍ନ : ପଦ୍ମ ଫୁଲ୍ ଶୁଦ୍ଧତାର ପ୍ରତୀକ ଭାବେ ଜଣାଯାଏ , ତାହା ସହ ପଦ୍ମ ଫୁଲ ନୈତିକତା ଓ ଶକ୍ତିର ପ୍ରତୀକ ବୋଲି ଜଣାଯାଇଛି , ପଦ୍ନର ଗଛ ଆପଣ ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ , ଏହା ଦ୍ୱାରା ଘରେ ସକରାତ୍ମକ ଶକ୍ତିର ପ୍ରବାହ ହେବାକୁ ଲାଗିବ , ଏହା ସହ ଘରେ ରହୁଥିବା ଲୋକଙ୍କ ମନରେ ଶୁଦ୍ଧତା ବି ଆସିବ ।
୨) ମନି ପ୍ଲାଣ୍ଟ : ମନି ପ୍ଲାଣ୍ଟ ଏକ ଶୁଭ ଗଛ ବୋଲି ଜଣାଯାଏ , ମନି ପ୍ଲାଣ୍ଟ ଘରେ ସୁଖ ସମୃଦ୍ଧି ପ୍ରତୀକ ବୋଲି ଜଣାଯାଏ , ମନି ପ୍ଲାଣ୍ଟରେ ଆପଣଙ୍କ ଧନର ବୃଦ୍ଧି କରିଥାଏ , ତଥା ଧନଅ ସ୍ରୋତ ବି ବନାଇଥାଏ , ଆପଣ ଏହାକୁ ନିଜ ଅଫିସ୍ ରେ ଲଗାଇପାରିବେ , ଯଦି ଆପଣ ଏହାକୁ ନିଜ ଘରେ ଲଗାଇବାକୁ ଚାହୁଁଛନ୍ତି ତେବେ ଏହାକୁ ନିଜ ଡ୍ରଇଁଙ୍ଗ୍ ରୁମ୍ ରେ ଲଗାଇପାରିବେ ।
୩) ଲିଲି ଫୁଲ : ଲିଲି ଗଛ ଏକ ଖାସ୍ ବର୍ଣ୍ଣନା ପୁରାଣରେ କରାଯାଇଛି , ଏହା ଏକ ବହୁତ ହିଁ ଶୁଭ ଫୁଲଗଛ ଅଟେ , ଏହାକୁ ଆପଣ ନିଜଘରର ଲିଭିଙ୍ଗ୍ ରୁମ୍ ରେ ଧାରଣ କରିନିଅନ୍ତୁ , ଏହି ଗଛରୁ ଆପଣ ଦେଖିବେ କି ଆପଣଙ୍କ ଘରର ସଦସ୍ୟ ପୁର୍ବ ଅପେକ୍ଷା ଅଧିକା ଶାନ୍ତ ହୋଇଯୀବେ , ରାଗ କମ୍ ଆସିବ ,ମନ ଶାନ୍ତି ରହିବ , ଯେଉଁ ଘରେ ମନ ଶାନ୍ତି ହୋଇଥାଏ , ସେଠାରେ ଖୁସିର ନିବାସ ହୋଇଥାଏ ।
୪)ଚିନି ଫୁଲ୍ : ଚିନି ଫୁଲ ଏକ ନୁଆ ଭାବନା ଓ ଏକତାର ପ୍ରତୀକ ରୁପରେ ଜଣାଯାଏ , ଏହି ଗଛକୁ ଆପଣଙ୍କ ଘରକୁ ଆଣିଲେ ଦେଖିବେ ଘରେ ଖୁସିର ବାସ ହେବ , ଯେଉଁ ଘରେ ଲଢେଇ ଝଗଡା ହେଉଛି କିମ୍ବା ଯେଉଁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେଉଛି ଏହି ଗଛକୁ ତାଙ୍କର ଲିଭିଙ୍ଗ୍ ରୁମରେ ଲଗାଇଲେ କିମ୍ବା ଡାଇନିଙ୍ଗ୍ ରୁମ ରେ ଲଗାଇଲେ ତାଙ୍କର ଭାବନାରେ ସମାନତା ଆସିବ , ଓ ଲଢେଇ ଝଗଡା କମିଯିବ ।
୫) ଜେଡ୍ ପ୍ଲାଣ୍ଟ୍ : ଜେଡ୍ ପ୍ଲାଣ୍ଟ୍ ଏକ ଛୋଟ ସାଇଜ୍ ର ମନି ପ୍ଲାଣ୍ଟ ହୋଇଥାଏ , ଏହା ଧନର ବୃଦ୍ଧି କରିଥାଏ , କିନ୍ତୁ ଏହା ଆପଣଙ୍କୁ କେବଳ ନିଜ ଅଫିସ୍ ରେ ହିଁ ରଖିବାକୁ ଅଛି , ଏହାକୁ କେବେ ବି ନିଜ ଘରେ ସ୍ଥାନ ଦିଅନ୍ତୁ ନାହିଁ , ଏହାକୁ ଆପଣ ନିଜ ଅଫିସ୍ ର ମୁଖ୍ୟ ଦ୍ୱାରରେ ଲଗାଇ ପାରିବେ , ଏହି କଥାକୁ ଖାସ୍ ଧ୍ୟାନ ରଖିବେ କି ଅଧିକା ବଡ ହେବାକୁ ଦେବେ ନାହିଁ କିମ୍ବା ଅଧିକା ପାଣିଦେବେ ।