ଆସନ୍ତୁ ଜାଣିବା ଭାରତର କରେନସି କେଉଁ କେଉଁ ସ୍ଥାନରେ ଅଧିକ ଥାଏ – ଏଠାରେ ଭାରତର ୧ ଟଙ୍କା ସେଠାକାର ୧୫୦୦ ଟଙ୍କା ସହ ସମାନ ଅଟେ – ଏବେ ଜାଣି ରଖନ୍ତୁ..
ସାଙ୍ଗମାନେ ଆମେ ସବୁବେଳେ ଭାବିଥାଉକି ଭାରତୀୟ ମୁଦ୍ରାର ମୁଲ୍ୟ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ କେତେବେଳେ ବହୁତ ଥାଏ ଓ କେତେବେଳେ କମ ଥାଏ ସେଥିପାଇଁ ଆମେ ଆମ ପସନ୍ଦ ଥିବା ଜାଗାକୁ ଯିବା ଆଗରୁ ବହୁତ ଥର ଭାବିଥାଉ।ଏବେ ଡ଼ଲାରର ମୂଲ୍ୟ ୭୬ ଟଙ୍କା.୮୪ ପଇସା ହୋଇଥାଏ।ଆପଣ ଏମିତି ଭାବିବେନି କି ଭାରତୀୟ ମୁଦ୍ରା ସବୁଠାରୁ ଦୁର୍ବଳ ଅଟେ ଓ ମନରଖିବେକି ଭାରତର ଗୋଟେ ଟଙ୍କାର ମୂଲ୍ୟ ୧୫୭୦ ଟଙ୍କା ଅଟେ।ଆଜି ଆମେ ଜାଣିବା ଏମିତି ୧୦ ଟି ଦେଶ ବିଷୟରେ ଯେଉଁ ଠାରେ ଭାରତୀୟ ଟଙ୍କାର ମୂଲ୍ୟ ମଧ୍ୟ ବେଶି ଅଟେ।
ସାଙ୍ଗମାନେ ୧୦ ନମ୍ବରରେ ଆସୁଥିବା କରେନସି ହେଉଛି କମ୍ବୋଡିଆନ ରିଆଲ ସାଙ୍ଗମାନେ କମ୍ବୋଡିଆନ ଆମର ସବୁଠାରୁ ପ୍ରାଚିନ ଓ ସବୁଜ ପରିପୂର୍ଣ୍ଣତା ପାଇଁ ପ୍ରସିଦ୍ଧ ଅଟେ।ଯଦି ଆମେ କଥା ହବା ଭାରତୀୟ ମୁଦ୍ରା ବିଷୟରେ ତାହେଲେ ଏହାର ଗୋଟେ ଟଙ୍କାର ମୂଲ୍ୟ ୫୩ କମ୍ବୋଡିଆନ ରିଆଲ ହୋଇଥାଏ।ଏଠି ଏହି କମ୍ବୋଡିଆନ କରେନସିର ବ୍ୟବହାର ହୋଇନଥାଏ ଏଠି ଡ଼ଲାରର ବ୍ୟବହାର ହୋଇଥାଏ।ଏହି କାରଣ ଏହାର ଲୋକାଲ କରେନସି କୁ ଆହୁରି କମ କରିଥାଏ।
୯ ନମ୍ବରରେ ଆସିବ ପରାଗୁଆନ ଗୁଆର ଏହା ସାଉଥ ଆମେରିକାର ସବୁଠୁ ଗରିବ ଦେଶ ଅଟେ।ଏହି ଦେଶ କେବଳ ସୋୟାବିନ ଓ କଟନର ବିନିମୟ କରି ଥାଆନ୍ତି।ଏହି କାମ ଏମାନଙ୍କ ପାଇଁ ଏ କାମ ପେଟ ପୋଷିବାରେ କାର୍ଯ୍ୟକାରୀ ହୋଇନଥାଏ।ଯାହାଦ୍ୱାରା ଏ ଦେଶ ବହୁତ ମାତ୍ରାରେ ଭ୍ରଷ୍ଟାଚାର ବଢିଚାଲିଛି ଓ ନିଜ କରେନସି କମେଇ ଚାଲିଛି।ଏଠାରେ ଭାରତର ଗୋଟେ ଟଙ୍କା ୮୫ ପାରାଗୁଆନ ଗୁଆରେନ ବୋଲି ମାନି ଥାଉ।
୮ନମ୍ବରରେ ଆସିବ ଲାଓତିକାନ ଲାଓସି ଏ ଦେଶ ସାଉଥଇଷ୍ଟ ଏସିଆରେ ଅଛି।ଏହାର ରାଜଧାନୀ ଭିଏନ୍ଟିଏନି ଅଛି।ଏ ଦେଶ ବୁଦ୍ଧିଷ୍ଟ ଓ ପାହାଡ ପାଇଁ ପ୍ରସିଦ୍ଧ ଅଟେ।ଏ ଦେଶର କରେନସି ଭାରତର ଗୋଟେ ଟଙ୍କା ୧୧୬ ଲାଓଟିଆନ କୀପ ସହିତ ବରାବର ଅଟେ।୧୯୫୨ ରେ ଯେତେବେଳେ ଏହାର କରେନସିକୁ ଲାଗୁ କରିଥିଲେ ଏହାର ଟଙ୍କା ବଢ଼ି ବଢ଼ି ଚାଲିଥିଲା।
