December 22, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଆମ ପୌରାଣିକ ପ୍ରଶ୍ନ ଉତ୍ତର – ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମଗ୍ରହଣ କରିଥିଲେ ?ଦଶରଥଙ୍କ ତିନି ରାଣୀଙ୍କର ନାମ କଣ ଥିଲା ? ସଠିକ ଉତ୍ତର ଏବେ ଦେଖନ୍ତୁ..

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ହିନ୍ଦୁଧର୍ମର ପୌରାଣିକ ତଥ୍ୟ ବିଷୟରେ କିଛି।ଯେଉଁ କଥା ଆପଣଂକୁ ନିଶ୍ଚୟ ଆମ ପୁରାଣ ସଂସ୍କୃତି ବିଷୟରେ ଜାଣିବା ପାଇଁ ସାହାଯ୍ୟ କରିବ | ତେବେ ଆଗରୁ ଆମ ପୂର୍ବ ପୁରୁଷମାନେ ପୁରାଣ ପାଠ କରୁଥିଲେ ଓ ଏହି ଶିକ୍ଷା ଗ୍ରହଣ କରୁଥିଲେ | କିନ୍ତୁ ବର୍ତମାନ ସମୟରେ ଆମେ ବ୍ୟସ୍ତ ବହୁଳ ଜୀବନରେ ଓ ଆଧୁନିକତାର ବଶବର୍ତ୍ତୀ ହେଇ ପୁରାଣ ଶାସ୍ତ୍ର ପଢିବା ପାଇଁ ସମୟ ହେଉନାହିଁ | ତେବେ ଏ ଭିତରେ ଆମେ ଆପଣଙ୍କ ପାଇଁ କିଛି ଶାସ୍ତ୍ର ସଂଗତ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ତେବେ ଚାଲନ୍ତୁ ଜାଣିବା ଓ ନିଜ ସାଙ୍ଗ ମାନକ ସହ ନିଶ୍ଚୟ ସେୟାର କରନ୍ତୁ

ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୧:-କେଉଁ ଯୁଗରେ ଭଗବାନ ଵିଷ୍ଣୁ ରାମଙ୍କ ଅବତାର ଧାରଣ କରିଥିଲେ ?

ଉତ୍ତର:-ସଠିକ ଉତ୍ତର ହେଉଛି ତ୍ରେତୟା ଯୁଗ।

ଆସନ୍ତୁ ଜାଣିବା ଦ୍ୱିତୀୟ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୨:-ଇନ୍ଦ୍ରଙ୍କର ବାହାନ କିଏ ?

ଉତ୍ତର:- ସଠିକ ଉତ୍ତର ହେଲା ଐରାଵତ ହସ୍ତୀ।

ଆସନ୍ତୁ ଜାଣିବା ତୃତୀୟ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୩:-ପୁରାଣରେ ଅସୁର ମାନଙ୍କର ଗୁରୁ କିଏ ଥିଲେ ?

ଉତ୍ତର:-ସଠିକ ଉତ୍ତର ହେଲା ଶୁକ୍ରଚାର୍ଯ୍ୟ।

ଆସନ୍ତୁ ଜାଣିବା ଚତୁର୍ଥ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୪:-କେଉଁ ଦେବତାଙ୍କର ରଥ ସାତଟି ଘୋଡା ଦ୍ୱାରା ଟଣା ହୋଇଥାଏ ?

ଉତ୍ତର:-ସଠିକ ଉତ୍ତର ହେଉଛି ସୁର୍ଯ୍ୟ।

ଆସନ୍ତୁ ଜାଣିବା ପଞ୍ଚମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୫:-ସଂଜୀବନୀ କିଏ ଉଦ୍ଭାବନ କରିଥିଲେ ?

ଉତ୍ତର:-ସଠିକ ଉତ୍ତର ହେଲା ଶୁକ୍ରଚାର୍ଯ୍ୟ।

ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୬:-ପ୍ରହ୍ଲାଦଙ୍କ ପିତାଙ୍କ ନାମ କଣ ଥିଲା ?

ଉତ୍ତର:-ସଠିକ ଉତ୍ତର ହେଲା ହିରଣ୍ୟକସ୍ୟପୁ।

ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୭:-ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମଗ୍ରହଣ କରିଥିଲେ ?

