ସବୁଦିନ ସକାଳୁ ନିଜକୁ ଏ ପାଞ୍ଚଟି କଥା କୁହନ୍ତୁ ଓ ଦେଖନ୍ତୁ ଆପଣଙ୍କ ଜୀବନ କିପରି ପରିବର୍ତ୍ତନ ହେଉଛି…
ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ କଲାମ ସାହେବ କୁହନ୍ତି,ସ୍ୱପ୍ନ ସେୟା ନୁହେଁ ଯାହା ଆମେ ନିଦରେ ଦେଖୁ ସ୍ୱପ୍ନ ତାହା ଯାହା ଆମକୁ ଶୋଇବାକୁ ଦିଏ ନାହିଁ।କାଲାମ ସାହେବ ୫ଟି କଥା ଶିଖେଇଥିଲେ ଓ କହିଥିଲେ କି,ସବୁ ବ୍ୟକ୍ତିକୁ ଉଠିବା କିଛି ସମୟ ପରେ ସେ ନିଜେ ନିଜକୁ ଏ ପାଞ୍ଚଟି କଥା କହିବାର ଅଛି।ସେ ପାଞ୍ଚଟି କଥା ଆଜି ଆମେ ଆପଙ୍କୁ କହିବାକୁ ଯାଉଛୁ।ସାଙ୍ଗମାନେ ଉଠିବାର କିଛି ସମୟ ପରେ,ନିଜେ ନିଜକୁ କହିବେ ମୁଁ ସବୁଠାରୁ ଭଲ ଅଟେ।ଧ୍ୟାନ ଦେବାର କଥା ଏହାକି ମୁଁ ସବୁଠାରୁ ଭଲ ମାନେ ମୋଠାରୁ ଦୁନିଆରେ ପ୍ରତିଦ୍ୱନ୍ଦୀ କେହିବି ଭଲ ନାହିଁ।ଏବେ ଗୋଟେ ଗହୀର ନିଶ୍ୱାସ ନେଇ କୁହନ୍ତୁକି ମୁଁ ସବୁଠାରୁ ଭଲ ଅଟେ।ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସିବକି ମୁଁ ସବୁଠାରୁ ଭଲ କିପରି ହୋଇ ପାରିବି।ମୋଠାରୁ ଆହୁରି ଭଲ ଏ ଦୁନିଆରେ ଅଛନ୍ତି ଆହୁରି ଏମିତି କିଛି ଅଛନ୍ତି ଯେଉଁ ମାନଙ୍କ ଆଗରେ ମୁଁ କିଛି ନୁହେଁ।
ସାଙ୍ଗମାନେ ଆପଣଙ୍କ କାର୍ଯ୍ୟ କଳାପ ନିର୍ଭର କରେ ଆପଣଙ୍କ ଭାବନା ଉପରେ।ତେଣୁ ଆପଣଙ୍କୁ ମାନିବାର ଅଛି ଆପଣ କଣ ଭାବୁଛନ୍ତି,ଯଦି ଆପଣ ଏହାକୁ ମାନି ନେଲେ ଗୋଟେ ଦିନ ଏଭଳି ଆସିବ ଯାହା ଆମକୁ ପ୍ରମାଣିତ କରିବ ଆମେ ସବୁଠାରୁ ଭଲ ବୋଲି।ଦ୍ୱିତୀୟ କଥା ଯାହା ଆପଣଙ୍କୁ ସକାଳୁ ଉଠିବା ପରେ ଆପଣ ନିଜେ ନିଜକୁ କହିବାର ଅଛିକି ହଁ ମୁଁ ଏହା କରିପାରିବି।ସାଙ୍ଗମାନେ ସବୁ ମଣିଷର ଜୀବନରେ କିଛି ସ୍ୱପ୍ନ ଥାଏ,କିନ୍ତୁ ଅଧାରୁ ଅଧିକ ଏମିତି ଲୋକଥାନ୍ତି ଯେଉଁମାନେ ଏ ସ୍ୱପ୍ନକୁ ପୁର୍ଣ୍ଣ କରି ପାରନ୍ତି ନାହିଁ।
