December 22, 2024

Odia Express

Leading Odia News Portal of Odisha

ରାତା ରାତି ପେଟର ଚର୍ବି ସମାପ୍ତ କରିବାର ଘରୋଇ ଉପାୟ – ନିଶ୍ଚୟ ଜାଣି ରଖନ୍ତୁ ଓ ବ୍ୟବହାର କରନ୍ତୁ…

ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଘରୋଇ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା କି ଆପଣ ନିଜର ପେଟର ଚର୍ବିକୁ ରାତା ରାତି କମେଇ ପାରିବେ। ତ ଆଜି ଆମେ ଆପଣଙ୍କ ପାଖରେ ଏହାର ସମାଧାନ ନେଇକି ଆସିଛୁ। ତ ଆସନ୍ତୁ ଜାଣିବା। ଆପଣଙ୍କୁ ନିଜର ଚର୍ବି କମେଇବା ପାଇଁ ଦୁଇଟି ଜିନିଷ ର ବ୍ୟବହାର କରିବାକୁ ହେବ। ପ୍ରଥମ ଜିନିଷ ହେଉଛି ଧନିଆ ପତ୍ର ଆଉ ଏକ ଜିନିଷ ହେଉଛି ଲେମ୍ବୁ। ଆପଣଙ୍କୁ ନିଜ ହିସାବ ରେ ଧଣିଆ ପତ୍ର ନେବାର ଅଛି ଆଉ ନିଜ ହିସାବରେ ଗୋଟେ ଛୋଟ ଲେମ୍ବୁ ଅଥବା ଅଧା ଲେମ୍ବୁ ନେବାର ଅଛି। ଆପଣ ଏହାକୁ ନେବା ପରେ ଆପଣ ଧଣିଆ ପତ୍ର କୁ କାଟିକି ଭଲ ଭାବେ ପେଷି ଦିଅନ୍ତୁ ଆଉ ତା ପରେ ଆପଣ ତାକୁ ଭଲ ଭାବେ ପେଷ୍ଟ ବନେଇ ନିଅନ୍ତୁ।

ଆପଣ ପେଷ୍ଟ ରେ ପାଣି ମିସେଇବା ପରେ ତାକୁ ପୁରା ଗୋଟେ ଗ୍ଲାସ କରି ଦିଅନ୍ତୁ। ଗୋଟେ ଗ୍ଲାସ କରିବା ପରେ ଆପଣ ଗୋଟେ ଲେମ୍ବୁ କାଟିକି ତାକୁ ସେହି ମିଶ୍ରଣ ରେ ମିଶାନ୍ତୁ। ମିସେଇବା ପରେ ଆପଣ ତାକୁ ଭଲ ଭାବେ ରଖି ଦିଅନ୍ତୁ। ତା ପରେ ଆପଣଙ୍କୁ ତାର ବ୍ୟବହାର କିପରି କରିବାର ଅଛି ତାହା ଆମେ କହିବାକୁ ଯାଉଛୁ। ଆପଣଙ୍କୁ ତାର ବ୍ୟବହାର ନିଜ ହିସାବ ରେ କରିବାର ଅଛି।ଏହାକୁ ମାତ୍ର ଦସ ଦିନ ଯାଏ କରିବା ପରେ ଆପଣଙ୍କୁ ଆପଣଙ୍କ ଓଜନ ରେ ଫରକ ଦେଖିବାକୁ ମିଳିବ। 

ଆପଣଙ୍କୁ ଏହାର ବ୍ୟବହାର ସକାଳୁ କରିବାର ଅଛି। ଆପଣ ସକାଳୁ ଖାଲି ପେଟ ରେ ଏହି ଡ୍ରିଙ୍କ ନେଇ ପାରିବେ। ଆପଣ ତାର ଯୁସ ବନେଇ ସାରିବା ପରେ ଆପଣ ସକାଳୁ ଉଠିକି ଜଗିଙ୍ଗ କରନ୍ତୁ ଆଉ ତା ପରେ ଆପଣ ଏହି ଡ୍ରିଙ୍କ କୁ ନିଅନ୍ତୁ। ଏହା ଆପଣଙ୍କ ଚର୍ବି କୁ ସମାପ୍ତ କରିଦେବ ଆଉ ଆପଣ ବହୁତ କମ ଦିନରେ ଫରକ ଦେଖିବାକୁ ପାଇବେ। ଏହା ଆପଣଙ୍କର ମେଟା ବୋଲିଯିମ ର ମାତ୍ରା କୁ ବୃଦ୍ଧି କରିବ ଯାହାଦ୍ୱାରା କି ଆପଣଙ୍କ ଚର୍ବି ସମାପ୍ତ ହେଇଯିବ।

ଧଣିଆ ପତ୍ର ଆପଣଙ୍କ ଶରୀର ର ଡାଇଜେଷ୍ଟିଭ ସିଷ୍ଟମ କୁ ଉନ୍ନତ କରାଏ। ଆପଣଙ୍କ ଶରୀର ର ମେଟା ବୋଲିଯିମ କୁ ବଢାଏ ତେଣୁ ତାହା ଆପଣଙ୍କ ଓଜନ କମେଇ ଥାଏ। ଆଉ ଲେମ୍ବୁ ଆପଣନ୍କର ପିଏଚ ସ୍ତର କୁ ନିୟନ୍ତ୍ରଣ କରେ ଯାହାଦ୍ୱାରା କି ତାହା ଆପଣଙ୍କ ଶରୀର ର ଓଜନ କମେଇ ଥାଏ। ଆପଣଙ୍କୁ ଏହାର ବ୍ୟବହାର ମାତ୍ର ୧୦ ଦିନ ଯାଏ କରିବାର ଅଛି ଆଉ ତା ପରେ ଆପଣ ଗୋଟେ ସପ୍ତାହ ର ଗ୍ୟାପ ରଖି ଦେଇ ପୁଣି ଦଶ ଦିନ ଏହାକୁ ବ୍ୟବହାର କରିବେ।

ଏହାଦ୍ୱାରା ତାହା ଆପଣଙ୍କ ଶରୀର ପାଇଁ ବହୁତ ଲାଭ ଦାୟକ ହେବାକୁ ଯାଉଛି। ଆପଣଙ୍କ ଓଜନ ବହୁତ ଜଲଦି କମିବାକୁ ଯାଉଛି। ହଁ ଯେଉଁ ଲୋକଙ୍କ ଶରୀର ରେ ପଥରୀ ଅଛି ସେମାନେ ଏହାର ବ୍ୟବହାର କରନ୍ତୁ ନାହିଁ ଆଉ ଗର୍ଭବତୀ ମହିଳା ମାନେ ବି ଏହାର ବ୍ୟବହାର କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ହାନିକାରକ ହେଇ ପାରେ। ବାକି ଯେଉଁ ବି ଲୋକ ଅଛନ୍ତି ସେମାନେ କେହି ବି ଏହାର ବ୍ୟବହାର କରି ପାରିବେ।

Leave a Reply

Your email address will not be published. Required fields are marked *