ଉତ୍ତର:-ସଠିକ ଉତ୍ତର ହେଲା ଦ୍ଵାପର ଯୁଗ।

ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୮:-ରାମଙ୍କ ଗୁରୁ କିଏ ?

ଉତ୍ତର:-ସଠିକ ଉତ୍ତର ହେଲା ବିଶ୍ଵାମିତ୍ର।

ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୯:-ଶ୍ରୀକୃଷ୍ଣଙ୍କ ଗୁରୁ କିଏ ଥିଲେ ?

ଉତ୍ତର:-ସଠିକ ଉତ୍ତର ହେଲା ସନ୍ଦୀପନି।

ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୦:-ଭରତଙ୍କ ପତ୍ନୀଙ୍କ ନାମ କଣ ଥିଲା ?

ଉତ୍ତର:-ସଠିକ ଉତ୍ତର ହେଲା ମାଣ୍ଡବି।

ଆସନ୍ତୁ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୧:-ବିଷ୍ଣୁ କେଉଁଠାରେ ବାସ କରନ୍ତି ?

ଉତ୍ତର:-ସଠିକ ଉତ୍ତର ହେଲା ବୈକୁଣ୍ଠରେ।

ଆସନ୍ତୁ ଜାଣିବା ବାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୨:-କୈଳାସ ପର୍ବତରେ କିଏ ବାସ କରନ୍ତି ?

ଉତ୍ତର:-ସଠିକ ଉତ୍ତର ହେଲା ଶିବ।

ଆସନ୍ତୁ ଜାଣିବା ତେର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୩:-ବ୍ରହ୍ମ ଦେବ କେଉଁଠାରେ ବାସ କରନ୍ତି ?

ଉତ୍ତର:-ସଠିକ ଉତ୍ତର ହେଲା ସତ୍ୟଲୋକରେ।

ଆସନ୍ତୁ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୪:-କେଉଁ ହିନ୍ଦୁ ଦେବତା ସବୁବେଳେ ଜୋତା ପିନ୍ଧନ୍ତି ?

ଉତ୍ତର:-ସଠିକ ଉତ୍ତର ହେଲା ସୁର୍ଯ୍ୟ ଦେବତା।

ଆସନ୍ତୁ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୫:-ରୁକ୍ମଣି କାହାର ପତ୍ନୀ ?

ଉତ୍ତର:- ସଠିକ ଉତ୍ତର ହେଲା ଶ୍ରୀକୃଷ୍ଣ।

ଆସନ୍ତୁ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୬:-ଦଶରଥଙ୍କ ତିନି ରାଣୀଙ୍କର ନାମ କଣ ଥିଲା ?

ଉତ୍ତର:- ସଠିକ ଉତ୍ତର ହେଲା କୌଶଲ୍ୟା,କୈକେୟୀ ଓ ସୁମିତ୍ରା।

ଆସନ୍ତୁ ଜାଣିବା ସତର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୭:-୧୪ ବର୍ଷ ଵନବାସ ସମୟରେ ରାମ,ଲକ୍ଷ୍ମଣ ଓ ସୀତାଙ୍କ ଶହ କିଏ ଯାଇଥିଲେ ?

ଉତ୍ତର:- ସଠିକ ଉତ୍ତର ହେଲା ସୁମନ୍ତ।

ଆସନ୍ତୁ ଜାଣିବା ଅଠର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୮:-ଉର୍ମିଳା କାହାର ପତ୍ନୀ ?

ଉତ୍ତର:- ସଠିକ ଉତ୍ତର ହେଲା ଲକ୍ଷ୍ମଣ।

ଆସନ୍ତୁ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୯:-ସମୁଦ୍ର ପାର ହେବା ପାଇଁ ହନୁମାନ କେଉଁ ଠାରୁ ଡ଼ିଆଁ ମାରିଥିଲେ ?

ଉତ୍ତର:-ସଠିକ ଉତ୍ତର ହେଲା ମହେନ୍ଦ୍ର ପର୍ବତରୁ।

ଆସନ୍ତୁ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୦:-ରାମଙ୍କ ସୈନ୍ୟ ଲଙ୍କା ଯିବା ପାଇଁ କିଏ ପୋଲ ତିଆରି କରିଥିଲେ ?

ଉତ୍ତର:- ସଠିକ ଉତ୍ତର ହେଲା ବିଶ୍ଵକର୍ମାଙ୍କ ପୁତ୍ର ନଳ।

ଆସନ୍ତୁ ଜାଣିବା ଏକୋଇସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୧:-ରାବଣର ପିତା କିଏ ?

ଉତ୍ତର:- ସଠିକ ଉତ୍ତର ହେଲା ଵଶ୍ରୀବା ଋଶି।

ଆସନ୍ତୁ ଜାଣିବା ବାଇଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୨:-ରାବଣ କେଉଁ ଅସ୍ତ୍ରରେ ମରିଥିଲା ?

ଉତ୍ତର:- ସଠିକ ଉତ୍ତର ହେଲା ବ୍ରହ୍ମାସ୍ତ୍ର।

ଆସନ୍ତୁ ଜାଣିବା ତେଇସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୩:-ପୁଷ୍ପକ ବିମାନ କାହାର ଅଟେ ?

ଉତ୍ତର:- ସଠିକ ଉତ୍ତର ହେଲା କୁବେର।

ଆସନ୍ତୁ ଜାଣିବା ଚବିଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୪:-ହନୁମାନଙ୍କ ପିତାଙ୍କ ନାମ କଣ ଥିଲା ?

ଉତ୍ତର:-ସଠିକ ଉତ୍ତର ହେଲା ପବନ।

ଆସନ୍ତୁ ଜାଣିବା ପଚିଶ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୫:-ହନୁମାନଙ୍କ ମାତାଙ୍କ ନାମ କଣ ଥିଲା ?

ଉତ୍ତର:- ସଠିକ ଉତ୍ତର ହେଲା ଅଞ୍ଜନା।

ଆସନ୍ତୁ ଜାଣିବା ଛବିଶ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୬:-କେଉଁ ଦେଶର ନାମ ଥିଲା ଅଯୋଧ୍ୟା ?

ଉତ୍ତର:- ସଠିକ ଉତ୍ତର ହେଲା କୋଶଳ।

ଆସନ୍ତୁ ଜାଣିବା ସତେଇସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୭:-ଦଶରଥଙ୍କ ପିତାଙ୍କ ନାମ ଓ ମାତାଙ୍କ ନାମ କଣ ଥିଲା ?

ଉତ୍ତର:-ସଠିକ ଉତ୍ତର ହେଲା ପିତା ଥିଲେ ଅଜ ଓ ମାତା ଥିଲେ ଇନ୍ଦୁମତି।

ଆସନ୍ତୁ ଜାଣିବା ଅଠେଇଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୮:-ଭରତଙ୍କ ରାଜଧାନୀର ନାମ କଣ ଥିଲା ?

ଉତ୍ତର:- ସଠିକ ଉତ୍ତର ହେଲା ନନ୍ଦିଗ୍ରାମ।

ଆସନ୍ତୁ ଜାଣିବା ଅଣତିରିସୀ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୯:-ରାଜା ଜନକ କେଉଁଠି ରାଜୁତି କରୁଥିଲେ ?
ଉତ୍ତର:- ସଠିକ ଉତ୍ତର ହେଲା ମିଥିଳା।

ଆସନ୍ତୁ ଜାଣିବା ତିରିସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୩୦:-ଦଶରଥଙ୍କ କନିଷ୍ଠ ପୁତ୍ରଙ୍କ ନାମ କଣ ଥିଲା ?

ଉତ୍ତର:- ସଠିକ ଉତ୍ତର ହେଲା ଶତୃଘନ।

ଆସନ୍ତୁ ଜାଣିବା ଏକତିରିସୀ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୩୧:-ରାବଣଙ୍କ ପ୍ରଥମ ରାଣୀଙ୍କ ନାମ କଣ ?

ଉତ୍ତର:- ସଠିକ ଉତ୍ତର ହେଲା ମନ୍ଦୋଦରି।

ଆସନ୍ତୁ ଜାଣିବା ବତୀଶ ନମ୍ବର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୩୨:-ମନ୍ଦୋଦରି କାହାର ଝିଅ ଥିଲେ ?

ଉତ୍ତର:- ସଠିକ ଉତ୍ତର ହେଲା ମାୟା।

ଏହା ଥିଲା କେତେକ ହିନ୍ଦୁ ସଂସ୍କୃତିର ପୌରାଣିକ ପ୍ରଶ୍ନ ଉତ୍ତର।

Leave a Reply

Your email address will not be published. Required fields are marked *