ନିତା ଅମ୍ବାନୀଙ୍କର ଏହି ବିଦ୍ୟାଳୟ ସବୁଠୁ ଅଲଗା ପ୍ରକାର,ଏହାର ଦରମା ଓ ଫାଇଦା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ – ବଲିଉଡ ର ନାମୀ ଦାମୀ ହିରୋଂକ ପିଲା ଏଠାରେ ପଢ଼ନ୍ତି..
ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଭାରତରେ ସବୁଠୁ ଧନୀ ମୁକେଶ ଅମ୍ବାନୀ ମୁମ୍ବାଇରେ ନିଜ ପିତାଙ୍କ ସ୍ମୃତିରେ ଧିରୁଭାଇ ଅମ୍ବାନୀ ଇଣ୍ଟର ନ୍ୟାସନାଲ ବିଦ୍ୟାଳୟ ଖୋଲିଛନ୍ତି।ଏହି ବିଦ୍ୟାଳୟର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ଅଟନ୍ତି।ଏହି ବିଦ୍ୟାଳୟ ୨୦୦୩ରେ ଖୋଲାଯାଇଥିଲା।ନିତା ଅମ୍ବାନୀଙ୍କ ଏହି ବିଦ୍ୟାଳୟକୁ ବେସି ପସନ୍ଦ କରିଥାନ୍ତି ବଲିଉଡ କଳାକାର ବେସି ବଲିଉଡ ଅଭିନେତା ମାନଙ୍କ ପିଲା ମାନେ ଏହି ବିଦ୍ୟାଳୟରେ ପଢ଼ିଛନ୍ତି।ଏହି ବିଦ୍ୟାଳୟର ଦରମା ଏତେ ଜଣେ ସାଧାରଣ ଲୋକ ଏହି ବିଦ୍ୟାଳୟରେ ପଢିବା ପାଇଁ ଭାବିବି ପାରିବନି।ଏହି ବିଦ୍ୟାଳୟର ଦରମା ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ଏହି ବିଦ୍ୟାଳୟରେ ଏପରି କଣ ସୁବିଧା ଅଛି ଯାହା ଏହାକୁ ଅଲଗା ଭାବେ ପରିଚିତ କରାଇଛି।
ଏହି ବିଦ୍ୟାଳୟରେ ଅନେକ କମ୍ପ୍ୟୁଟରରେ କ୍ଳାସ ସୁବିଧା ଅଛି।ବହୁତ ସୁନ୍ଦର ଲ୍ୟାବ ଅଛି।ଏହା ସହିତ ସଙ୍ଗୀତ, ଲାଇବେରୀ, ସହିତ ଅନେକ ଭଲ ଭଲ ସୁବିଧା ଅଛି।ଏହା ସହିତ ଖେଳ ପାଇଁ କ୍ରିକେଟ, ବାସକେଟବଲ, ଟେନିସ,ଟେବୁଲ ଟେନିସ ଆଦି ଖେଳ ସୁବିଧା ମଧ୍ୟ ଅଛି।ଏଠାରେ ଫୁଟବଲ ପାଇଁ ସୁନ୍ଦର ପଡିଆ ମଧ୍ୟ ଅଛି।ଏହି ବିଦ୍ୟାଳୟରେ ଏକ ଡାକ୍ତରଖାନାବି ଅଛି।ବିଦ୍ୟାଳୟର ଲାଇବେରୀ ରର ହଜାର ହଜାର ବହି ମାଗାଯିନ ଆଦି ଅଛି।ପୁରା କାମ୍ପସରେ ମାଗଣା ନେଟ ସୁବିଧା ଦିଆଯାଇଛି।ଆଧୁନିକ ରୋଷେଇ ଘର , ସୋଲାର ସିଷ୍ଟମ, ଓ ପାଣି ବଞ୍ଚାଇବା ପାଇଁ ମଧ୍ୟ ପ୍ରକଳ୍ପ ଅଛି।ଏହି ବିଦ୍ୟାଳୟରେ ଭଲ ସିକ୍ୟୁରୀଟି ସିଷ୍ଟମ ମଧ୍ୟ ଅଛି ।ଏଠାରେ ଅନେକ ପର୍ବ ପାଳନ କରାଯାଏ।
ଏହି ବିଦ୍ୟାଳୟ ପିଲାଙ୍କୁ ସାମାଜିକ ସଂସ୍କାର ବି ଦିଆଯାଏ।ଏଠାରେ ସମୟ ସମୟରେ ମେଳା ଓ ପ୍ରଦର୍ଶନ ଲାଗିଥାଏ।ଏହି ବିଦ୍ୟାଳୟକୁ ଅନେକ ପୁରସ୍କାର ଦିଆଯାଇଛି।ଏତେ ସୁବିଧା ଥିବାରୁ ଏହି ବିଦ୍ୟାଳୟର ଦରମା ବି ଅଧିକ ଅଟେ।ଏହି ବିଦ୍ୟାଳୟରେ ଏଲ କେଜି ରୁ ସପ୍ତମ ପର୍ଯ୍ୟନ୍ତ ଦରମା ୧ ଲକ୍ଷ ୧୭ହଜାର।ଆଇସିଏସି ଅଷ୍ଟମ ରୁ ଦଶମ ପର୍ଯ୍ୟନ୍ତ ଦରମା ୧ ଲକ୍ଷ ୮୫ ହଜାର ଅଟେ।ଜେବେକି ଆଇଜିଏସି ଅଷ୍ଟମ ରୁ ଦଶମ ପର୍ଯ୍ୟନ୍ତ ଦରମା ୪ଲକ୍ଷ ୪୮ ହଜାର।ଏହା ଛଡା ଆଡ଼ମିସନ ଫିସ ଅଟେ ୨୪ ଲକ୍ଷ ଟଙ୍କା।
ଏହି ବିଦ୍ୟାଳୟରେ ଅଭିଷେଖ ବଚନ ନ୍କ ଝିଅ ଆଦାଧ୍ୟା ବଚନ, ସଚିନ ଟେନ୍ଦୁଲକର ଙ୍କ ଝିଅ ସାରା ଓ ପୁଅ ଅର୍ଜୁନ,ରାହାରୁ ଖାନ ଙ୍କ ସାନ ପୁଅ ଆଵରାନ ଖାନ, ଅମୀର ଖାନ ଙ୍କ ପୁଅ ଆଜାଦ ଖାନ,ସୋନୁ ନିଗମ ଙ୍କ ଦୁଇ ପୁଅ ଓ ଆହୁରି ଅନେକ ଧନୀ ଲୋକଙ୍କ ପିଲା ଏବେ ଏହି ବିଦ୍ୟାଳୟରେ ପଢୁଛନ୍ତି।ଏହା ଛଡା ଶ୍ରୀ ଦେବୀ ଙ୍କ ଝିଅ ଖୁସି କାପୁର, ସେଫ ଅଲିଙ୍କ ପୁଅ ଇବ୍ରାହମ ଅଲି, ଶାହାରୁଖ ଖାନ ଙ୍କ ଝିଅ ସୁହାନା ଓ ଆହୁରି ଅନେକ ପ୍ରସିଦ୍ଧ ଲୋକଙ୍କ ପିଲା ଏହି ବିଦ୍ୟାଳୟରେ ପଢି ସାରିଛନ୍ତି।