ଏହାର କେବଳ ଗୋଟେ କାରଣ ଅଟେ ଯାହା ସେ କେବେ ନିଜ ଉପରେ ବିଶ୍ୱାସ କରନ୍ତି ନାହିଁ।ତୃତୀୟ କଥା ହେଉଛି ଯାହା ଆପଣ ନିଜକୁ ନିଜେ କହିବାର ଅଛିକି ହେ ଭଗବାନ ଆପଣ ମୋର ସାଥିରେ ରୁହନ୍ତୁ।ଯେତେବେଳେ କୌଣସି ମଣିଷ ସହ କୌଣସି ଖରାପ ଘଟଣା ଘଟେ ସେ ସମୟରେ ତାମୁହଁରୁ ବାହାରେ ହେ ଭଗବାନ ମୋ ସହ ଏମିତି କାହିଁକି ହେଲା।ସାଙ୍ଗମାନେ ଆପଣ ଭଗବାନ ଉପରେ ବିଶ୍ୱାସ ବନେଇ ରଖନ୍ତୁ କଣ ଆପଣ ଭାବୁଛନ୍ତି କି ଭଗବାନ ଏଭଳି କାହାସହ କରି ପାରିବେ।
ଭଗବାନ ଯାହା କିଛିବି କରନ୍ତି ସେଥିରେ କାହାର ନା କାହାର ନିଶ୍ଚିନ୍ତ ଭଲ ହୋଇଥାଏ।ସେଥିରେ ଯାହାର ବି ମଙ୍ଗଳ ହେଉ ଆପଣ ଭଗବାନଙ୍କୁ କହିବେକି ଆପଣ ସବୁବେଳେ ଯେମିତି ମୋ ସହିତ ରହିଥାନ୍ତୁ।ଚତୁର୍ଥ କଥା ଯାହା ଆପଣଙ୍କୁ କହିବାର ଅଛି ମୁଁ ଗୋଟେ ବିଜେତା ଅଟେ।ଯେତେବେଳେ ଯିଏ ନିଜ ଜୀବନରେ ହାରିଯାଇ ସେ ନିଜକୁ ହାରିଥିବାର ହିଁ ମାନିଥାଏ।
କେହି କୁହାନ୍ତିନି କି ମୁଁ ଗୋଟିଏ ବିଜେତା ଅଟେ।ଥରେ ନିଜ ଉପରେ ବିଶ୍ୱାସ କରି ଦେଖନ୍ତୁ କି ନିଜ ଉପରେ ବିଶ୍ୱାସ କରି ଦେଖନ୍ତୁ।ଆପଣଙ୍କ ନିଜ ଭାବନା ଆପଣଙ୍କୁ ବିଜେତା କରିବାରେ ବାଧ୍ୟ କରିଥାଏ ନା ହାରିଯାଇଥିବା ବ୍ୟକ୍ତି ଭଳିଆ।ଆପଣଙ୍କ ଭାବନା ଯଦି ବିଜେତା ବିଜଳି ହେବ କଣ ଆପଣ ବିଜେତା ନୁହେଁ।ପଞ୍ଚମ କଥା ଯାହା ଆପଣ ନିଜେ ନିଜକୁ କହିବେ ଆଜିର ଦିନ ମୋ ପାଇଁ ଅଟେ।
ଆଜି ପର୍ଯ୍ୟନ୍ତ ଯାହା ହେଲା ତାହେଲା କିନ୍ତୁ ଆଜିର ଦିନ ମୋଦିନ ଅଟେ ଏ ଦିନକୁ ମୋଜିବନର ସବୁଠାରୁ ଭଲ ଦିନ ବନେଇବି।ଯଦି ଆପଣ ଆଜି ସେଇଆ କଲେ ଯାହା କାଲି ପର୍ଯ୍ୟନ୍ତ କରିଛନ୍ତିତ ଆପଣଙ୍କୁ ଆଜିବି ସେତିକି ମିଳିବ ଯେତିକି କାଲି ପର୍ଯ୍ୟନ୍ତ ମିଳିଛି।ନିଜର ଉନ୍ନତି ସେ ପର୍ଯ୍ୟନ୍ତ ଆପଣଙ୍କ ଉପରେ ଅନୁଭବ କରିବ ଯାହା ଆପଣ କାଲି ପର୍ଯ୍ୟନ୍ତ କଣ କରିଛନ୍ତି ଓ ଯାହାବି କରୁଛନ୍ତି ଆପଣ ସେ କାମକୁ କେତେ କରୁଛନ୍ତି।