ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଶରୀରର ଏହି ଅଙ୍ଗ ରହିଥିଲା ଓ ସେ ଓଡ଼ିଶାରେ ଅଛନ୍ତି – ପ୍ରତି ଓଡ଼ିଆ ନିଶ୍ଚୟ ଜାଣି ରଖନ୍ତୁ କେଉଁଠି ଏବେ ଅଛନ୍ତି ଭଗବାନ ଶ୍ରୀକୃଷ୍ଣ ଙ୍କ ଅବତାର …
ଭଗବାନ ଶ୍ରୀକୃଷ୍ଣ ହିନ୍ଦୁ ଧର୍ମର ସମ୍ପୂର୍ଣ୍ଣ ଅବତାରିତ ପୁରୁଷ ବୋଲି କୁହାଯାଏ।ତାଙ୍କୁ ମହାନ ରାଜନେତା ଓ ୬୪ କଳାର ମାଲିକ ବୋଲି କୁହାଯାଏ।କହିବାକୁ ଗଲେ ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ଓ ଯଦୁ ଵଂଶର ନାଶ ନାଶ ହୋଇଥିଲା କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଭିନ୍ନ ଜ୍ଞାନ ଦେବାକୁ ଯାଉଛୁ। ଆମେ ଆପଣଙ୍କୁ କହିବୁକି କିପିରି ଭଗବାନ ଶ୍ରୀକୃଷ୍ଣଙ୍କ ମୃତ ଶରୀରର କଣ ହେଲା।ହିନ୍ଦୁ ଧର୍ମରେ ଭଗବାନ ବ୍ରହ୍ମା,ଵିଷ୍ଣୁ,ମହେଶ୍ବରଙ୍କୁ ସମ୍ପୂର୍ଣ୍ଣ ଜଗତର ଚଳାଚଳ ଓ ଲାଳନ ପାଳନ କରନ୍ତି।ଏ ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରେ ଯେତେବି ଅବତାର ହେଇଛି ସେ କେବଳ ଭଗବାନ ବିଷ୍ଣୁଙ୍କର ହିଁ ହୋଇଥାଏ।ସେମାନଙ୍କ ମଧ୍ୟରେ ମଶ୍ଚ ଅବତାର,କୁରୁମ ଅବତାର,ମୋହିନୀ ଅବତାର,ନୃସିଂହ ଅବତାର,ବାମନ ଅବତାର,ପର୍ଶୁରାମ ଅବତାର,ରାମ ଅବତାର,କୃଷ୍ଣ ଅବତାର ଏହା ଵିଷ୍ଣୁଙ୍କର ଶେଷ ଅବତାର ଥିଲା।କୁହାଯାଏକି ଏ କଳି ଯୁଗ ସହ ଲଢ଼ିବା ପାଇଁ ସେ କଲ୍କି ଅଵତାରବି ଧାରଣ କରିବେ।ଏମାନଙ୍କ ମଧ୍ୟରେ ତାଙ୍କର ପ୍ରିୟ ଅବତାର କୃଷ୍ଣ ଅବତାର ଥିଲା।
ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ୩୧୨ ଇଶା ପୂର୍ବରେ ହୋଇଥିଲା।କହିବାକୁ ଗଲେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ମଥୁରାରେ ହୋଇଥିଲା।ମହାଭାରତ ଯୁଦ୍ଧ ପରେ ଭଗବାନ ଶ୍ରୀକୃଷ୍ଣ ୩୬ ବର୍ଷ ପର୍ଯ୍ୟନ୍ତ ସେଠାରେ ରାଜତ୍ବ କରିଥିଲେ।ଏହାପରେ ସେ ନିଜର ଦେହ ତ୍ୟାଗ କରିଥିଲେ,ସେ ସମୟରେ ତାଙ୍କର ବୟସ ୧୨୫ ବର୍ଷ ହୋଇଥିଲା।ମହାଭାରତ ଯୁଦ୍ଧରେ ଗାନ୍ଧାରୀ ନିଜର ପୁତ୍ରର ଦୁର୍ଯ୍ୟୋଧନଙ୍କ ବିୟୋଗରେ ବହୁତ ବିଳାପ କଲେ ଓ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଲେକି ୩୬ ବର୍ଷ ପରେ ତାଙ୍କର ମୃତ୍ୟୁ ହବ ବୋଲି।
ଠିକ ୩୬ ବର୍ଷ ପରେ ତାଙ୍କର ମୃତ୍ୟୁ ହେଲା।ସେ ଥରେ ଏମିତି ସାଙ୍ଗମାନଙ୍କ ସହ ବୁଲୁଥିବା ବେଳେ ସେ ନାରୀ ଅବତାର ଧାରଣ କରି ଋଷି ମୁନି ମାନଙ୍କୁ ଧୋକା ଦେବାକୁ ଚେଷ୍ଟା କଲେ।ସେ ଋଷି ଜାଣିପାରି ବହୁତ ରାଗି ଗଲେ ଓ ଅଭିଶାପ ଦେଲେ ତମେ ଏମିତି ଲୁହା ତିର ଜନ୍ମ ଦେବ ଯାହା ଆପଣଙ୍କ ସମ୍ପୂର୍ଣ୍ଣ ସାମ୍ରାଜ୍ୟକୁ ଧ୍ୱଂସ କରିଦେବ।ଉଗ୍ରେସେନ କହିଲେ ଜଦୁଵଂଶରେ ନା କେହି ନିଶା ଜିନିଷ ଉତତ୍ପାଦନ କରିବେ ନା ସେବନ କରିବେ।ତାପରେ ସେ ବହୁତ ଅଶୁଭ ସଙ୍କେତ ଦେଖିଲେ ଯାହା ହେଉଛି ଶ୍ରୀକୃଷ୍ଣଙ୍କ ଚକ୍ର,ଶଙ୍ଖ,ରଥ ବଳରାମଙ୍କ ହଳ ଆଦି ଅଦୃଶ୍ୟ ହୋଇଗଲା।
ସେଠାରେ ଅପରାଧ ଓ ଭ୍ରଷ୍ଟାଚାର ବଢ଼ିବାକୁ ଲାଗିଲା,ସେ ଏସବୁ ପାପରୁ ମୁକ୍ତି ପାଇଁ ସେ ପ୍ରଭାସ ନଦୀର କୂଳରେ ପାପ ଧୋଇବା ପାଇଁ ଗଲେ ଓ ସେଠି ଯାଇ ସବୁ ମଦିରା ନିଶାରେ ଚୁର ହୋଇଗଲେ।ତାପରେ ନିଜ ନିଜ ଭିତରେ ଲଢ଼ିବାକୁ ଲାଗିଲେ,କୁହାଯାଏ ଏ ଘଟଣା କିଛି ଦିନ ପରେ ବଳରାମ ଭଗବାନ ବି ମୃତ୍ୟୁ ବରଣ କଲେ।ଶିକାରି ଦ୍ୱାରା ଭଗବାନ ଶ୍ରୀକୃଷ୍ଣବି ମୃତ୍ୟୁବରଣ କଲେ।ସେ ଯେଉଁ ତୀରରେ ସେ ମୃତ୍ୟୁବରଣ କଲେ ସେ ତୀରରେ ଲୁହାର ଅଂଶ ଥିଲା ଯାହାକୁ ଉଗ୍ରସେନ ଚୂର୍ଣ୍ଣ ବନେଇ ନଦୀରେ ପ୍ରବାହିତ କରିଦେଇଥିଲେ।
ଭଗବାନ ଶ୍ରୀକୃଷ୍ଣ ପୃଥିବୀରେ ଜନ୍ମ ନେଲେ ତାଙ୍କର ଶକ୍ତି ଅଲୌକିକ ଥିଲା କିନ୍ତୁ ଶରିର ମାନବର ଥିଲା ଯାହା ଦିନେ ନା ଦିନେ ମର ଅଟେ।ପାଣ୍ଡବମାନେ ତାଙ୍କ ଦେହର ଅନ୍ତିମ ସଂସ୍କାର କରିଥିଲେ କିନ୍ତୁ ତାଙ୍କ ଶରିରର ସବୁ କିଛି ଜଳୀଗଲା କିନ୍ତୁ ତାଙ୍କର ହୃଦୟ ସେମିତି ଜଳୁଥିଲା।ପାଣ୍ଡବ ମାନେ ସେ ଜଳୁଥିବା ହୃଦୟକୁ ଜଳରେ ପ୍ରବାହିତ କରିଦେଲେ କିନ୍ତୁ ଏହା ଲାଠି ଅବସ୍ଥାରେ ପରିବର୍ତିତ ହୋଇଗଲା।ସେ ଲଠା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ମିଳିଗଲା ଓ ସେ ତାକୁ ନେଇ ଭଗବାନ ଜଗନ୍ନାଥଙ୍କ ଭିତରେ ସ୍ଥାପନ କଲେ।ଆପଣ ଜାଣିଥିବେକି ଭଗବାନ ଜଗନ୍ନାଥଙ୍କ ହୃଦୟ ଆଜିବି ଧଡ଼କୁ ଥାଏ।ପ୍ରତି ବାରବର୍ଷରେ ଜଗନ୍ନାଥଙ୍କ ମୂର୍ତ୍ତି ବଦଳାଇ ଯାଇଥାଏ କିନ୍ତୁ ହୃଦୟ ଅପରି ବର୍ତ୍ତିତ ରହିଥାଏ।ଏହା ତ ଆପଣ ନିଶ୍ଚୟ ଜାଣିଥିବେ ଯେ ଭଗବାନ ଜଗନ୍ନାଥ ଆମ ଓଡ଼ିଶାର ପୁରୀ ରେ ରାଇଚନ୍ତି ଓ ପ୍ରତି ୧୨ ବର୍ଷ ରେ ଥରେ ତାଙ୍କ ନବକଳେବର ମଧ୍ୟ ହୁଏ