December 22, 2024

Odia Express

Leading Odia News Portal of Odisha

ଟିକଟକ ବ୍ୟବହାର କରୁଥିଲେ ସାବଧାନ ହେଇଯାନ୍ତୁ – ଏପରି ଭାବେ ଆପଣଙ୍କ କ୍ଷତି କରୁଛି ଟିକଟକ – ଯାହା ଜାଣିଲେ ଆପଣ ମଧ୍ୟ ଚମକି ପଡିବେ…

ନମସ୍କାର,ଆମେ ଆପଣଙ୍କର ସ୍ୱାଗତ ଜଣାଉଛୁ ଆସନ୍ତୁ ଜାଣିବା ଗୋଟେ ବହୁତ ମହତ୍ୱ ପୁର୍ଣ୍ଣ ତଥ୍ୟ ବିଷୟରେ। କଣ ଏବେ ଭାରତରେ ଟିକଟକ ବନ୍ଦ ହେଇଗଲା ଓ କାହିଁକି ବନ୍ଦ ହେବା ଦରକାର ଆମେ ଏଠି ଆପଣଙ୍କୁ କହିବାକୁ ଯାଉଛୁ ସାଙ୍ଗମାନେ ଆପଣତ ଶୁଣିଥିବେ ଯେଉଁଠାରେ ସାମ,ଦାମ,ଦଣ୍ଡ,ଭେଦ ଭଳି ସବୁକିଛି ପ୍ରୟୋଗ କରିନେଲେ ଯେଉଁଥି ପାଇଁ ଆମେ ଆପଣଙ୍କୁ କହି ପାରିବୁ କିପରି ଚାଇନାର ଆପ୍ଲିକେସନ ଆମକୁ ପୋକ ଭଳି ଖାଇଯାଉଛି।

ଆଜି ଆମେ ଏଠି ଆମ ଦେଶ ବିଷୟରେ ସେହି ସତ ଜାଣିବା ଯାହାକୁ ଆମେ ଏତେ ଦିନରୁ ଅଣ ଦେଖା କରିଆସିଛୁ।ଏବେ ଆମ ଦେଶରେ କଣ ଚାଲିଛି ଏହା ଆପଣ ମାନଙ୍କୁ ବହୁତ ଭଲଭାବରେ ଆପଣ ଜାଣିଥିବେ ଯଦି ଜାଣିନାହାନ୍ତି ତାହେଲେ ଆପଣ ନିଜକୁ ଦେଶର ବାସୀ କହିବା ଛାଡି ଦିଅନ୍ତୁ।ଚାଇନା ନିଜର ଇଛା ପୂରଣ ପାଇଁ ଦେଶର ଗୋଟେ ଗୋଟେ ଜବାନ ମରି ଚାଲିଛନ୍ତି କହିବାକୁ ଗଲେ ଆମ ସେଥିପାଇଁ ଆମେ ଦାଇ।ଆପଣ ଭାବୁଥିବେ ଏଠାରେ ଆଜି କଣ କହୁଛୁ ଆସନ୍ତୁ ଜାଣିବା।

ଆସନ୍ତୁ ଜାଣିବା ଏହାର କାରଣ କଣ,ଚାଇନା ଯେଉଁ ଜିନିଷ ସବୁ ରପ୍ତାନି କରାଯାଏ କିନ୍ତୁ ସେଠାରୁ ପାଞ୍ଚ ଗୁଣ ଅଧିକ ମାଲ ସେଠାରୁ ଅଣାଯାଏ।ଯେତେବେଳେ ଆମେ ଏତେ ଜିନିଷ ଆଣିଥାଉ ଓ ତାକୁତ ବ୍ୟବହାର କରିବାକୁ ପଡିଥାଏ ଓ ଏହାର ଉଦାହରଣ ଆପଣ ନିଜର ଆଖ ପାଖରେ ଦେଖି ପାରିବେ।ଆପଣଙ୍କ ପାଖରେ ଥିବା ଜିନିଷରୁ ୫ ଟା ଜିନିଷ ମଧ୍ୟରୁ ଆପଣଙ୍କ ଗୋଟେ ଜିନିଷ ନିଶ୍ଚିନ୍ତ ଚାଇନାର ହୋଇଥିବ ବା ସେଥିରେ ଲେଖା ହୋଇଥିବ ମେଡ ଇନ ଚାଇନା।

