December 23, 2024

Odia Express

Leading Odia News Portal of Odisha

ଗାଇର ବିଷୟରେ ୮ ଟି ଆଶ୍ଚର୍ଯ୍ୟଜନକ କଥା, କଣ ଆପଣ ଜାଣିଛନ୍ତି କି ଏହି ବିଷୟରେ….

ଗାଇକୁ ସବୁ ମନୁଷ୍ୟ ଜାତି ଏକ ଖାସ୍ ରୁପରେ ଦେଖିଥାଏ,  ଓ ସେ ହେଲା ମା ରୂପରେ , ସବୁ ଛୁଆର ଛୁଆବେଳରୁ ନେଇକରି ବଡ ହେଲା ପର୍ଯ୍ୟନ୍ତ ସବୁବେଳେ ଗୋଟିଏ କଥା କୁହାଯାଇଥାଏ କି ଗାଇ ଆମର ମା ଅଟେ , ସବୁଠାରୁ ସାଧାରଣ ଓ ନିରିହ ପଶୁ ଭାବେ ଗାଇ ପରିଚିତ , ଗାଇକୁ ଆମର ହିନ୍ଦୁ ଧର୍ମର ଅନୁସାରେ ଏକ ପଶୁ ନୁହେଁ ବରଂ ଦେବୀର ସ୍ଥାନ ମିଳିଛି , ଗୋମାତା ହିନ୍ଦୁ ଧର୍ମରେ ପୁଜା କରାଯାଏ , ଓ ଏହା ନୁହେଁ ବଡ ବିଧିବିଧାନରେ ଏହା ପ୍ରମାଣିତ ହୋଇସାରିଛି କି ଗୋମୁତ୍ର ରୁ ବହୁତ ଶକ୍ତି ମିଳିଥାଏ,  ଯାହା ବଡ ବଡ ରୋଗ ଠିକ୍ କରିଦିଏ , ଆମର ଶାସ୍ତ୍ରରେ ଗୋ ମାତା ବହୁତ ଉଚ୍ଚ ସ୍ଥାନ ଦିଆଯାଇଛି , ଏହା କେଉଁ ପଶୁ ନୁହେଁ , ତେବେ ଆଜି ଆମେ ଗାଇର କିଛି ଖାସ୍ କଥା କହିବୁ ଯାହା ଆପଣ ଜାଣିନଥିବେ ।

୧) ଏମିତି କୁହାଯାଏ କି ବାସ୍ତୁ ଦୋଷ ଯେଉଁଠି ଥାଏ ସେଠାରେ ଗୋ ମାତା ପାଳିଲେ ବାସ୍ତୁ ଦୋଷ କଟିଯାଏ ,

୨) ଯଦି କେଉଁ ବ୍ୟକ୍ତିର ଯାତ୍ରା ପୁର୍ଣ୍ଣ କରିବା ହେତୁ ବାହାରିଥାଏ , ଯଦି ତାହାର ଡାହାଣ କଡୁ ଗୋ ମାତା ବାହାରିଥାଏ , ତେବେ ତାହାର ଯାତ୍ରା ବହୁତ ଶୁଭ ବୋଲି ଜଣାଯାଏ ।

୩) ଯଦି କେଉଁ ବ୍ୟକ୍ତି କେଉଁ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟକୁ ପୁରା କରିବାକୁ ଯାଉଛି ତେବେ ତାକୁ ଗାଇର ବାଛୁରୀ ଦେଖାଦିଏ ତେବେ କାମ ନିଶ୍ଚିତ ରୁପେ ପୁରା ହୋଇଥାଏ ।

୪) ଯଦି କେଉଁ ରାଶିରେ ଦୋଷ ଅଛି ଓ ବହୁତ ଅସୁବିଧା ଦେଖାଦେଉଛି ତେବେ ନିଶ୍ଚିତ ଗୋ ମାତାକୁ ପୁଜା କରିବା ଉଚିତ୍ , ଏଥିରେ ବଡ ବଡ ଦୋଷ ଶେଷ ହୋଇଯାଏ ,

୫) ବହୁତ ଲୋକଙ୍କୁ ନିଦରେ ଖରାପ ସ୍ୱପ୍ନ ଆସିଥାଏ , ଏମିତି ଗୋମାତାଙ୍କ ନାଁ ଜପିଲେ ଖରାପ ସ୍ୱପ୍ନ ଦୂର ହୋଇଯାଏ , ଗୋମାତାଙ୍କ ଶରୀରର ପ୍ରତ୍ୟେକ ସ୍ଥାନରେ ଭଗବାନଙ୍କ ଏକ ସ୍ଥାନ ରହିଥାଏ , ମତଲବ ଗୋ ମାତାଙ୍କୁ ସବୁ ବ୍ୟକ୍ତି ଦେବୀ ଦେବତା ରୁପରେ ଦେଖିଥାନ୍ତି ।

୬) ବଡ ବଡ ଜ୍ୟୋତିଷ୍ୟଙ୍କ ଅନୁସାରେ ପ୍ରମାଣିତ ହୋଇସାରିଛି କି ବିବାହ ପାଇଁ ଗୋଧୂଳି ନେବା ସମୟରେ ଅଧିକା ଉତ୍ତମ ବୋଲି ଜଣାଯାଏ ।

୭)ଏହି ପୁରା ଦୁନିଆଁରେ ଯଦି କେଉଁ ଘିଅ ଶକ୍ତିଶାଳି ମାନାଜାଇଛି ତେବେ ତାହା ହେଲା ଗାଇର ଘିଅ , ଗାଇର ଘିଅ ରେ ବହୁତ ରୋଗର ଉପଚାର ଶେଷ କରିବାର କ୍ଷମତା ଅଛି , ଓ ଏହା ବହୁତ ଉର୍ଜାବାନ ହୋଇଥାଏ ।

୮) ଗୋ ମାତାର ଉପରେ ପିଠିରେ ଏକ ଠିପ ହୋଇଥାଏ , ସେହି ଠିପକୁ ଆମେ ବୃହସ୍ପତି ଗ୍ରହ ବୋଲି ଜାଣିବାକୁ ପାଉ ।

Leave a Reply

Your email address will not be published. Required fields are marked *