October 22, 2024

Odia Express

Leading Odia News Portal of Odisha

ଯଦି ଆଖିର ଦୃଷ୍ଟି ଶକ୍ତି ବଢାଇବାକୁ ଚାହୁଁଛନ୍ତି କରନ୍ତୁ ଏହି ଉପାୟ, ୯ ଦିନ ଭିତରେ ଚଷମା ଆଉ ଦରକାର ପଡିବନି…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଆପଣ ମାନଙ୍କ ଆଖିର ପାୱାର ଯଦି କମି ଯାଉଛି ଆଜି ଆମେ ଆପଣଙ୍କୁ ଏପରି ଉପାୟ କହିବୁ ଯାହା ଦ୍ଵାରା ଆପଣ ଏକ ସପ୍ତାହରେ ଏହି ସମସ୍ୟାକୁ ଠିକ କରି ପାରିବେ।ଛୋଟ ପିଲା ହୁଅନ୍ତୁ ବା ବୁଢା ଲୋକ ଏହି ଉପାୟ କରି ଆପଣ ନିଜ ଚଷମା ଓଲ୍ହାଇ ପାରିବେ।ଆଜି କାଲି ଆଖିର ସମସ୍ୟା ଅନେକ ବଢ଼ିଗଲାଣି।ସେଥିପାଇଁ ଏହି ଉପାୟକୁ ଭଲସେ ପଢନ୍ତୁ।ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ସାଙ୍ଗ ମାନେ ପ୍ରଥମ ଉପାୟ ହେଉଛି ଯେବେ ଆପଣ ସକାଳୁ ନିଦରୁ ଉଠିବେ ଉଠିବା ପରେ ଆଜି ନିଜ ଦୁଇ ହାତକୁ ଭଲସେ ଘସନ୍ତୁ ଯେବେ ହାତ ଗରମ ହୋଇଯିବ ସେବେ ହାତକୁ ଧୀରେ ସେ ଆଖିରେ ଛୁଅନ୍ତୁ ଏହା ଦ୍ଵାରା ଆଖି ସମସ୍ୟା ଦୂର ହୋଇଥାଏ।

ଦ୍ୱିତୀୟ ଉପାୟରେ ଯେବେ ଆପଣ ନିଜ ମୁହଁ ସକାଳୁ ଧୋଉଛନ୍ତି ସେହି ସମୟରେ ସର୍ବଦା ଧୋଇବା ପୂର୍ବରୁ ପାଟିରେ ପାଣି ପୁରାଇ ରଖି ମୁହଁ ଧୁଅନ୍ତୁ ଯାହା ଦ୍ବାରା ଆଖିର ସବୁ ମଇଳା ବାହାରି ଯାଇଥାଏ।ଏହା ପର ଉପାୟରେ ଆପଣ ୪-୫ ବାଦାମ ରାତିରେ ପାଣିରେ ଭିଯାଇ ଦିଅନ୍ତୁ ସକାଳୁ ତାକୁ କାଢି ତା ଚୋପା କାଢି ଦିଅନ୍ତୁ ଏହା ପରେ ନିଅନ୍ତୁ ମରିଚ ଓ ମିଶ୍ରି ଏହାକୁ ସବୁ ଭଲସେ ଗୁଣ୍ଡ କରି ମିଶାଇ ଦୁଅନ୍ତୁ ଓ ଏହା ପରେ ଏହାକୁ ହାଲକା ଗରମ ଖୀରରେ ମିଶାଇ ପିଅନ୍ତୁ।

ମନେ ରଖନ୍ତୁ ଗୋଳାଇ ସାରିବା ପରେ କ୍ଷୀରକୁ ଛାଣିବେନି।ଯଦି ଆପଣଙ୍କ ଆଖିରେ ପାଣି ଆସେ ଜାଣିବେ ଆଖିରୁ ସବୁ ଦୂଷିତ ପଦାର୍ଥ ବାହାରୁଛି।ଯଦି ଆପଣ ଅଧିକ ସମୟ ମୋବାଇଲ ବା କମ୍ପୁଟର ଦେଖୁଛନ୍ତି ଏହାପରେ ନିଜ ଆଖିକୁ ରୋଟେଟ କରନ୍ତୁ ଯାହା ଦ୍ଵାରା ଆଖିରେ ଅଧିକ ପ୍ରସର ପଡି ନଥାଏ।ଏହା ପର ଉପାୟ ବହୁତ ସହଜ ଏହି ଉପାୟରେ ଆପଣ ଯେବେ ବି ପାର୍କ ଯାଉଛନ୍ତି କିଛି ସମୟ ପାର୍କରେ ଖାଲି ପାଦରେ ଚାଲନ୍ତୁ ଖାଲି ପାଦରେ ଘାସରେ ଚାଲିବା ଆଖି ପାଇଁ ବହୁତ ଭଲ ହୋଇଥାଏ।

ଯେବେବି ଆପଣ ଶୋଇବେ ସବୁବଳେ ଆଲୁଅ ବନ୍ଦ ରଖି ରାତିରେ ସୁଅନ୍ତୁ କାରଣ କିଛି ଲୋକ ରାତିରେ ଶୋଇବା ବେଳେ ଡିମ ଲାଇଟ ଜଳାଇଥାନ୍ତି ଯାହା ଆପଣଙ୍କ ଆଖି ଉପରେ ପ୍ରେସର ପକାଇଥାଏ।ଏବେ ଜାଣନ୍ତୁ ଶେଷ ଉପାୟ ଆପଣଙ୍କୁ ପ୍ରତି ଦିନ କିପରି କରିକି ଆମଲା ଜୁସ ପିଅନ୍ତୁ ଏହା ଆଖି ପାଇଁ ଏକ ବିଶେଷ ପୋଷଣ ହୋଇଥାଏ।ଯଦି ଆପଣ ଆମ ଏହି ସବୁ ଉପାୟକୁ ଭଲସେ କରିବେ ଏକ ସପ୍ତାହରେ ହିଁ ଆପଣଙ୍କୁ ଚଷମା ଆଉ ଦରକାର ହେବନାହିଁ। ଯଦି ଏହି ଲେଖା ଆପଣଙ୍କୁ ଭଲ ଲାଗୁଛି ଏହାକୁ ଲାଇକ ଓ ସେୟାର କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *