October 22, 2024

Odia Express

Leading Odia News Portal of Odisha

ବର୍ଷରେ ଥରେ ଏହି କାମ କରିବା ଦ୍ଵାରା ୨୪ ଘଣ୍ଟା ଭିତରେ ଆପଣଙ୍କୁ ଲିଭର ଜନିତ ସବୁ ସମସ୍ୟା ଦୂର ହେବ – ଏବେ ଜାଣିରଖନ୍ତୁ..

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଆପଣ ମାନେ ଯଦି ବର୍ଷରେ ଥରେ ଏହି କାମ କରିବେ ମାତ୍ର ୨୪ ଘଣ୍ଟା ଭିତରେ ଆପଣଙ୍କୁ ଲିଭର ଜନିତ ସବୁ ସମସ୍ୟା ଦୂର ହେବ।ଯଦି ଆପଣ ଗୋଟେ ବର୍ଷରେ ଏହି ଗୋଟେ କାମ ପାଇଁ ସମୟ ଦେଇ ନପାରିବେ ଆପଣଙ୍କୁ ବଞ୍ଚିବାର ଆଧିକାର ନାହିଁ।ଆଜି ଆମେ ଆପଣଙ୍କୁ କହିବୁ କିପରି ଘରେ ନିଜ ଲିଭରକୁ ଠିକ କରିପାରିବେ ଏହାର ଉପାୟ।ସାଙ୍ଗମାନେ ଆମ ଶରୀରରେ ଯେ କୌଣସି ରୋଗ ହେଉଛି ତାର କାରଣ ଜାଣି ଚିକିତ୍ସା କରିବା ଦ୍ବାରା ଆମେ ଅଧିକ ଲାଭ ପାଇ ପାରିବା।ଆମେ ପ୍ରଥମେ ଜାଣିବା କଣ ପାଇଁ ଆମ ଲିଭରରେ ସମସ୍ୟା ହୋଇଥାଏ।

ଲିଭର ଖରାପ ହେବାର କାରଣ ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଇବା ଅଧିକ ମଦ ପିଇବା।ଅଧିକ ଜଙ୍କ ଫୁଡ଼ ଖାଇବା ଓ ଏପରି ଅନେକ କାରଣ ପାଇଁ ଲିଭର ଖରାପ ହୋଇଥାଏ।ଯେବେ ଲିଭର ଖରାପ ହେବା ଆରମ୍ଭ ହୋଇଥାଏ ଶରୀରରେ ଅନେକ ଲକ୍ଷଣ ଦେଖାଯାଇଥାଏ।ଅଧିକ ଲୋକ ଭାବିଥାନ୍ତି ଯେଉଁମାନେ ମଦ ପିଉଛନ୍ତି ତାଙ୍କ ଲିଭର ଖରାପ ହୋଇନଥାଏ।କିନ୍ତୁ ଏହା ଭଲ ଅଟେ ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ଆପଣଙ୍କ ଲିଭର ଖରାପ ଅଛି ନା ଭଲ ଅଛି।

ସାଙ୍ଗମାନେ ସବୁ ରୋଗ ଆରମ୍ଭରୁ ସଂକେତ ଦେଇଥାନ୍ତି ଯଦି ଏହାକୁ ଜାଣି ହେବ ସେହି ରୋଗକୁ ଠିକ ସମୟରେ ରୋକି ହେବ।ଏବେ ଆମେ ଆପଣଙ୍କୁ କିଛି ଲକ୍ଷଣ କହିବୁ ଯଦି ଏହି ଲକ୍ଷଣ ଆପଣଙ୍କ ପାଖରେ ଦେଖାଯାଉଛି ତାହେଲେ ଆପଣଙ୍କ ଲିଭର ଖରାପ ଅଛି।ପ୍ରଥମ ଲକ୍ଷଣ ମୁହଁରୁ ଗନ୍ଧ ବାହାରିବା, ଅଧିକ ଦୁର୍ବଳ ଲାଗିବା, ତ୍ୱଚା ଶୁଖିଲା ହୋଇଯିବା, ଓ ଆଖି ତଳେ କଳା ଦାଗ ହେବାର ଅର୍ଥ ଲିଭର ଖରାପ ହେବାରେ ଲାଗିଛି।ଏହା ଛଡା ଲିଭର ଖରାପ ହେବା ଦ୍ଵାରା ଚୁଟି ସମସ୍ୟା ଦେଖାଦେଇଥାଏ ମୁହଁରେ ଧଳା ଦାଗ ମଧ୍ୟ ହୋଇଥାଏ।ୟୁରିନର ବି ରଙ୍ଗ ବଦଳିଯାଇଥାଏ ଲିଭର ଖରାପ ହେବା ଦ୍ଵାରା।ଏହା ଛଡା ଛାତି ପୋଡିବା, ଭୋକ ନ ଲାଗିବା ମଧ୍ୟ ଲିଭର ଖରାପର ସଂକେତ ଅଟେ।ଏହା ଥିଲା କିଛି ସଂକେତ ଯାହା ଦ୍ଵାରା ଆପଣ ଜାଣି ପାରିବେ ଆପଣଙ୍କ ଲିଭର ଖରାପ ହୋଇଛିକି ନାହିଁ।

ଏବେ ଜାଣିକ କଣ କରିବା ଦ୍ଵାରା ଆମେ ଲିଭର କୁ ସୁସ୍ଥ ରଖିପାରିବା।ଏଥିପାଇଁ ଆମେ ବ୍ୟବହାର କରିବା ଭୁଇଁ ଆମ୍ଲା ,ଅଦା ଓ ଲୁଣ।ଏହି ଭୁଇଁ ଆମ୍ଲା ପେଟରେ ଘା ଆଦି ଭଲ କରିଥାଏ, ହାଡ଼ ଯୋଡିବା ପେଟର ପୋକ ମାରିବା ପାଇଁ ଏହା ବହୁତ ସାହାଯ୍ୟ କରିଥାଏ ଓ ଏହା ଲିଭରକୁ ଠିକ କରିଥାଏ।ଏହାକୁ ପ୍ରସ୍ତୁତ କରିବା ପାଇଁ ଅଧା କିଲୋ ଭୁଇଁ ଆମ୍ଲା ଗଛ ଓପାଡି ଆଣି ତାକୁ ଭଲ ଭାବେ ପାଣିରେ ଧୁଅନ୍ତୁ।ଏହା ପରେ ସମ୍ପୂର୍ଣ୍ଣ ଏହି ଗଛକୁ ଛୋଟ ଛୋଟ କରି କାଟନ୍ତୁ ଯେପରି ପ୍ରେସରକୁକରେ ପୁରାଇ ହେବ।

ଏହା ପରେ ଏହାକୁ ପ୍ରେସରକୁକରେ ତିନି ଲିଟର ପାଣି ସହିତ ଗରମ କରନ୍ତୁ ।ଏଥିରେ ଏକ ଚାମଚ ହଳଦୀ ,ଅଦା ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ।ଏହାକୁ ଗୋଟେ ହୁଇସିଲ ପରେ କିଛି ସମୟ ପାଇଁ ପ୍ରେସର କୁ ଗ୍ୟାସ ରୁ କାଢି ତଳେ ରଖନ୍ତୁ ପୁଣି ଗୋଟେ ହୁଇସିଲ ପରେ ସେହିପରି କରନ୍ତୁ।ଏପରି ୩-୪ ଥର କରିବା ପରେ ଏହାକୁ ଖୋଲନ୍ତୁ।ଏହା ପରେ ଏହାକୁ ଛାଣି କାଚ ବୋତଳରେ ପୁରାଇ ଫ୍ରିଜରେ ରଖି ଦିଅନ୍ତୁ।ଏହା ପ୍ରସ୍ତୁତ ହୋଉଗଲା।

ଏବେ ଜାଣିବା ଏହାର ସେବନ କିପରି କରିବା।ଏହା ସେହିପରି ୩ ସପ୍ତାହ ପର୍ଯ୍ୟନ୍ତ ଖରାପ ହୋଇନଥାଏ।ଏଥିପାଇଁ ପ୍ରସ୍ତୁତ ଜୁସ ର ଅଧା କପ ନେଇ ସେଥିରେ ଆଉ ଅଧା କପ ପାଣି ମିଶାନ୍ତୁ।ଏଥିରେ ଆପଣ ଲେମ୍ବୁ ମିଶାଇ ପାରିବେ।ଏପରି ଗୋଟେ ଦିନରେ ୩-୪ ଥର ପିଅନ୍ତୁ।ଏହି ଜୁସ ଏତେ ଉପକାରୀ କେବଳ ଗୋଟେ ଦିନ ବ୍ୟବହାରରେ ହିଁ ଏହାର ପ୍ରଭାବ ଆପଣ ଦେଖିପାରିବେ।ଏହାକୁ ଗୋଟେ ମାସ ବ୍ୟବହାର ଦ୍ଵାରା ଆପଣଙ୍କ ଲିଭର ସମ୍ପୂର୍ଣ୍ଣ ଠିକ ହୋଇଯାଏ ଆପଣଙ୍କ ପାଚନ ତନ୍ତ୍ର ଭଲ ହୋଇଯାଇଥାଏ।ତା ସହିତ ଏହା ଆହୁରି ଅନେକ ରୋଗରୁ ମୁକ୍ତି ଦେଇଥାଏ।ଏହା ସହିତ ଆପଣ ବେସି ସବୁଜ ପରିବା ଓ ଗାଜର ,ଅମୃତଭଣ୍ଡା, ସେଓ ଆଦି ଫଳର ସେବନ ମଧ୍ୟ କରନ୍ତୁ।ଯଦି ଆପଣ ଏହି ଉପାୟ ସବୁ କରନ୍ତି ଦେଖିବେ ଏକ ମାସ ମଧ୍ୟରେ ଆପଣଙ୍କ ଲିଭର ପୁରା ସଫା ଓ ସୁସ୍ଥ ରହିବ।

Leave a Reply

Your email address will not be published. Required fields are marked *