ଆସନ୍ତୁ ଜାଣିବା ଆମେ କିପରି ଆମ ଆଖିର ରଶ୍ମିକୁ ଫେରେଇ ଆଣି ପାରିବା – ଜୀବନରେ ଚଷମା ବ୍ୟବହାର ଦରକାର ପଡିବ ନାହିଁ …
ଆପଣ ଜାଣିଛନ୍ତି ଆମେ ଆପଣଙ୍କୁ ଗୋଟେ ଏମିତି ଏପାୟ କହିବାକୁ ଯାଉଛୁ ଯାହା ୯୭% ଆଖିର ରଶ୍ମି ବଢେ଼ଇବ ଓ ୭ଦିନ ଭିତରେ ଆଖିରୁ ଚଷମା କାଢି ଦେବ।ସାଙ୍ଗମାନେ ଆଖିର ଦୃଷ୍ଟିଶକ୍ତି ବଢ଼େଇବା ପାଇଁ ବଜାରରେ ବହୁତ ପ୍ରକାରର ଔଷଧ ମିଳୁଛି କିନ୍ତୁ ଏହାର ଉପଚାର ସମ୍ପୁର୍ଣ୍ଣ ଭାବେ ଅଙ୍ଗରେଜି ଔଷଧ ଦ୍ୱାରା ଭଲ ହେବ ନାହିଁ।ଆମେ ଏମିତି ଘରୋଇ ଉପାୟ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣଙ୍କ ଆଖିର ରଶ୍ମି ଫେରି ଆସିବ ଓ ଆପଣଙ୍କୁ କୌଣସି ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ଦେବ ନାହିଁ।
ଆଜି କାଲି ଯୁଗରେ ଛୁଆ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ କମ୍ପୁଟର,ଲାପଟପ ଓ ଟିଭି ଭଳି ଜିନିଷକୁ ଛାଡି ନଥାନ୍ତି।ସେଥିପାଇଁ ସେମାନଙ୍କ ଆଖି ଉପରର ବହୁତ ଗହୀର ଓ ଖରାପ ପ୍ରଭାବ ପଡିଥାଏ।ସାଙ୍ଗମାନେ ଆପଣନାଙ୍କୁ ଘରେ ଏମିତି ଛୋଟ ଛୋଟ କାମ କରିଥାନ୍ତି ଯେଉଁଥିପାଇଁ ସେମାନଙ୍କୁ ଆଖିର ବହୁତ ଦରକାର ପଡ଼ିଥାଏ।ସ୍ତ୍ରୀଲୋକ ଯେମିତି ସିଲେଇ କରନ୍ତି ଓ ବଣିଆ ଯେମିତି ସୁନା ତିଆରି କରନ୍ତି ଓ ଛୋଟ ପିଲା ଯେପରି ପାଠ ପଢ଼ନ୍ତି ସେମିତି ବହୁତ କାମ ଥାଏ ଯାହା ଆମେ ଆଖି ଦ୍ୱାରା ଆମେ ଅନେକ କାମ କରିଥାଉ କିନ୍ତୁ ଆଖି ଖରାପ ହେଲେ ଏହା ସମ୍ଭବ ହୋଇନଥାଏ।
ଆପଣଙ୍କ ଆଖିରେ ଦରଜ ଅନୁଭବ ହେବା ଓ ପାଣି ଆସିବା ଯଦି ଆପଣ ଅଳ୍ପ ସମୟ ଟିଭି,ମୋବାଇଲ,ଲାପଟପ ଆଗରେ ବସୁଛନ୍ତି ଆପଣଙ୍କୁ ଏହି ଭଳି ସମସ୍ୟା ସବୁ ଉତତ୍ପନ୍ନ ହୋଇଥାଏ ଯାହାଦ୍ୱାରା ଆପଣଙ୍କୁ ବହୁତ ସମସ୍ୟା ଉତତ୍ପନ୍ନ ହୋଇଥାଏ ସେଥିରୁ ରକ୍ଷା ପାଇବା ପାଇଁ ଆମେ ଆଜି ଏଠି ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ।ସେ ଘରୋଇଉପାୟ ସହିତ ଆପଣଙ୍କୁ ଆହୁରି ତିନୋଟି କାମ କରିବାର ଅଛି ଯାହାଦ୍ୱାରା ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢେ଼ଇବାକୁ ବହୁତ ସାହାର୍ଯ୍ୟ କରିବ।
