ଏହାକୁ ଧ୍ୟାନ ଦେଇ ପଢନ୍ତୁ ଆପଣ ନିଜ ଜୀବନରେ ଆଉ କ୍ରୋଧ କରିବେ ନାହିଁ – ସମସ୍ତେ ପଢିବା ଦରକାର…
ଆମ ମନୁଷ୍ୟ ମାନଙ୍କ ଭିତରେ ବହୁତ ପ୍ରକାରର ପ୍ରତିକ୍ରିୟା ରହିଥାଏ ତତ ମଧ୍ୟରୁ ଆମ ରାଗ ବା କ୍ରୋଧ ଅନ୍ୟତମ।ରାଗ ବା କ୍ରୋଧ ଗୋଟେ ମଣିଷକୁ ନଷ୍ଟ ଓ ତା ଜୀବନକୁ ଖରାପ କରିବାରେ ପର୍ଯ୍ୟାପ୍ତ ଅଟେ।କହିବାକୁ ଗଲେ ରାଗ ସାଧାରଣତଃ ଛୋଟ ଛୁଆଙ୍କ ପାଖରେ ଦେଖାଯାଏ କିନ୍ତୁ ଆମ ଭଳି ବଡ଼ ମଣିଷ ଏହାର ବିଚାର ବିବଶ ନକରି ଆମେ ଛୋଟ ଛୋଟ କଥାରେ ରାଗିଥାଉ ଯାହାର ବିପରୀତ ଫଳ ଆମକୁ ଭୋଗିବାକୁ ପଡିଥାଏ।ଆଜି ଆମେ ଯେଉଁ ବିଷୟ ଉପରେ କଥା ହେବା ସେ ହଉଛି କ୍ରୋଧ।କ୍ରୋଧ ଏମିତି ଭାବନା ଅଟେ ଯାହା ଆମ ସମ୍ପୂର୍ଣ୍ଣ ଜୀବନକୁ ଘେରିକି ରହିଥାଏ।କ୍ରୋଧକୁ ନା ବୟସର ମର୍ଯ୍ୟାଦାର ମଧ୍ୟ ଲାଜ ନଥାଏ କେବେ କେମିତି କେତେବେଳେ କାହିଁକି କ୍ରୋଧ ଜନ୍ମ ନିଏ ଆମେ ସେ ବିଷୟରେ ଜାନି ପାରିବା ନାହିଁ।କ୍ରୋଧ ଜନ୍ମ ହେବା ଦ୍ୱାରା ବିଚାର କରିବାର କ୍ଷମତା ଆମେ ହରେଇ ବସୁ ଓ ବୁଦ୍ଧି ଉପରେ ଅନ୍ଧକାର ଛାଇ ଯାଏ।ବର୍ଷ ବର୍ଷର ସମ୍ପର୍କ କ୍ଷଣ କରେ ଭାଙ୍ଗି ଯାଏ ଓ ଆପଣ ଯେକୌଣସି କାରାଗାରରେ ଯାଇଁ ଦେଖନ୍ତୁ ଅଧିକ ତମ ଅପରାଧି କେବଳ ଏହି କ୍ରୋଧର ଶିକାର ହୋଇ ଏମିତି ଭୋଗୁଛନ୍ତି।
କହିବାକୁ ଗଲେ ଏ ରାଗ ବାସ୍ତବରେ କଣ ଅଟେ।କାହିଁକି ଜନ୍ମ ନେଇଥାଏ ଓ ଏହା ପରେ କାହିଁକି ଆମେ ଅଙ୍କୁଶ ଲଗେଇ ପାରୁନା।ଆସନ୍ତୁ ଗୋଟେ ଉଦାହରଣ ଦେଖିବା ଆପଣ ଗୋଟେ ଛୋଟ ବାଳକକୁ ଦେଖ ସେ କୌଣସି ଗୋଟେ ଜିନିଷ ପାଇଁ ଜିଦ୍ଧି କଲା ଯାହାଫଳରେ ତାକୁ ଭୟ ଭିତ କରାଗଲା ଓ ସେ ତାର ପ୍ରତିକ୍ରିଆ ଦେଲା।ପିଲାଟିର ପ୍ରତିକ୍ରିୟା କୋଧ ଅଟେ କାହିଁକି ନା ନିର୍ବଳ ଅଟେ,ଅସହାୟ ଅଟେ ନିଜ ଠାରୁ ବଡ଼ଙ୍କୁ କହିବାକୁ ଚେଷ୍ଟା କରେ ରାଗ ମାଧ୍ୟମରେ।
