October 22, 2024

Odia Express

Leading Odia News Portal of Odisha

ଦୁଇ ଥରରେ ହିଁ ହାତ, ଗୋଡ଼ ତଥା ଅଣ୍ଟା ଦରଜ , ଥକାପଣ ସବୁକିଛି ଆପଣଙ୍କର ଏପରି ଦୂର ହେଇଯିବ କି ତାହା ଆଉ ୮୦ ବର୍ଷ ଯାଏ ରହିବ ନା

ଆପଣ ମାନଙ୍କ ଭିତରୁ ସମସ୍ତେ ପ୍ରାୟ କ୍ଷୀର ର ଫାଇଦା ବାବଦରେ ତ ଜାଣିଥିବେ। ଏହି ସଂସାରରେ କେହି ବି ଲୋକ ହୁଏତ ନଥିବ ଯିଏ କି କ୍ଷୀର ପିଇ ନଥିବ ଆଉ କ୍ଷୀରର ଫାଇଦା ବାବଦରେ ଜାଣି ନଥିବ। ଆଜି ଆମେ ଆପଣଙ୍କ ପାଖରେ ସେହି କ୍ଷୀର ବାବଦରେ କହିବାକୁ ଯାଉଛୁ ଯେଉଁଥିରେ କିଛି ଜିନିଷ ମିଶେଇବା ଦ୍ୱାରା ତାହା ଆମକୁ ଏପରି ପୋଷଣ ଦେଇଥାଏ କି ତାହା ଆମର ସମସ୍ତ ଦୁର୍ବଳତାକୁ ଦୂର କରେ। ଆଜିକାଲି ଆମେ ବହୁତ କିଛି ଆଭ୍ୟନ୍ତରୀଣ ବେମାରି ରେ ପୀଡିତ ଥାଉ। ପୁରୁଷ ମାନଙ୍କର ଭିତର ରୋଗ ତାଙ୍କର ଜୀବନ ବର୍ବାଦ କରିପାରେ। ତାଙ୍କର ବୈବାହିକ ଜୀବନ ବର୍ବାଦ ହେଇ ସାରିଛି। ଲୋକ ମାନଙ୍କର ଖାଦ୍ୟ ରେ ପୋଷଣ ର ଅଭାବ ଥିବାରୁ ତାହା ଆଜି ଆମର କିଛି ବି ଫାଇଦା ରେ ଲାଗି ପାରୁନାହିଁ।

ଆଜିକାଲି ମିଶାମିସି ଖାଦ୍ୟ ଅନେକ ମିଳୁଛି। ସଠିକ ପୋଷଣ ମିଳୁନାହିଁ। ଏହା ହି କାରଣ କି ଆମେ ଆମ ଖାଦ୍ୟରୁ ଠିକ ପୋଷଣ ପାଇଁ ପାରୁନାହୁଁ। ମାତ୍ର କିଛି ଆୟୁରଭେଦିକ ଉପାୟ ଅବଲମ୍ବନ କରିବା ଦ୍ୱାରା ଆମେ ଆମର ସେହି ଅଭାବ କୁ ଅଟକାଇ ପାରିବା। ତ ଆସନ୍ତୁ ଜାଣିବା।

ଆପଣଙ୍କୁ ଆପଣଙ୍କ କ୍ଷୀର ରେ ଦୁଇଟି ଜିନିଷ ମିସେଇବାର ଅଛି। ପ୍ରଥମ ହେଉଛି ମାଖନ (ବେନ୍ତୁଳା)  ଆଉ ହେଉଛି ପୋସ୍ତ। ଆପଣଙ୍କୁ ବାସ କରିବାର ଏହା ଅଛି କି ଆପଣ କିଛି ପୋସ୍ତ ଆଣିକି ତାକୁ ପାଣିରେ ଭିଜେଇକି ରଖି ଦେବାର ଅଛି। ତା ପରେ ଆପଣ ତାକୁ ରାତିରେ ବ୍ୟବହାର କରନ୍ତୁ।

ଏହା ପ୍ରୋଟିନ ଆଉ ଫାଇବର ରେ ଭରପୁର ହେଇଥାଏ ଯାହା କି ଆପଣଙ୍କ ପାଇଁ ବହୁତ ଫାଇଦା ଦାୟକ ହେଇଥାଏ। ଆପଣ ବାସ ରାତି ସମୟରେ ଏକ ଗ୍ଲାସ ଉଷୁମ କ୍ଷୀର ରେ ପକେଇ ଦିଅନ୍ତୁ ଆଉ ତାକୁ ଗୋଳାନ୍ତୁ। ଆପଣ ତା ପରେ ଗୋଟେ ମୁଠି ମାଖନ ପକାନ୍ତୁ ଆଉ ତାକୁ ଫୁଟାନ୍ତୁ। କିଛି ସମୟ ପରେ ଆପଣ ତାକୁ ପିଅନ୍ତୁ। ଏହାଦ୍ୱାରା ଆପଣ ବହୁତ ଫ୍ରି ଅନୁଭବ କରିବେ ଆଉ ସକାଳୁ ଉଥିବା କ୍ଷଣି ହି ବହୁତ ଏନରଜେଟିକ ଫୀଲ କରିବେ। ଏହା ଆପଣଙ୍କ ଶରୀର କୁ ବହୁତ ଶକ୍ତି ପ୍ରଦାନ କରିବ ଯାହାଦ୍ୱାରା କି ଆପଣ ବହୁତ ଭଲ ଭାବେ ସୋଇପାରିବେ।

ଏହା ହୃଦ ରୋଗ ପାଇଁ ବି ଲାଭଦାୟକ ହେଇଥାଏ। ଆମ ଶରୀର ର କଲେଷ୍ଟେରୋଲ ର ମାତ୍ରା ବି କମେଇ ଥାଏ। ଆପଣଙ୍କ ଶରୀର ର ଭିତର ବେମାରି ବି ଠିକ କରିଥାଏ ଯାହାଦ୍ୱାରା ଆପଣଙ୍କ ବୈବାହିକ ଜୀବନ ଠିକ ଠାକ ରହିଥାଏ। ଆପଣଙ୍କ ଶରୀର ର ହାଡ଼ ମଜବୁତ ହେଇଥାଏ ତଥା କିଛି ବି ଅଙ୍ଗ ର ଦରଜ ଠିକ ହେଇଥାଏ। କ୍ୟାଲସିଅମ ଆମ ହାଡ଼ ମଜବୁତ କରିଥାଏ।

ବ୍ଲଡ଼ ପ୍ରେସର ପାଇଁ ବି ଫାଇଦା ଦେଇଥାଏ କାରଣ ଏଥିରେ ମହଜୁଦ ଥିବା ପୋଟାସିଅମ ଆମ ଶରୀର ର ବିପି କୁ କମେଇ ଥାଏ। ଆପଣଙ୍କ ମୁହଁରେ ଯଦି ଗ୍ଲୋ କମି ଯାଇଛି ତ ଆପଣ ଏହି ମାଖନ ତଥା ପସ୍ତ ଵାଲା କ୍ଷୀର ଦ୍ୱାରା ତାକୁ କମେଇ ପାରିବେ।

Leave a Reply

Your email address will not be published. Required fields are marked *