ପ୍ରଥମ କାମ ହେଲା ଆପଣ ଯେମିତି ରାତିରେ ଶୋଉଛନ୍ତି ଆପଣ ରାତିରେ ବ୍ରସ କରି ଶୋଇବା ଓ ତାପରେ ସକାଳୁ ଉଠିବା ପରେ ଆପଣଙ୍କ ମୁହଁରେ ତିଆରି ହେଉଥିବା ଲାଳ ଆପଣ ନିଜ ଆଖିରେ ପକେଇବେ ଆପଣ ଏମିତି କରିବା ଦ୍ୱାରା ଆପଣଙ୍କ ଆଖି ଭିତରୁ ସଫା ହୋଇଯିବ।ଦ୍ୱିତୀୟ କାମ ଆପଣଙ୍କୁ କରିବାର ଅଛି ଆପଣ ମୁହଁରେ ପାଣି ଭର୍ତି କରି ନିଜ ମୁହଁରେ ପାଣି ଛାଟିବାର ଅଛି,ଦିନରେ ୩-୪ ଥର ଏମିତି କରିବାର ଅଛି।ଯାହାଦ୍ୱାରା ଆପଣଙ୍କ ଆଖି ସଫା ହୋଇଯିବ।
ତୃତୀୟ କାମ ଆପଣଙ୍କୁ କରିବାର ଅଛି ଆପଣ ରାତିରେ ଶୋଇବା ବେଳେ ନିଜ ପାଦ ତଳେ ସୋରିଷ ତେଲ ମାଲିସ କରିବାର ଅଛି।ଆପଣଙ୍କୁ ଏ ତିନୋଟି କାମ ନିଶ୍ଚିନ୍ତ କରିବାର ଅଛି ସବୁଦିନ,ଏମିତି କରିବା ଦ୍ୱାରା ଆପଣଙ୍କ ଆଖିର ସମସ୍ୟା ଦୁର ହୋଇଯିବ।ଏବେ ଆସନ୍ତୁ ଜାଣିବା ସେ ଉପାୟ କଣ ଅଟେ ଓ ଆପଣ ଏହାର ସେବନ କିପରି କରିବେ ?ଉପାୟ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଦରକାର ଚାରୋଟି ବାଦାମ।
ଆପଣ ସେ ବାଦାମକୁ ରାତିରେ ଭିଜେଇ ରଖିବେ,ତାପରେ ଆପଣଙ୍କୁ ଦରକାର ଚାରିଟି ଗୋଲମରିଚ ଏହା ଦ୍ୱାରା ଆମ ଆଖିର ରଶ୍ମି ବହୁତ ପ୍ରଖର ହୋଇଯାଇଥାଏ।ଏହା ଦ୍ୱାରା କେବଳ ଆଖିର ରଶ୍ମିହିଁ ନୁହେଁ ଆପଣଙ୍କ ଶରିରରେ ଥିବା ଅନ୍ୟ ରୋଗ ଆଦିକୁ ଠିକ କରିଥାଏ।ଆପଣଙ୍କୁ ଦରକାର ହେବ ଗୁନ୍ଥାହେଇଥିବ ବା ସୂତା ମିଶ୍ରି ଗୋଟେ ଚାମୁଚ।ଆପଣ ଭିଜେଇ ଥିବା ଚାରୋଟି ବାଦାମକୁ ଛଡେଇ ନେବେ ଓ ଚାରିଟି ଗୋଲମରିଚ ନବାର ଅଛି ଓ ଗୋଟିଏ ଚାମୁଚ ସୂତା ମିଶ୍ରି ନବାର ଅଛି।
ଏହି ତିନୋଟିକୁ ହେମଦସ୍ତା ସାହାର୍ଯ୍ୟରେ ଆପଣଙ୍କୁ ପେଶୀ ଦବାର ଅଛି।କୁଟି ସାରିବା ପରେ ଆପଣ ଗୋଟିଏ ପାତ୍ରରେ ଗୋଟିଏ ଗିଲାସ କ୍ଷୀର ପକେଇବେ କ୍ଷୀର ଗରମ କରିବ।ତାପରେ ସେ ମିଶ୍ରଣକୁ ଖୀରରେ ପକେଇ ଦେବେ।ତାପରେ କ୍ଷୀରକୁ ୩-୪ ଫୁଟା ଦେବେ,ତାପରେ ଆପଣଙ୍କୁ ସକାଳୁ ଖାଲି ପେଟରେ ସେବନ କରିବାର ଅଛି।ଆପଣ ଏହି ପାନୀୟ ପିବା ପରେ ଆପଣ କୌଣସି ପ୍ରକାର ଖାଦ୍ୟ ତାର ୧ ଘଣ୍ଟା ପର୍ଯ୍ୟନ୍ତ ସେବନ କରିବେ ନାହିଁ।ଏହା ସହିତ ଦିନରେ ଥରେ ଆପଣ କେଶର ଚାର ସେବନ କରିବେ।ଯାହାଦ୍ୱାରା ଆପଣଙ୍କ ଆଖିର ରଶ୍ମି ଶିଘ୍ର ଫେରି ଆସିବ।