ଦୁନିଆର ୭ ନମ୍ବରରେ ଆସିବ ଦିନିଆଲ ଫ୍ରାଙ୍କ ଏହା ଦିନିଆଲ କରେନ୍ସି ଅଟେ,ଯାହାକି ୱେଷ୍ଟ ଆଫ୍ରିକାର ଦେଶ ଅଟେ ଯାହାର ନାମ ଅଟେ କୋନକ୍ରି ଅଟେ।ଏହି ଦେଶର ପଇସା କେବଳ ଅଳ୍ପ ଦେଶର ଲୋକଙ୍କ ପାଖରେ ଥାଏ।ଏହାର ଗୋଟେ ଟଙ୍କାର ମୂଲ୍ୟ ୧୨୫ ଗୁନିଆନ ଫ୍ରାନ୍ସ ଅଟେ।
ଛଅ ନମ୍ବରରେ ଆସିବ ସେହଉଛି ସିରା ଲିଓନ ଲିଅନ।ଏ ଦେଶ କେବଳ ତାର ଧଳା ବାଲି ପାଇଁ ପ୍ରସିଦ୍ଧ ଅଟେ,ତାସହିତ ହୀରା,ଟାଇଟନୀୟମ,ବକ୍ସାଇଟ ଓ ସୁନା ପାଇଁ ପ୍ରସିଦ୍ଧ।ଏହାର ଆର୍ଥିକ ଅଵସ୍ଥା ଭାରତର ଠାରୁ ବହୁତ ଦୁର୍ବଳ ଅଛି ଭାରତର ଗୋଟେ ଟଙ୍କାର ମୂଲ୍ୟ ୧୨୬ ସିଏରା ଲିଓନାନ ଲିଓନ ଅଟେ।ଦେଶର ପାଞ୍ଚ ନମ୍ବରରେ ଆସେ ଉଜବେକସୁନ ଏହି ଦେଶ ଏସିଆର ଅଟେ।ଏହାର ରାଜଧାନୀ ଅଟେ,ଏହା ମସଜିଦ ପାଇଁ ଜଣା ଯାଇଥାଏ।ଏଠାରେ ଭାରତୀୟ ଗୋଟେ ମୁଦ୍ରାର ମୂଲ୍ୟ ୧୨୭ ଉଜବେକି ସୋମ ସହିତ ବରାବର ଅଟେ।
ଆଉ ଚାରି ନମ୍ବରରେ ଆସିବ ଇଣ୍ଡୋନେସିଆନ ରୂପି,ଏହାର ନାମରୁ ଜଣା ପଡୁଛିକି ଏହା ଇଣ୍ଡୋନେସିଆର ପଇସା ଅଟେ।ଏହାର ରାଜଧାନୀ ଜାକାରତା ଅଟେ,ଏହି ଦେଶ ୧୭୦୦୦ ମହାଦୀପ ପାଇଁ ପ୍ରସିଦ୍ଧ ଅଟେ।ଏହାର ଭାରତୀୟ ଗୋଟେ ଟଙ୍କାର ମୂଲ୍ୟ ୨୦୪ ଇଣ୍ଡୋନେସିଆନ ରୂପିଆ ହୋଇଥାଏ।ତିନି ନମ୍ବରରେ ଆସେ ଭିଏତନାମ ଡ଼ଲାର ହୋଇଥାଏ।ଏହା ସାଉଥଇଷ୍ଟ ରେ ଅବସ୍ତିତ,ଏ ଦେଶରେ ରାଜଧାନୀ ହେଉଛି ହାଅନି ଏହା ସାଧାରଣତଃ ସମୁଦ୍ରତଟ ପାଇଁ ପ୍ରସିଦ୍ଧ।ଏହାର ଭାରତୀୟ ମୁଦ୍ରା ୩୦୪ ଭିଏତନାମ ଡଙ୍ଗ ମୁଦ୍ରା ସହିତ ବରାବର ଅଟେ।
ଦ୍ଵିତୀୟରେ ଆସିବ ଇରଅନିଆନ ରୂପି,ଏ ଦେଶ ଇରାନ ଦେଶର ମୁଦ୍ରା ଅଟେ।ଏହାର ରାଜଧାନୀ ତେହରାନ ଅଟେ,ଏ ଦେଶର ଭାଷାକୁ ସୁବିଧା ବନେଇବା ପାଇଁ ଗୋଟେ ତୋମାନ ର ମୂଲ୍ୟ ୧୦ ରିଆଲ ଅଟେ।ଏଠାକାର ଭାରତୀୟ ଗୋଟେ ମୂଲ୍ୟର ଦାମ ୫୪୭ ଇରିଆନ ରିଆଲ ଅଟେ।
ଦୁନିଆର ସବୁଠୁ କମ ଟଙ୍କା ଅଟେ ଏହାର ନାମ ବେନେଜୁଇଆଲ କରେନ୍ସି ଅଟେ,ଏହି ଦେଶ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଏହା ବେସି ତେଲ ଆଦାନ ପ୍ରଦାନ ପାଇଁ ପ୍ରସିଦ୍ଧ ଅଟେ।ଭାରତର ଗୋଟେ ଟଙ୍କା ୧୫୭୦ ଭିନୋଜିଓଲା ସିଭେରେଜିଆନ ଵୋଲିଭର ହୋଇଥାଏ।ଏଠିକାର ସରକାର ଡ଼ଲାର ବିରୁଦ୍ଧରେ ପେଟ୍ରୋ ନାମକ କରେନ୍ସି ଲାଗୁ କରିଥିଲେ ଯାହା ସେ ଦେଶର ଅବସ୍ଥାକୁ ଖରାପ କରିଦେଲା।