December 23, 2024

Odia Express

Leading Odia News Portal of Odisha

ଦେଖନ୍ତୁ ଲୋକମାନେ ଲଟେରୀ ଜିତିଲା ପରେ କରନ୍ତି କିଛି ଏମିତି ଭୁଲ ଯାହା ତାଙ୍କୁ କାଙ୍ଗାଳ କରିଦିଏ – ଦେଖନ୍ତୁ ଏପରି ୬ ଜଣ ଲଟେରୀ ଜିତିଥିବା ଲୋକ କିପରି ଭିକାରି ହେଇଗଲେ…

ସାଙ୍ଗମାନେ ଲଟ୍ରି ଲାଗିବା ପରେ ସବୁଠାର ପ୍ରଥମେ ଆପଣ କଣ କରିବେ ?ଘର କିଣିବେ ଗାଡି କିଣିବେ ନିଜ ସ୍ୱପ୍ନ ପୁର୍ଣ୍ଣ କରିବେ ନା କିଛି ପଇସା ରଖିବେ ଯାହା ଆପଣଙ୍କ ଜୀବନ ସାରା କାମରେ ଆସିବ।ଏମିତି କଥା ଗୋଟେ ଥରେ ଦୁଇଜଣଙ୍କୁ ଲଟ୍ରି ଲାଗିଥିଲା ସେ ଗୋଟେରୁ ଦୁଇ ବର୍ଷ ଭିତରେ ସବୁ ପଇସା ଖର୍ଚ୍ଚ କରିଦେଲେ।

୧.ଆବ୍ରାହମ ସେକ୍ସପିଅର – ଏହା ଜଣେ ଟ୍ରକରେ ଡ୍ରାଇଭର ଆସିଷ୍ଟାଣ୍ଡ ଥିଲେ।ତାକୁ ୩୦ ମିଲିଅନ ଡ଼ଲାରର ଲଟରି ମିଳିଲା।କହିବାକୁ ଗଲେ ୨,୧୪,୧୧,୭୫,୦୦୦ କୋଟି ଟଙ୍କା।୨୦୦୬ ରେ ଏହି ଲଟରି ତାଙ୍କ ଜୀବନ ଭଲ କରିବା ପରିବର୍ତ୍ତେ ଆହୁରି ଖରାପ ହୋଇଗଲା।ସବୁଠାରୁ ପ୍ରଥମ ଭୁଲ ସେ କଲା ରୋଲେକ୍ସ ଘଣ୍ଟା କିଣିକି।ସେ ଗୋଟେ ମିଲିଅନ ଡ଼ଲାରର ଘର କିଣିଲା,କିନ୍ତୁ ଭଲ କଥା ତାର କୌଣସି ଖରାପ ଅଭ୍ୟାସ ନଥିଲା।ସେ ଓ ଗୋଟେ ମହିଳା ଡ଼ିମମର୍ଗାନ ନାମକ ଝିଅ ସହ ମିଶି ଗୋଟେ ବିଜନେସ କଲେ ଯାହାର ନାମ ହେଲା ସେକ୍ସପିଅର ଏଲ.ଏଲ.ସି।ପରେ ମର୍ଗାନ ସେକ୍ସପିଅର ଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ସମ୍ପୂର୍ଣ୍ଣ ଅଧିକାର ନେଲେ ଓ ବିଭିନ୍ନ ଗାଡି କିଣି ଚାଲିଲେ।୨୦୦୯ରେ ଅବ୍ରାହମ ଙ୍କ ମୃତ ଶରୀର ମିଳିଲା ଓ ମର୍ଗାନଙ୍କୁ ଆରେଷ୍ଟ କରାଗଲା।

୨.ବିଲି ହଟସ – ସେ ୧୯୯୦ ରେ ସେ ୩୧ ମିଲିୟନ ଡ଼ଲାରର ଲଟରି ଜିତିଲେ।ଲଟରି ଆସିବା ପରେ ସେ ନିଜ ପତ୍ନୀକୁ ଛାଡପତ୍ର ଦେଇ ଦେଲେ ଓ ନିଜ ଛୁଆକୁ ଛାଡି ଦେଲେ ଓ ନିଜର ସମସ୍ତ ପଇସା କୋକେନ ଉପରେ ଉଡେଇବାକୁ ଲାଗିଲା।ସେ ୧୯୯୧ ରେ ନିଜ ପ୍ରେମିକାର ମୁଣ୍ଡ ମଝିରେ ଗୁଳି ମାରି ହତ୍ୟା କରିଥିଲା।

୩.ବିଲି ବବ ହାରେଲଜ ଜୁନିଅର – ସେ ନିଜ ଖଜାନା ପାଇବାରେ ତାକୁ ୨ ବର୍ଷ ସମୟ ଲାଗିଥିଲା ତାକୁ ୩୧ ମିଲିୟନ ଡ଼ଲାର ମିଳିଲା ଯାହା ସେ ଟେକ୍ସସ ଜ୍ୟାକପର୍ଟ ରେ କମେଇଥିଲାମ।ସେ କିଛି ପଇସା ଚର୍ଚ୍ଚ କୁ ଦେଇ ଦେଲା,ଭିକାରୀ ମାନଙ୍କ ଭିତରେ ମାଂଶ ବାଣ୍ଟୁ ଥିଲା,କିଛି ପଇସା ଟ୍ରଷ୍ଟକୁ ଦେଇ ଦେଲା,ପରିବାରର ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଗାଡି କିଣିଲା।କିନ୍ତୁ ଯେତେ ତାର ବଡ଼ ହୃଦୟ ଥିଲା ସେ ସେତେ ପଇସା କୁ ସମ୍ଭାଳିବାର କ୍ଷମତା ନଥିଲା।ତାର ପଇସା ସରିବା ପରେ ତାର ପତ୍ନୀ ତାକୁ ଡିଭର୍ସ ଦେଇ ଦେଇଦେଲା ଓ ସେ ତାପରେ ଆତ୍ମହତ୍ୟା କରିଦେଲା।

