December 22, 2024

Odia Express

Leading Odia News Portal of Odisha

‘S’ ନାମ ଵାଲା ଲୋକ ଓ ‘K ‘ ନାମ ଵାଲା ଲୋକଙ୍କ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ – ଏମାନଙ୍କ ଭିତରେ କଣ ସମାନତା ଥାଏ ନିଶ୍ଚୟ ଜାଣି ରଖନ୍ତୁ …

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଆଜି ଆମେ ଆପଣଙ୍କୁ କହିବୁ କିପରି ହୋଇଥାନ୍ତି K ନାମ ଵାଲା ବ୍ୟକ୍ତି ଓ କିପରି ହୋଉଥାନ୍ତି S ନାମ ଵାଲା ବ୍ୟକ୍ତି।ଏଥିପାଇଁ ଆମେ ନବୁ ସିଦ୍ଧାର୍ଥ ମାନହୋତ୍ରା ଓ କୈଲାସ ଖେର ଙ୍କ ଉଦାହରଣ ।ଜାଣିବା ଦୁହିଁଙ୍କ ମଧ୍ୟରୁ ସବୁଠୁ ଅଧିକ ଶକ୍ତିଶାଳୀ କିଏ ହୋଇଥାଏ।

ସର୍ଵ ପ୍ରଥମେ ଜାଣିବା K ନାମ ଵାଲା ଲୋକ କିପରି ହୋଇଥାନ୍ତି।ସେମାନଙ୍କ ଭିତରେ କଣ କମି ଥାଏ ଓ କଣ ଭଲ ଗୁଣ ଥାଏ।ଏହି ନାମ ଵାଲା ଲୋକ ଅତ୍ୟନ୍ତ ସରଳ ହୋଇଥାନ୍ତି ଏମାନଙ୍କୁ ସହଜରେ ରାଗ ଆସିନଥାଏ।ଏପରି ଲୋକ ସମସ୍ତଙ୍କ ସହ ଭଲରେ ମିଶିଥାନ୍ତି।ଏମାନେ ପାଠ ପଢ଼ାରେ କମଜୋର ହୋଇଥାନ୍ତି।କିନ୍ତୁ ଏମାନେ ଏତେ ସହଜରେ ହାର ମାନିନଥାନ୍ତି କୌଣସି କାମ କୁ କରିବାକୁ ନିଜ ପୁରା ଶକ୍ତି ଲଗାଇଦେଇଥାନ୍ତି।

ଯେପରି ଆମର ଲୋକପ୍ରିୟ ସଙ୍ଗୀତକାର କୈଲାସ ଖେର।ସେ ଅନେକ ସୁନ୍ଦର ସୁନ୍ଦର ଗୀତ ଆମକୁ ଦେଇଛନ୍ତି।ଆମକୁବି ତାଙ୍କ ଗୀତ ଭଲ ଲାଗିଥାଏ ସେବୀ ଭଲ ଗୀତ ଗାଇଥାନ୍ତି।K ଅକ୍ଷର ଵାଲା ଲୋକ ପ୍ରେମ ମାମଲାରେ ଭଲ ହୋଉଥାନ୍ତି ସେ ନିଜ ସାଥିକୁ ବହୁତ ଭଲ ପାଇବା ଦେଇଥାନ୍ତି ଯେପରି ତାଙ୍କ ଅନ୍ୟ କାହା ଆଡ଼କୁ ଯିବାକୁ ଭଵିଵନୀ।ଚାକିରୀ ମାମଲାରେ ଏମାନେ ବହୁତ ପରିଶ୍ରମ କରିଥାନ୍ତି କିନ୍ତୁ ଏମାନଙ୍କୁ ଭଲ ଚାକିରୀ ମିଳି ନଥାଏ।ଏମାନେ ନିଜ ମନ ମୁତାବକ ଚାକିରୀ କରିଥାନ୍ତି।ଏମାନଙ୍କ ସ୍ୱାସ୍ଥ୍ୟ ପ୍ରାୟ ଖରାପ ହୋଇଥାଏ।ଏମାନେ ଠିକସେ ଖିଆ ପିଆ କରୁନଥିବାରୁ ଏମାନଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହିଥାଏ।ଏମାନେ ନିଜ ସ୍ୱାସ୍ଥ୍ୟର ଜତ୍ନ ନେଇନଥାନ୍ତି।ସବୁ ଆଡୁ ଶେଷରେ K ନାମ ଵାଲା ଲୋକ ବହୁତ ସରଳ ଓ ଭଲ ହୋଇଥାନ୍ତି।

