IAS ଇଣ୍ଟରଭ୍ୟୁରେ ପଚାରାଗଲା କି ଚାହାକୁ ଶୁଦ୍ଧ ଓଡ଼ିଆରେ କଣ କୁହାଯାଏ ? କଣ ଆପଣଙ୍କୁ ଜଣାଅଛି ଏହାର ସଠିକ୍ ଉତ୍ତର
ଆଜି ଆମେ ଆପଣଙ୍କୁ ଆଇଏଏସ୍ ପରୀକ୍ଷା ସହ ଜଡିତ କିଛି ପ୍ରଶ୍ନ ନେଇକରି ଆସିଛୁ , ଯାହାର ସୁଚନା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ , କାରଣ ଏମିତି ପ୍ରଶ୍ନ ବ୍ୟକ୍ତିଙ୍କ ଜୀବନରେ ନିଶ୍ଚିତ ଆସିଥାଏ , ଏହି ପ୍ରଶ୍ନର ସୁଚନା ବ୍ୟକ୍ତିର ବୌଧିକତା କ୍ଷମତା ବୃଦ୍ଧି କରେ , ଆସନ୍ତୁ ଜାଣିବା ସେହି ପ୍ରଶ୍ନଗୁଡିକ ବିଷୟରେ ।
ପ୍ରଶ୍ନ ୧: ବିଶ୍ୱରେ ସମୁଦାୟ କେତୋଟି ଦେଶ ଅଛି ?
ଉତ୍ତର : ବିଶ୍ୱରେ ସମୁଦାୟ ୩୫୩ ଟି ଦେଶ ଅଛି ।
ପ୍ରଶ୍ନ ୨: ଭାରତର ପ୍ରଥମ ରକ୍ଷାମନ୍ତ୍ରୀ କିଏ ଥିଲେ ?
ଉତ୍ତର : ପ୍ରଥମ ରକ୍ଷାମନ୍ତ୍ରୀ ଭାବେ ସର୍ଦ୍ଧାର ବଲ୍ଲଭଭାଇ ପଟେଲ୍ ଥିଲେ ।
ପ୍ରଶ୍ନ ୩ : ଭାରତରେ ସ୍ପିଡ୍ ପୋଷ୍ଟ ସେବା କେବେ ଆରମ୍ଭ ହୋଇଥିଲା ?
ଉତ୍ତର : ୧୯୮୬ ମସିହାରେ
ପ୍ରଶ୍ନ ୪ : ବିଶ୍ୱ ଡାକ ଦିବସ କେବେ ପାଳିତ ହୋଇଥାଏ ?
ଉତ୍ତର : ଏହା ୯ ଅକ୍ଟୋବରକୁ ପାଳିତ ହୁଏ ।
ପ୍ରଶ୍ନ ୫ : ଭାରତର ପ୍ରଥମ ମହିଳା ଲୋକସଭା ଅଧ୍ୟକ୍ଷ କିଏ ଥିଲେ ?
ଉତ୍ତର : ମୀରା କୁମାର ଥିଲେ ।
ପ୍ରଶ୍ନ ୬ : ଭଗବତ ଗୀତାରେ ଅଧ୍ୟାୟ ଓ ଶ୍ଲୋକର ସଂଖ୍ୟା କେତେ ଅଛି ?
ଉତ୍ତର : ୧୮ ଟି ଅଧ୍ୟାୟ ଓ ୭୦୦ ରୁ ଅଧିକା ଶ୍ଳୋକ ଅଛି ।
ପ୍ରଶ୍ନ ୭ : ବିଶ୍ୱରେ କେଉଁ ଦେଶର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଏକ ବର୍ଷର ହୋଇଥାଏ ?
ଉତ୍ତର : ସ୍ୱିଜରଲ୍ୟାଣ୍ତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଏକ ବର୍ଷର ହୋଇଥାଏ ।
ପ୍ରଶ୍ନ ୮ : ନକ୍ ଆଉଟ୍ କେଉଁ ଖେଳ ସଂବନ୍ଧିତ ଅଟେ ?
ଉତ୍ତର : ନକ୍ ଆଉଟ୍ ବକ୍ସିଙ୍ଗ୍ ଖେଳ ସହ ସଂବନ୍ଧିତ ଅଟେ ।
ପ୍ରଶ୍ନ ୯ : କାହାର ସାହାଯ୍ୟରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଭାରତରେ ପ୍ରଥମ ମହାନ୍ ରାଜ୍ୟର ସ୍ଥାପନା କରିଥିଲେ ?
ଉତ୍ତର : କୌଟିଲ୍ୟଙ୍କ ସାହାଯ୍ୟରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଭାରତରେ ପ୍ରଥମ ମହାନ୍ ରାଜ୍ୟର ସ୍ଥାପନା କରିଥିଲେ ।
ପ୍ରଶ୍ନ ୧୦ : ଚାହାକୁ ଶୁଦ୍ଧ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର : ଚାହାକୁ ଶୁଦ୍ଧ ହିନ୍ଦୀରେ ଦୁଗ୍ଧ ଜଳ ମିଶ୍ରିତ ଶର୍କରା ଯୁକ୍ତ ପର୍ବତୀୟ ବୁଟି କୁହାଯାଏ ।
ପ୍ରଶ୍ନ : ୧୧ : ବିଶ୍ୱର ଅଧିକା ଜନସଂଖ୍ୟା ବାଲା ସହର କେଉଁଟା ?
ସବୁଠାରୁ ଅଧିକା ଜନସଂଖ୍ୟା ବାଲା ସହର ହେଲା ଟୋକିଓ ଯାହାକି ଜାପାନରେ ଅଛି ।
ପ୍ରଶ୍ନ ୧୨ : ଫ୍ଲାଇଙ୍ଗ୍ ଶିଖ୍ କାହାର ନାଁରେ ଜଣାଯାଏ ?
ଉତ୍ତର : ଏହାର ଉତ୍ତର କମେଣ୍ଟ ବକ୍ସରେ ଲେଖିକରି ଜଣାନ୍ତୁ ।