ସକାଳୁ ଉଠି କରନ୍ତୁ ଏହି ୬ଟି କାମ ଆପଣଙ୍କ ଭାଗ୍ୟ ଖୋଲିଯିବ…
ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ବାରା ରଚିତ ଏକ ନୀତି ଯାହା ଜୀବନକୁ କିପରି ସୁଖମୟ କରିହେବ ତାହା ଉପରେ ଲେଖାଯାଇଛି।ଏହି ନୀତିର ମୂଳ ଉଦେଶ୍ୟ ମଣିଷମାନଙ୍କୁ ଜୀବନର ମହତ୍ତ୍ୱ ବୁଝାଇବା ଅଟେ।ଚାଣକ୍ୟ ନିଜ ଏହି ନୀତି ଦ୍ବାରା ଚନ୍ଦ୍ରଗୁପ୍ତ ମୌୟ୍ଯଙ୍କୁ ରାଜ ସିଂହାସନରେ ବସାଇଥିଲେ। ଜାଣିବା ଚାଣକ୍ୟଙ୍କ ଏହି କିଛି ନୀତି ଉପରେ ଯାହା ଆପଣଙ୍କୁ ଜୀବନରେ କୌଣସି ସମୟରେ କାମରେ ଲାଗିବ। ତେବେ ଆସନ୍ତୁ ଜାଣିବା କଣ ସେହି ୬ଟି କାମ ଯାହା ସକାଳୁ ଉଠିବା ପରେ କରିବା ଆବଶ୍ୟକ
ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ବିଷୟରେ ।ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯଦି ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ଆପଣଙ୍କୁ ସକାଳୁ ଉଥିବା ପରେ ଏହି ୬ ଟି କାମ କରିବା ଉଚିତ।ଘରର ବଡ ଲୋକମାନେ ସବୁବେଳେ ଆମକୁ କିଛି ନା କିଛି ଭଲ କଥା ଶିଖେଇଥାନ୍ତି।ଆମଦେଶରେ ସଂସ୍କାରର ଅନେକ ମହତ୍ତ୍ୱ ଅଛି।ସାଙ୍ଗମାନେ ଶାସ୍ତ୍ରରେ ବି କିଛି ଏପରି କଥା କୁହାଯାଇଛି ଯାହା କରିବା ଦ୍ବାରା ଆପଣଙ୍କ ଦିନ ଭଲରେ କଟିବ।ଆଜି ଆମେ ଆପଣଙ୍କୁ ଏପରି କିଛି କଥା କହିବୁ ଯାହାକୁ ପାଳନ କରିବା ଦ୍ଵାରା ଆପଣ ସଂମାନ ପାଇବା ସହିତ ଧନ ପ୍ରାପ୍ତି କରିବେ ଓ ଆପଣଙ୍କ ସଫଳତାର ଦ୍ବାରା ଖୋଲିଯିବ।
ସର୍ଵ ପ୍ରଥମେ କୁହାଯାଇଛି ସକାଳୁ ଉଥିବା ମାତ୍ରେ ପ୍ରଥମ ବସୁଧାକୁ ଛୁଇଁ ପ୍ରଣାମ କରନ୍ତୁ।କାରଣ ବସୁଧାକୁ ମାତା ବୋଲି କୁହାଯାଏ।ଏପରି କରିବା ଦ୍ବାରା ଆପଣଙ୍କର ସବୁ ଦୋଷ ଦୂର ହୋଇଥାଏ।
ସାଙ୍ଗମାନେ କୁହାଯାଏ ସକାଳୁ ବେଳାବେଳି ଗାଧୋଇବା ଉଚିତ ଓ ଗାଧୋଇବା ସମୟରେ ପବିତ୍ର ନଦୀ ମାନଙ୍କ ନାମ ଉଚାରଣ କରିବା ଉଚିତ ଯାହା ଦ୍ବାରା ଧର୍ମ ହୋଇଥାଏ।ହେଇପାରିବ ତ ପ୍ରତ୍ୟକ ଦିନ କିଛି ଗାଧୁଆ ପାଣିରେ ଗଙ୍ଗା ଜଳ ମିଶାଇ ଗାଧୋଇବା ଉଚିତ। ଗାଧୋଇବା ପରେ ତମ୍ବା ପାତ୍ରରେ ପାଣି ଧରି ସୁର୍ଯ୍ୟ ଦେବଙ୍କୁ ଅର୍ପଣ କରିବା ଉଚିତ।ଏପରି କରିବା ଦ୍ଵାରା ଦିନ ଭଲରେ ଆରମ୍ଭ ହୋଇଥାଏ।ଓ କୁଣ୍ଡଳୀରେ ସୁର୍ଯ୍ୟ ସ୍ଥିତି ଭଲ ରହିଥାଏ।ସୁର୍ଯ୍ୟଙ୍କ ପ୍ରଭାବ ଆମ ବୁଦ୍ଧି ଉପରେ ପଡିଥାଏ ଯାହା ଦ୍ଵାରା ଆମ ଧନ ବୃଦ୍ଧି ହୋଇଥାଏ।
ସାଙ୍ଗ ମାନେ କୁହାଯାଏ ସୁର୍ଯ୍ୟଙ୍କୁ ପାଣି ଦେବା ପରେ ତୁଳସୀରେ ପାଣି ଦିଅନ୍ତୁ ଓ ଏହା ପରେ ଘର ଠାକୁରଙ୍କୁ ପୂଜା କରନ୍ତୁ।ଓ ସମ୍ଭବ ତ ଗାଈକି ରୁଟି ଖାଇବାକୁ ଦିଅନ୍ତୁ ଯାହା ଦ୍ଵାରା ଧର୍ମ ହୋଇଥାଏ।ଯାହା ଦ୍ବାରା ଘରେ କେବେ ଧନର ଅଭାବ ରହି ନଥାଏ।
ଶେଷରେ କୁହାଯାଇଛି ଯେ କୌଣସି କାମରେ ଯିବା ପୂର୍ବରୁ ନିଜ ମାତା ପିତାଙ୍କ ଆଶୀର୍ବାଦ ନେଇକି ଯିବା ଉଚିତ।ଓ ଦେବୀ ଦେବତାଙ୍କୁ ଧ୍ୟାନ କରନ୍ତୁ।ପିଲା ମାନଙ୍କୁ ସର୍ବଦା ନିଜ ମାତା ପିତାଙ୍କ ଆଶୀର୍ବାଦ ନେବା ଉଚିତ।ଘରୁ ବାହାରିଲା ବେଳେ ଯେଉଁ ପଟେ ନିଶ୍ୱାସ ଯାଉଥିବା ସେହି ଗୋଡ଼ ଆଗ ପକାଇବ ଉଚିତ।ସାଙ୍ଗମାନେ ବାସ୍ତୁଶାସ୍ତ୍ରରେ ସକାଳୁ ଉଠି ଏହି ସବୁ କାମ କରିବା ପାଇଁ କୁହାଯାଇଛି