ସେମିତିରେ ଆମର ସବୁଠୁ ବଡ଼ ଜିନିଷ ମୋବାଇଲ ବୋଲି ଆମେ କିପରି ଭୁଲି ପାରିବା ଯାହାକୁ ଆମେ ଚାଇନା ଡିଲର ମାନଙ୍କ ଠାରୁ ପ୍ରଭାବିତ ହୋଇ ପାରିବା।ଆମ ଠାରୁ ନେଉଥିବା ପଇସା ଚାଇନା ଆମ ବିରୁଦ୍ଧରେ ହିଁ ବ୍ୟବହାର କରୁଛି କିନ୍ତୁ ଚାଇନା ନିଜର ଅଧିକ ପଇସା ନିଜ ସୈନ୍ୟବଳ ଉପରେ ଖର୍ଚ୍ଚ କରିଥାଏ।ଆସୁଥିବା ସମୟରେ ଆହୁରି ଲୋକଙ୍କ ମୃତ୍ୟୁ ହୋଇପାରେ,ଯେଉଁମାନେ ସୈନ୍ୟ ନୁହେଁ ସାଧାରଣ ଲୋକ ଅଟନ୍ତି।

ଯେଉଁ ଜିନିଷକୁ ଆମେ ସବୁଦିନ ବ୍ୟବହାର କରିଥାଉ ନିଜର ମନୋରଞ୍ଜନ ପାଇଁ,ଯେମିତି ସେଥିରେ ପ୍ରଥମରେ ଆସିବ ଟିକଟକ।ଏହା ସେହି ଆପ ଯାହାକୁ ଚାଇନା ତିଆରି କରିଛି କିନ୍ତୁ ଏହାକୁ ସେ ନିଜେ ବ୍ୟବହାର କରେ ନାହିଁ।ଚାଇନା ଏ ଆପ ସେଥିପାଇଁ ତିଆରି କରିଥିଲା କାରଣ ଯେଉଁମାନେ ଖାଲି ବସିଛନ୍ତି ସେମାନେ ଏହାକୁ ବ୍ୟବହାର କରନ୍ତି।ଏହାକୁ ବ୍ୟବହାର କେଉଁମାନେ କରନ୍ତି ଯେଉଁମାନେ ଖାଲି ବସିଥାନ୍ତି।

ଏହି ଟିକଟକ ନାମରେ ବହୁତ ସ୍ଥାନରେ ବହୁତ କେଶ ଦିଆଯାଇଛି କିନ୍ତୁ ଏହାର କିଛି ଅସୁବିଧା ହୋଇନାହିଁ।ଏହାର ବଡ଼ କାରଣ ହେଲା ଭାରତର ବଜାର,କାରଣ ଟିକଟକ ଜାଣିଛି ଭଲରେ ଭାରତର ସବୁଠାରୁ ଅଧିକ ଲୋକ ଏହାକୁ ବ୍ୟବହାର କରନ୍ତି।ଯଦି ଆପଣଙ୍କ ଭିତରେ ସମ୍ପୂର୍ଣ୍ଣ ଦେଶ ଭକ୍ତି ଅଛି ଆପଣ ଏହାକୁ ଏବେ ନିଜ ମୋବାଇଲରୁ କାଟି ଦେବା।ସେମିତି ଦେଖିବାକୁ ଗଲେକି ବହୁତ ଆପ୍ଲିକେସନ ଚାଇନାର ଅଟେ କିନ୍ତୁ ବର୍ତ୍ତମାନ ସବୁଠାରୁ ଅଧିକ ବହୁତ ଖରାପ କାମକରୁଛି ଟିକଟକ।

ଆପଣ ଧୀରେ ଧୀରେ ସବୁ ଜିନିଷର ପରିବର୍ତ୍ତିତ ଆପ ଖୋଜି ପାରିବେ।ଆପଣ ମନ ରଖନ୍ତୁ କି ୩୦ ସେକେଣ୍ଡର ଭିଡିଓ କୌଣସି ଜ୍ଞାନ ଦେଇନଥାଏ।ତାପରେ ଏହାଦ୍ୱାରା ଆପଣଙ୍କ ଆପଣଙ୍କ ଧ୍ୟାନ ଲଗେଇବା ଗୁଣ କମିଯାଏ।ଯଦି ଆପଣ ଗୋଟେ ଦିନ ଟିକଟକ ନଚଲେଇବେ ତାହେଲେ ଆପଣ ଘଣ୍ଟେ ଓ ୧୨ ଦିନରେ ୧୨ ଘଣ୍ଟା ବଞ୍ଚେଇ ପାରିବେ।ବର୍ତ୍ତମାନ ସମୟରେ ଆମକୁ ଏକଜୁଟ ହେବାକୁ ପଡିବ ଓ ଟିକଟକକୁ ବ୍ୟାନ କରିବାକୁ ଆସନ୍ତୁ ଆଗଭର ହେବା।

Leave a Reply

Your email address will not be published. Required fields are marked *