December 23, 2024

Odia Express

Leading Odia News Portal of Odisha

ସବୁଦିନ ସକାଳୁ ଏହାକୁ ଶୁଣନ୍ତୁ ଓ ଆପଣ ନିଜ ଜୀଵନରେ ବହୁତ ଅଗ୍ରସର କରିବେ – ଦୁନିଆ ର ସବୁ ଲୋକ ଏହି କଥା ପଢିବା ଦରକାର…

ନମସ୍କାର ପ୍ରିୟ ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ,ଵିଲଗ୍ରେଟ କହିଛନ୍ତି ଆପଣ ଗରିବ ଜନ୍ମ ହେଇଛ ଆପଣଙ୍କର କୌଣସି ଭୁଲ ନାହିଁ,କିନ୍ତୁ ଆପଣ ଗରିବ ହେଇ ମଲେ ଆପଣଙ୍କ ଭୁଲ।ଵିଲଗ୍ରେଟ କୁହନ୍ତି ସେ ପରୀକ୍ଷାର କିଛି ବିଷୟରେ ଫେଲ ହେଇଗଲେ ଆଉ ତାଙ୍କର ବାକି ସବୁ ସାଙ୍ଗ ସେ ବିଷୟରେ ଉତ୍ତୀର୍ଣ୍ଣ ହୋଇଗଲେ।ସେମାନେ ଆଜି ତାଙ୍କ କମ୍ପାନୀରେ କାମ କରନ୍ତି ଓ ସେ କମ୍ପାନୀର ମାଲିକ ଅଟନ୍ତି।ସାଙ୍ଗମାନେ ରତନ ଟାଟା କହିଛନ୍ତିକି ସେ ଠିକ ନିର୍ଣ୍ଣୟ ନେବାରେ ବିଶ୍ୱାସ କରନ୍ତିନି, ସେ ନିର୍ଣ୍ଣୟ ନିଅନ୍ତି ଓ ତାକୁ ଠିକ ବୋଲି ପ୍ରମାଣିତ କରନ୍ତି।

ସାଙ୍ଗମାନେ ସ୍ୱାମୀ ବିବେକାନନ୍ଦ କୁହନ୍ତିକି ଗୋଟେ ବିଚାର ନିଅ ସେ ବିଚାରକୁ ସଠିକ କରିବା ପାଇଁ ନିର୍ଣ୍ଣୟ ନିଅ ଓ ତାପାଇଁ ସ୍ୱପ୍ନ ଦେଖ।ନିଜ ଶରୀରର ସବୁ ଅଂଶକୁ ନିଜ ସେ ବିଚାରରେ ବୁଡେ଼ଇ ଦିଅ ଓ ଆଉ ସବୁ ବିଚାରକୁ ଗୋଟେ ପାଖରେ ରଖିଦିଅ ସଫଳ ହେବାର ଏହା ସବୁଠୁ ବଡ଼ ଉପାୟ ଅଟେ।ଜୀବନର ରାସ୍ତା ତିଆରି ହୋଇନଥାଏ ଆପଣଙ୍କୁ ତିଆରି କରିବାକୁ ପଡେ ଯାହାଫଳରେ ଆପଣଙ୍କ ରାସ୍ତା ସୁଖ ପ୍ରଦ ହେବ ଯିଏ ଆପଣଙ୍କୁ ହାସ୍ୟର ପାତ୍ର ବନଉ ଆପଣ ତାର ଚିନ୍ତା କରନ୍ତୁ ନାହିଁ।

ସାଙ୍ଗମାନେ ୱ।ରେନ ବଫେଟ କୁହାନ୍ତିକି ତାଙ୍କୁ ମୂଳରୁହିଁ ଜଣା ଥିଲା ସେ ଧନୀ ହେବାକୁ ଯାଉଛନ୍ତି ବୋଲି।ଆଉ ସେ କୁହନ୍ତିକି ସେ ସାତ ଫୁଟର ଦୁରତାକୁ ଦେଖନ୍ତିନି ସେ ମାତ୍ର ଗୋଟେ ଫୁଟର ଦୁରତାକୁ ଦେଖନ୍ତି।ଜୀବନରେ ବଞ୍ଚିବାକୁ ୧୦୦ ଟା କାରଣ ନୁହେଁ କେବଳ ଗୋଟେ କାରଣ ଦରକାର।ସାଙ୍ଗମାନେ ଡକ୍ଟର ଏ.ପି.ଜେ ଅବଦୁଲ କାଲାମ କହିଛନ୍ତି,ମୁଁ ଜଣେ ସୁନ୍ଦର ବ୍ୟକ୍ତି ନୁହେଁ କିନ୍ତୁ ମୋ ହାତ ସମସ୍ତ ବ୍ୟକ୍ତିଙ୍କୁ ଦେଇ ପାରିବି ଯେଉଁମାନଙ୍କୁ ଏହାର ଦରକାର ଅଛି ଓ ସୁନ୍ଦରତା ହୃଦୟରେ ଥାଏ ଚେହେରାରେ ନୁହେଁ।

