October 22, 2024

Odia Express

Leading Odia News Portal of Odisha

ଘରେ ଘଣ୍ଟାକୁ ଏହି ଜାଗାରେ ଭୁଲ ରେ ମଧ୍ୟ ଲଗାନ୍ତୁ ନାହିଁ – ନଚେତ ଆପଣଙ୍କ ଜୀବନରେ ବଡ ଅସୁବିଧା ଆସିପାରେ..

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆଜି ଆମେ ଆପଣଙ୍କୁ ଜଣେଆଇବୁ କି ବାସ୍ତୁରେ ଘଣ୍ଟା ଲଗେଇବାର ଶୁଭ ଓ ଅଶୁଭ ଦିଗ ଅଛି।ଏହା ଆମ ଜୀବନ ଉପରେ ସକାରତ୍ମକ ଓ ନକାରାତ୍ମକ ଉଭୟ ଭାବରେ ପ୍ରଭାବ ପକାନ୍ତି।ଆପଣ ଜାଣିଥିବେ ଆମ ସମସ୍ତଙ୍କ ଘରର କାନ୍ଥରେ ଘଣ୍ଟା ଲାଗିଥାଏ।ଲୋକମାନେ ଘରର ସେ ଜାଗାରେ ଲଗାନ୍ତି ଯେଉଁଠାରେ ସେମାନେ ସହଜରେ ସେ ଘଣ୍ଟା ଦେଖି ପାରିବେ।ଏମିତି କରିବା ଠିକ ନୁହେଁ ଏହା ଆମ ପାଇଁ ବହୁତ ବିପଦକୁ ଡାକି ଆଣି ପାରିବ।

ମନରଖନ୍ତୁ ଆପଣ କେବେ କାହାକୁ ଘଣ୍ଟା ଉପହାରରେ ଦେବେନି।କଣ ପାଇଁ ନା ଆପଣଙ୍କ ଭଲ ଦମ୍ୟ ସହିତ ଆପଣଙ୍କ ଖରାପ ସମୟବି ତା ପାଖକୁ ଯାଇଥାଏ।ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଘରେ ଲାଗିଥିବ ଘଣ୍ଟା ବହୁତ କିଛି କହୁଛି।ଆପଣଙ୍କ ଘରେ,କାର୍ଯ୍ୟାନୁଷ୍ଠାନ ରେ ବ୍ୟବହୃତ ହେଉଥିବା ଘଣ୍ଟା ଆପଣଙ୍କର କିପରି ଉପଯୋଗୀ ହେବ ଓ କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ଆମେ ଜାଣିବା।

ଆମେ ବାସ୍ତୁଶାସ୍ତ୍ର କୁ ମାନିବାତ ଆମ ଘରର ଦକ୍ଷିଣ ପଟ କାନ୍ଥରେ ଘଣ୍ଟା ଲଗେଇବା ଉଚିତ ନୁହେଁ।କାହିଁକି ନା ଘରର ଦକ୍ଷିଣ ଦିଗ ଯମଙ୍କ ଦିଗ ଅଟେ।ଚିନ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କହିବାକୁ ଗଲେ ଏ ଦିଗ ବ୍ୟକ୍ତିର ପ୍ରଗତିରେ ବାଧା ସୃଷ୍ଟି କରିଥାଏ।ଘରେ ଅବସ୍ଥିତ ସଦସ୍ୟ ମାନଙ୍କ ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଏ।ଏ ଦିଗରେ ଆପଣ ଘଣ୍ଟା ନ ଲଗେଇ ଘରର ମୁଖ୍ୟ ସଦସ୍ୟଙ୍କ ଫଟୋ ଲଗେଇବା ଉଚିତ।

ଦକ୍ଷିଣ ଦିଗରେ ନକାରାତ୍ମକ ଶକ୍ତି ବେଶି ବାହାରେ ସେ ଠାରେ ଘଣ୍ଟା ଲଗେଇବା ଦ୍ୱାରା ଆମ ଧ୍ୟାନ ବାରବାର ସେ ଦିଗକୁ ଯିବ ଯାହାଫଳରେ ଆମ ମନରେ ନକାରାତ୍ମକ ଭାବ ସୃଷ୍ଟି ହେବ।ଘରର କବାଟ ଯଦି ଥାଏ ତା ଛଡା କିଛିବି ଲଗେଇବେନି ମୁଖ୍ୟତଃ ଘଣ୍ଟା ଯାହାଦ୍ୱାରା ଯାତାୟତ କରୁଥିବା ସମୟ ପ୍ରଭାବିତ ହୋଇଥାନ୍ତି।ଖରାପ ଘଣ୍ଟା ଦ୍ୱାରା ଆମମାନଙ୍କର ସମ୍ପର୍କ ଖରାପ ହୋଇଥାଏ।

ଆପଣ ଲକ୍ଷ୍ୟ କରିଥିବେ ଆପଣଙ୍କ ଘରେ ଲାଗିଥିବା ଘଣ୍ଟା ବହୁତ ଦିନ ହବ ବନ୍ଦ ପଡିଥିବ।ଆଉ ଆମକୁ ଏହା ବିଷୟରେ ଜଣାବିନଥିବ କାରଣ ଏହା ଏକ ସାଧାରଣ କଥା କାହିଁକିନା ଆଜିକାଲି ଲୋକମାନେ ନିଜ ମୋବାଇଲରେ ସମୟ ଦେଖି ଦେଉଛନ୍ତି।ବନ୍ଦ ଥିବା ଘଣ୍ଟା ଘରେ ଭଲ ପ୍ରଭାବକୁ ଖରାପ କରି ନକାରାତ୍ମକ ପ୍ରଭାବକୁ ବଢ଼େଇଥାଏ।ଏହି ଭଳି ଘଣ୍ଟାକୁ ବହୁତ ଶିଘ୍ର କାଢି ନୂଆ ଘଣ୍ଟା ଲଗେଇବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ ସମୟ ଠାରୁ ପଛେଇ ଚାଲୁଥିବା ଘଣ୍ଟା ଭଲ ଫଳ ଦେଇନଥାଏ।କେବଳ କାନ୍ଥରେ ଲାଗିଥିବା ଘଣ୍ଟା ନୁହେଁ ଅନ୍ୟ ଘଣ୍ଟା ଗୁଡିକବି ଓ ଅନ୍ୟ ଵସ୍ତୁ ଗୁଡିକ ଯଦି ବହୁତ ଦିନ ହବ ବ୍ୟବହାରରେ ଆସିନଥାଏ ତାହେଲେ ତାକୁ ସଜାଡି ବ୍ୟବହାରରେ ଆଣିବା ଉଚିତ।ଆଉ ବନ୍ଦ ହେବା ଅସୁବିଧା ସହ ଧ୍ୟାନ ଦେବେକି ଯେପରି ଘରର କୌଣସି ଗୋଟେ ଘଣ୍ଟା ଉପରେ ଯେମିତି ଧୂଳି ନଲାଗିଥିବ।

ବାସ୍ତୁଶାସ୍ତ୍ର କହୁଛିକି ଯଦି ଆପଣ ଯେକୌଣସି ଘଣ୍ଟା ଠାରୁ ଲାଭ ଉତ୍ତତ୍ପନ କରେଇବାକୁ ଚାହୁଁଛନ୍ତି ତାହେଲେ ଆପଣ ଘରେ ମଧୁର ଧ୍ଵନି ଉତ୍ତତ୍ପନ କରୁଥିବା ଘଣ୍ଟାକୁ ଆଣି ରଖିବା ଉଚିତ।ସାଙ୍ଗମାନେ ଘଣ୍ଟାକୁ ବହୁତ ଭୁଲ ଜାଗାରେ ଲଗେଇବା ଶହ ବହୁତ ଭୁଲ ଜାଗାରେ ମଧ୍ୟ ଥୋଇଦେଇ ଥାଆନ୍ତି।ଏହା ଉପରେ ବହୁତ ତର୍କ ବିତର୍କ ମିଶ୍ରିତ ଅଛି।କେବେବି ଘଣ୍ଟାକୁ ତକିଆ ତଳେ ପୁରେଇ ଶୋଇବା ଉଚିତ ନୁହେଁ।ଏହା ଦ୍ୱାରା ଆମକୁ ଭଲ ଭାବରେ ନିଦ ହୁଏନି ଓ ଆମ ମସ୍ତିସ୍କ ଓ ହୃଦୟ ଉପରେ ଖରାପ ପ୍ରଭାବ ପକେଇଥାଏ।

ଆପଣ ଭାବୁଥିବେ ଘଣ୍ଟା ଲଗେଇବା ପାଇଁ କେଉଁ ଦିଗ ଉଚିତ ଅଟେ।ଏହାକୁ ଘରର ପୂର୍ବ,ପଶ୍ଚିମ,ଉତ୍ତର ଦିଗରେ ସ୍ଥାପନ କରିବା ଉଚିତ ଏହା ଆମ ଘରକୁ ସକାରାତ୍ମକ ଭାବ ଆଣିବାକୁ ଚେଷ୍ଟା କରିଥାଏ।ଯଦି ଆପଣ ଘରେ ସକାରାତ୍ମକ ଭାବ ଆଣିବାକୁ ଚାହୁଁଛନ୍ତି ଆପଣ ଘରେ ପେଣ୍ଡୁଲମ ଘଣ୍ଟା ବ୍ୟବହାର କରିବା ଉଚିତ।ଏହି ପ୍ରକାର ଘଣ୍ଟାକୁ ଘରର ବସିବା ଘରେ ରଖିବା ଉଚିତ।ଘଣ୍ଟାର ସଠିକ ଆକୃତି ଯେପରି ଗୋଲ,ଚାରିକଣିଆ,ଶଡ଼ଭୁଜ ଓ ଅଷ୍ଟଭୁଜା ବିଶିଷ୍ଟ ଘଣ୍ଟା ଘରେ ସକାରାତ୍ମକ ଭାବ ଆଣିଥାଏ।

Leave a Reply

Your email address will not be published. Required fields are marked *