ଏବେ ଜାଣିବା କିପରି ହୋଇଥାନ୍ତି S ନାମ ଵାଲା ଲୋକ।ତା ଭିତରୁ ସିଦ୍ଧାର୍ଥ ମାନହୋତ୍ରାଙ୍କ ଉଦାହରଣ ନେଇ ବୁଝିବା।ଏମାନେ ବହୁତ ଭଲ ହୋଇଥାନ୍ତି।ଏମାନେ ଜନ୍ମରୁ ନେତା ହୋଇଥାନ୍ତି।ଏମାନେ ସବୁବେଳେ ସଫଳ ହୋଇଥାନ୍ତି।ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି।ଏମାନେ ସମସ୍ତଙ୍କ ସହ ଭଲରେ କଥା ହେବାକୁ ବେସି ଭଲ ପାଇଥାନ୍ତି।ଯେପରି ଆମ ବଲିଉଡର ଅଭିନେତା ସିଦ୍ଧାର୍ଥ ମାନହୋତ୍ରା ସେ ଜଣେ ଭଲ ଅଭିନେତା ଅଟନ୍ତି ସେ ଭଲ ଅଭିନୟ କରନ୍ତି।ସେ ଦେଖିବାକୁ ବହୁତ ସୁନ୍ଦର ଓ ଭଲ ସ୍ୱଭାବର ମଧ୍ୟ ଅଟନ୍ତି।S ନାମ ବାଲ ବ୍ୟକ୍ତି ବହୁତ ସ୍ମାର୍ଟ ହୋଇଥାନ୍ତି।ଏମାନେ ସମସ୍ତଙ୍କ ଭାବନାକୁ ଭୁଝିଥାନ୍ତି ଓ ସମସ୍ତଙ୍କ ସୁଖ ଦୁଃଖରେ ଠିଆ ହୋଇଥାନ୍ତି।ଏମାନେ ନିଜ ମନ କଥା କାହା ଆଗରେ ଖୋଲିକି କହିନଥାନ୍ତି।

ଏମାନେ ବହୁତ ସୁନ୍ଦର ହୋଇଥାନ୍ତି ଓ ତା ସହିତ ବହୁତ ବୁଦ୍ଧିମାନ ବି ହୋଇଥାନ୍ତି।ଏମାନେ ଜଲ୍ଦି ରାଗିଥାନ୍ତି ଏମାନଙ୍କୁ ନିଜ ରାଗ ଉପରେ ନିୟନ୍ତ୍ରଣ ନଥିବାରୁ ଏମାନେ ବହୁତ ଅଶୁବିଧାରେ ବି ପଡ଼ିଥାନ୍ତି।ଏମାନେ ଯଦି କାହାକୁ ଅଶୁବିଧାରେ ଦେଖିଥାନ୍ତି ତାକୁ ସାହାଯ୍ୟ କରିଥାନ୍ତି।ଏମାନେ ନିଜ ସାଙ୍ଗମାନଙ୍କ ସହିତ ରହିବାକୁ ଭଲ ପାଇଥାନ୍ତି।ଏମାନେ କାହାକୁ ଧୋକା ଦେଇନଥାନ୍ତି।ଏମାନେ ନିଜ ଜୀବନରେ ନାମ ଓ ପଇସା ବହୁତ କମାଇଥାନ୍ତି।ଏମାନେ ନିଜ ଲକ୍ଷ ପାଇଁ ବହୁତ ପରିଶ୍ରମ କରିଥାନ୍ତି।ଯେପରି ଫିଲ୍ମ ପାଇଁ ଆମ ବଲିଉଡ ଅଭିନେତା ସିଦ୍ଧାର୍ଥ ମାନହୋତ୍ରା ପରିଶ୍ରମ କରିଥାନ୍ତି।ଏହି ନାମ ବାଲା ଲୋକ ଅନ୍ୟ ପାଇଁ ଅନେକ ଚିନ୍ତା କରିଥାନ୍ତି।ଏମାନଙ୍କ ଭିତରେ ଆତ୍ମବିଶ୍ୱାସ ବହୁତ ଥାଏ।

Leave a Reply

Your email address will not be published. Required fields are marked *