୪.ବିବିଆନ ନିକୋଲ ସଣ – ୧୯୬୧ ରେ ବିବିଆନଙ୍କ ପତି ୩.୫ ମିଲିୟନ ପାଉଣ୍ଡର ଲଟ୍ରି ଜିତିଲେ।ତାଙ୍କୁ ଯେତେବେଳେ ପଚରା ଗଲା ଆପଣ କିପରି ଏ ପଇସା ଖର୍ଚ୍ଚ କରିବେ ସେ କହିଲେ ଖର୍ଚ୍ଚକରିବି,ଖର୍ଚ୍ଚକରିବି,ଖର୍ଚ୍ଚକରିବି।ସେ ବଡ଼ ଘର ,ବଡ଼ ଗାଡି, ସୁଇମିଙ୍ଗ ପୁଲ ଆଦି କିଣିଲେ ଏହା ତାଙ୍କ ପଇସା ଖର୍ଚ୍ଚ କରି ଦେଲା।୧୯୬୫ ରେ ତାଙ୍କ ପତି କିତଙ୍କ ଗାଡି ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା।ତାପରେ ସେ ଭବିଷ୍ୟତରେ ୩ ଜଣ ଙ୍କୁ ବାହା ହୋଇଥିଲେ ଓ ତାଙ୍କ ନାମରେ ଗୀତ ବହାରିଥିଲା।୨୦୧୫ ରେ ତାଙ୍କର ମୃତ୍ୟୁ ହୋଇଗଲା।

୫.ମାଇକେଲ କ୍ୟାରୋନ – ସେ ୨୦୦୨ ରେ ଆମେରିକାରେ ୧୪ ମିଲିଅନ ଡ଼ଲାର ଜିତି ଥିଲେ।ଏହା ପୂର୍ବରୁ ସେ ଅଳିଆ ଉଠେଇବାର କାର୍ଯ୍ୟ କରୁଥିଲା।ସେ ପଇସା ରଖିବା ବଦଳରେ ସେ ପାର୍ଟି କରିବା ଓ ଜୁଆ ଖେଳିବାକୁ ଲାଗିଲା।ସେ ଗୋଟେ ବଡ଼ ଘର କିଣିଲେ ଯାହାର ନାମ ଦ ଗ୍ରାଙ୍ଗ ରଖିଲେ।ସେ ୨୦୧୨ ରେ ସବୁ ପଇସା ଖର୍ଚ୍ଚ କରି ସାରିଥିଲା ଓ ତାପରେ ଜଙ୍ଗଲରେ ରହିବାକୁ ଲାଗିଲା।

୬.ଆଣ୍ଡ୍ରୟୁ ଜ୍ୟାକ୍ସନ ଏ.କେ ଜୁନିଅର – ସେ ୩୧୫ ମିଲିୟନ ଡ଼ଲାର ଉଡେଇ ଦେଲେ,ଯାହାକି ୨,୨୦୦,୩୬,୦୦,୦୦୦ କୋଟି ଟଙ୍କା ସେ ଖର୍ଚ୍ଚ କରି ଦେଇଥିଲେ।ସେ ଏହାକୁ ଲଟ୍ରି ରେ ଜିତି ଥିଲେ।ତାର ଭୁଲ ଥିଲା ଥର ଥର କରି ପଇସା ନେବା ବଦଳରେ ସେ ଏକା ଥରେ ନେଲେ।ଯାହା ୩,୩୧୫ ରୁ କମି ୧୭୦.୫ ମିଲିୟନ ଡ଼ଲାର ହୋଇଗଲା।ଟ୍ୟାକ୍ସ ଲାଗି ୧୧୩ ମିଲିୟନ ହୋଇଗଲା।ସେ ଜିତିଥିବା ପଇସାରୁ ୧୦% ଚାରିଟିକୁ ଦେଇ ଦେଲେ।ସେ ୧୪ ମିଲିୟନ ଦେଇ ଫାଉଣ୍ଡେସନ ଖୋଲିଲା ଯାହା ଗରିବ ମାନଙ୍କୁ ଖାଇବା ରହିବା ସ୍ଥାନ ଦିଏ।ତାର ୫୫୦,୦୦୦ ଡ଼ଲାର ଚୋରି ହୋଇଗଲା।ପୁଣି ତା ଗାଡିରୁ ୨୦୦,୦୦୦ ଡ଼ଲାର ଚୋରି ହୋଇଗଲା।ତାକୁ ଜୁଆ ଖେଳିବାର ଅଭ୍ୟାଶ ହୋଇଗଲା ସେ ୧୦ କୋଟି ଟଙ୍କା ହାରି ଗଲା।୨୦୧୬ ରେ ତାର ଘରକୁ ନିଆଁ ଲାଗି ଗଲା।

Leave a Reply

Your email address will not be published. Required fields are marked *