ନିଜର ପ୍ରଥମ ସଫଳତା ପରେ କେବେବି ଆପଣ ବିଶ୍ରାମ କରନ୍ତୁ ନାହିଁ କାରଣ ଦ୍ଵିତୀୟ ଥର ବେଳକୁ ସମସ୍ତଙ୍କ ଓଠ କହିବାକୁ ଥିବକି ଆପଙ୍କ ପ୍ରଥମ ସଫଳତା କେବଳ ଗୋଟେ ତୁକା ଥିଲା।ଏହା ପୂର୍ବରୁ ଆପନଙ୍କ ସ୍ୱପ୍ନ ସତ ହେଉ ଆପଣଙ୍କୁ ସ୍ୱପ୍ନ ଦେଖିବାକୁ ହେବ।୧୯ ବର୍ଷର ଛୋଟ ବୟସରେ ମଣିଷ କଣ କିଛି ନକରି ପାରେ,ଏହାର ଉତ୍ତର ହେଉଛି ବହୁତ କିଛି,ଏମିତି କିଛି କରିକି ଦେଖେଇଥିଲେ ମାର୍କଜେକା ବକ।ସେ ନିଜ ଛୋଟ ବୟସରେ ସେ ତାଙ୍କ ସାଙ୍ଗମାନଙ୍କ ଶହ ମିଶି ଫେସବୁକ ତିଆରି କରି ପକେଇଲେ।ମାର୍କ ଜେକା ବକ କୁହନ୍ତି ସେ ପ୍ରଶ୍ନ ଯାହା ମୁଁ ଆପଣଙ୍କୁ ସବୁଦିନ ପଚାରୁଛି,ମୁଁ କଣ ସବୁଠାରୁ ଜରୁରୀ କାମ କରୁଛି ଯାହା ମୁଁ କରି ପାରିବି।

ସାଙ୍ଗମାନେ ମାର୍କ ଜକା ବକ କହିଛନ୍ତି ଠିକ ହେବ ବା ଭଲ ହେବ ଆପଣ ଚେଷ୍ଟା କରି ଅସଫଳ ହେବା ଭଲ ହେବକି ଆପଣ କିଛି ନକରିବା।ଚାଇନାର ସବୁଠୁ ଧନୀ ଲୋକ ବା ଆଲିବାବା କମ୍ପାନୀର ଲିଡର ଜେକ ମାର୍କ କହିଛନ୍ତିକି ଆଜି ଖରାପ ହେଇଛି ତାପର ଦିନ ଆହୁରି ଖରାପ ହବ ଓ କାଲି ଆହୁରି ଖରାପ ହେବ କିନ୍ତୁ ତାପରେ ଆପଣ ନିଶ୍ଚିନ୍ତ ବିଜେତା ହେବେ ଓ ମହମ୍ମଦ ଅଲି କହିଛନ୍ତି ସେ କସରତର ସବୁ ମିନିଟକୁ ସେ ଘୃଣା କରନ୍ତି କିନ୍ତୁ ସେ ନିଜେ ନିଜକୁ କହିଲେ ହାର ମାନନି ଏବେ କଷ୍ଟ କର ଓ ବାକି ରହିଥିବା ସମ୍ପୂର୍ଣ୍ଣ ଜୀବନ ଗୋଟେ ବିଜେତା ଭଳି ବଞ୍ଚ।

ମହମ୍ମଦ ଅଲି କହିଛନ୍ତି ମୁଁ ସବୁଠୁ ମହାନ ଅଟେ,ସେ ଏକଥା ସେତେବେଳେ କହିଥିଲେ ଯେତେବେଳ ସେ କିଛିବି ନଥିଲେ।ଗୋଟେ ମହାନ ବିଜେତା ହେବାପାଇଁ ଆପଣଙ୍କୁ ଏକଥାରେ ବିଶ୍ୱାସ କରିବାର ଅଛିକି ଆପଣ ସର୍ବଶ୍ରେଷ୍ଠ ଅଟନ୍ତି ଯଦି ନୁହଁ ତାହେଲେ ଆପଣ ତାର ଦେଖେଇ ହୁଅନ୍ତୁ।ବିଜେତା ଜିମରେ ତିଆରି ହୋଇନଥାନ୍ତି,ମହମ୍ମଦ ଅଲି କହିଛନ୍ତି ବିଜେତା ଏମିତି ଜିନିଶରେ ତିଆରି ହୋଇଥାନ୍ତି ଯାହା ସେମାନଙ୍କ ଭିତରେ ହୋଇଥାଏ ଗୋଟେ ଚାହତ ଗୋଟେ ସ୍ୱପ୍ନ,ଗୋଟିଏ ମନବଳ ଶକ୍ତି ଓ ବିଭିନ୍ନ ପ୍ରକାରର ମାନସିକ ଶକ୍ତି ଆଵଶ୍ୟକ ହୋଇଥାଏ।

Leave a Reply

Your email address will not be published. Required fields are marked *