ବଡ଼ ହେଲା ପରେବି ଆମେ କଣ ଏହି ସବୁ କରିନଥାଉ।ଅର୍ଥାତ ବାସ୍ତବରେ କ୍ରୋଧ ବାଳକ ଭଳି ବ୍ୟବହାର ନୁହେଁତ।ଯେତେବେଳେ ଅହଂକାରକୁ ଡର ଲାଗିଥାଏ ଓ ଆମର କୌଣସି ଇଛା ପୁର୍ଣ୍ଣ ହୋଇନଥାଏ ତାପରେ ଆମକୁ ରାଗ ଆସିଥାଏ।ଠିକ ସେହି ବାଳକ ଭଳିଆ ହୋଇଥାଏ।ଆଇନା ଆଗରେ ମୁହଁ ବନେଇ ଖେଳ କେବଳ ବାଳକ ମାନଙ୍କ ପାଖରେ ଶୋଭା ଦେଇଥାଏ ବଡ଼ଙ୍କୁ ନୁହେଁ ତଥାପି ଆମେ ବାଳକ ଭଳିଆ କ୍ରୋଧ କରିବା ଉଚିତ ନୁହେଁ।
ଆପଣ ଅନ୍ୟମାନଙ୍କୁ ଦେଖି ପାରିବେକି କ୍ରୋଧରେ କେବେ କିଛି ପ୍ରାପ୍ତ ହୋଇନଥାଏ।ସନ୍ନମାନ,ସମ୍ପତି,ପ୍ରେମ ବା ସୁରକ୍ଷା ହେଉ ଏହା କେବେ କ୍ରୋଧ ଦ୍ୱାରା ପ୍ରାପ୍ତ ହୋଇନଥାଏ ମିଳିଥାଏ କେବଲ ପ୍ରୟାସ ଦ୍ୱାରା।ବୁଦ୍ଧି ପୂର୍ବକ ପ୍ରୟାସ କରିବା ଦ୍ୱାରା ସବୁ ପ୍ରାପ୍ତ ହୋଇଥାଏ।ଆମେ ଚାହିଁକରି ଆମେ ନିଜର ପ୍ରତିଭାବକୁ ଅଟକେଇ ପାରି ନଥାଉ।ଆମେ ନିଜେ ନିଜକୁ ବଡ଼ ଵୋଲି ମାନିଥାଉ କିନ୍ତୁ ଅଳ୍ପ ରାଗରେ ଆମ ଭିତରେ ଥିବା ଛୋଟ ବାଳକ ବାହାରି ଆସିଥାଏ କହିବାକୁ ଗଲେ କ୍ରୋଧ ବାସ୍ତବରେ କିଛି ନୁହେଁ ବାଳକ ବିଦ୍ଧିର ନାମ ଅଟେ।
ଯେମିତି ଆମେ ମନ ରଖୁକି ଆମେ ବାଳକ ନୁହେଁ ବଡ଼ ଆମର ରାଗ ସାଙ୍ଗେ ସାଙ୍ଗ କୁଆଡେ ଉଭେଇ ଯାଇଥାଏ।କଣ ଏହା ସତ୍ୟ ନୁହେଁ ଓ ଏହା ଉପରେ ବିଚାର ଓ ମନନ କରିବା ଦ୍ୱାରା ଆମ କ୍ରୋଧ ଶାନ୍ତ ହୋଇଥାଏ ବା ତାଉପରେ ବିଚାର କରିବା ଆଵଶ୍ୟକ।